Sushil Kumar Meher

Sushil Kumar Meher

Gold Medal Silver Medal Awardee Of Western Odisha's. Film Artist Do Like My Page And Support Me .

Photos from Sushil Kumar Meher's post 27/04/2024

ପପଙ୍ଗା ପାହାଡ଼ ମହୋତ୍ସବ ୨୦୨୪ ସିନେ କଳାକାର ହିସାବରେ ମୋତେ ସମ୍ମାନିତ କରିଥିବାରୁ ମାନନୀୟା ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଅଶେଷ ଧନ୍ୟବାଦ।

08/04/2024

ବିରାଟ ଧନୁଯାତ୍ରା ମହୋତ୍ସବ ନୂଆଁ ପାଲି, ଭଟଲି, ବରଗଡ଼ । ଦୀର୍ଘ କୋଡ଼ିଏ ବର୍ଷ ଯମ ଭୂମିକା ନିଭାଇଆସୁଥିଲେ ବ୍ରଜ ରାଉତ ଗତକାଲି ରାତି ଦଶଟା ରେ ଇହଧାମ ପରିତ୍ୟାଗ କଲେ ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଆତ୍ମା ର ସଦଗତି ହେଉ।

Photos from Sushil Kumar Meher's post 27/03/2024

ବିଶ୍ଵ ନାଟକ୍ ଦିବସ ଉଧେ ସବୁ ଦର୍ଶକ ଦେବତା ମାନଙ୍କୁ ଶୁଭ୍ ଅଭିନନ୍ଦନ୍ ତିନି ଦଶନ୍ଧି ଧରି ମଂଚ ଅଭିନେତା ସବକେ ଜୁହାର କରୁଛେ।ଜୟ ମାଁ ସମଲେଇ।

Photos from Sushil Kumar Meher's post 16/03/2024

ପ୍ରସିଦ୍ଧ ଚିତ୍ରଶିଳ୍ପୀ ସାନ୍ତନୁ ଦାସ ସଂବଲପୁର ଏହି ଫଟୋ ଚିତ୍ର ଟି ଉପହାର ଦେଇଛନ୍ତି ମାଁ ସମଲେଇ ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ କରନ୍ତୁ।

14/03/2024

ଆଏଜ ମୋତେ ବହୁତ୍ ଉସତ୍ ଲାଗୁଛେ ମୋର ଦେଖନୀହାରି ଯଦି ଖୁସି ହେଉଛେ ବେଲେ ମୁଇବି ଖୁସ୍,ସମ୍ବଲପୁରୀ ବଜା ଵାଜଲେ କିଏ ଭାଏଲ୍ ନିଜର୍ ଗୋଡ୍ କେ ଅଟକେଇ ପାରିଛେ।

Photos from Sushil Kumar Meher's post 11/03/2024

My Little Star ଆଜି ଜନ୍ମ ଦିନ ଆପଣ ମାନେ ଆଶୀର୍ବାଦ କରନ୍ତୁ ତାର ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହେଉ।

Photos from Sushil Kumar Meher's post 07/03/2024

ପଶ୍ଚିମ ଓଡ଼ିଶାର ସଂସ୍କୃତି ପରମ୍ପରା "ଗାଲସେକା" ଜଳନ୍ଧର ବିହା ପ୍ରବଳ ଭିଡ଼ ଥି ଚାଲିଛେ ବାଞ୍ଜିପାଲି, ବିନିକା, ସୁବର୍ଣ୍ଣପୁର ର ନାଗବାଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ।

04/03/2024

ଆରମ୍ଭ ହେଲା ନାଗବାଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବାଞ୍ଜିପାଲି,ବିନିକା, ସୁବର୍ଣ୍ଣପୁର ଉପଲକ୍ଷେ ଜଳନ୍ଧର ଦରବାର।

03/03/2024

ଆସିଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼,ପିଇଲା ମହାନଦୀ ପାଣି ସୁବର୍ଣ୍ଣ ଥାଳି ରେ ହୀରା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ।

03/03/2024

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକେ ଯାଉଛେ ମାଁ ସମଲେଇ ଙ୍କ ମହିମା ଉପରେ " ଜୟ ମାଁ ସମଲେଇ "

