ONE STEP For SMILE

ONE STEP For SMILE

Social Work

24/11/2023

ଅଗ୍ନି ଙ୍କୁ ସାକ୍ଷୀ ତ ସମସ୍ତେ ରଖନ୍ତି, କିନ୍ତୁ ପ୍ରକୃତ ପତ୍ନୀ ସ୍ୱାମୀ ର ବିପଦ ରେ ହିଁ ହାତ କୁ ଜାବୁଡି ଧରିଥାଏ ।।
ONE STEP For SMILE ତରଫରୁ ପରିବାର ଟିକୁ ଦୁଇ ମାସ ର ରାସନ ଏବଂ ଡାଇପର ଦିଆଗଲା ।। 🙏🙏

21/11/2023

ବାପା କୁ ଅବମାନନା କରୁଥିବା ମଣିଷ, ମନେ ରଖ ତମ ଦେହ ରେ ପ୍ରବାହିତ ରକ୍ତ ସେ ଅଭାଗା ବାପା ର 😐😑
🙏🙏🙏🙏

16/11/2023

ଶିଶୁଦିବସ ରେ ଅନାଥ ପିଲାମାନଙ୍କ ସହ କିଛି ମୁହୂର୍ତ ।। ଆଜିକା ସମୟରେ ଅନାଥ ହେବା ର କଷ୍ଟ କେବଳ ଏଇ ପିଲାମାନେ ହିଁ ଜାଣନ୍ତି ।।

14/11/2023

ଏକାମ୍ର ନିଳୟ ରେ ଥିବା
ଅସହାୟ ମାଉସୀ ମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରାଗଲା, 🎆🎇🪔

12/11/2023

ବୃଦ୍ଧ ବାପା ଟିଏ । ତିନୋଟି ପୁଅ ତାଙ୍କର କିନ୍ତୁ ଏହି ପରିଣତ ବୟସ ରେ ପାଖରେ କେହିବି ନାହାନ୍ତି । ତୁମ ମାନଙ୍କୁ ସିଏ ବଡ଼ କରିଥିଲା କଣ ଏହା ଦେଖିବା ପାଇଁ ଧିକ ତମମାନଙ୍କୁ। ନୟାଗଡ ଜିଲ୍ଲାର ଆଜି ଏହି ମଉସା ଙ୍କୁ ଆମ ଗ୍ରୁପ ତରଫରୁ ଏକ wheel chair ପ୍ରଦାନ କରାଗଲା ।।🙏🙏🏻🙏

24/10/2023

ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ One step for smile ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🙏🏻🙏🏻

19/09/2023

ONE STEP FOR SMILE 😊 ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ଗଣେଶ ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା 🙏🙏✨✨

17/08/2023

ONE STEP FOR SMILE 😊 ପରିବାର ତରଫରୁ ଏକ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବାବଲମ୍ବୀ କରିବାର ଆଉ ଏକ ଛୋଟ ପ୍ରୟାସ 🙏🏻🙏🏻🙏🏻

ଦୟା କରି ଭିଡିଓ ଟିକୁ ସେୟାର କରି ପରିବାର ଟିକୁ ସାହାଯ୍ୟ ର ହାତ ବଢ଼ାନ୍ତୁ ।। ଜୟ ଜଗନ୍ନାଥ 🙏🏻🙏🏻

