Achyuta jena

Achyuta jena

Vice-president Biju Chhatra Janata dal,Basta Achyuta jena

16/10/2023

Happy birthday

Naveen Patnaik CMO Odisha

28/06/2023

Happy birthday BOBBY Bhai
Pranab Prakash Das

Photos from Achyuta jena's post 19/06/2023

#ଜଗା ପାଇଁ ସଜବାଜ #ଶଙ୍ଖକ୍ଷେତ୍ର

25/04/2023

#ଶୁଭ_ସକାଳ
୍ନାଥ

15/04/2023

ଓଡ଼ିଆ #ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତଙ୍କୁ #ସୁଖ_ସମୃଦ୍ଧିରେ ଭରି ଦିଅନ୍ତୁ ।

08/03/2023

ରଙ୍ଗର ପର୍ବ #ହୋଲିର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

11/02/2023

#ନାରୀ_ଆଗେଇଲେ_ଦେଶ_ଆଗେଇବ ।
ଏହି ନାରାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଆମ ରାଜ୍ୟର ମହିଳାଙ୍କୁ Mission Shakti Odisha ଜରିଆରେ ରୋଜଗାରକ୍ଷମ କରାଇ ସାରା ଦେଶରେ ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିଥିବାରୁ ଅନେକ ଅନେକ ଧନ୍ୟବାଦ ।

08/02/2023

ମହାନ କବୟତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଜନଜାଗରଣ ସୃଷ୍ଟି ସହ କୁସଂସ୍କାର ବିରୋଧରେ ସଚେତନତା ବୃଦ୍ଧି ପାଇଁ ତାଙ୍କ ପ୍ରୟାସ ସର୍ବଦା ପ୍ରେରଣା ଯୋଗାଇବ/

14/01/2023

ପବିତ୍ର ଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି।

Photos from Achyuta jena's post 11/01/2023

ଆନନ୍ଦ, ଉଲ୍ଲାସ ଓ ଉତ୍ସାହର ମହାପର୍ବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଶ ବିଦେଶର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ । ଧନ୍ୟବାଦ ମାନ୍ୟବର CMO Odisha ଶ୍ରୀ Naveen Patnaik ମହୋଦୟଙ୍କୁ ଲଗାତାର ଦ୍ଵିତୀୟ ଥର ପାଇଁ ଓଡିଶାର ଭୁବନେଶ୍ୱର ଓ ରାଉରକେଲା ରେ ହକି ପୁରୁଷ ବିଶ୍ୱ କପ ଆୟୋଜନ କରି ସାରା ଓଡିଶାବାସୀଙ୍କୁ ଗର୍ବିତ କରିଥିବାରୁ l

Photos from Achyuta jena's post 10/01/2023

#ଜଗନ୍ନାଥ_ତମେ_ପରଂବ୍ରହ୍ମ_ଯୁଗେ_ଯୁଗେ_ସତ୍ୟ_ସନାତନ
ଚଳିତ ନୂତନ ବର୍ଷ ସମସ୍ତ ଓଡ଼ିଶା ବାସୀଙ୍କର ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏତିକି ଗୁହାରି । ⚫❗⚫


#ମୋ_ଜଗା
#ମୋ_କାଳିଆ
#ଶଙ୍ଖକ୍ଷେତ୍ର

Profile pictures 25/12/2022
08/12/2022

ପଦମପୁର
ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପାଖାପାଖି ୪୨,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହେଲେ ।
Rabindra Kumar Jena

25/11/2022

ସ୍ନେହ ଓ ମମତାର କର୍ଣ୍ଣଧାର ସୁବାସିନି ମା"
Subasini Jena

19/11/2022

ବର୍ଷାଙ୍କ ଆଖିର ଏ ଲୁହ କହୁଛି କେତେ ନିଜର ତା ମାଟି, କେତେ ନିଜର ଏ ପଦ୍ମପୁରବାସୀ ।

ସେମିତି ନ'ହୋଇଥିଲେ କଣ ବର୍ଷାଙ୍କ ଆଖିର ଲୁହ ଦେଖି କାନ୍ଦି ଥାନ୍ତେ ସମବେତ ମାଆମାନେ...


