BJD IT Cell
The official page of Biju Janata Dal, Odisha. Responsible for all digital presence of the Party.
ଓଡ଼ିଶାର ଯୁବପିଢି ବେକାର ହୋଇ ବସନ୍ତୁ। ଏକଥା ଚାହୁଁଛନ୍ତି ବିଜେପି ନେତା। ନହେଲେ ସେମାନେ ମିଛ କହି ଭଣ୍ଡେଇବେ ଆଉ କେମିତି।
ହେଇ ଦେଖ, ନବୀନ ବାବୁଙ୍କ ଫ୍ୟାନ ଭାବେ କିଏ ଉଠାଉଛି ଫଟୋ😂
ଓଡ଼ିଶାବାସୀଙ୍କ ସୁରକ୍ଷିତ ସ୍ବାସ୍ଥ୍ୟ ହୋଇଛି ସୁନିଶ୍ଚିତ। ସଭିଙ୍କ ସ୍ବାସ୍ଥ୍ୟର ସୁରକ୍ଷାର ଦାୟିତ୍ବ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।
କହିଲ ଦେଖି, ଗ୍ୟାସ ଚୋର ଲୋକଟି କିଏ 😂 ଯିଏ ଦେବ ସଠିକ ଉତ୍ତର, ବାବା ମାହାଲମାଣ୍ଡା ଦେବେ ତାକୁ ଉପହାର 😳
ବିକାଶ ବିରୋଧୀ ଯେତେ କରନ୍ତୁ ହୀନ ରାଜନୀତି, ଓଡ଼ିଶାର ପ୍ରଗତି ରଥକୁ ଅଟକାଇ ପାରିବେନି।
ବିକାଶର ପଥରେ ଧାଉଁଛି ନବୀନ ଓଡିଶା। ସମୃଦ୍ଧିର ସାରଥୀ ସାଜିଛନ୍ତି ରୂପାନ୍ତରଣର ଭରସା।
ହତାଶ ହୋଇଗଲେଣି ଓଡିଶା ବିଜେପି ନେତା, ଦଳ କଥା ଛାଡି ନିଜ ଇଜ୍ଜତ ବଞ୍ଚାଇବା ବଢ଼ାଇଲାଣି ଚିନ୍ତା😂
ବିକାଶକୁ ଯିଏ ଯେତେ ବିରୋଧ କରିବ, ରୂପାନ୍ତରଣ ସେତେ ତୀବ୍ର ବେଗରେ ହେବ। ନବୀନ ଓଡିଶା ଗଢିବାର ସଂକଳ୍ପରୁ ଆମେ କେବେ ମଧ୍ୟ ବିଚ୍ୟୁତ ହେବୁନାହିଁ।
ଓଡିଶା ବିଜେପି ଅଫିସରୁ ଏମିତି କାର୍ଡ ବଣ୍ଟା ହେଲାଣି, ଦଳ ଭିତରେ ପ୍ରବଳ ଭାଳେଣି ପଡ଼ିଲାଣି 😂
ଓଡ଼ିଶାର ହକ କଥା ପଚାରିଲେ ଏମାନଙ୍କ ପାଟିରୁ ବଚନ ବାହାରୁନି। ଓଡିଶାକୁ ନିନ୍ଦିବାକୁ କହିଲେ ପାଟିରେ ବାଟୁଳି ବାଜୁନି। ଛି ତମ ଭଳି ଦୋଗଲା ନେତାଙ୍କୁ।
ଓଃ ଲୁହ ଗୁଡ଼ା ଖାଲି ଝରିପଡ଼ୁଛି ଆଉ 😂
ଏସସିବି ହେଉଛି ଏମ୍ସ ପ୍ଲସ୍, ରୂପାନ୍ତରଣର ଏହି ଧାରା ବିକାଶ ବିରୋଧୀଙ୍କୁ କରୁଛି ବେହୋସ।
ମୋ ଭୋଟ ଯିବ ସେଇ ନେତାଙ୍କୁ ଯିଏ ସାଢେ ୪ କୋଟି ଓଡିଶାବାସୀଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି।
ଗାଁ ଗାଁରେ ଘରୁ ଘରୁ ଶୁଭିଲାଣି ସ୍ୱର, ପୁଣି ଥରେ ପ୍ରଚଣ୍ଡ ଆଶୀର୍ବାଦ ପାଇବ ବିଜେଡି ସରକାର। ବିଶ୍ୱାସ ମାନେ ବିଜେଡି, ବିକାଶ ମାନେ ବିଜେଡି।
ସାଢେ ୪ କୋଟି ଓଡିଶାବାସୀଙ୍କ ଭାବନା ସହ ଖେଳୁଥିବା ଓଡିଶା ବିଜେପି ନେତାଙ୍କୁ କେହି କେବେ କ୍ଷମା ଦେବେନି।
ମାଆଙ୍କ ପାଇଁ ଖୁସି ଖବର। ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସରେ ଯାତ୍ରା କଲେ ଟିକେଟରେ ୫୦ ପ୍ରତିଶତ ରିହାତି। ଏମିତି ସୁବିଧା କେବଳ ନବୀନ ଓଡ଼ିଶାରେ ହିଁ ଉପଲବ୍ଧ।
ଯଦି ବିଏସକେୱାଇ କାର୍ଡ ଖରାପ ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିବା ଆହ୍ୱାନକୁ ସେ ଗ୍ରହଣ କରନ୍ତୁ, ଯଦି ଦମ ଅଛି। ନହେଲେ ମୁହଁ ଲୁଚାଇ ବୁଲନ୍ତୁ।
ସାଢେ ୪ କୋଟି ଓଡିଶାବାସୀଙ୍କ ଅର୍ପଣ ମନୋଭାବକୁ ଆଘାତ ଦେଇଥିବା ଓଡିଶା ବିଜେପି ନେତାଙ୍କୁ ଜନତା କେବେ ମଧ୍ୟ କ୍ଷମା ଦେବେନାହିଁ।
ଚାଷୀଙ୍କୁ ସ୍ବପ୍ନ ଦେଖାଇ ଭଣ୍ଡାଇଦେଲା ବିଜେପି ସରକାର । ବିଜେପି ନେତାଙ୍କ ମୁହଁ ଚୁପ୍ କାହିଁକି ?
