Adarsha Juba Parishad, Soro, Balasore

Adarsha Juba Parishad, Soro, Balasore

ଆଦର୍ଶ ଯୁବ ପରିଷଦ ସବୁବେଳେ ଅସହାୟଙ୍କ ସେବାରେ.. 🙏🙏🙏

28/01/2024

ITI ତରଫରୁ #ଆଦର୍ଶ ଯୁବ ପରିଷଦକୁ #ଆଦର୍ଶ ସେବା ସମ୍ମାନରେ ସମ୍ମାନିତ କରିଥିବାରୁ ପରିଷଦ ତରଫରୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏

26/01/2024

#ଆଦର୍ଶ ଯୁବ ପରିଷଦ ତରଫରୁ
75 ତମ #ସାଧାରଣତନ୍ତ୍ର ଦିବସ ପାଳିତ

22/01/2024

#ଅସହାୟ ମହିଳା ଙ୍କ #ଶବ ସତ୍କାର
କଲେ #ଆଦର୍ଶ ଯୁବ ପରିଷଦ
Courtesy singer -sonu nigam

ସୋର ମୁନିସିପାଲିଟି ଅନ୍ତର୍ଗତ ସ୍ବର୍ଗଦ୍ୱାର ରେ ଏକ ଅସହାୟ ମହିଳା ଙ୍କ ଶବ ସତ୍କାର କରିଛନ୍ତି ସୋର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ... ଘଟଣା ରୁ ପ୍ରକାଶ କି ଗତକାଲି ଏକ ଅସହାୟ ମହିଳା ଯାହାଙ୍କ ନାମ କୁନି ସିଂ ସେ ସିମୁଳିଆ ବ୍ଲକ ଅଡା ଗ୍ରାମ ରେ ଏକ ବିଲ ରେ ମୃତ୍ୟୁ ବରଣ କରିଥିଲେ... ତାଙ୍କ ଶବ କୁ ସିମୁଳିଆ ପୋଲିସ ଜବଦ କରି ସୋର ହସ୍ପିଟାଲ କୁ ଆଣିଥିଲେ...ଏହାପରେ ତାଙ୍କ ଝିଅ କଣ୍ଢେଇ ମୁଣ୍ଡା ସୋର ହସ୍ପିଟାଲ ରେ ପହଂଚି ଥିଲେ ... ସୋର ହସ୍ପିଟାଲ ରେ ପୋଷ୍ଟ ମର୍ଟମ ସରିବା ପରେ ତାଙ୍କ ଶବସତ୍କାର କରିବାକୁ ତାଙ୍କ ଝିଅ ଅକ୍ଷମ ପ୍ରକାଶ କରିଥିଲେ... ଫଳରେ ସିମୁଳିଆ ପୋଲିସ ଏବଂ ପରିବାର ସଦସ୍ୟ ସୋର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ କୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ.. ପରିବାର ସଦସ୍ୟ ମାନେ ସୋର ହସ୍ପିଟାଲ ରେ ପହଂଚି ସିମୁଳିଆ ପୋଲିସ କୁ ଜଣାଇ ଗାଡି ଭଡା କରି ସ୍ବର୍ଗଦ୍ୱାର କୁ ଶବ କୁ ନେଇ ଥିଲେ.. ସ୍ୱର୍ଗ ଦ୍ୱାର ରେ ହିନ୍ଦୁ ପରମ୍ପରା ଅନୁସାରେ ଶବ ଦାହ କରି ମାନବିକତା ର ପରିଚୟ ଦେଇଥିଲେ...ଶବ ଦାହ ର ସମସ୍ତ ଖର୍ଚ୍ଚ ପରିଷଦ ସଦସ୍ୟମାନେ ବହନ କରିଥିଲେ...ପ୍ରକାଶ ଥାଉକି ସୋର ଅଞ୍ଚଳ ରେ ସବୁବେଳେ ଏହି ସ୍ବେଛାସେବୀ ସଂଗଠନ ର ସଦସ୍ୟ ମାନେ ପରୋପକାରୀ କାର୍ଯ୍ୟ ଦୀର୍ଘ ଚାରି ବର୍ଷ ଧରି କରି ଆସୁଛନ୍ତି . ସଦସ୍ୟ ମାନଙ୍କ ଏଭଳି ପରୋପକାରୀ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ, ,ସୋର ର ଓଟିଭି ସାମ୍ବାଦିକ ନିରଞ୍ଜନ ବେହେରା ପରିଷଦ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି.....

