Sanjay panda Motivation

କେବଳ ଦୁଇପଦ ଭଲକଥା ଶିଖିବାର ମୋହ

12/08/2024

Vinesh Phogat ୧୦୦ଗ୍ରାମ ଓଜନ ବଢିବାର ଅସଲ ରହସ୍ୟ by Sanjay sir odia

22/06/2024

୭ଟି ଜୀବ ହତ୍ୟା କରନ୍ତି କାହିଁକି ମିଜୋରାମ ଲୋକ| by Sanjay sir odia

join telegram 👇
SANJAY PANDA OFFICIAL
କେବଳ କିଛି ଶିଖିବା ହେଉ ଆମ ଉଦ୍ଦେଶ୍ୟ
https://t.me/sanjaypandaofficial

Photos from Sanjay panda Motivation's post 11/06/2024

େ_ମୁଁ

#ଯାଗା_ଗୋଟିଏ_କଥା_ଗୋଟିଏ_୨


ଆସାମର ସରାଇ ଘାଟ ମେମୋରିଆଲ ଗୌହାଟୀ ସହରରେ ଅବସ୍ଥିତ । ଏହାକୁ ଯୁଦ୍ଧ ସ୍ମାରକ କୁହାଯାଇପାରେ। ମହାନ ଅହୋମ(Ahom Dynasty ) ସେନାପତି, ଲାଚିଟ ବୋରଫୁକାନଙ୍କ ନିର୍ଦ୍ଦେଶରେ 1671 ମସିହାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ନେଇ ମୋଗଲମାନଙ୍କର ଶକ୍ତିଶାଳୀ ସୈନ୍ୟ ବାହିନୀ ସହିତ ଘମାଘୋଟ ଲଢେ଼ଇ ହୋଇଥିଲା । ଅହୋମମାନଙ୍କର ବୀରତ୍ୱକୁ ଅତି ଅଳ୍ପରେ ବର୍ଣ୍ଣନା କଲେ ଏହା କୁହାଯାଇପାରେ, ଯେତେବେଳେ ଭାରତର ଅନ୍ୟ ରାଜ୍ୟ ମାନଙ୍କରେ ମୋଗଲ ସହଜ ବିଜୟ ପ୍ରାପ୍ତ କରି ଶାସନ କରିବା ଆରମ୍ଭ କରିଥିଲା, ସେତେବେଳେ ଏହି ଉତ୍ତରପୂର୍ବ ଅଞ୍ଚଳରେ ଅହୋମମାନେ ତାଙ୍କୁ ନାକରେ ପାଣି ପିଆଇ ଦେଇଥିଲେ ।

ମୋଗଲଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ଦେଖି ଅହୋମସ୍ ଡରି ନଯାଇ ବ୍ରହ୍ମପୁତ୍ର ନଦୀର ଅଶାନ୍ତ ଜଳ ଭିତରେ ଯୁଦ୍ଧ ଚଲାଇବାକୁ ଏବଂ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସ୍ଥିର କଲେ, ଏବଂ ବିଜୟ ପ୍ରାପ୍ତ ହେଲେ । ଏହି ସ୍ମାରକୀ ସେମାନଙ୍କର ବୀରତ୍ୱ ଏବଂ ବିଜୟର ପ୍ରତୀକ ରୂପରେ ଚିତ୍ରଣ କରାଯାଇଛି |
ଏହି ସ୍ଥାନଟି ଗୌହାଟୀ ସହରର ମଧ୍ୟଭାଗରେ ଏକ ବିଶାଳ ପୋଖରୀ (ସ୍ଥାନୀୟ ନାମ: ଦୀଗାଲୀ ପୁଖୁରୀ) କୂଳରେ ଅବସ୍ଥିତ ।

06/06/2024

ଆଶାର ରାଇଜ ଆସାମରେ ମୁଁ ଏବେ ଏବେ ❤️

Photos from Sanjay panda Motivation's post 26/04/2024

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଭୁବନେଶ୍ୱର ଓ ରାଧାନାଥ ପାଠାଗାର ସୋରର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ଓ ଗଳ୍ପ ପାଠୋତ୍ସବରେ ଯୋଗଦାନ ଏବଂ ସମ୍ମାନିତ ହେବାର କିଛି ଅଭୁଲା ମୁହୂର୍ତ୍ତ।

