Mayurbhanj BJD

Empowering to all ODISHA

04/06/2023

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ପରୀକ୍ଷା ଫଳାଫଳ ନିର୍ବିଶେଷରେ ସମସ୍ତେ ଜୀବନରେ ସଫଳ ହେବାର ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

04/06/2023

*ଟ୍ରେନ୍ ଦୁର୍ଘଟଣାରେ ଆହତ ବାଳକର ଇଚ୍ଛା ପୂରଣ କଲେ 5T ସଚିବ , ଦେଲେ ନୂଆ ଡ୍ରେସ୍!.💐💐💐*

*ଟ୍ରେନ ଦୁର୍ଘଟଣାରେ ଆହତ ୧୦ ବର୍ଷର ବାଳକର ମନକଥା ପୂରଣ କଲେ 5T ସଚିବ ଭିକେ ପାଣ୍ଡିଆନ। ଏସସିବିରେ ଆହତଙ୍କୁ ଭେଟିବାବେଳେ ସର୍ଜରୀ ଓ୍ବାର୍ଡରେ ବାଲେଶ୍ବରର ଦେବାଶିଷ ପାତ୍ରଙ୍କୁ ଭେଟିଥିଲେ 5T ସଚିବ। ତାର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ନେହରେ କଣ ଦରକାର ବୋଲି ପଚାରିଥିଲେ।*

*ଏହି ସମୟରେ ମୋତେ ଡ୍ରେସ ଦରକାର ବୋଲି କହିଥିଲେ ଦେବାଶିଷ। ୨ ଘଣ୍ଟା ଭିତରେ ଡ୍ରେସ ଦିଆଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଥିଲେ। ପରେ କିଛି ସମୟ ମଧ୍ୟରେ ଦେବାଶିଷଙ୍କୁ ନୂଆ ଡ୍ରେସ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ କୁନି ମୁହଁରେ ହସ ଖେଳିବା ସହିତ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଦେବାଶିଷ!.*