Photos from Adarsha Juba Parishad, Soro, Balasore's post 21/01/2024

#ରକ୍ତଦାନ କଲେ #ଆଦର୍ଶ ଯୁବ ପରିଷଦ ସଦସ୍ୟ #ଧୀରଜ ଭାଇ
ଭୁବନେଶ୍ୱର ସମହସ୍ପିଟାଲ ରେ #ସୋର ବ୍ରହ୍ମପୁର ଅଞ୍ଚଳ ର #ରୁକ୍ମଣୀ ରାଉଳ ଙ୍କର ଗୋଡ଼ ଅପରେସନ ପାଇଁ O+ ବ୍ଲଡ଼ ର ଆବଶ୍ୟକତା ରହିଥିଲା..ଏ ଖବର ପାଇବା ମାତ୍ରେ ପରିଷଦ ସଦସ୍ୟ ଧୀରଜ ଭାଇ ଭୁବନେଶ୍ୱର ଯାଇ ସମ ହସ୍ପିଟାଲ ରେ ଏହି ରୋଗୀ ଙ୍କୁ ରକ୍ତ ପ୍ରଦାନ କରିଛନ୍ତି.. ଭାଇ ଙ୍କ #ମହାନତା ପାଇଁ ଭାଇ ଙ୍କୁ ପରିଷଦ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ.. ଭଗବାନ ଭାଇ ଙ୍କୁ ସବୁବେଳେ ଏମିତି ପରୋପକାରୀ କାର୍ଯ୍ୟ କରିବାକୁ ଶକ୍ତି ଦିଅନ୍ତୁ... ଆଗାମୀ ଦିନରେ ଭାଇ ଏମିତି ସେବା କରି ଚାଲନ୍ତୁ....
#ଜୟ ଜଗନ୍ନାଥ 🙏💐

Photos from Adarsha Juba Parishad, Soro, Balasore's post 21/01/2024

#ଅସହାୟ ମହିଳା ଙ୍କ #ଶବ ସତ୍କାର କଲେ #ଆଦର୍ଶ ଯୁବ ପରିଷଦ..
ଜୀବନ #କ୍ଷଣସ୍ଥାୟୀ ଏଣୁ ଜୀବନର ପ୍ରତିଟି ମୁହୂର୍ତକୁ #ଭଲକାର୍ଯ୍ୟ ରେ #ଉପଯୋଗ କରାଯିବା ଆବଶ୍ୟକ...

#ସିମୁଳିଆ ବ୍ଲକ ବାଟି ପଂଚାୟତ #କୁନି ସିଂ ନାମକ ଅସହାୟ ମହିଳା ଙ୍କ ଶବ ସତ୍କାର କରିଛନ୍ତି ସଦସ୍ୟ... ଅସହାୟ ମହିଳା ଙ୍କ ଶବ ସତ୍କାର ପାଇଁ ସିମୁଳିଆ ପୋଲିସ ଏବଂ ଓଟିଭି ପ୍ରତିନିଧି ନିରଞ୍ଜନ ଭାଇ ପରିଷଦ କୁ ଅନୁରୋଧ କରିବା ପରେ ସଦସ୍ୟ ମାନେ ଶବ ସତ୍କାର କରିଥିଲେ.. ଶବ ସତ୍କାର ରେ ସମସ୍ତ ଖର୍ଚ୍ଚ ସଦସ୍ୟ ମାନେ ବହନ କରିଥିଲେ 💐💐
ଜୟ ଜଗନ୍ନାଥ 💐

19/01/2024

#ଅସହାୟ #ବିଧବା ମହିଳା ଙ୍କୁ
#ସହାୟତା ଦେଲେ #ଆଦର୍ଶ ଯୁବ ପରିଷଦ
Plz share & help 🙏
Courtesy singer -jitu singer
#ସୋର ମୁନିସିପାଲିଟି ଅଧୀନ ଏକ ନମ୍ବର ୱାର୍ଡ ର #ବିଧବା ଗୌରୀ ପ୍ରଧାନ ଙ୍କୁ ସହାୟତା ଦେଲେ ଆଦର୍ଶ ଯୁବ ପରିଷଦ

17/01/2024

#ଆଦର୍ଶ ଯୁବ ପରିଷଦ ର #ବନ୍ଧୁମିଳନ ଉତ୍ସବ
Courtesy singer -Jitu singer
ସଦସ୍ୟ ମାନେ ପଞ୍ଚୁଲିଙ୍ଗେଶ୍ୱର ଶୈବ ପୀଠ ରେ ପହଂଚି ସଫେଇ କରିବା ସହ ଭୋଜି କରିଥିଲେ...