ଗାଁ ଗାଁରେ ଲୋକେ ଶପଥ ନେଲେଣି, ଆବାସ ଅଟକାଇଥିବା ଓଡିଶା ବିଜେପି ନେତାଙ୍କୁ ଗାଁ ମାଟି ମାଡିବାକୁ ଦେବେନି। ଏମିତି ପ୍ରଶ୍ନ କରୁଛନ୍ତି ଯେ, ନେତାଏଁ ଫେରିବାକୁ ବାଟ ପାଉନାହାନ୍ତି 😂
ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଥିବା ଓଡିଶା ବିଜେପି ନେତାଙ୍କୁ ପ୍ରଶ୍ନ କରନ୍ତୁ, କାହିଁକି ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ?
ପ୍ରତାରଣାର ପ୍ରତୀକ କିଏ ବୋଲି ଯଦି ଆପଣଙ୍କୁ କେହି ପଚାରେ ତେବେ ଏ ନିଶୁଆ ନେତାର ଫଟୋ ଦେଖାଇଦେବ...😆
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଭକ୍ତଙ୍କ ଭାବନାକୁ ନେଇ ନିମ୍ନ ସ୍ତରର ରାଜନୀତି କରୁଥିବା ଓଡ଼ିଶାର ବିରୋଧୀ ଦଳର ନେତା ଓଡିଶାବାସୀଙ୍କ ପାଖେ କ୍ଷମା ପ୍ରାର୍ଥନା କରନ୍ତୁ।
ସହଜରେ ସୁବିଧାରେ ଯିବାକୁ ଶ୍ରୀକ୍ଷେତ୍ର ପୁରୀ, ବସ୍ ଭେଟିଦେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ଜୟ ଜଗନ୍ନାଥ 🙏
ଧରମା ବାବୁ ଏତେ ମିଛ କହିଲେ ଯେ ଶେଷରେ ମାଇକ ବି ଧୋକା ଦେଇଦେଲା। ୟାଙ୍କ ମିଛ କିଏ ଶୁଣିବ କହିଲ 😂
ନବୀନ ଓଡିଶାରେ ସଭିଏଁ ଖୁସିରେ
Click here to claim your Sponsored Listing.
Videos (show all)
Category
Contact the organization
Telephone
Website
Address
Bhubaneswar
751020
61, Gangotrinagar, Lane/3, Shisupalgarh
Bhubaneswar, 751002
SUCI(Communist) is a revolutionary party based on Marxism-Leninism and com. Shibdas Ghosh thought which was founded on the 24th April 1948. It has emerged as the only genuine comun...
61-gangotrinagar, Sishupalgarh
Bhubaneswar
If to die don't die begging, when to die die with honour.
61, Gangotrinagar, Road No 3, Shisupalgarh, Odisha
Bhubaneswar, 751002
All India Kisan Khet Mazdoor Sangathan(AIKKMS) is a revolutionary peasants and agricultural labourer
Bhagawati Bhawan, 16-Ashok Nagar
Bhubaneswar, 751009
All India Kishan Sabha, Odisha is State page of AIKS Ajay Bhawan & the oldest Farmers Organisation in the State of Odisha.
Bhubaneswar
We are always remembering our freedom fighters and soldiers .Congress dedicated for all.
Kunchapada, Banamalipur, Balipatna
Bhubaneswar, 752103
Balipatna + Balianta = Jayadev Constituency No. - 111 (Odisha) (Bhubaneswar Lok Sabha Constituency)