05/08/2023

🙏ଦୟାକରି ଭିଡିଓ ଟିକୁ ସେୟାର କରି ସାହାଯ୍ୟ ର ହାତ ବଢ଼ାନ୍ତୁ 🙏

ଅସହାୟ ମଣିଷ ଙ୍କ ପାଇଁ ଆମେ ମାନେ ସଦାସର୍ବଦା ପ୍ରସ୍ତୁତ ହୋଇ ଅଛୁ ।।
ଜୟ ଜଗନ୍ନାଥ 🙏🏻🙏🏻

23/04/2023

🙏PLZ SHARE🙏
ଅସହାୟ ଭଉଣୀଟିଏ. ବାହାଘର ର ମାତ୍ର ବର୍ଷେ ପରେ ସ୍ୱାମୀ ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଗଲା. ମୁଣ୍ଡ ଉପରେ ଯେପରି ପାହାଡ଼ ଛିଡି ପଡିଲା ପରି ଦୁଃଖ ଘୋଟି ଆସିଲା. ସୁହାଗ କୁ ବଂଚେଇବା ପାଇଁ ବିଲ ବାଡ଼ି ସୁନା ଗହଣା ବିକି ଅପରେସନ କଲେ. କିନ୍ତୁ ଏବେ ନିଜେ ଖାଇବା ପାଇଁ ମଧ୍ୟ ପଇସା ନାହିଁ ସେଥିରେ ପୁଣି ମେଡ଼ିସିନ ଖର୍ଚ୍ଚ ମାସକୁ ପଚିଶ ହଜାର ଟଙ୍କା. ଭଉଣୀଟିକୁ ଦୁଇମାସ ର ରାସନ ଦିଆଗଲା. ଜଗନ୍ନାଥ ଶୀଘ୍ର ଭାଇ ଟିକୁ ସୁସ୍ଥ କରିଦିଅନ୍ତୁ. ସମସ୍ତେ ସାହାଯ୍ୟ ର ହାତ ବଢ଼ାନ୍ତୁ 🙏

20/03/2023

କୁନି ଭଉଣୀଟିକୁ ସ୍ୱାବଲମ୍ବୀ କଲାପରେ ଦେଖୁଲୁ ତାର ଯିବାଆସିବା ପାଇଁ ଅସୁବିଧା ହେଉଛି. ଏବଂ ଲାଇନ ନ ଥିବା ହେତୁ ସନ୍ଧ୍ୟା ରେ ଭଉଣୀଟି ଦୋକାନ ଖୋଲି ପାରୁନାହୁଁ. ତେଣୁ ତାକୁ ଏକ ଚାର୍ଜ ଲାଇଟ ଏବଂ ଗଗନ sir ଙ୍କ ସାହାଯ୍ୟ ରେ ଏକ ସାଇକେଲ ପ୍ରଦାନ କରାଗଲା. 🙏🙏

12/03/2023

ଖରା ବର୍ଷା ଶୀତ କୁ ଖାତିରି ନ କରି ରାତି ରୁ ଉଠି ଯେଉଁମାନେ ପ୍ରତେକ ଦିନ ତୁମ ସହର କୁ ସଫା ସୁତୁରା କରିରଖିଥାନ୍ତି, ହୁଏତ ସେମାନେ ଜାଣିନଥାନ୍ତି women's day କଣ? କିନ୍ତୁ ତାଙ୍କ ମାନଙ୍କ ପ୍ରତି ଆମ ନଜର ନ ଥାଏ. ଆଜି ସେହି ମାଉସୀ ମାନଙ୍କ ସହ ସୁନ୍ଦର ଦିନଟି ପାଳନ ହେଲା🙏

09/03/2023

ପବିତ୍ର ହୋଲି ପର୍ବ ଉପଲକ୍ଷେ ତେତିଶକୋଟି ଦେଵାଦେବୀ ଙ୍କ ପୂଜନ ଅର୍ଥାତ ଗୋମାତା ପୂଜନ କରିବା ସହ ପବିତ୍ର ଗୋଶାଳା ରେ ଦିନ ର କିଛି ଅବିସ୍ମରଣୀୟ ମୁହୂର୍ତ 🙏

12/02/2023

ଏ ଦଇବ ର ବିଚିତ୍ରଲୀଳା. କାହାକୁ ରୁପାଥାଳି ରେ ଖାଇବାକୁ ଦେଉଛି ତ କାହାକୁ ଓଳି ଓଳି ଉପାସ ରଖୁଛି. ପୁଣି କାହାକୁ ରାଜପ୍ରସାଦ ରେ ରଖୁଛି ତ କାହାକୁ ଗଛ ତଳେ ରଖୁଛି. ଆମେ ଗୁଣ୍ଡୁଚି ମୂଷା ଟେ ହେଇ କେବଳ ସାହାଯ୍ୟ ର ହାତ ବଢ଼ାଉଛୁ.ଦୟାକରି ସମସ୍ତେ ସାହାଯ୍ୟ ର ହାତ ବଢ଼ାନ୍ତୁ 🙏

09/02/2023

ଆଜି ଚକୋଲେଟ ଦିବସ ଅବସରରେ କୁନି କୁନି ପିଲାଙ୍କ ପାଇଁ ଚକୋଲେଟ 🍫🍬🍭 ଏବଂ କିଛି ବସ୍ତ୍ର ବଣ୍ଟନ କରାଗଲା...

22/01/2023

ଅସହାୟ ବୃଦ୍ଧ ମଉସାଙ୍କୁ ତିନି ମାସର ରାସନ ସାମଗ୍ରୀ ଦିଆଗଲା. ଏବଂ ସେ ରହୁଥିବା ସ୍ଥାନ ଛାଡି ଆମ ସହ ଆସିବେ ନାହିଁ ବୋଲି ମଧ୍ୟ କହିଲେ ତେଣୁ ତାଙ୍କୁ ଆମେ ସଦାସର୍ବଦା ତଦାରଖ କରିବୁ.🙏🙏 ଜୟ ଜଗନ୍ନାଥ 🙏🙏

10/01/2023

ରାଜଧାନୀ ର କୁଢ଼ କୁଢ଼ ଅଳିଆ କୁ ସଫା କରି ଆମ ପରିବେଶ କୁ ସଫା ରଖିବା ଏହି ମଣିଷ ମାନଙ୍କ ପେସା .ଏହି ମଣିଷ ମାନେହିଁ ପ୍ରକୃତ ସେବା କରୁଛନ୍ତି ଆମମାନଙ୍କ ପାଇଁ. ସମସ୍ତ ମାଉସୀ ମାନଙ୍କୁ ଆଜି କମ୍ବଳ ପ୍ରଦାନ କରାଗଲା.

06/01/2023

ଅସହାୟ ପରିବାର ଟିଏ. ପରିବାର ଟି କିପରି ଚଳୁଛି ତାହା ସମ୍ପୂର୍ଣ୍ଣ ଭିଡିଓ ଟିରେ ଅଛି. ପରିବାର ଟିକୁ ଆଗରୁ ସିଲେଇମେସିନ ଟିଏ ଦିଆଯାଇଥିଲା ଆଜି ତାଙ୍କୁ ଆର୍ଥିକ ସାହାଯ୍ୟ କରାଗଲା. ପରିବାର ଟି କିପରି ଚଳିବ ତାହା ସମ୍ପୂର୍ଣ୍ଣ ଦାୟିତ୍ୱ ନିଆଗଲା.🙏🙏

01/01/2023

ପରିବାର କହିଲେ ତିନି ପ୍ରାଣୀ କିନ୍ତୁ ରୋଜଗାର କରୁଥିବା ମଣିଷଟି ଦୁର୍ଭାଗ୍ୟବଶତଃ ଗୋଡ଼ଟି ହରେଇବାପରେ ପରିବାର ଟି ଖାଦ୍ୟମୁଠେ ମଧ୍ୟ ଯୋଗାଡ କରିପାରୁନାହିଁ. ପରିବାରଟିକୁ ତିନିମାସ ର ରାସନ ଦିଆଗଲା।।
🙏🙏ଜୟ ଜଗନ୍ନାଥ 🙏🙏

31/12/2022

ଆମ ପରିବାର ତରଫରୁ ସମସ୍ତଙ୍କୁ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🌅🌄 ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏🙏 ଜୟ ଜଗନ୍ନାଥ 🙏🙏

27/12/2022

ମାନବ ସେବା ହିଁ ମାଧବ ସେବା 🙏🙏🙏

17/12/2022

ଆମର କୁନି ଭିନ୍ନକ୍ଷମ ଭଉଣୀଟିଏ ସିଏ ଏବେ ଓଲ୍ଡ ପୁର ମେଡିକାଲ ରେ ଚିକିତ୍ସା ହ‌ଉଛନ୍ତି ତାଙ୍କ ର ଗୋଡ଼ରେ କ୍ୟାପ୍ ଲାଗିବା ପାଇଁ ୬୦୦୦ ହଜାର ଟଙ୍କା ଆବଶ୍ୟକ କ୍ୟାପ୍ ଲାଗିଲେ ଠିଆ ହୋଇ ପାରିବେ ବୋଲି ଡାକ୍ତର ସୂଚନା ଦେଇଥିଲେ. ଆଜି ତାଙ୍କୁ ଆର୍ଥିକ 6000ଟଙ୍କା ସାହାଯ୍ୟ କରାଗଲା. ଅଶେଷ ଅଶେଷ ଧନ୍ୟବାଦ one step for smile ଏବଂ Papakranjan Barik ଭାଇ ଓ Madhab Madhab ଭାଇ