15/01/2024

#ବାହାନଗା ଟ୍ରେନ ଦୁର୍ଘଟଣାରେ #ଆଦର୍ଶ ଯୁବ ପରିଷଦକୁ ବାଲେଶ୍ବର ଠାରେ ହେଉଥିବା #ପଲିଶ୍ରୀ ମେଳାରେ ଆଦର୍ଶ ଯୁବ ପରିଷଦକୁ ସମ୍ମାନିତ କରିଥିବାରୁ #ଜିଲ୍ଲାପାଳ ମହୋଦୟଙ୍କୁ ହୃଦୟରୁ ଧନ୍ୟବାଦ 🙏🙏🙏

14/01/2024

#ଆଦର୍ଶ ଯୁବ ପରିଷଦ ତରଫରୁ ଚତୁର୍ଥ #ବାର୍ଷିକ ଉତ୍ସବ ପାଳିତ

13/01/2024

ଆଜି #ବିବେକାନନ୍ଦ ସଂଗଠନ କ୍ଷୀରକୋଣୀ ତରଫରୁ #ଆଦର୍ଶ ପରିବାରକୁ ସମ୍ମାନିତ କରାଯାଇଛି... ଆଦର୍ଶ ପରିବାର ତରଫରୁ ଦୁଇ ମନୋରଞ୍ଜନ ଭାଇ ଉପସ୍ଥିତ ହୋଇ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ମତ ଉପସ୍ଥାପନା କରିଥିଲେ ଏବଂ ଜୀବନର ମୂଲ୍ୟବୋଧ କିପରି ସେବା କାର୍ଯ୍ୟ କରି ଆଗକୁ ବଢିବା ଏହା ଉପରେ ଆଲୋକପାତ କରିଥିଲେ...ପରିଷଦକୁ ସମ୍ମାନିତ କରିଥିବାରୁ #ବିବେକାନନ୍ଦ ସଂଗଠନ କୁ ପରିଷଦ ତରଫରୁ ହୃଦୟରୁ ଧନ୍ୟବାଦ🙏🙏🙏*

Photos from Adarsha Juba Parishad, Soro, Balasore's post 13/01/2024

#ଆଦର୍ଶ ଯୁବ ପରିଷଦ ତରଫରୁ #ଚତୁର୍ଥ #ବାର୍ଷିକ ଉତ୍ସବ ସେନ୍ଟ ଜାଭିଅର ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି ପାଳିତ ହୋଇଯାଇଛି... ଆପଣମାନଙ୍କ #ଆଶୀର୍ବାଦ ଭଲପାଇବା ଏମିତି ସଂଗଠନ ଉପରେ ସବୁବେଳେ ରହିଥାଉ... ନିଶ୍ଚିତ ରୂପେ ଆଗାମୀ ଦିନରେ ଏମିତି ଅସହାୟ ମାନଙ୍କ ମୁଁହ ରେ ଖୁସି ଆଣିବାକୁ ଚେଷ୍ଟା ଜାରି ରଖି ପାରିବୁ... ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଅତିଥି, ଙ୍କୁ ହୃଦୟ ରୁ ଧନ୍ୟବାଦ ସେମାନେ ସେମାନଙ୍କର ବହୁ ମୂଲ୍ୟ ସମୟ ଦେଇ ବାର୍ଷିକ ଉତ୍ସବ କୁ ସଫଳ କରିଛନ୍ତି ମହାପ୍ରଭୁ ଆପଣଂକ ଚଲା ପଥ କୁ ପୁଷ୍ପିତ କରନ୍ତୁ... ଜୟ ଜଗନ୍ନାଥ 🙏🙏