04/06/2023

*ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!.*

04/06/2023

*କରମଣ୍ଡଳ ଦୁର୍ଘଟଣାରେ ମୁଁ ଶବ ହେଲା ପରେ...*
କରମଣ୍ଡଳ ତା ଷ୍ଟାଇଲରେ ଆସି ଷ୍ଟେସନରେ ପହଞ୍ଚିଲା..! ସନ୍ଧ୍ୟା ଆଗମନ ହେଉଥାଏ..! ତା ଭିତରେ ସଭିଏଁ ଚଢିଲେ..! ମୁଁ ବି ଚଢ଼ିଗଲି..! ଭିଡ଼ ପ୍ରବଳ..! ବାଟ ପାସେଞ୍ଜର ହିସାବରେ ଏଠି ସେଠି ଟିକେ ବସିବାକୁ ଚେଷ୍ଟା କରି ଜଣେ ଦମ୍ପତିଙ୍କ ଏକ ଛୋଟ ପିଲା ନିକଟରେ ଆଉଁଜି ବସି ପଡ଼ିଲି..! କଥା ଛଳରେ ସେହି ଦମ୍ପତ୍ତିଙ୍କ ସହିତ କଥା ହେଉ ହେଉ ବହୁତ କିଛି କଥା ଚାଲିଲା..! ଆମ୍ଭ ମନରେ ଆଗକୁ ଏତେ ବଡ଼ ଦୁର୍ଘଟଣା ହେବ ବୋଲି ଭାବନାରେ ମଧ୍ୟ ଭାବି ନଥିଲୁ..! କାରଣ ଇଏ ହେଉଛି କରମଣ୍ଡଳ, ତାର ଟାଇଟନିକ୍ ଜାହାଜ ଠାରୁ ଅଧିକ ପ୍ରତିଷ୍ଠା ରହିଛି..! ଆଉ ଯାତ୍ରୀଙ୍କ ମଧ୍ୟରେ ସେତିକି ଭରସା ମଧ୍ୟ ତା ଉପରେ ରହିଛି..! ଏତିକି ବେଳେ ଚା ବାଲା ଚାୟେ ଚାୟେ କହି ପହଞ୍ଚିବାରୁ ତିନୋଟି ଚା ମାଗି ସଭିଏଁ ପିଇଲୁ ମଧ୍ୟ..! ସେ ପାଖ ସିଟରେ ଦୁଇ ଜଣ ମଉସା ବସି ତାଙ୍କ ହିସାବରେ କଥା ହେଉ ଥାଆନ୍ତି.! ନିଜ ବ୍ୟାଗ ପତ୍ରକୁ ଜାବୁଡ଼ି ଧରି ଥାଆନ୍ତି, ଏମିତି ଚାଲିଥାଏ କିଏ ଆଗ ଷ୍ଟେସନରେ ଓହ୍ଲାଇବା ପାଇଁ ବ୍ୟାଗପତ୍ର ବାହାର କରି ରେଡ଼ି ହେଉଥାନ୍ତି..! ହଠାତ୍ ଗାଡ଼ି ରେ ଯୋର୍ ବ୍ରେକ ଲାଗିଲା..! ବିକଟାଳ ଶଦ୍ଧ ସହିତ ଆମେ ବସିଥିବା ଜେନେରାଲ ବଗି ଟି ହଠାତ୍ ଉପରକୁ ଉଠି ଦୁଇ ତିନିଥର ପାଲଟି ସେପଟେ ଯାଉଥିବା ଟ୍ରେନ ସହିତ ପିଟି ହେଲା..! ଅନ୍ଧାର ରାତିରେ ଟ୍ରେନ୍ ଲାଇଟ୍ ରେ ପ୍ରଥମେ ସବୁ ଜଣା ପଡୁଥିଲା, ହଠାତ୍ ସବୁ ଆଡ଼େ ଅନ୍ଧାର ଆଉ ଚିତ୍କାର ପରେ ଚିତ୍କାର..! ମୁଁ କେଉଁଠି ଥାଏ ନିଜେ ବି ଜାଣି ପାରୁ ନଥାଏ..! ମୁଁ ଥିବା ବଗିରେ ଏମିତି ସ୍ଥିତି କେହି ଜଣେ ହେଲେ ନିଜେ ଉଠି କିଛି କରିବା ଅବସ୍ଥାରେ ନଥାନ୍ତି, ପ୍ରାୟତଃ ସମସ୍ତେ ଗମ୍ଭୀର ଭାବେ ଆଘାତ ପ୍ରାପ୍ତ..! ମୁଁ ନିଜେ ଜାଣି ପାରୁଥାଏ ମୋ ଛାତି ଉପରେ ପ୍ରବଳ ମାଡ଼ ହୋଇ ଶରୀରର ଅଧା ଅଂଶ ଚାପି ହୋଇ ରହିଥାଏ..! ଅଣ୍ଟାରୁ ତଳ ଯାଏଁ କ'ଣ ଅଛି ନ ଅଛି କିଛି ଜାଣି ହେଉ ନଥାଏ..! ଯୁବା ବୟସରେ କେତେ କ'ଣ ସ୍ଵପ୍ନ ତଥା ଆଜି ଭଳି ଦିନରେ ଢେର୍ ସାରା ଚାକଚକ୍ୟ ଭରା ଦୁନିଆଁ ରେ କେତେ କ'ଣ ଆଶା ଭରସା କିଛି ମନକୁ ଆଶୁ ନଥାଏ.! ଏମିତି ଅବସ୍ଥାରେ ପଡ଼ି ରହିଥାଉ ସମସ୍ତେ କେଉଁଟା ଉପର କେଉଁଟା ତଳ ମଧ୍ୟ ଜାଣି ପାରୁ ନଥାଉ..! କିଏ ପାଣି ମାଗୁଥାଏ କିଏ ଟିକେ ଧର କହୁଥାଏ ତ ଆଉ କିଏ ମାରି ଦେଲାରେ କହି ତା ସ୍ଵର ଧୀର ପଡ଼ି ଯାଉଥାଏ..! ମୁଁ ଚେଷ୍ଟା କଲି ପକେଟରୁ ମୋବାଇଲ ବାହାର କରି ଅତି କମରେ ସୋସିଆଲ ମିଡିଆରେ ହେଲେ ଆକୁଳ ନିବେଦନ କରିବି ସାହାଯ୍ୟ ପାଇଁ..!! ହେଲେ ପେଟ ତଳକୁ ହାତ ଯିବା ପାଇଁ ରାସ୍ତା ହିଁ ନାହିଁ.! ଠିକ୍ ଏତିକିବେଳେ ମୋ ଫୋନ୍ ରିଙ୍ଗ ହେଉଥିବାର ଜାଣି ସମସ୍ତ ବଳ ଖଟେଇ ମୋବାଇଲ ବାହାର କରିବାକୁ ଚେଷ୍ଟା କରନ୍ତେ ମୋ ନିକଟରେ ବସିଥିବା ସେହି ଦମ୍ପତ୍ତି ଙ୍କ ଭିତରୁ ପୁରୁଷ ବନ୍ଧୁ ଜଣକ ପାଣି ପାଣି କହି ମୋ ଉପରେ ପଡ଼ି ଆରପାରିକୁ ଚାଲିଗଲେ..! ତାଙ୍କ ଛୁଆ ସ୍ତ୍ରୀ ଙ୍କ ଶଦ୍ଧ ହିଁ ପ୍ରଥମରୁ ନାହିଁ..! ମୁଁ ବି ଧୀରେ ଧୀରେ ନିସ୍ତେଜ ହୋଇ ଯାଉଥାଏ..!! ବାହାରେ ଟିକେ ହୋ ହାଲ୍ଲା ବଢ଼ି ଚାଲିଥାଏ...!! ମୁଁ ନିଜେ ଜାଣୁଥାଏ ଆଉ ବଞ୍ଚିବି ନାହିଁ, କିନ୍ତୁ ମନରେ ସେହି ଆଶା ଉଙ୍କି ମାରୁଥାଏ ମୁଁ ଯେଉଁଥିପାଇଁ ଯାଉଥିଲି, ମୋତେ କେହି ଜଣେ ଅପେକ୍ଷା କରିଥିବ...!! ଏତିକି ବେଳେ ହଠାତ୍ କେହି ଜଣେ ଉପର ଆଡୁ ବୋଧେ ଝରକା ଆଡୁ ଲାଇଟ୍ ପକାଇଲା, ଆଉ ଅନେକ ଚିତ୍କାର ଭିତରେ ସେମାନଙ୍କ ଭିତରୁ କେହି ଜଣେ କହୁଥାଏ ଆରେ ଭାଇ ଏଥିରେ କିଛି ବଞ୍ଚିଛନ୍ତି ମ..!! ବାସ୍ ମୁଁ ସେତିକି ଶୁଣିଛି ଆଗକୁ ଆଉ କିଛି ମନେ ନାହିଁ !!