13/12/2022

ସମ୍ପୂର୍ଣ ଅସହାୟ ପରିବାର କହିଲେ ଅତିଉକ୍ତି ହେବନାହିଁ. ବାପା ଅନ୍ଧ, ପୁଅ ଝିଅ ମଧ୍ୟ 80%ଅନ୍ଧ. ଗୋଟେ ଓଳି ଖାଇବା ପାଇଁ ମଧ୍ୟ ସାମର୍ଥ୍ୟ ନାହିଁ. ପରିବାର ଟିକୁ ଚାରି ମାସ ର ରାସନ ଦିଆଗଲା.ପରିବାର ଟିର ସମ୍ପୂର୍ଣ ଦାଇତ୍ୱ ନିଆଯିବ ଜୟ ଜଗନ୍ନାଥ 🙏🏻🙏🏻 Phone pay number : 8093424564

Want your organization to be the top-listed Government Service in Bhubaneswar?
Click here to claim your Sponsored Listing.

Videos (show all)

ଅଗ୍ନି ଙ୍କୁ ସାକ୍ଷୀ ତ ସମସ୍ତେ ରଖନ୍ତି, କିନ୍ତୁ ପ୍ରକୃତ ପତ୍ନୀ ସ୍ୱାମୀ ର ବିପଦ ରେ ହିଁ ହାତ କୁ ଜାବୁଡି ଧରିଥାଏ ।। ONE STEP For SMILE ତ...
ବାପା କୁ ଅବମାନନା କରୁଥିବା ମଣିଷ, ମନେ ରଖ ତମ ଦେହ ରେ ପ୍ରବାହିତ ରକ୍ତ ସେ ଅଭାଗା ବାପା ର 😐😑#onestepforsmile #socialwork 🙏🙏🙏🙏
ଶିଶୁଦିବସ ରେ ଅନାଥ ପିଲାମାନଙ୍କ ସହ କିଛି ମୁହୂର୍ତ ।। ଆଜିକା ସମୟରେ ଅନାଥ ହେବା ର କଷ୍ଟ କେବଳ ଏଇ ପିଲାମାନେ ହିଁ ଜାଣନ୍ତି ।।#onestepforsm...
ଏକାମ୍ର ନିଳୟ ରେ ଥିବା  ଅସହାୟ ମାଉସୀ ମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରାଗଲା, 🎆🎇🪔
ବୃଦ୍ଧ ବାପା ଟିଏ । ତିନୋଟି ପୁଅ ତାଙ୍କର କିନ୍ତୁ ଏହି ପରିଣତ ବୟସ ରେ ପାଖରେ କେହିବି ନାହାନ୍ତି । ତୁମ ମାନଙ୍କୁ ସିଏ ବଡ଼ କରିଥିଲା କଣ ଏହା ଦେ...
#diwalivibes #crackers #onestepforsmile 🎆🎆🎇💥🪔🪔🪔
ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ One step for smile ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🙏🏻🙏🏻#onestepforsmile ...
ONE STEP For SMILE ପରିବାର ତରଫରୁ ସମସ୍ତଙ୍କୁ ନୂଆଁଖାଇ ପର୍ବର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏
ONE STEP FOR SMILE 😊 ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ଗଣେଶ ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା 🙏🙏✨✨
ୱାନ ଷ୍ଟେପ ଫର୍ ସ୍ମାଇଲ 😊 ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା ଓ ଶୁଭକାମନା 🙏🙏🙏
ONE STEP FOR SMILE 😊 ପରିବାର ତରଫରୁ ଏକ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବାବଲମ୍ବୀ କରିବାର ଆଉ ଏକ ଛୋଟ ପ୍ରୟାସ 🙏🏻🙏🏻🙏🏻ଦୟା କରି ଭିଡିଓ ଟିକୁ ସେୟାର...

Category

Telephone

Website

Address

Bhubaneswar
751030