Photos from Sushil Kumar Meher's post 27/02/2024

ଆରମ୍ଭ ହେଲା ଶିବମନ୍ଦିର ପ୍ରତିଷ୍ଠା ଚଢ଼େଇପଙ୍କ, ଉଲୁଣ୍ଡା, ସୁବର୍ଣ୍ଣପୁର ଜଳନ୍ଧର ଦରବାର। ଯୁବରାଜ ଜଳନ୍ଧର ଭୂମିକା ରେ ମୁଁ ସମସ୍ତ ଦର୍ଶକ ଦେବତା ଉପସ୍ଥିତ ରହି ବାବା କପିଳେଶ୍ୱର ଙ୍କ ଆଶୀର୍ବାଦ ଲଭନ୍ତୁ।

Photos from Sushil Kumar Meher's post 24/02/2024

ଆଜି ମାଁ ସମଲେଶ୍ଵରୀ ମନ୍ଦିର ଦର୍ଶନ।ଜୟ ମାଁ ସମଲେଇ।

Photos from Sushil Kumar Meher's post 14/02/2024

ସର୍ବ ଶୁଭେ ସମାପନ ହେଲା କୁଟୁମ ଡୋଲା ଧନୁଯାତ୍ରା ଅତିଥି ଥିଲେ କଳିକେଶ ସିଂଦେଓ।

14/02/2024

ଆଜି ମାଁ ମେଟାକାନୀ ଦର୍ଶନ। ଜୟ ମାଁ ମେଟାକାନୀ

10/02/2024

ଆଜି ମୋର ନାତି ଆମର ଶଲାବାବୁ ଜନ୍ମ ଦିନ ଉଧେ ସବକୁ ବିନତୀ କରୁଛୁ ସଭେ ଆଶୀର୍ବାଦ କରୁନ ତାର ଭବିଷ୍ୟତ ଜୀବନ ଉଜଲ ହେବା ।

07/02/2024

ମୁଇଁ ଆସୁଛେଁ ଇ ସବୁ ଯାତ୍ରା ନିକେ ଆହୁରି ବନିହାଁ ଯାତ୍ରା ମାନଙ୍କୁ ସମିୟା ନାଇ ଦେଇ ପାରିଥିବାର ଲାଗି ମୁଁଇ କ୍ଷମା ମାଗୁଛେ, ଜିଇଁ ଯାଇଥିଲେ ଆଏବାର ବର୍ଷ ଭେଟ ପଡମା।ଜୟ ମାଁ ସମଲେଇ ,ଜୟ ମାଁ ମେଟାକାନୀ,ଜୟ କଳା, ଜୟ କଳାକାର।

04/02/2024

ଆସୁଛେ ଜଳନ୍ଧର ରୁପେ....

03/02/2024

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବଢିଗାଁ, ବଉଦ । ଜଙ୍ଗଳ ଓ ପରିବେଶ,ପଞ୍ଚାୟତ ରାଜ, ଜଳଯୋଗାଣ, ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଓମାଦ ରାଜ ଅତିଥି ରୂପେ ଯୋଗ ଦେଲେ ମହାରାଜା କଂସ ଦରବାରରେ।

02/02/2024

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକେ ଯାଉଛେ ମାଁ ସମଲେଇ ଙ୍କ ମହିମା ଉପରେ ଆଧାରିତ " ଜୟ ମାଁ ସମଲେଇ "

26/01/2024

ଶେଷକେ ନିଜର୍ ଅସଲି ରୁପ୍ ଦେଖେଇ ଦେଲା କଂସ ଦଦା.....
ସଂସ୍କୃତି ନାଁ ରେ ଅପସଂସ୍କୃତି

26/01/2024

ମତାମତ୍ ଦେବେ...

20/01/2024

‘‘ପଦେ ଦୁଇପଦ୍ କୁଁଥେଇ କରି ଡାଇଲକ୍ ନାଇଁ ପୁରା ସମ୍ୱଲପୁରି ଭାଷାରେ କଂସ୍ ମଚାନ୍ ଦୁଲକାଁସି’’ ହେତିର୍ ଲାଗି ଇ ବର୍ଷ ଆଉ ଉସ୍ତାର୍ ନାଇନ। ଜୟ କୋଶଲ୍

15/01/2024

ଆମର୍ ଜିଲ୍ଲା ବରଗଡ୍ ଅତାବିରା ସିଂହପାଲି ଗାଁ ର ଚିତ୍ରଶିଳ୍ପି ସୁପୂତ୍ର ଶ୍ରୀ ଆକାଶ୍ ମେହେର୍ କାଟିଛନ୍ ମୋର୍ ଡିଜିଟାଲ୍ ଫଟୋ ଧନ୍ୟବାଦ ଆକାଶ ଭଞ୍ଜା ଧଏନ୍ ତୁମର୍ ମାଁ ବୁଆ ଧଏନ୍ ତୁମର୍ ଗୁରୁ।

