Odia Story Library

Hello , I am Sachin and I am a blogger . I write stories about my experiences,views,opinions in Odia.

ଗୁରୁକୃପା 07/07/2023

It's a story about teacher and student. Do check it out.

ଗୁରୁକୃପା Student, Teacher, ଶିକ୍ଷକ,ପୁରସ୍କାର, success

ଘୃଣା 03/07/2023

Another blog in Odia language, another story of my life. Do check it out

ଘୃଣା Odia story, Motivational Stories Odia,ଓଡ଼ିଆ ଗପ, Hate, ଘୃଣା

Unlocking the Divine Mysteries: Exploring the Spiritual Significance and Historical Marvels of Jagannath Temple Puri 02/07/2023

Here is an article about Shree Jagannath Temple, Puri . Hope you will like this and learn something new from the blog

Unlocking the Divine Mysteries: Exploring the Spiritual Significance and Historical Marvels of Jagannath Temple Puri Facts about India, Information about India, Interesting facts and information about India, India in detail

ମାଡ଼ ଓ ମା'ର ମମତା 02/07/2023

Read the story ମାଡ ଓ ମା'ର ମମତା on my blog website and give your valuable feedback.


Link :

ମାଡ଼ ଓ ମା'ର ମମତା Odia story, Odia stories for children, Odia gapa, Stories in Odia, Odia Blogs , Interesting stories in Odia

02/07/2023

***************ମାଡ ଓ ମା'ର ମମତା ***************

ସେତେେଳକୁ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥାଏ। ମା ଜଣେ ଶିକ୍ଷୟିତ୍ରୀ ଥିଲେ। ଗାଁ ସ୍କୁଲ ରେ ହିଁ ସେ ପାଠ ପଢ଼ାଉଥିଲେ। ମୁଁ ମଧ୍ୟ ତାଙ୍କ ସହିତ ସ୍କୁଲ ଯାଏ ସବୁଦିନେ। ସାଙ୍ଗସାଥୀ ମାନଙ୍କ ଭିତରେ ବହୁତ ଖାତିର ମୋର, କାରଣ ମୋ ମା ସେହି ସ୍କୁଲ୍ ରେ ଶିକ୍ଷୟିତ୍ରୀ। ସେଥିପାଇଁ ସାଙ୍ଗମାନେ ଭାବନ୍ତି ଯେ ୟା ସହିତ ମିଶିଲେ ଆଗୁଆ ପରୀକ୍ଷା ପ୍ରଶ୍ନପତ୍ର ମିଳିଯିବ। ସେମାନଙ୍କ ଧାରଣା ଏୟା ଯେ ମୋତେ ପରୀକ୍ଷା ଆଗରୁ ପ୍ରଶ୍ନ ସବୁ ଜଣାଥାଏ । ମାଡ଼ମଙ୍କ ପୁଅ ବୋଲି ସବୁ ସାର୍ ଆଉ କର୍ମଚାରୀ ମାନେ ଭାରି ଭଲ ବି ପାଆନ୍ତି। ତୃତୀୟ ଶ୍ରେଣୀରେ ବୃତ୍ତି ମଧ୍ୟ ପାଇଥିଲି ତେଣୁ ସ୍କୁଲ ରେ ଜଣେ ମେଧାବୀ ଛାତ୍ର ହିସାବରେ ସମସ୍ତେ ଜାଣିଥିଲେ। ଏଇ ସବୁକୁ ଦେଖି ସାଙ୍ଗମାନେ ଭାରି ଉପରକୁ ଟେକି ଦିଅନ୍ତି ମୋତେ, ଆଉ ମୁଁ ବି ମନେ ମନେ ଟିକିଏ ଖୁସି ହେଇଯାଏ।