କିନ୍ତୁ ପରବର୍ତ୍ତୀ ସମୟରେ ଆମକୁ ସବୁ ଗୋଟେ ପରେ ଗୋଟେ ସେ ଭିତରୁ ଟାଣି ଟାଣି ବାହାର କରି ଗାଡ଼ି ରେ ଲୋଡ୍ କରି ଏକ ଅନ୍ଧାରୁଆ ସ୍କୁଲ ଚଟାଣରେ ଗଡ଼ାଇ ଦେଉଥାଆନ୍ତି .! ସେତେବେଳକୁ ଆଉ *ଆମ ଭିତରେ ସେ ଦମ୍ଭ, ସେ ଆତ୍ମବଡିମା , ସେ ଯୁବ ସ୍ବାଭିମାନ, ସେ ବାହୁବଳ କିଛି ନଥାଏ...*! ଖାଲି ଏତିକି ଭାବୁଥାଏ ସେ କେମିତି ଥିବ..

ପରେ ପରେ ପୁଣି ଚାଲିଲା ଚିହ୍ନଟ ପ୍ରକ୍ରିୟା, ମୁଁ ତ ପ୍ରଥମରୁ ଟିକେଟ ହିଁ କରି ନଥିଲି..! ଲୋକାଲରେ ଉଠି ଥିଲି..! ତେଣୁ ଆମର ଖାତା ଖତିୟାନ କିଛି ନାହିଁ..!! ତେଣୁ ମୁଁ ନିଜେ ଏଯାଏଁ ଜାଣି ପାରୁନି ମୁଁ ମରିଛି କି ନାହିଁ, ସରକାର ଜାଣିବେ କେମିତି...?? ଛାଡ଼, ତଥାପି ମୋର ଗୁଡାଏ ଫଟୋ କରି ମୋ ଛାତି ଉପରେ ଏବେ ଏକ ନମ୍ବର ମାରି ଛାଡ଼ି ଦେଇଛନ୍ତି..., କେତେବେଳେ କିଏ ପୋଡିବେ କି ନାହିଁ ତାକୁ ଅପେକ୍ଷା କରି ପଡି ରହିଛି.... *(ଜଷ୍ଟ ଗୋଟିଏ କାହାଣୀ)*

13/05/2023
05/06/2022

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ !

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବଳିଷ୍ଠ ନେତୃତ୍ୱରେ ଗଠନ ହେଲା ନୂତନ ମନ୍ତ୍ରୀମଣ୍ଡଳ, ଓଡିଶା ବିକାଶର ମହାଅଭିଯାନରେ ସାମିଲ ହେଲେ ନୂତନ ଚେହେରା !ଯୁବବର୍ଗଙ୍କ ସହିତ ମହିଳାଙ୍କୁ ଦିଆଯାଇଛି ଗୁରୁତ୍ୱ,ସେଥିପାଇଁ ଓଡିଶାର ପରିବର୍ତ୍ତିତ ଚିତ୍ର ହିଁ ଭବିଷ୍ୟତର ସୂଚନା ଦେଉଛି ! ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଯୁଗାନ୍ତକାରୀ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି , ଜନତାଙ୍କର ଆଶା, ବିଶ୍ୱାସ ଓ ଭରସା ସାଜିଯାଇଥିବା ନବୀନଙ୍କର ଦୃଢ ନେତୃତ୍ୱ ଓଡିଶାର ମୂଳ ପୃଷ୍ଠଭୂମିକୁ ବିକଶିତ କରାଇବାରେ ସହାୟକ ହେଉଛି ! ତେଣୁ ଅନେକ ପରିବର୍ତ୍ତନ ଆସିଛି ନବୀନଙ୍କର ନୂତନ ଟିମରେ ,

