People's Leader Aparajita Sarangi
MP Aprajita madam Supporters
ଜନ ଜାତୀୟ ଗୌରବ ଦିବସ ପାଳନ
ଆଜି ଭୁବନେଶ୍ୱର ଜନତା ମୈଦାନ ଠାରେ ଜନଜାତୀୟ ଗୌରବ ଦିବସ ପାଳନ କରାଗଲା l
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏବଂ ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ
Spoke during JANJATIYA GAURAV DIWAS Celebrations in memory of Bhagwan Birsa Munda at Bhubaneswar today.
CM Sri Mohan Charan Majhi , Deputy CM ,Sri Kanak Vardhan Singh Deo , Minister Sri Nityananda Gond & Central Ministers- Sri Prahlad Joshi & Sri Sripad Naik & MLA Babu Singh graced the occasion.
ଆଜି NH ରେ ଏମ୍ସ AIIMS ନିକଟସ୍ଥ ଟ୍ରାଫିକ ସମସ୍ୟା ସମୀକ୍ଷା କରି ଏଠାରେ Ramp ନିର୍ମାଣ ପାଇଁ 8 କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କଲୁ l
ଏହି କାର୍ଯ୍ୟ ଦ୍ୱାରା ପ୍ରତିଦିନ AIIMS ଆସୁଥିବା ଜନ ସାଧାରଣ ଏବଂ ରୋଗୀ ଉପକୃତ ହେବେ l
ଏହା ବ୍ୟତୀତ ସଂସଦୀୟ କ୍ଷେତ୍ରରେ ଅନ୍ୟ ପ୍ରକଳ୍ପ ବିଷୟରେ ମଧ୍ୟ ସମୀକ୍ଷା ଏବଂ ଆଲୋଚନା ହେଲା l
Narendra Modi
ଆଜି 157 କୋଟି ଟଙ୍କା ବିନିମୟରେ ନିର୍ମାଣ ହେଉଥିବା ଖୋର୍ଦ୍ଧା ରୋଡ଼ bypass ପରିଦର୍ଶନ କରି ସମୀକ୍ଷା କଲେ l
ଏହା ଦ୍ୱାରା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର ହେବାସହ ଗମନା ଗମନ ସହଜ ସରଳ ହେବ l
ଏହି ଅବସରରେ ଖୋର୍ଦ୍ଧା ବିଧାୟକ Prasant Kumar Jagadev ସମସ୍ତ ନେତୃବୃନ୍ଦ ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ କର୍ତ୍ତା ଉପସ୍ଥିତ ଥିଲେ l
Narendra Modi
Meeting of Odisha Sub -Ordinate service ( Local Audit Fund) ଆନୁକୂଲ୍ୟରେ 29th Annual Conference & General Body ଅନୁଷ୍ଠିତ ହେଲା l
ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ Babu Singh ଏବଂ ସମସ୍ତ ଅଧିକାରୀ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ l
Narendra Modi
ଜୟଦେବ ବିହାର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭେଚ୍ଛା ଜଣାଇଲୁ l
Narendra Modi
ଆଜି ଭୁବନେଶ୍ୱର ଠାରେ ସଂଯୁକ୍ତ ସଂସଦୀୟ ସମିତି THE WAQF ( ÀMENDMENT) BILL, 2024 ବୈଠକ ଅନୁଷ୍ଠିତ ହେଲା l
8 ଘଣ୍ଟାରେ 16 ଟି ଅନୁଷ୍ଠାନ ସହ ସକାରାତ୍ମକ ଆଲୋଚନା ହେଲା l
Jagdambika Pal
Kiren Rijiju
ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ 50 ନମ୍ବର ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲୁ l
ଏହି ଅବସରରେ ସ୍ଥାନୀୟ ନେତୃତ୍ୱ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l
Narendra Modi
Speaking during the hearing sessions in Guwahati today - on THE WAQF ( ÀMENDMENT) BILL, 2024
ଆଜି ଆସାମର ଗୌହଟି ଠାରେ ସଂଯୁକ୍ତ ସଂସଦୀୟ ସମିତି 4ଟି ରାଜ୍ୟ ଆସାମ, ମଣିପୁର, ମେଘାଳୟ, ତ୍ରିପୁରା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ସହ ୱାକଫ ବିଷୟ ନେଇ ବିଭିନ୍ନ ଆଲୋଚନା ହେଲା l
ଏହି ଅବସରରେ ଅଧକ୍ଷ ଶ୍ରୀ Jagdambika Pal ଏବଂ ସମସ୍ତ ସଦସ୍ୟ ଏବଂ ଅଧିକାରୀ ଉପସ୍ଥିତ ଥିଲେ !
ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରାମର୍ଶ ସମିତି ( Airport Advisory Body Meeting* )ବୈଠକ ଅନୁଷ୍ଠିତ ହେଲା l
ଏହି ଅବସରରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଆଲୋଚନା ହେଲା l
ଏହି ବୈଠକରେ ସମସ୍ତ ଅଧିକାରୀ ଏବଂ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ !
Chaired the Bhubaneswar Airport Advisory Committee Meeting today. All Airport and relevant State Govt officials were present. We discussed a host of issues pertaining to the improvement in Passenger Services. Timelines were set for the ongoing projects. Fruitful it was !
Airports Authority of India
ଆଜି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ସଂଗଠନ ପର୍ବ ଅନ୍ତର୍ଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା l
ଏହି ଅବସରରେ ସମସ୍ତ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
Narendra Modi
ଆଜି ଭୁବନେଶ୍ୱର କୁଆଖିଆ ନଦୀ କୂଳରେ ବିହାର, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡର ବନ୍ଧୁ ମାନଙ୍କ ସହ ଛଟ ପୂଜା ପାଳନ କଲୁ l
ଏହି ଅବସରରେ ସୂର୍ଯ୍ୟ ପୂଜା କରି ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କଲୁ l
Chhath Puja Celebrations with residents of Bihar, Jharkhand and Uttar Pradesh - in the early hours on the banks of Kuakhai river in Bhubaneswar today.
Hearing sessions on during the second day of the JOINT PARLIAMENTARY COMMITTEE ON The Waqf( Amendment) Bill, 2024.. today in Delhi
ଆଜି ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନ ମହୋଦୟଙ୍କ ଦିଲ୍ଲୀରେ ସାକ୍ଷାତ କଲି l
ଭୁବନେଶ୍ୱରରେ CENTRAL RESEARCH INSTITUTE FOR HOMOEOPATHY ନିର୍ମାଣ ପାଇଁ ଆଲୋଚନା କରିବା ସହ ସହଯୋଗ କାମନା କଲି l
ଏହି ଅବସରରେ ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି l
Met Madam Nirmala Sitharaman in her office in Delhi today.
Discussed with her the issue of establishment of CENTRAL RESEARCH INSTITUTE FOR HOMOEOPATHY in Bhubaneswar.
Sought her support. Was assured of appropriate action.
Grateful I am.🙏
Prataprao Jadhav , Hon'ble Minister, Ayush, GoI.
In the Joint Parliamentary Committee Meeting on THE WAQF ( ÀMENDMENT) BILL, 2024 today...in Delhi
It was a privilege to meet Hon'ble Vice President of India Sri Jagdeep Dhankar ji very recently.
Meeting him and talking to him make one realise what humility is. His Knowledge and Graciousness are disarming. His life is, indeed, a lesson for us.
Sought his guidance.
Grateful I am .🙏
#ଅଟ୍ରି_ପାସେଞ୍ଜର_ହଲ୍ଟ_ଲୋକାର୍ପଣ
ବେଗୁନିଆ ନିର୍ବାଚନ ମଣ୍ଡଳୀ ବାଘମାରୀ ପଞ୍ଚାୟତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଠାରେ 1 କୋଟି ଟଙ୍କା ବିନିମୟରେ ବହୁ ପ୍ରତିକ୍ଷୀତ ରେଳ ପାସେଞ୍ଜର ହଲ୍ଟ ଲୋକାର୍ପଣ ହେଲା l
ଜନସାଧାରଣଙ୍କ ଆଗ୍ରହ କ୍ରମେ ବିଗତ ଦିନରେ ଏହି ପ୍ରକଳ୍ପ ସଫଳତା ପାଇଁ ନିୟମିତ ଭାବେ ପ୍ରୟାସ କରିଆସିଥିଲୁ l
ଏହି କ୍ରମରେ ନିକଟସ୍ଥ 15 ଟି ପଞ୍ଚାୟତର ଅନୁନ୍ୟ 1ଲକ୍ଷ ଜନସାଧାରଣ ଉପକୃତ ହେବେ l
ଏହି ଅବସରରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଖୋର୍ଦ୍ଧା ବିଧାୟକ Prasant Kumar Jagadev ବେଗୁନିଆ ନେତା ଶ୍ରୀ ପ୍ରକାଶ ବିଜୁଳି ସମସ୍ତ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l
ପ୍ରଧାନମନ୍ତ୍ରୀ Narendra Modi ଏବଂ ରେଳମନ୍ତ୍ରୀ Ashwini Vaishnaw ଙ୍କୁ ଏହି କାର୍ଯ୍ୟରେ ସହଯୋଗ ପାଇଁ ବିନମ୍ର କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରୁଛୁ l
ିଯୋଗ_ଶୁଣାଣି
ଆଜି ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲୁ l
ଏହି ଜନ ଶୁଣାଣି ନିରନ୍ତର ଭାବେ ହେଉଛି ଏବଂ ଆଗାମୀ ଦିନରେ ଜାରି ରହିବ l
Narendra Modi
Click here to claim your Sponsored Listing.