Surendra Nath High School, A.N Patana

Contact information, map and directions, contact form, opening hours, services, ratings, photos, videos and announcements from Surendra Nath High School, A.N Patana, High School, A. N Patana, Somanathpur, Remuna, Odisha, Balasore.

Surendra Natha High school is man making factory Established on the year of 1981 which is a situated at Ajodhya nagar Patana, po:- Somanathpur, Via - Remuna, Balasore, Odisha

19/04/2024
09/10/2021

ପ୍ରିୟ ଭାଇ ଓ ଭଉଣୀ ମାନେ ଵାହତୁ ବହୁତ ଧନ୍ୟବାଦ ଦ୍ୱିତୀୟ ଅଧିବେଶନ ରେ ଅନେକ ସଂଖ୍ୟା ରେ ଯୋଗ ଦାନ ଦେଇଥିବାରୁ ଆହୁରି ଅଧିକ ଛାତ୍ର, ଛାତ୍ରୀ ମାନଙ୍କର ଯୋଗଦାନ ର କାମନା କରି ଆସନ୍ତା ଅଧିବେଶନ ର ସମୟ ପରିବର୍ତ୍ତନ କରାଯାଇଛି ଆସନ୍ତା ତା :-17/10/21ରିଖ ରବିବାର ସକାଳ 10ଘଟିକା କୁ ଧାର୍ଯ୍ୟ କରାଯାଇଛି | ତୃତୀୟ ଅଧିବେଶନ କୁ ବିଷୟ :- (1) ପୂର୍ବ ଅଧିବେଶନ ଗୁଡିକର ଆଲୋଚନା ର ସାରାଂଶ (2) ବେଚ ସ୍ତରୀୟ ଲିଡର ଚୟନ (3) ପ୍ରାଥମିକ କାର୍ଯ୍ୟ ର ଦାୟିତ୍ୱ ଅର୍ପଣ ଆବାହକ :---ଛାତ୍ର ସାଂସଦ S.N high school

22/09/2021

For connecting with us on our Surendra Nath High School, A.N PatanaSurendra Nath High School, A.N Patana whatsaap group. Please send your Whatsaap number and Name on comment box or massage
Thanking you
Old students association
S.N HIGH SCHOOL
Ajodhyanagar Patana, Somanathpur, Bls

22/09/2021

ସୁରେନ୍ଦ୍ର ନାଥ ହାଇସ୍କୁଲର whatsaap group ରେ ଯୋଡ଼ି ହେବା ପାଇଁ ଆପଣଙ୍କ whatsaap ନମ୍ବର ଓ ନାମ comment box କିମ୍ବା massage ରେ ଲେଖନ୍ତୁ ।

19/09/2021

Please Share with your friends

19/09/2021

🙏ବନ୍ଧୁ ମିଳନ କାର୍ଯ୍ୟକ୍ରମ🙏
ସୁରେନ୍ଦ୍ର ନାଥ ହାଇ ସ୍କୁଲ୍, ଅଯୋଧ୍ୟାନଗରପାଟଣା, ବାଲେଶ୍ୱର
ଆସନ୍ତା ଜାନୁୟାରୀ ତା- 29 ଓ 30 ରିଖ ଦୁଇ ଦିନ ବ୍ୟାପି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିବାର ଆଶାଇ ସୁରେନ୍ଦ୍ର ନାଥ ହାଇ ସ୍କୁଲରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଦ୍ୱିତୀୟ ଥର ସଭାକାର୍ଯ୍ୟ ଆୟୋଜନ ସରିଯାଇଛି | ପୁଣି ଏକ ଗୁରୁତ୍ୱ ପୂର୍ଣ୍ଣ ସଭାକାର୍ଯ୍ୟ ତା :-17/10/21ରିଖ ସକାଳ 10ଘଟିକା କୁ ଧାର୍ଯ୍ୟ କରାଯାଇଛି ଦୁଃଖର ବିଷୟ ଏହି କି S.N ହାଇସ୍କୁଲ ର ସମସ୍ତ ପିଲାଙ୍କୁ ଉକ୍ତ ସନ୍ଦେଶ ଟି ପହଞ୍ଚା ଯାଇପାରୁନାହିଁ କାରଣ ସମସ୍ତଙ୍କ ଫୋନ ନମ୍ବର ଆମ ପାଖରେ ନାହିଁ ଏଣୁ ବିଶେଷ ଅନୁରୋଧ ଏହି ଖବରଟି ଯାହା ପାଖରେ ପହଞ୍ଚୁଛି ସେମାନେ ଦୟାକରି ସେମାନଙ୍କ ପାଖରେ ଥିବା S. N high ସ୍କୁଲର ସାଙ୍ଗମାନଙ୍କ ନମ୍ବର କୁ ଏହି ସନ୍ଦେଶ ପ୍ରେରଣ କରିଦିଅନ୍ତୁ | ଆସନ୍ତା ଅଧିବେଶନ ରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଯୋଗ ଦେବାକୁ ଅନୁରୋଧ |

