Ekamra Biju Yuva Janata Dal
On an idealistic journey towards realising the dreams of BijuBabu for a Progressive, Prosperous & Pe
ଖୋର୍ଦ୍ଧା ଜିଲ୍ଲାର ମହମ୍ମଦ ସିରାଜ୍ ଖାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନିଜ ମା'ଙ୍କର ଉତ୍ତମ ଚିକିତ୍ସା କରାଇପାରିଛନ୍ତି। ବିନା କୌଣସି ଖର୍ଚ୍ଚରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ କୃତଜ୍ଞତା ଜଣାଇଛନ୍ତି।
Humble tributes to former Prime Minister of India and Bharat Ratna on his birth anniversary. He will always be remembered for his leadership and contribution towards nation building.
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଦୃଢ଼ ନେତୃତ୍ୱରେ ନୂଆ ଓଡ଼ିଶା ଗଠନର ମାର୍ଗ ହେଉଛି ପ୍ରଶସ୍ତ। ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ରୂପାନ୍ତରିତ ହେବାଠାରୁ ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁବିଧା ଏବଂ ୭୦ ଲକ୍ଷ ମା'ଙ୍କ ସଶକ୍ତିକରଣ ଓଡ଼ିଶା ଜୟଯାତ୍ରାର ପ୍ରତୀକ ସାଜିଛି।
ବିଶ୍ଵାସ, ଭରସାର ଅନ୍ୟ ନାମ ହେଉଛି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଯିଏ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବ୍ରତରେ ଦୀକ୍ଷିତ ହୋଇ ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି।ଓଡ଼ିଶାବାସୀ ମଧ୍ୟ ତାଙ୍କୁ ଅଜସ୍ର ଭଲପାଇବା ଦେଇ ପୁଣିଥରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛନ୍ତି।ଏଥିପାଇଁ ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି।
Our Cm Our Hero ✌️✌️
Glad to attend the 75th anniversary of venerable newspaper, Prajatantra. Congratulate the entire family of Prajatantra and wish the newspaper all the very best on reaching this milestone. Welcome Union Home Minister Shri Amit Shah ji to who graced the occasion.
The role of media in a democratic society can hardly be overemphasised. It should endeavour to uphold our great cultural heritage and moral values; promote national integration and communal harmony. Media should discharge its duty without any fear or favour.
Media runs on the basis of people’s trust and should prioritise the real issues of people rather than politics. Media essentially should be the voice of people. Media being the voice of the people must reflect our democratic value system and take a neutral stand in every aspect of society.
India is led by a strong democratic value system. Our country stands tall on this foundational principle. Our democratic values have helped us to steer successfully through all the trials and tribulations in the course of these 75 glorious years.
Truth and non-violence are the cardinal principles that guided our freedom struggle. In the 75th year of Independence, let’s pledge together to preserve and strengthen these values in every sphere of society. Let the truth always prevail.
CMO Odisha Naveen Patnaik
ଲିଙ୍ଗଗତ ସାମ୍ୟତା ଆଣିବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଜେଣ୍ଡର୍ ବଜେଟ୍ ପ୍ରସ୍ତୁତ ହୋଇଛି। ₹୫୬,୮୪୬ କୋଟି ବ୍ୟୟବରାଦ ହୋଇଥିବା ଏହି ବଜେଟ୍ ରାଜ୍ୟରେ ମହିଳା ଓ ବାଳିକାଙ୍କ ଆବଶ୍ୟକତା ଓ ଆକାଂକ୍ଷା ପୂରଣ କରିବ।
's efforts to boost growth of mining sector has produced successful results. The State has bagged best performing state award at Rashtriya Khanij Vikas Puraskar by Ministry of Mines, Government of India for taking initiatives in exploration, auction & operationalisation of mines.
Justice plays a vital role in making the world a better & safer place, and ensures that everyone has equal access to fruits of development. On , reaffirm commitment to uphold the robust judiciary enshrined in our Constitution for a just society.
ସଚେତନତା ହିଁ ଆପଣଙ୍କୁ କୋଭିଡରୁ ସୁରକ୍ଷା ଦେବ। ନିୟମିତ ମାସ୍କ ପରିଧାନ କରିବା ସହ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।
ରାଜ୍ୟରେ ସ୍କୁଲ ଓ କଲେଜସ୍ତରରୁ ଚେସ୍ ଖେଳ ପ୍ରତି ପିଲାମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ୪୪ତମ ଚେସ୍ ଅଲିମ୍ପିଆଡର ମଶାଲକୁ ଓଡ଼ିଶାରେ ସ୍ୱାଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କହିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଏହାର ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ₹୩,୨୬୨ କୋଟି ବ୍ୟୟବରାଦ କରିଛନ୍ତି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ସାରା ଦେଶରେ ଉଦାହରଣ ପାଲଟିଛି।
Naveen Hands over Relay Torch to Padmini Rout, Says Odisha to Promote Chess at School and College Level | News Room Odisha Bhubaneswar: Marking a glorious moment for Chess in India and Odisha, Chief Minister Naveen Patnaik today handed the first ever Relay Torch for Chess Olympiad over to Padmini Rout at a function at Convention Centre in Loka Seva Bhawan. Speaking on the occasion, the Chief Minister said that it’s a ...
With focused attention and careful nurturing, has scaled new heights to emerge as an iconic brand. On , reiterate our commitment to further bolster skill ecosystem to empower our youth with right skills to prepare them for the world.
Our Bhaina Our Hero ✌️✌️
ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରୁଛି । ଏହି ଯୋଜନାରେ ବିନାଖର୍ଚ୍ଚରେ ଯାଜପୁରର ଭବାନୀ ଶଙ୍କର ସାହୁ ତାଙ୍କ ଭାଇଙ୍କର ଚିକିତ୍ସା କରାଇ ଉପକୃତ ହୋଇପାରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Click here to claim your Sponsored Listing.
Category
Contact the organization
Telephone
Address
61, Gangotrinagar, Lane/3, Shisupalgarh
Bhubaneswar, 751002
SUCI(Communist) is a revolutionary party based on Marxism-Leninism and com. Shibdas Ghosh thought which was founded on the 24th April 1948. It has emerged as the only genuine comun...
61-gangotrinagar, Sishupalgarh
Bhubaneswar
If to die don't die begging, when to die die with honour.
61, Gangotrinagar, Road No 3, Shisupalgarh, Odisha
Bhubaneswar, 751002
All India Kisan Khet Mazdoor Sangathan(AIKKMS) is a revolutionary peasants and agricultural labourer