ARJ Odisha

Inspirational and Motivational videos making

17/07/2022
14/04/2022

ଆସନ୍ତାକାଲି ଅର୍ଥାତ 15.04.2022 ସନ୍ଧ୍ୟା 7.00 ରେ ଗଞ୍ଜାମ କଳା ପରିଷଦ ରେ ମୁକ୍ତ ମଂଚ ରେ ମଞ୍ଚସ୍ତ କରିବ ଆମର ବହୁ ପ୍ରତୀକ୍ଷିତ ନାଟକ "ଅନ୍ତ ରୁ ଆଦ୍ୟ"ଏଣୁ ଅନୁରୋଧ ଉକ୍ତ କାଯ୍ୟକ୍ରମ ରେ ଯୋଗଦାନ କରନ୍ତୁ....🙏🙏

31/03/2022

ଭାଈ ଭଉଣୀ ଙ୍କ ସ୍ନେହ ଅତୁଳନୀୟ 🙏

04/04/2021

ଅଙ୍କୁଶପୁର ଦଣ୍ଡ ଯାତ୍ରା....ସିଦ୍ଧାର୍ଥ ନଗର

22/03/2021

ନିମନ୍ତ୍ରଣ 🙏🏼 ରହିଲା
ଆସିବେ ନିଶ୍ଚିତ ନାଟକ ଦେଖିବାକୁ "ଗାନ୍ଧୀ ଙ୍କ ଓଡ଼ିଶା" ତା:23-03-21ସନ୍ଧ୍ୟା 7.00p.m
ସ୍ଥାନ: ବିଜୁ ପଟ୍ଟନାୟକ ସଂସ୍କୃତି ଭବନ,ହିଲପାଟଣା, ବ୍ରହ୍ମପୁର ।

22/08/2020

ARJ ODISHA Team ତରଫରୁ ଆପଣ ମାନଙ୍କୁ ଗଣେଶ ଚତୃଥି ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶଭକାମନା 🙏🙏

17/07/2020

MKCG,MEDICAL, COLLEGE ,BERHAMPUR Telemedicine patients help call center inaugurated.If any problems call the emargency number 7064588070 & 8260727171 For Helth issue..Time 9 Am to 5 pm..

11/07/2020

ଆଶା କରେ କି ଏ ଭିଡିଓ ରେ କୁହାଯାଇଥିବା ହୃଦୟସ୍ୱର୍ଷ ବାର୍ତ୍ତା ଆପଣମାନଙ୍କୁ ସଚେତନ କରେଇବାକୁ ସମର୍ଥ ହେବ ।
ନିଶ୍ଚିତ ମତାମତ ଜଣେଇବେ ।,➡️Like Share comment

02/07/2020

Dear parents Please Becareful...

27/06/2020

ବ୍ରହ୍ମପୁର ର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ଙ୍କ ସଂଧ୍ୟା ଆଳତୀ ଦର୍ଶନ କରନ୍ତୁ। ହେ ଜଗତ ଜନନୀ ମା ବୁଢୀ ସନ୍ତାଣୀ ଏ ସଂସାର କୁ କୋରନା ମହାମାରୀ ରୁ ରକ୍ଷା କର ମା ।
🙏🙏🙏

26/06/2020

ବିଜୁଳି ଓ ଘଡଘଡି ସମୟରେ କେମିତି ରହିବେ ସଜାଗ.. ଦେଖନ୍ତୁ ଓ ସଜାଗ ରୁହନ୍ତୁ..

25/06/2020

ଜୁନ୍ ୨୭ରୁ ୩୦ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଂପୂର୍ଣ୍ଣ ସଟ୍‌ଡାଉନ । କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କୋହଳ ହେବ ନିୟମ । ସଟ୍‌ଡାଉନରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ ଡାକ୍ତରୀ ଟିମ୍‌ । ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଥିବା ଜିଲ୍ଲାପାଳଙ୍କ ସୂଚନା

24/06/2020

True fact of life

22/06/2020

ARJ Team ତରଫରୁ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା..........🙏💐ଜୟ ଜଗନ୍ନାଥ 💐🙏