11/01/2024

ଜଣେ #ଅସହାୟ ବ୍ୟକ୍ତି ଙ୍କୁ ସୋର #ଓଭରବ୍ରିଜ ନିକଟରୁ ଉଦ୍ଧାର କରି ଚିକିତ୍ସା କଲେ ସଦସ୍ୟ

Photos from Adarsha Juba Parishad, Soro, Balasore's post 08/01/2024

#ବାଙ୍ଗାଲୋର ରେ #ନିଖୋଜ ହୋଇଛନ୍ତି ଏହି #ବ୍ୟକ୍ତି
Plz share କରନ୍ତୁ ଯେମିତି ଏ ବ୍ୟକ୍ତି ତାଙ୍କ ପରିବାର କୁ ମିଳିଯିବେ 🙏
#ବାଙ୍ଗାଲୋର (Jigni link road bus stand, maruti nagar,village -Bandenallasandra Bangalore,karanatak ) ରେ ଏକ ମେଡ଼ିସିନ କମ୍ପାନୀ (Reliance pvt Ltd )ରେ କାମ କରିବା ସମୟ ରେ ନିଖୋଜ ହୋଇଛନ୍ତି #ବାଲେଶ୍ୱର ଜିଲ୍ଲା #ବାହାନଗା ବ୍ଲକ #ପଥର ପେଣ୍ଠ ଗ୍ରାମ ର #ନରେନ୍ଦ୍ର କୁମାର ରାଜ... ତାଙ୍କ ର ବୟସ 24 ବର୍ଷ... ପିତା ଙ୍କ ନାମ #ଭାସ୍କର ରାଜ... ଏହି ପରିବାର ର ଏକମାତ୍ର ପୁଅ ଅଟନ୍ତି ଏହି ବ୍ୟକ୍ତି.. ପରିବାର ବହୁତ ଗରିବ ଅଟନ୍ତି.. ସମସ୍ତେ plz ଚେଷ୍ଟା କରନ୍ତୁ 🙏
ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ବ୍ୟକ୍ତି ଙ୍କ ସନ୍ଧାନ ପାଇବେ ତୁରନ୍ତ ଏହି ନମ୍ବର କୁ ଯୋଗାଯୋଗ କରନ୍ତୁ
ମୋବାଇଲ ନମ୍ବର :-7327888509
ଆମ ନମ୍ବର -8917487443,8249702070

Photos from Adarsha Juba Parishad, Soro, Balasore's post 08/01/2024

ବୋହୂ ର ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ଶ୍ୱଶୁର.. ସହାୟତା ଦେଲେ ଆଦର୍ଶ ଯୁବ ପରିଷଦ

Photos from Adarsha Juba Parishad, Soro, Balasore's post 08/01/2024

#ଧନ୍ୟବାଦ ସମସ୍ତ #ଗଣମାଧ୍ୟମ ପ୍ରତିନିଧି ଙ୍କୁ ପରିଷଦ ର ଖବର କୁ #ଖବର କାଗଜ ରେ ସ୍ଥାନିତ କରିଥିବାରୁ
ଭଗବାନ #ଆପଣ ଙ୍କୁ #ଆଶୀର୍ବାଦ କରନ୍ତୁ 🙏
#ଜୟ ଜଗନ୍ନାଥ 🙏












ଜୟ ଜଗନ୍ନାଥ 🙏

06/01/2024

#ବୋହୂ ର ଚିକିତ୍ସା ପାଇଁ ଗାଁ ଗାଁ ବୁଲି
#ଭିକ୍ଷା ମାଗୁଛନ୍ତି #ଶ୍ୱଶୁର
Plz help &share 🙏
Courtesy singer -Mahammad Aziz

Ph pay -9937407117(Debendra jena )
#ନବ ବର୍ଷ ରେ #କ୍ୟାନ୍ସର ରୋଗୀ ଙ୍କୁ ସହାୟତା ଦେଲେ
ଆଦର୍ଶ ଯୁବ ପରିଷଦ