Subasini Jena
Rabindra Kumar Jena

Photos from Rabindra Kumar Jena's post 18/11/2022
14/11/2022

ମାଟିର ଝିଅ Barsha Singh Bariha ମଥାରେ ଆଶୀର୍ବାଦର ବର୍ଷା କରିବେ ପଦ୍ମପୁରବାସୀ । ଏ ବିଶ୍ୱାସ, ଏ ଭରସା ଜନତାଙ୍କ ଉପରେ ରହିଛି ।💚

10/11/2022

ଓଡ଼ିଶା ମାଟିର ଗର୍ବ ଓ ଗୌରବ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଆ ମାଟିକୁ ସ୍ୱାଗତ ।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ

Photos from Achyuta jena's post 23/10/2022

ବସ୍ତା ବ୍ଲକ ଜାମଶୁଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ନୂତନ କ୍ୟାମ୍ପସ କମିଟି ଗଠନ ସହ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ପରାମର୍ଶ କ୍ରମେ ବସ୍ତା ବ୍ଲକ ଛାତ୍ର ବିଜେଡ଼ି ସଭାପତି ତଥା ଜିଲ୍ଲା କ୍ୟାମ୍ପସ କମିଟି ସଂଯୋଜକ ହରେକୃଷ୍ଣ ପ୍ରଧାନ ଓ ବାଲିଆପାଳ ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଏହି ଅବସରରେ କ୍ୟାମ୍ପସ କମିଟିର ସମସ୍ତ କର୍ମକର୍ତ୍ତା ଓ ବ୍ଲକ କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ |

ସୌଜନ୍ୟ: କ୍ୟାମ୍ପସ କମିଟି, ଜାମଶୁଳୀ କଲେଜ
Subasini Jena

18/10/2022

ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମାଡାମ୍ ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ଏବଂ ନିରାମୟ ରଖନ୍ତୁ ଏବଂ ଆପଣ ଏମିତି ଜନତାଙ୍କ ପାଇଁ କାର୍ଯ୍ୟ କରୁଥାଆନ୍ତୁ ।
Subasini Jena

16/10/2022

Happy birthday CM sir ☘️💐
CMO Odisha
Naveen Patnaik

15/09/2022
04/08/2022

Happy birthday Sir..Our Leader our Hero

02/08/2022

#ନିରନ୍ତର_ଜନତାଙ୍କ_ସେବାରେ..............💚

21/07/2022

ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଆମ ରାଜ୍ୟର ଜଣେ ଯୋଗଜନ୍ମା କନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଜଗତର ନାଥ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦ ତାଙ୍କୁ ଭାରତ ବର୍ଷର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରିଛି l ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ଆମ ମାଟିର ଗର୍ବ ଏବଂ ଗୌରବ। ସେ କେବଳ ଜଣେ ଅଭିଜ୍ଞ ରାଜନୀତିଜ୍ଞ ନୁହଁନ୍ତି ବରଂ ସରଳ, ନମ୍ର, ଜନବତ୍ସଳ ଓ ହୃଦୟ-ବିଜୟୀ ବ୍ୟକ୍ତିତ୍ୱ । ଶ୍ରୀମତୀ ମୁର୍ମୁଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ, ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର କୃତଜ୍ଞ । ଏହି ମହିୟସୀ ମହିଳାଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କର ଚଲାପଥ କୁସୁମିତ ହେଉ।

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Videos (show all)

Happy birthday BOBBY BhaiPranab Prakash Das #birthday #Jajpur #BobbyBhai #onlybjd  #VoteForBJD #celebration
#ଶୁଭ_ସକାଳ#ଜୟ_ଜଗନ୍ନାଥ
#padmapurbyeelection Rabindra Kumar Jena Subasini Jena
ବର୍ଷାଙ୍କ ଆଖିର ଏ ଲୁହ କହୁଛି କେତେ ନିଜର ତା ମାଟି, କେତେ ନିଜର ଏ ପଦ୍ମପୁରବାସୀ । ସେମିତି ନ'ହୋଇଥିଲେ କଣ ବର୍ଷାଙ୍କ ଆଖିର ଲୁହ ଦେଖି କାନ୍ଦି...
#Bjddigitalwing
#bjdodisha #bcjdodisha #navinodisha
ସ୍ନେହ ମମତାର ଅନ୍ୟନାମ ମାଆ

Category

Telephone

Address

Balasore