ନିରଞ୍ଜନ ପୂଜାରୀ : ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି ଓ କୃଷକ ସଶକ୍ତିକରଣ
ପ୍ରମିଳା ମଲ୍ଲିକ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଉଷା ଦେବୀ : ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ : ଇସ୍ପାତ, ଖଣି ଓ ପୂର୍ତ
ପ୍ରତାପ ଦେବ : ଶିଳ୍ପ, ଶକ୍ତି ଓ ଏମଏସଏମଇ
ଅତନୁ ସବ୍ୟସାଚୀ ନାୟକ : ଖାଦ୍ୟଯୋଗାଣ ଓ ସମବାୟ
ପ୍ରଦୀପ ଅମାତ : ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
ନବକିଶୋର ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା : ବିଜ୍ଞାନକାରିଗରୀ, ସାଧାରଣଉଦ୍ୟୋଗକ
ଟୁକୁନି ସାହୁ : ଜଳସମ୍ପଦ ଓ ବାଣିଜ୍ୟ ପରିବହନ
ରାଜେନ୍ଦ୍ର ଢୋଲକିଆ : ଯୋଜନା ଓ ସମନ୍ୱୟ
ଜଗନ୍ନାଥ ସାରକା : ଏସସିଏସଟି ବିକାଶ ଓ ଆଇନ
ସମୀର ରଞ୍ଜନ ଦାସ : ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ ପାତ୍ର : ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ଅବକାରୀ
ପ୍ରୀତିରଞ୍ଜନ ଘଡେଇ : ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତାବିକାଶ
ଶ୍ରୀକାନ୍ତ ସାହୁ : ଶ୍ରମ ମନ୍ତ୍ରୀ
ତୁଷାରକାନ୍ତି ବେହେରା : ଆଇଟି, କ୍ରୀଡ଼ା ଓ ଯୁବ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ
ରୋହିତ ପୂଜାରୀ : ଉଚ୍ଚଶିକ୍ଷା ମନ୍ତ୍ରୀ
ରୀତା ସାହୁ : ହସ୍ତତନ୍ତ ଓ ବୟନଶିଳ୍ପ
ବାସନ୍ତୀ ହେମ୍ବ୍ରମ୍‌ : ମହିଳା ଓ ମିଶନଶକ୍ତି

ଏମାନେ ସମସ୍ତେ ଏବେ ନବୀନ ବାବୁଙ୍କର ସୁଶାସନର କର୍ଣ୍ଣଧାର ! ବିଭିନ୍ନ ବିଭାଗରେ ସ୍ଥାନ ପାଇଥିବା ବିଧାୟକ ଓ ବିଧାୟିକା ମାନେ ନିଶ୍ଚିତ ରୂପେ ନବୀନ ବାବୁଙ୍କର ନୀତି, ଆଦର୍ଶରେ ଓଡିଶା ରାଜ୍ୟର ବିକାଶ ପାଇଁ ଆପ୍ରାଣ ଉଦ୍ୟମ କରିବେ ଓ ସବୁ କ୍ଷେତ୍ରରେ ଓଡିଶାକୁ ନମ୍ବର ୧ ରୂପେ ଗଢିତୋଳିବେ ଏତିକି ଆମର ବିଶ୍ୱାସ !

21/01/2022

୫ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଦେବେ ଓଡିଶା ବାସୀ , ଶଙ୍ଖ ଫୁଙ୍କି ବିକାଶକୁ ବାଛି ହେବେ ସଭିଏଁ ଖୁସି । ଜୟ ନବୀନ Naveen Patnaik

21/01/2022

ଦୁନିୟା ଦେଖିବ ଅଡିଶା ର ବିକାଶ

08/01/2022

11 More Micro-Containment Zones Declared In Bhubaneswar; Check Details
As per initial reports, four places under the north and seven others in the south-11 More Micro-Containment Zones Declared In Bhubaneswar; Check Details
As per initial reports, four places under the north and seven others in the southeast zone of the corporation have been declared as micro-containment zones following the detection of multiple Covid-19 cases. east zone of the corporation has been declared as micro-containment zones following the detection of multiple Covid-19 cases.s part of the ongoing strategy to contain the further spread of Covid-19, the Bhubaneswar Municipal Corporation (BMC) on Saturday declared 11 more places as micro-containment zones in the city.

As per initial reports, four places under the north and seven others in the southeast zone of the corporation have been declared as micro-containment zones following the detection of multiple Covid-19 cases.

With this, the total number of micro-containment zones in different parts of Bhubaneswar increased to 25 today.
The places which have been declared micro-containment zones in Bhubaneswar include-a flat near Budha park, some other flats in Niladrivihar, Satyavihar, Bomikhal,Saheed Nagar and Kharavela Nagar. Senior BMC officials said that several restrictions including the movement of people in the areas will be clamped for a period of seven days.