#ଆଦର୍ଶ ଯୁବ ପରିଷଦ ତରଫରୁ 12,500/ ଆର୍ଥିକ ସହାୟତା ପ୍ରଦାନ

#ସରକାରୀ ସହାୟତା ପାଇଁ ଗୁହାରୀ କଲେ ପରିବାର ସଦସ୍ୟ

#ସମୟ ଚକ୍ର ରେ ମନୁଷ୍ୟ ବନ୍ଧା ଏବଂ ସମୟ ର ଚାବୁକ ପ୍ରହାର ରୁ ମୁକୁଳିବା ଅତ୍ୟନ୍ତ କଷ୍ଟ ଦାୟକ.. ପରିସ୍ଥିତି କେତେବେଳେ କାହାକୁ କେଉଁ ମୁଡ଼ ରେ ଛାଡ଼ିଦେବ କାହାକୁ ଜଣା ନାହିଁ.. ସମୟ ର ଉପରାନ୍ତ ରେ ପରିବାର ଲୋକ ଆଶା ବାଡ଼ି ହୋଇଥାନ୍ତି.. କିନ୍ତୁ ସୋର ବ୍ଲକ ଅନନ୍ତ ପୁର ପଂଚାୟତ ଜେନା ସାହି ର ପ୍ରଭାକର ଜେନା ଙ୍କ କ୍ଷେତ୍ର ରେ ବିଧିର ବିଧାନ ଥିଲା ଅଲଗା.. ଜୀବନ ର ଶେଷ ଅବସ୍ଥା ସହିତ ଦିବ୍ୟାଙ୍ଗ ତା ରେ ସାହାରା ଖୋଜିବା ବଦଳ ରେ ଆଜି ଗାଁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି... ପୁଅ ତାଙ୍କର ଦିନ ମଜୁରିଆ ଆଉ ବୋହୂ ଭାରତୀ କ୍ୟାନ୍ସର ରୋଗ ରେ ପୀଡିତ...ତାଙ୍କର ଏକ ମାତ୍ର କନ୍ୟା ଯାହାର ଏବେ ଖେଳିବାର ସମୟ ସେ ଘର ର କାମ ସହିତ ମା ର ସେବାରେ ନିଜର ବାଲ୍ୟ ଅବସ୍ଥା କୁ ବିସର୍ଜନ କରିଦେଇଛି.. ପୁଅ ଦେବେନ୍ଦ୍ର ଙ୍କ ଦୁଃଖ କହିଲେ ନ ସରେ ବୃଦ୍ଧ ପିତା ମାତା, ରୋଗୀଣା ସ୍ତ୍ରୀ,ଛୋଟ ଝିଅ କାହା କଥା ସିଏ ବୁଝିବେ ଏପରି ପରିସ୍ଥିତି ରେ କେହି ବି ନିଜର ଧର୍ଯ୍ୟ ହରାଇ ବସିବେ.. ଲୁହ ତାଙ୍କର ଏକ ମାତ୍ର ସାହାରା ସାଜିଛି.... ଏ କଥା ସତ ଯେ ଦୁଃଖ କେବେ ବି ଏକା ଆସେନାହିଁ.*. *ଗୋଟିଏ ଦୁଃଖ କୁ ସାଉଣ୍ଟୁ ସାଉଣ୍ଟୁ ଅନ୍ୟ ଏକ ଏପରି ମାଡି ବସେ ସେ ମନୁଷ୍ୟ ନିଜ କୁ ସେଥିରେ ଶକ୍ତ କରି ଉଠି ବସିବାର କ୍ଷମତା ହରାଇ ବସେ..*
*ଗରିବୀ ଯେତେବେଳେ କମର ହାଡ଼ ଭାଙ୍ଗି ସାରିଛି ସେହି ପରିସ୍ଥିତି ରେ କ୍ୟାନ୍ସର ଭଳି ମହାମାରୀ କୁ ସାମ୍ନା କରିବାର ଶକ୍ତି ଆଉ ପ୍ରଭାକର ଜେନା ଙ୍କ ପରିବାର ପାଖରେ ନାହିଁ..*
*ଭାସିଯାଉଥିବା ଲୋକ କୁ କୁଟା ଖଣ୍ଡେ ବି ସାହାରା ଭଳି ଭିକ୍ଷା କୁ ନିଜର ସାହାରା ଭାବି ଶ୍ୱଶୁର ପ୍ରଭାକର ନିଜର ଶରୀର ର ଯନ୍ତ୍ରଣା କୁ ଖାତିର ନକରି ଗାଁ ଗାଁ ବୁଲି ଭିକ୍ଷା କରି ନିଜର ବହୁର ମେଡ଼ିସିନ ଖର୍ଚ୍ଚ* *କୁ ବହନ କରିବାର ପ୍ରୟାସ କରୁଛନ୍ତି..*.
*ଏପଟେ ସ୍ୱାମୀ ମାସକୁ ଦୁଇ ଥର କଟକ ମେଡିକାଲ କୁ କେମୋ ପାଇଁ ସ୍ତ୍ରୀ କୁ* ନେଉଛନ୍ତି ଚିକିତ୍ସା ରେ ଯାହା ଘରେ *ସମ୍ବଳ ଥିଲା ସବୁ ସାରି ଏବେ ଧାର କରଜ କରି ସ୍ତ୍ରୀ କୁ ଚିକିତ୍ସା କରିବାକୁ ନେଉଛନ୍ତି.ମାସକୁ 20 ହଜାର ରୁ ଉର୍ଦ୍ଧ ଟଙ୍କା ଚିକିତ୍ସା ରେ ଖର୍ଚ୍ଚ ହେଉଛି...ମାତ୍ର ଏବେ ସେ ଧର୍ଯ୍ୟ ହରା ହୋଇସାରିଲେଣି ଘରେ ରୋଗୀଣା ଦିବ୍ୟାଙ୍ଗ ପିତା ଏବଂ ରୋଗୀଣା ମା ଙ୍କ ର ମଧ୍ୟ ମାସକୁ* *ମେଡ଼ିସିନ ର ଆବଶ୍ୟକତା ରହିଛି ଏପଟେ ସ୍ତ୍ରୀ ଏପଟେ ବୃଦ୍ଧା ପିତାମାତା କାହା କଥା ବୁଝିବେ ଏଇ କଥା ଭାବି ଆଖିରୁ ଲୁହ ଗଡାଉଛନ୍ତି ଦେବେନ୍ଦ୍ର..ଏପଟେ ସରକାର ସବୁରି ବିକାଶ ର ନାରା ଦେଉଥିବା ବେଳେ ଆବାସ ଯୋଜନା ରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର..... ଯଦି ସରକାର ଙ୍କ ତରଫରୁ ଦେବେନ୍ଦ୍ର ଙ୍କୁ ଆବାସ ଯୋଜନା ରେ ଘର ଟିଏ ସହ ତାଙ୍କ ସ୍ତ୍ରୀ ଙ୍କ ଚିକିତ୍ସା ପାଇଁ ସହାୟତା ମିଳି ପାରନ୍ତା ନିଶ୍ଚିତ ରୂପେ ଗୋଟେ ପରିବାର ରହିବା କୁ ଗୋଟେ ଘର ପାଇବା ସହ ଭାରତୀ ମଧ୍ୟ ମେଡ଼ିସିନ ଖର୍ଚ୍ଚ ପାଇ ପାରନ୍ତେ..ତେଣୁ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ଏ ନିଃସହାୟ ବେସାହାରା ରୋଗୀଣା ପରିବାର କୁ ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ଓ ସମସ୍ତ ସରକାରୀ ଅନୁଦାନ ପ୍ରଦାନ କରିବାକୁ ପରିବାର ସଦସ୍ୟ ଲୁହ ଛଳ ଛଳ ଆଖି ରେ ନିବେଦନ କରିଛନ୍ତି..ଏହି ଖବର ସୋର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ କୁ ଗ୍ରାମବାସୀ ମାନେ ଅବଗତ କରିବା ପରେ ପରିଷଦ ସଦସ୍ୟ ମାନେ ନବ ବର୍ଷ ରେ ଉକ୍ତ ପରିବାର ନିକଟରେ ପହଂଚି କ୍ୟାନ୍ସର ରୋଗୀ ଙ୍କୁ 12500/ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏକ ମାସର ରେସନ ସାମଗ୍ରୀ, ପରିବା ଏବଂ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି.. ଏହା ସହ ଏହି ପରିବାର କୁ ଏକ ଆବାସ ଯୋଜନା ରେ ଘର ଟିଏ ଯୋଗାଇ ଦେବାକୁ ପ୍ରଶାସନ କୁ ସଦସ୍ୟ ମାନେ ଅନୁରୋଧ କରିଛନ୍ତି..