14/06/2020

RIP

14/06/2020

ଏମିତି ଆମ ପୃଷ୍ଠା କୁ ଭଲ ପାଇବା ଦିଅନ୍ତୁ ଏବଂ ସେୟର ଓ ଲାଇକ କରନ୍ତୁ 🙏🙏🙏

12/06/2020

"ସର୍ଵ ଶିକ୍ଷ୍ୟା ଅଭିଯାନ" ଏହି କୁନି କଳାକାର ମାନଙ୍କ ଦ୍ୱାରା ପରିବେଷିତ ଭିଡିଓ ଟି ସରକାର ଙ୍କ ଅନଲାଇନ ପାଠପଢ଼ା ବାର୍ତ୍ତା ଏବଂ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଅଭିଯାନ କୁ ସମ୍ମାନ କରୁଛି ।
ଭିଡିଓ ଟି ଭଲ ଲାଗିଲେ ନିଶ୍ଚିତ Page କୁ
LIKE, SHARE, COMMENTS କରନ୍ତୁ।

https://youtu.be/sxq3hTRuvv0

06/06/2020

Must Watch.
Like And Share to get a Healthy organ😊

04/06/2020

Share and Like

31/05/2020

ଓଡ଼ିଶାବାସୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ କ୍ରମେ ବ୍ରହ୍ମପୁର ସହର ରେ ଥିବା "ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ" ର ସମସ୍ତ କର୍ମକର୍ତ୍ତା ମାନଙ୍କ ତରଫରୁ କୋରନା ଯୋଦ୍ଧା ମାନଙ୍କୁ ଏ ଭିଡିଓ ମାଧ୍ୟମ ରେ ଛୋଟିଆ ସମ୍ମାନ ।
🙏🙏🙏



https://youtu.be/T4KO3_34Ae8

30/05/2020

ବନ୍ଦେ ଉତ୍କଳ ଜନନୀ ଗୀତ କୁ ଗାନ କରି 🤳 ଆମ ପାଖକୁ ଭିଡିଓ ପଠାନ୍ତୁ ଆମେ ଦେଖିଇବୁ ଆମ ARJ Odisha Page ରେ
🙏🙏

25/05/2020

"ପ୍ରବାସୀ ଓଡ଼ିଆ"
ଏ ଭିଡ଼ିଓ ମାଧ୍ୟମ ରେ ଆମେ ପ୍ରବାସୀ ଓଡ଼ିଆ ଭାଇ ମାନଙ୍କ ପରିବାର ମାନଙ୍କୁ ସଚେତନ କରିବା କୁ ଚେଷ୍ଟା କରିଛୁ ।
ଭଲ ଲାଗିଲେ ନିଶ୍ଚିତ ଭାବରେ LIKE SHARE, COMMENTS କରନ୍ତୁ ।
YouTube Channel : https://youtu.be/rguP4RRmG_k

, , , ,

25/05/2020

"ପ୍ରବାସୀ ଓଡ଼ିଆ" Trailer

25/05/2020

Like plz

Want your public figure to be the top-listed Public Figure in Berhampur?
Click here to claim your Sponsored Listing.

Videos (show all)

ଆସନ୍ତାକାଲି ଅର୍ଥାତ 15.04.2022 ସନ୍ଧ୍ୟା 7.00 ରେ ଗଞ୍ଜାମ କଳା ପରିଷଦ ରେ ମୁକ୍ତ ମଂଚ ରେ ମଞ୍ଚସ୍ତ କରିବ ଆମର ବହୁ ପ୍ରତୀକ୍ଷିତ ନାଟକ "ଅନ୍ତ...
ଭାଈ ଭଉଣୀ ଙ୍କ ସ୍ନେହ ଅତୁଳନୀୟ 🙏
ଅଙ୍କୁଶପୁର ଦଣ୍ଡ ଯାତ୍ରା....ସିଦ୍ଧାର୍ଥ ନଗର

Telephone

Website

Address

Berhampur

Other Berhampur public figures (show all)
Ashik Ashik Ashik Ashik
Berhampur

music lover

deepak_berhampur_vlogs deepak_berhampur_vlogs
Lanjipalli
Berhampur, 760008

My Name Is Deepak Mahapatra I'm from Berhampur Ganjam Odisha I'm Youtuber And help your new Channel Support guide

Aflatoon CHORI Aflatoon CHORI
Berhampur

Official page of AFLATOON CHORI

Siddhant Business Consultant Siddhant Business Consultant
Plot No/633, Digamurty Street, Near Old Bus Stand
Berhampur, 760001

Please welcome to my page @digitalsiddhant. The main ambition to create this page is to build a stro

Game units Game units
Ambapua
Berhampur, 761104

Hello ,my dear friends Here we will see gaming and entertainment videos

Arpita Creation Arpita Creation
Berhampur

drawing

s_k_y_sunil s_k_y_sunil
Berhampur

epicfunnypage epicfunnypage
Berhampur, 710001

welcome to our page! we share the latest & the best memes to liven up your day!#memefan

raulaasutosh raulaasutosh
Berhampur
Berhampur, 761104

tapangou tapangou
Berhampur, 761030

D for dance reels

Bada Business 0.5 Bada Business 0.5
Kudala
Berhampur, 761218

digital Marketing

Jimi Ghosh Vlogs Jimi Ghosh Vlogs
Https://youtube. Com/@JimiGhoshVLOGS
Berhampur

My YouTube Channel, 🙏Please Subscribe🔔 https://www.youtube.com/@JimiGhoshVLOGS