01/01/2024

ସରିନି ସପନ ମେଣ୍ଟିନି ଶୋଷ,
ତଥାପି ହାଜର ନୂଆ ବରଷ ।।

ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ସମସ୍ତ ପ୍ରିୟ ଆଉ ଅପ୍ରିୟଙ୍କୁ💐

ପ୍ରେମରେ ବଞ୍ଚୁଥିବା ପ୍ରେମ ଇ ବାଣ୍ଟୁଥିବା ❣️

25/11/2023
08/10/2023

ଆଜିର ସମ୍ବାଦରେ ମୋ ଗଳ୍ପ ପୁସ୍ତକର ସମୀକ୍ଷା 💐

20/09/2023

ନୂଆଁଖାଇ ଜୁହାର 🙏

19/09/2023

ଗଣପତି ଗଜାନନ ଆପଣଙ୍କ ପରିବାରକୁ ସର୍ବଦା ଖୁସିରେ ରଖନ୍ତୁ 🙏

06/09/2023

ମୋ ଜୀବନ ଯାତ୍ରାର କିଛି କଥା ଓ ଆପଣଙ୍କର ପ୍ରଶ୍ନ । ଆସୁଛି ଖୁବଶିଘ୍ର 🙏
For 10000 followers special video 😀

15/08/2023

ଆମ ସ୍ବାଭିମାନ:
ଆମ ଭାଷା, ଆମ ଭାଇଚାରା,
ଆମ ସାହିତ୍ୟ, ଆମ ସମାଜ,
ଆମ ମାଟି, ଆମ ମାଆ,

ଏଇ ସ୍ୱାଭିମାନ ଟିକକ ବିକ୍ରି କରିଦେଲେ ବୋଲି କିଛି ଦେଶଦ୍ରୋହୀ, ବଣିଜ କରିବାକୁ ଆସି ପୁରା ଭାରତବର୍ଷରେ ନିଜର ପତିଆରା ଜମେଇଦେଲେ ହାତଗଣତି କେଇଜଣ ବ୍ରିଟିଶ୍ ।
ଆମ ସ୍ବାଭିମାନ ଆମ ପରିଚୟ ।
ଆଜିର ଏ ପବିତ୍ର ଦିବସରେ ପୁଣିଥରେ ନିଜର ସ୍ୱାଭିମାନକୁ ଜାଗ୍ରତ କରିବାର ଆହ୍ୱାନ ଦେବା,
ନିଜକୁ ନିଜେ ।

ବନ୍ଦେ ମୋ ଦେଶ 🙏 ଜୟ ଭାରତ🙏

Photos from Sanjay panda Motivation's post 04/07/2023

ଫକୀର ମୋହନ ଯୁବ ଗାଳ୍ପିକ ପୁରସ୍କାର ୨୦୨୩

29/06/2023

Shout out to my newest followers! Excited to have you onboard!

Manoj Khuntia, Jagannath Swain, Biswajit Rout, Chandan Kumar Bisoyi, Kanhei Kunmun, Das Manoj, Smruti Ranjan Barik, Sudipta Biswal Sahu, Akshay Das, Bapu Sahoo, Manasi Behera Khusi, Prasana Prasana, Rashmita Paikaray, Madhusmita Pattayat, Susila Banara, Krushna Chandra Sahoo, Babul Rout, Papu Papu, Rajendra Dwivedi Dwivedi, Sanjaya Mohanty Mohanty, Hembram BaBu, Jiban Jyoti, Manjulata Gouda, Chiku Kumar, Narayannath Narayannath, Babu Tarai, M Bala, Sahu Jogendra, Sandhya Nanda, Rajesh Buswal, Narottam Behera, Susanta Biswal, Alekha Rout, Satrughan Palai, Dipa Mohanty Dipa

27/06/2023

I've just reached 9K followers! Thank you for continuing support. I could never have made it without each one of you. 🙏🤗🎉

15/06/2023

ଠାକୁର ଅଛନ୍ତି ତ ! Believe or not | by Sanjay panda






ଠାକୁର ଅଛନ୍ତି ତ ! Believe or not | by Sanjay panda

05/06/2023

#ତକିଆ ଗଳ୍ପ ପୁସ୍ତକ ଲୋକାର୍ପଣ ପର୍ବରେ ବାହାନଗା ରେଳ ଦୂର୍ଘଟଣାରେ ପରଂଗତ ମୃତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଏବଂ ଆହତମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି କାମନା କରି ସମୂହ ଦୀପଦାନ ।