It is pertinent to mention here that Odisha is now witnessing a steep rise in the number of Covid-19 cases for the past few days. On Saturday, the State witnessed a sharp rise in the Covid-19 cases with the daily case count breaching the 3500 mark. The State reported 3,679 new cases from different parts of the State in the past 24 hours.

Khordha district accounted for maximum 1233 new cases, followed by 582 in Sundergarh, 372 in Sambalpur and 310 new Covid-19 cases were reported from Cuttack district.

SANTALI DEVOTIONAL SONG || ᱥᱤᱧ ᱵᱤᱨ ᱨᱮ ᱥᱮᱝᱜᱮᱞ ᱡᱩᱞᱩᱜ 05/01/2022

https://youtu.be/_RuPtR9V2aU

SANTALI DEVOTIONAL SONG || ᱥᱤᱧ ᱵᱤᱨ ᱨᱮ ᱥᱮᱝᱜᱮᱞ ᱡᱩᱞᱩᱜ MD - K.C HEMBRAM & MAINO MURMUMANAGER - MAINO MURMUADVISORY COMMITTEE HEAD - DEVENDRA NATH MURMUDIRECTOR & LYRICS - MR K.C HEMBRAM (KENDRIYA SAHITYA AKADEMI ...

05/12/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଜ୍ୟରେ ସ୍ଥାପନ ହେବ ୩୧୪ ଛତୁଆ ପ୍ରସ୍ତୁତ ୟୁନିଟ୍। ଏହି କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ବୈଠକ କରି ଚୂଡାନ୍ତ ରୂପ ଦିଆଯାଇଛି। ଛତୁଆର ମାନ ନିର୍ଦ୍ଧାରଣ ଉପରେ ସ୍ଵତନ୍ତ୍ର ଗୁରୁତ୍ୱାରୋପ ।

Want your business to be the top-listed Beauty Salon in Bhubaneswar?
Click here to claim your Sponsored Listing.

Videos (show all)

Naveen Patnaik Narendra Modi

Website

Address

Bhubaneswar
751003

Other Spa, Beauty & Personal Care in Bhubaneswar (show all)
Manoj LoVe Dairy Manoj LoVe Dairy
Saheed Nagar, OD
Bhubaneswar, 751007

Makeup Artist Bhubaneswar Makeup Artist Bhubaneswar
Bhubaneswar

Bhubaneswar Most Affordable Price For Make Your Day Spacial • Bridal Makeup • Party Makeup • Engagement Makeup • Reception Makeup • Haldi & Mehendi Makeup • Mahedi designs

7colors SALON 7colors SALON
Plot No 21, Sector 2, Niladri Vihar Chandrasekharpue Bhubaneswar
Bhubaneswar, 751021

Nayak's Life Nayak's Life
Saheed Nagar, OD
Bhubaneswar, 751007

The fashionix The fashionix
Sisupalgarh Chhak, Indira Housing Colony, Lingipur
Bhubaneswar, 751002

Sita Sita
Bhubaneswar, 751007

Makeup_Artist_Designer_Nitu Makeup_Artist_Designer_Nitu
Bhubaneswar, 751001

makeupartist

SheDays SheDays
S35, Phase 1, Maitri Vihar, Chandrasekharpur
Bhubaneswar, 751023

Shedays has a sole motto of celebrating women and womanhood and by this, we mean that our products are exclusively tailored for the go-getter, modern-day YOU. We, at shedays strong...

Ashrita's Mehendi Ashrita's Mehendi
Bhubaneswar, 751003

Specialized in Bridal Mehendi

Dullhan Ladies Hair & Beauty Spa Dullhan Ladies Hair & Beauty Spa
Bhubaneswar, 751012