ମା ଚତୁର୍ଥ ଶ୍ରେଣୀରେ ସାହିତ୍ୟ ଓ ସାମାଜିକ ବିଜ୍ଞାନ ପଢ଼ାନ୍ତି। ଥରେ ୟୁନିଟ୍ ଟେଷ୍ଟ ହେବାର ନୋଟିସ ଆସିଲା। ସାଙ୍ଗମାନେ ପରୀକ୍ଷା କଥା ଶୁଣି ଟିକେ ଆତଙ୍କିତ ହେଇଗଲେ। ସ୍କୁଲ୍ ଛୁଟି ହେଲାପରେ ତିନି ଚାରିଜଣ ସାଙ୍ଗ ଆସି ମୋତେ ଖୋସାମତ କଲେ ପ୍ରଶ୍ନପତ୍ର ପାଇଁ। ମୁଁ ତାଙ୍କୁ ପ୍ରଶ୍ନ ଆଣିକି ଦେଲେ ୧୦ ଟଙ୍କା ଲେଖାଏଁ ଦେବେ ବୋଲି ମଧ୍ୟ କହିଲେ। ସେତେବେଳେ ୧୦ ଟଙ୍କା ମୋ ପାଇଁ ବହୁତ୍ ବେଶୀ ଥିଲା । ୩୦-୪୦ ଟଙ୍କା ଲୋଭରେ ମୁଁ ମାଆଙ୍କ ଅନୁପସ୍ଥିତିରେ ପ୍ରଶ୍ନପତ୍ର ଆଣି ସାଙ୍ଗ ମାନଙ୍କୁ ଦେଇଦେଲି। ଖାତା ଦେଖିବା ବେଳକୁ ମା ଦେଖିଲେ ଯେ ବହୁତ୍ ଜଣଙ୍କର ଉତ୍ତର ସମାନ ଅଛି। ଯିଏ ପାସ କରିବା କଷ୍ଟ ସେ ମଧ୍ୟ ଉତ୍ତର ସଠିକ୍ ଲେଖିଛି। ତାଙ୍କୁ ସନ୍ଦେହ ହେଲା । ଆରଦିନ କ୍ଲାସ୍ ରେ ପିଲାଙ୍କୁ ପଚାରିଲେ କପି କରି ଲେଖିଛ କି ବୋଲି ? ସମସ୍ତେ ଚୁପ୍ ରହିବାରୁ ମୋ ସାଙ୍ଗ ପିଲା ଭିତରୁ ଯାହାକୁ ଉତ୍ତର ନ ଆସୁଥିବ ସେମିତି ଜଣକୁ ଗୋଟେ ପ୍ରଶ୍ନ ସେହି ପରୀକ୍ଷା ଦେଇଥିବା ପ୍ରଶ୍ନରୁ ହିଁ ପଚାରି ଦେଲେ। ସେ ଉତ୍ତର ଦେଇନପାରି ମାଡ଼ ଖାଇଲା । ୨-୪ ପାହାର ପାଇବା ପରେ ସେ ମୋର କାଣ୍ଡ କାରନାମା ସବୁ କହିଦେଲା।

ମୋର ଚୋରି କଥା ସବୁ ଛାତ୍ରଛାତ୍ରୀ ତଥା ସାର୍ ମାନେ ସମସ୍ତେ ଜାଣିଲେ ଓ ସମସ୍ତଙ୍କ ଆଗରେ ମୋ ମା' ଙ୍କ ମୁଣ୍ଡ ଲଜ୍ୟା ରେ ନଇଁଗଲା। ମୋତେ ମଧ୍ଯ ବହୁତ୍ ଖରାପ ଲାଗୁଥିଲା। ମା ମୋ ସହିତ କଥା ହେଉନଥଲେ। ଘରକୁ ଆସିବାପରେ ବାପା ସବୁ ଜାଣିଲେ ଆଉ ଗୋଟେ ବାଡି ଭାଙ୍ଗି ଆଣି ମତେ ବାଡେଇବାକୁ ବାହାରିଲେ। ସାଙ୍ଗେ ସାଙ୍ଗେ ମା ରୋଷେଇ ଘରୁ ବାହାରି ବାପାଙ୍କୁ ଅଟକାଇଲେ। ମୋ ଆଗରେ ଆସିକି ଛିଡା ହୋଇ କହିଲେ ମୋ ପୁଅ କୁ ତୁମେ କିଛି କରିପାରିବନି। ତଥାପି ବାପା ପରେ ଆସି ବାଡି ଛିଣ୍ଡିବା ଯାଏଁ ବାଡ଼େଇ ଥିଲେ।