ଲୌହ ଦାନବଟି କ୍ଷଣିକରେ ରଚିଦେଲା ରକ୍ତର ତାଣ୍ଡବ । କୁଢ଼ କୁଢ଼ ଶବମାନଙ୍କ ଭିଡ଼ରେ ହଜିଗଲା କେତେଯେ ସ୍ୱପ୍ନ । କେତେ ଆଶା । କେତେ ବିଶ୍ୱାସ ଆଉ ଭରସା । ସମୟ ପାଖରେ ସବୁବେଳେ ହାରମାନେ ମଣିଷ। ଆଉ ମଣିଷର ଜ୍ଞାନ, ମାନ ଓ ବିଜ୍ଞାନ । ସମୟ ବୁଝେନି ବୟସ, ରୂପ, ରଙ୍ଗ, ଜାତି, ଅଞ୍ଚଳ, ବାଦ, ଧର୍ମ, କର୍ମ, ଗୋଷ୍ଠୀ ଓ ଗୋତ୍ର। ତେବେ ସମୟ ବୁଝେ କଣ ! ସମୟ ଯାହା ବୁଝେ ତାହା ଆମଭଳି ସାଧାରଣ ମଣିଷର ବୁଝିବାର ପରିଧି ବାହାରେ । ସେଥିପାଇଁ ବେଳେବେଳେ ଏମିତି ଅବୁଝା ଅଜଣାଭାବେ ଭୋଗିଯିବାକୁ ହୁଏ କିଛି ଯନ୍ତ୍ରଣା । କିଛି ମନ୍ତ୍ରଣା । କିଛି ଘଟଣା । କିଛି ଦୂର୍ଘଟଣା ।

"ହେ ଈଶ୍ୱର 🙏
ତୁମେ ସୃଷ୍ଟି କର ତୁମେ ବିଲୟ କର,
କିନ୍ତୁ ଆମକୁ ଏହିଭଳି ବିପର୍ଯ୍ୟୟକୁ
ସାମ୍ନା କରିବାକୁ ଟିକିଏ ଧୈର୍ଯ୍ୟବାନ କର ।"

02/06/2023

ଆପଣ ଆସନ୍ତୁ ତ ! ଆମେ ଅପେକ୍ଷା କରିଛୁ🙏

29/05/2023

Respect of Teachers really Decreasing ! by Sanjay panda




Respect of Teachers really Decreasing ! by Sanjay panda

28/05/2023

ଜଣେ ଦର୍ଶକଙ୍କୁ ଉତ୍ତର || ପ୍ରତିଶୋଧ ପାଇଁ ୪୮ଘଣ୍ଟା || By Sanjay panda

26/05/2023

Big shout out to my newest top fans! 💎

Soumya Ranjan Sahoo

26/05/2023

ଯେମିତି ଆପଣମାନଙ୍କ ଅମାପ ଭଲପାଇବା ଆଉ ଶ୍ରଦ୍ଧା ଲାଭ କରିଥିଲା ମୋର ପ୍ରଥମ ଗଳ୍ପ ପୁସ୍ତକ " ହୁ ବାଇଆ" । ସେମିତି ଦ୍ୱିତୀୟ ଗଳ୍ପ ପୁସ୍ତକ "ତକିଆ" ଆପଣଙ୍କ ହାତ ପାଆନ୍ତାରେ ଏବେ । ନିଶ୍ଚୟ ଶ୍ରଦ୍ଧା ଭଲପାଇବା ଦେବେ ।

ଆମାଜନରୁ ସଂଗ୍ରହ କରିବାପାଇଁ ଏଇ ଲିଙ୍କ ରେ ଚାପ ଦିଅନ୍ତୁ 👇
https://www.amazon.in/gp/product/B0C5R99W9Y/ref=cx_skuctr_share?smid=A2BMXT08DWI7J4

ମୋ ଦସ୍ତଖତ ସହ ସଂଗ୍ରହ କରିବା ପାଇଁ ମେସେଜ ବାକ୍ସରେ ତକିଆ ଲେଖନ୍ତୁ।

24/05/2023

ମୁଁ ଅନେକ ଦିନରୁ ଅପେକ୍ଷାରେ ଥିଲି କେବେ କାର୍ଟୁନ୍ ହେବି 😀😀 ଏଥର ହୋଇଗଲି । ଏ ପ୍ରୀୟ ଭଉଣୀ ତଥା କାର୍ଟୁନିଷ୍ଟ୍ Neelima Nivedita ର ସୃଜନଶୀଳତାର ଉଦାହରଣ । ହୃଦୟରୁ ଅଶେଷ ଧନ୍ୟବାଦ ଏପ୍ରକାର କଳାକୁ 🙏