ଯୋଗାଯୋଗ ନମ୍ବର :-9937407117
ଯଦି କେହି ସହୃଦୟ ବ୍ୟକ୍ତି କ୍ୟାନ୍ସର ରୋଗୀ ଭାରତୀ ଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ଏହି ଆକାଉଣ୍ଟ ନମ୍ବର ରେ ଆପଣମାନେ ସହାୟତା ରାଶି ପଠାଇ ପାରିବେ...
ନାମ -ଭାରତୀ ଜେନା
ଆକାଉଣ୍ଟ ନମ୍ବର -20304004717
Ifsc code -SBIN0013581
Branch -state bank of india
Anantpur branch
ଜୟ ଜଗନ୍ନାଥ 🙏

Photos from Adarsha Juba Parishad, Soro, Balasore's post 03/01/2024

#ନୂତନ ବର୍ଷ ର ଅଭିନନ୍ଦନ ସମସ୍ତ ଙ୍କୁ... #ଭଗବାନ ସମସ୍ତ ଙ୍କ ଜୀବନ ରେ ଖୁସି ଆଣି ଦିଅନ୍ତୁ... ସୋର ରେ ସମସ୍ତ ଅଧିକାରୀ ଙ୍କୁ ନବ ବର୍ଷ ର ଅଭିନନ୍ଦନ ପ୍ରଦାନ ଅବସରରେ.. 💐💐💐

02/01/2024

#ଶୁଭମ ର ମୃତ ଦେହ ଉଦ୍ଧାର 😭
#ଦୁଃଖର ଵିଷୟ ଗତକାଲି ନିଖୋଜ ଥିବା ସୋର ମୁନିସିପାଲିଟି ରାଇପୁର ଗ୍ରାମର ତିନି ବର୍ଷର ବାଳକ ଆଜି ମୃତ ଅବସ୍ଥାରେ ଘର ନିକଟରେ ଥିବା ଏକ ଗାଡ଼ିଆରୁ ଉଦ୍ଧାର ହୋଇଛି କେମିତି ମୃତ୍ୟୁ ଘଟିଲା ତାହା ତଦନ୍ତ ସାପେକ୍ଷ ହେଲେ ଦୟାକରି ଛୋଟ ପିଲାମାନଂକୁ ବାପା ମାଆ ଘର ଲୋକ ସଦା ସର୍ବଦା ନଜରରେ ରଖନ୍ତୁ ନ ହେଲେ ଏମିତି ହୃଦୟ ବିଦାରକ ଘଟଣାକୁ ଆମ ମାନଙ୍କ ଅବହେଳା ପାଇଁ ଆମେ ନିଜେ ଦାୟୀ ରହିବା ନ ହେଲେ ସବୁବେଳେ ଭାଗ୍ୟ ଭଗବାନଙ୍କୁ ଦୋଷ ଦେଉଥିବା ଭଗବାନ ଉକ୍ତ ପରିବାରକୁ ଧର୍ଯ୍ୟ ଦିଅନ୍ତୁ*🙏🙏🙏😭😭😭