14/01/2024

କଥା ନାଇଁ ମାନଲେ ଗୁଟେ ଗୁଟେ କରି ଛେଦମି----‘‘ସୁଶୀଲ ମେହେର’’

ଜୟ କୋଶଲ୍ ଜୟ କୋଶଲ୍ ଜୟ କୋଶଲ୍

10/01/2024

ମୁଇଁ ସବୁବେଲେ ମୋର୍ ମାଁ ମାଏଟ୍ ସାଙ୍ଗେ ଅଛେଁ ମୋର୍ ଭାଷା ମୋର୍ ମାଁ ମୋର୍ ରାଏଜ୍ କୋଶଲ୍ ରାଏଜ୍ ଜୟ ମାଁ ସମଲେଇ ।

10/01/2024

ସୁଶୀଲ କୁମାର ମେହେର କୋଶଲି କଂସମହାରାଜ

Photos from Sushil Kumar Meher's post 09/01/2024

ଥୁଆପାଲି ଧନୁଯାତ୍ରା ଥି କୂନୁଆଁ ହେବାର ସୌଭାଗ୍ୟ ଅର୍ଜନ କରି କମିଟି ଜିତେନ୍ଦ୍ର ପୋଡ଼, ଲଲିତ ମେହେର ଆଉ ସମକୁ ବହୁତ ବହୁତ ଧନ୍ୟବାଦ।

Want your public figure to be the top-listed Public Figure in Bargarh?
Click here to claim your Sponsored Listing.

Videos (show all)

ଆଏଜ ମୋତେ ବହୁତ୍ ଉସତ୍ ଲାଗୁଛେ ମୋର ଦେଖନୀହାରି ଯଦି ଖୁସି ହେଉଛେ ବେଲେ ମୁଇବି ଖୁସ୍,ସମ୍ବଲପୁରୀ ବଜା ଵାଜଲେ କିଏ ଭାଏଲ୍ ନିଜର୍ ଗୋଡ୍ କେ ଅଟକେ...
ଆସିଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼,ପିଇଲା ମହାନଦୀ ପାଣି ସୁବର୍ଣ୍ଣ ଥାଳି ରେ ହୀରା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ।
ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକେ ଯାଉଛେ ମାଁ ସମଲେଇ ଙ୍କ ମହିମା ଉପରେ " ଜୟ ମ...
Sushil Kumar Meher Kansa Maharaj
ଆଜି ମାଁ ମେଟାକାନୀ ଦର୍ଶନ। ଜୟ ମାଁ ମେଟାକାନୀ
ଆସୁଛେ ଜଳନ୍ଧର ରୁପେ....
ଶେଷକେ ନିଜର୍ ଅସଲି ରୁପ୍ ଦେଖେଇ ଦେଲା କଂସ ଦଦା.....ସଂସ୍କୃତି ନାଁ ରେ ଅପସଂସ୍କୃତି
‘‘ପଦେ ଦୁଇପଦ୍ କୁଁଥେଇ କରି ଡାଇଲକ୍ ନାଇଁ ପୁରା ସମ୍ୱଲପୁରି ଭାଷାରେ କଂସ୍ ମଚାନ୍ ଦୁଲକାଁସି’’ ହେତିର୍ ଲାଗି ଇ ବର୍ଷ ଆଉ ଉସ୍ତାର୍ ନାଇନ। ଜୟ କ...
କଥା ନାଇଁ ମାନଲେ ଗୁଟେ ଗୁଟେ କରି ଛେଦମି----‘‘ସୁଶୀଲ ମେହେର’’ଜୟ କୋଶଲ୍ ଜୟ କୋଶଲ୍ ଜୟ କୋଶଲ୍#sushilmeherkansamaharaj #sushilkumarmehe...
ମୁଇଁ ସବୁବେଲେ ମୋର୍ ମାଁ ମାଏଟ୍ ସାଙ୍ଗେ ଅଛେଁ ମୋର୍ ଭାଷା ମୋର୍ ମାଁ ମୋର୍ ରାଏଜ୍ କୋଶଲ୍ ରାଏଜ୍ ଜୟ ମାଁ ସମଲେଇ ।
ସୁଶୀଲ କୁମାର ମେହେର କୋଶଲି କଂସମହାରାଜ

Category

Telephone

Website

Address

Bargarh