03/03/2021

ଆମ ସମସ୍ତଙ୍କ ପାଇଁ ଗୌରବ ଆମ #ଆକାଶ
ରେମୁଣା ବ୍ଲକ ବିରୁଆଁ ଗ୍ରାମ ପଞ୍ଚାୟତ ସୋମନାଥପୁର ଗ୍ରାମର ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ପୁତ୍ର ଶ୍ରୀମାନ୍ ଆକାଶ କୁମାର ପଣ୍ଡା Zee Sarthak ସାରେଗାମାପା ୨୦୨୧ କାର୍ଯ୍ୟକ୍ରମରେ ଅତି ଆକର୍ଷଣୀୟ ସଙ୍ଗୀତ ପରିବେଷଣ କରି ଆସୁଛନ୍ତି ଯାହା ଆମ ମାନଙ୍କ ପାଇଁ ଗୌରବର ବିଷୟ। ଭଗବାନଙ୍କ ନିକଟରେ ପ୍ରାର୍ଥନା ଆକାଶ ଙ୍କୁ ସଫଳତାର ଶୀର୍ଷକୁ ନିଅନ୍ତୁ

22/12/2020

Thanks for 500 like👍
Thanks You So much

Photos from Surendra Nath High School, A.N Patana's post 20/10/2020
03/06/2020

Corona Warriors Gp

01/03/2020

Please like and share This page

Want your school to be the top-listed School/college in Balasore?
Click here to claim your Sponsored Listing.

Category

Website

Address

A. N Patana, Somanathpur, Remuna, Odisha
Balasore
756019

Other High Schools in Balasore (show all)
Braja Mohah Higher Secondary School,Sartha, Balasore Braja Mohah Higher Secondary School,Sartha, Balasore
Balasore, 756027

Please Follow This College B.M Higher Secondary School Sartha

Antara Mahatipur High School Antara Mahatipur High School
School Road
Balasore, 756134

OUR SCHOOL IS THE BEST SCHOOL https://www.facebook.com/AntaraBalasore go to this link for more det

H.K High School,Balasore H.K High School,Balasore
At/Po:Naraharipur, Remuna
Balasore, 756019

Panpana, Baleswar Panpana, Baleswar
Panapana, Odisha
Balasore, 756043

Panpana is adjacent to national highway and a railway station also. A center of 38 villages . Panpana is business center having many families.

Kans High School Kans High School
At/Po-Kans, Via/Mitrapur, Near Kans SBI Bank
Balasore, 756020

The School not only teaches the values of Life but also helps its Students to achieve their life Goals.

Simanta High School,Chudamanipur,Balasore Simanta High School,Chudamanipur,Balasore
Chuda
Balasore, 756033

Established 1987

Royal group Of Schools, Maitapur Royal group Of Schools, Maitapur
MAITAPUR
Balasore, 756111

K C HIGH School Narayanpur K C HIGH School Narayanpur
Narayanapur
Balasore, 756083

Balasore is a Government Institution Imparting Education in high school level.This Institution was established on 1977

Fatepur HIGH School students Fatepur HIGH School students
At/po:Fatepur
Balasore, 756048

Jamsuli HIGH School Jamsuli HIGH School
Basta-Baliapal Road
Balasore, 756081

Khantapara High School,Khantapara Khantapara High School,Khantapara
Khantapara
Balasore, 756043

Its a vry old scool...in our locality.....dis school created many good persn..so we luv Our School..PLz Join if u r a student of dis school...

Krushna Prasad Highschool, Padmapur Krushna Prasad Highschool, Padmapur
Padmapur
Balasore, 756002

This page is for the Alumni of the school to connect, share their experience and their knowledge to encourage the young stars of the school. Later will change