ଆପଣମାନେ ଏଥର ଦେଖିଲେ ମୋ ପରି ହୋଇଛି ନା😂

19/05/2023

Big shout out to my newest top fans! 💎

Lipu Behera

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Videos (show all)

Vinesh Phogat ୧୦୦ଗ୍ରାମ ଓଜନ ବଢିବାର ଅସଲ ରହସ୍ୟ by Sanjay sir odia #ParisOlympics2024
୭ଟି ଜୀବ ହତ୍ୟା କରନ୍ତି କାହିଁକି ମିଜୋରାମ ଲୋକ| by Sanjay sir odiajoin telegram 👇SANJAY PANDA OFFICIALକେବଳ କିଛି ଶିଖିବା ହେଉ ଆମ ...
ରେଳରୁ ପଡ଼ି ମୃତ୍ୟୁ | #SanjayPanda
ବାଡି ଗୋଡିଆ ଚାଲିବା ଏତେ ସହଜ ନୁହେଁ #assamesereels
ମୂଷା ଭାବି ନିଜକୁ କାମୁଡିଲା ସାପ | #odiashorts #sanjaypandamotivation
ଝିଅଟି ଛୋଟ କପଡ଼ା ପିନ୍ଧିଲା | #odiashorts by #sanjaypandamotivation
ଠାକୁର ଅଛନ୍ତି ତ ! Believe or not | by Sanjay panda
ଅଯଥା ଯୁକ୍ତିତର୍କ କିଏ କରେ | #odiamotivation #odiareels #odianitisikhya #SanjayPanda
Respect of Teachers really Decreasing ! by Sanjay panda
ଜଣେ ଦର୍ଶକଙ୍କୁ ଉତ୍ତର || ପ୍ରତିଶୋଧ ପାଇଁ ୪୮ଘଣ୍ଟା || By Sanjay panda
ବାପାମାନେ ବିରକ୍ତ ହୁଅନ୍ତି କାହିଁକି | #odiareels #odiamotivation #odianitisikhya #SanjayPanda
ଦୁନିଆରେ ସବୁଠାରୁ ବଡ଼ ଧନୀ କିଏ | #odiareels #odiamotivation by #SanjayPanda

Address

Balasore

Other Motivational Speakers in Balasore (show all)
Quotes.reader Quotes.reader
Baleshwar, OD
Balasore, 756001

PINTU STUDY POINT PINTU STUDY POINT
A/p:/mathani, Ps:/Basta
Balasore, 756029

Patra vai creation Patra vai creation
Odisha , Khaira , Khandapada, Panichhatra
Balasore, 756059

Entertainment, Motivational,Bloging,Digital creator jise vdo dekh sakte hein

Kailash Motivation odia Kailash Motivation odia
Balasore

odia motivation speech and Anuchinta, subichar and nitibani video

Tanushree's sparkling thoughts Tanushree's sparkling thoughts
Balasore

I would like to present myself as a student of psychology, an orator,motivational speaker, counsellor

1 Man Army Bageshwar Dham 1 Man Army Bageshwar Dham
Balasore
Balasore, 756085

Bageshwar Dham ki Jay ���

Suryakanta Panigrahi Suryakanta Panigrahi
Balasore

Through this page Suryakanta Panigrahi provides videos on Motivational & Fact videos.

attitude____talks___boy attitude____talks___boy
Balasore

�Except The Unexpected......... �Full Class.......... �Top Level Attitude......... �Premium Content......... �Dark Mode On........

Sk Arsad:Motivational Speaker And Sales Coach Sk Arsad:Motivational Speaker And Sales Coach
Balasore, 756019

My Name is Sk Arsad . i am Motivational speaker and sales coach.my mission is to help you how to sell anything to anyone whatever your products or services . so that you can achie...

Neheru yuva Kendra bhograi Neheru yuva Kendra bhograi
Bhograi
Balasore

social worker

Chalchitra bhag Chalchitra bhag
Odisha, Balasore, Inchudia
Balasore, 756002

Helo dosto ise page par main apko movie, movie ke part,tv reality show, dikhaunga... think you

Banvi world Banvi world
At/Po-kans Via/Mitrapur Dist/Balasore
Balasore, 756020

Motivational quotes videos