*ଜୟ ଜଗନ୍ନାଥ*🙏🙏🙏

02/01/2024

ମୃତ ଷଣ୍ଡ କୁ ପୋଖରୀ ରୁ ଉଦ୍ଧାର କରି
ସତ୍କାର କଲେ ଆଦର୍ଶ ଯୁବ ପରିଷଦ

01/01/2024

#ନିଖୋଜ ହୋଇଛନ୍ତି #ତିନି ବର୍ଷ ର ବାଳକ
Plz share 💐🙏
#ସୋର ରାଇପୁର ତଥା ପୌରପାଳିକା ର ୪ନଂ ୱାର୍ଡର #ମୋହନ ସାହୁଙ୍କ ତିନି ବର୍ଷ ର ଶିଶୁପୁତ୍ର #ଶୁଭମ ସାହୁ ନିଖୋଜ ଅଛିନ୍ତି ।।
ଯଦି ଆପଣ ଏହି ପିଲାଙ୍କୁ କାହାପାଖରେ ଦେଖନ୍ତି କିମ୍ବା କୌଣସି ସ୍ଥାନ ରେ ଦେଖନ୍ତି ତେବେ ତୁରନ୍ତ ସ୍ଥାନୀୟ ପୋଲିସ୍ ଷ୍ଟେସନ୍ ସହ ଯୋଗାଯୋଗ କରନ୍ତୁ ଓ ଫୋଟରେ ଥିବା ନମ୍ବର ରେ ଯୋଗାଯୋଗ କରନ୍ତୁ।ମୋବାଇଲ :-80801 65255
ଆପଣଙ୍କୁ ବିନମ୍ର ଅନୁରୋଧ ଦୟାକରି ଏହି ପୋଷ୍ଟକୁ ଅତି ମାତ୍ରା ରେ
#ସେୟାର କରନ୍ତୁ।।
Argus News OTV Kanak News SORO-BALESWARE ସୋର-ବାଲେଶ୍ଵର
ଆମ ମୋବାଇଲ ନମ୍ବର -8917487443,8249702070

30/12/2023
29/12/2023

#ଛାତ୍ର ଶୃଙ୍ଖଳିତ ହେଲେ #ଆଗକୁ ଯାଇ ପାରିବେ
#ସୋର ସାଉଡୁ ରେ #ଜିଜ୍ଞାସା କୋଚିଂ ସେଣ୍ଟର ର ବାର୍ଷିକ ଉତ୍ସବ ଉପଲକ୍ଷେ ଆଦର୍ଶ ଯୁବ ପରିଷଦ ସଦସ୍ୟ ଙ୍କ ଯୋଗଦାନ ସହ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ହେବାର ସୁଯୋଗ ପାଇଲୁ.. ଧନ୍ୟବାଦ ରାଜେଶ ସାର ଆପଣଂକ ପ୍ରୟାସ ଭଲ ଛାତ୍ର ଛାତ୍ରୀ ଗଠନ ରେ ସବୁବେଳେ ଏମିତି ଜାରି ରହୁ...ଭଗବାନ ଆପଣଂକୁ ଆଶୀର୍ବାଦ କରନ୍ତୁ 💐🙏ଜୟ ଜଗନ୍ନାଥ 🙏

25/12/2023

#ଅଗ୍ନିବିପନ୍ନ ପରିବାର କୁ #ସହାୟତା
ଦେଲେ #ଆଦର୍ଶ ଯୁବ ପରିଷଦ

Photos from Adarsha Juba Parishad, Soro, Balasore's post 23/12/2023

#ନିସ୍ଵାର୍ଥପର ସେବା ପାଇଁ news ତରଫରୁ news maker ସମ୍ମାନ ରେ ସମ୍ମାନିତ କରାଗଲା
ପରିଷଦ ତରଫରୁ kanak news ର ସମସ୍ତ କର୍ମକର୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏💐

Photos from Adarsha Juba Parishad, Soro, Balasore's post 19/12/2023

ଧନ୍ୟବାଦ ସମସ୍ତ #ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭଗବାନ ଆପଣଂକୁ ଆଶୀର୍ବାଦ କରନ୍ତୁ ସବୁବେଳେ 🙏🙏

Photos from Adarsha Juba Parishad, Soro, Balasore's post 18/12/2023

ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅଶେଷ ଧନ୍ୟବାଦ 🙏🙏

Photos from Adarsha Juba Parishad, Soro, Balasore's post 13/12/2023

#ଡାଇଲିସିସ କରିବାକୁ #ସାଇକେଲ ରେ #ମା ଙ୍କୁ ନେଉଛନ୍ତି ଝିଅ
#ଦୁଃଖ ଦୁର୍ଦଶା ରେ #ବିତୁଛି ଜୀବନ
#ପୂର୍ଣ୍ଣିମା ଆଖିରୁ ଶୁଖୁନି ଲୁହ ର ଧାର
ମା ଙ୍କୁ ଚିକିତ୍ସା କରିବାକୁ ପାଠ ପଢା ଛାଡିଲେ ଝିଅ
ସହାୟତା ଦେଲେ ଆଦର୍ଶ ଯୁବ ପରିଷଦ
ସରକାରୀ ସହାୟତା ଅପେକ୍ଷା ରେ ଝିଅ ପୂର୍ଣ୍ଣିମା
ନୀଳଗିରି ବ୍ଲକ କେସିପୁର ପଂଚାୟତ ର ଘଟଣା

Want your organization to be the top-listed Non Profit Organization in Balasore?
Click here to claim your Sponsored Listing.

Videos (show all)

#ଆଦର୍ଶ ଯୁବ ପରିଷଦ ତରଫରୁ75 ତମ #ସାଧାରଣତନ୍ତ୍ର ଦିବସ ପାଳିତ
#ଅସହାୟ ମହିଳା ଙ୍କ #ଶବ ସତ୍କାର କଲେ #ଆଦର୍ଶ ଯୁବ ପରିଷଦCourtesy singer -sonu nigam  ସୋର ମୁନିସିପାଲିଟି ଅନ୍ତର୍ଗତ ସ୍ବର୍ଗଦ୍ୱାର ରେ ଏକ...
ଅସହାୟ ବିଧବା ଙ୍କୁ ସହାୟତା
ଆଦର୍ଶ ଯୁବ ପରିଷଦ ର #ବନ୍ଧୁମିଳନ ଉତ୍ସବ
#ଆଦର୍ଶ ଯୁବ ପରିଷଦ ତରଫରୁ ଚତୁର୍ଥ #ବାର୍ଷିକ ଉତ୍ସବ ପାଳିତ
ଜଣେ #ଅସହାୟ ବ୍ୟକ୍ତି ଙ୍କୁ ସୋର #ଓଭରବ୍ରିଜ ନିକଟରୁ ଉଦ୍ଧାର କରି ଚିକିତ୍ସା କଲେ ସଦସ୍ୟ
#ବୋହୂ ର ଚିକିତ୍ସା ପାଇଁ ଗାଁ ଗାଁ ବୁଲି#ଭିକ୍ଷା ମାଗୁଛନ୍ତି #ଶ୍ୱଶୁରPlz help &share 🙏Courtesy singer -Mahammad AzizPh pay -993740...
Kanak news ତରଫରୁ ଆଦର୍ଶ ଯୁବ ପରିଷଦ ସମ୍ବର୍ଦ୍ଧିତ 🙏
Kanak news ତରଫରୁ ଆଦର୍ଶ ଯୁବ ପରିଷଦ ସମ୍ବର୍ଦ୍ଧିତ 💐🙏
ମୃତ ଷଣ୍ଡ କୁ ପୋଖରୀ ରୁ ଉଦ୍ଧାର କରିସତ୍କାର କଲେ ଆଦର୍ଶ ଯୁବ ପରିଷଦ
#ଛାତ୍ର ଶୃଙ୍ଖଳିତ ହେଲେ #ଆଗକୁ ଯାଇ ପାରିବେ#ସୋର ସାଉଡୁ ରେ #ଜିଜ୍ଞାସା କୋଚିଂ ସେଣ୍ଟର ର ବାର୍ଷିକ ଉତ୍ସବ ଉପଲକ୍ଷେ ଆଦର୍ଶ ଯୁବ ପରିଷଦ ସଦସ୍ୟ ...
#ଅଗ୍ନିବିପନ୍ନ ପରିବାର କୁ #ସହାୟତାଦେଲେ #ଆଦର୍ଶ ଯୁବ ପରିଷଦ

Telephone

Website

Address

Soro
Balasore
756045