ମାଡ଼ ଖାଇ ଗୋଡ଼ ହାତ ଦରଜ ହୋଇଯାଇଥାଏ। ବିଛଣାରେ ଗଡି କାନ୍ଦୁଥିଲି ମୁଁ। ମା ମାଡ଼ ଖାଇଥିବା ଜାଗା ରେ ଔଷଧ ଲଗେଇ ଦେଲା ବେଳେ ଖୁବ୍ କାନ୍ଦୁଥିଲେ। ବାପାଧନ କରି କେତେ କଣ ବୁଝେଇ ଦେଉଥିଲେ। କହୁଥିଲେ କୁସଙ୍ଗ ର ପରିଣାମ ଦେଖିଲୁ ତ ? ପରକଥାରେ ପଡ଼ି ନିଜେ କେମିତି କଷ୍ଟ ପାଇଲି ଆଉ କେମିତି ମୋ ମା'ର ମୁଣ୍ଡ ମୋ ପାଇଁ ତଳକୁ ହେଇଗଲା ସେକଥା ମୁଁ ମନେ ମନେ ଭାବୁଥିଲି। ବୁଝି ପାରୁଥିଲି ମା କେତେ ମହାନ୍, ନିଜେ ପଛେ ସବୁ ସହିଯିବେ, ହେଲେ ପୁଅକୁ କିଛି ହେବାକୁ ଦେବେନି। ସତରେ ମା'ଙ୍କ ମମତା ର ତୁଳନା ନାହିଁ।

02/07/2023

Check out my blogs for interesting Odia Stories

link : odiastorylibrary.blogspot.com

Want your organization to be the top-listed Government Service in Bhubaneswar?
Click here to claim your Sponsored Listing.

Category

Address

Jagamara
Bhubaneswar
751030

Other Libraries in Bhubaneswar (show all)
Get You Motivated Get You Motivated
Bhubaneswar

Bedprakash Library Bedprakash Library
Jatani
Bhubaneswar

This is a official page of "Bedaprakash Library".We are here to change the world with a beautiful

Bakul Library Bakul Library
Bhubaneswar, 751007

Dipak explore Dipak explore
Bhubaneswar, 752050

ସବୁବେଳେ ନୂଆ କିଛି ଶିଖିବା

CRACK  OAS CRACK OAS
A_15
Bhubaneswar, 751020

Discover,accept,and learn to embrace the wisdom.

Sunil Majhi Library Sunil Majhi Library
Bhubanswer
Bhubaneswar, 752062

education, knowledge, every thing

BookByte BookByte
Acharya Vihar
Bhubaneswar, 751013

Library platform to rent and buy books

Gurukul Library & Study Zone Gurukul Library & Study Zone
Plot No-67, District Center, Back Side Of Amber Showroom, Chandrasekharpur
Bhubaneswar, 751016

Girukul Library & Study Zone is a Self Study Center located at District Center,Chandrasekharpur, BBSR

Reasoning Puzzle Brain Teasing Reasoning Puzzle Brain Teasing
Bhubaneswar

🧠Reasoning 🧩Puzzle 🧠BrainTeasing 🔬Research 🌍World ➖➖➖➖ (USiNo= 3️⃣) ➖➖➖➖ NTPlusLYB (L, Y, B)

Sayad Ismail Alli Sayad Ismail Alli
Bhubaneswar

Tabarak khan Tabarak khan
Dist. Khordha At/po:soran
Bhubaneswar, 752027

LIS Study Point LIS Study Point
Vani Vihar
Bhubaneswar, 751004

Your guide to answers