Pintu prasad
love you friends
*ଛାଡଖାଇ ର ପ୍ରକୃତ ଅର୍ଥ*
ଜଗନ୍ନାଥ ଧାମ ପୁରୀରେ ଥିବା ହବିଷ କରୁଥିବା ହବିଷିଆଳି ମାନଙ୍କୁ ପଚାରିବେ - ସେମାନେ କହିବେ ଛାଡଖାଇର ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯାହାକୁ କୁହାଯାଏ ଛାଡଖାଇ । ଖାଇବା ଯେହେତୁ ଛାଡି ଦେଇଥାଆନ୍ତି , ସେଥିପାଇଁ ଛାଡଖାଇ କୁହାଯାଏ । ଆମେ ତାକୁ ଅଲଗା ଅର୍ଥରେ ନେଇ ସେଇ ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତା'ର ବିନା ଇଚ୍ଛାରେ ତାକୁ ମାରି , ତା'ର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଗୁଡିଏ ଅର୍ଜନ କରନ୍ତି । ପ୍ରକୃତ ବାସ୍ତବତା କ'ଣ ଆଉ ଆମର ଭାବନା କ'ଣ ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକ୍ ଭାବରେ ଜାଣି ପାରିନାହାଁନ୍ତି , କି ବିଡମ୍ବନା ସତରେ !🙏🏼
ଉପବାସ କହିଲେ ଦୁଇଟି ଶବ୍ଦ ✌️ । ଉପ + ବାସ । ଉପ କହିଲେ - ସହଯୋଗ , ବାସ କହିଲେ - ସଦାଚାର । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ । ଆମେ ସବୁ କଥା ଗୋଟେ ଆଉ କାମ ଆଉ ଗୋଟେ କରୁଛନ୍ତି ।🙏🏼
ଆମେ କେବଳ ଆକୃତିରେ ମଣିଷ ନାଁ ପକୃତିରେ ମଧ୍ଯ ?
ନିଜ ଧର୍ମ ବିଷୟରେ , ଜାଣନ୍ତୁ ...
ବାର ବର୍ଷର ତାପସ୍ୟାକୁ , ଶୁଖୁଆ ଝୋଳରେ ବର୍ବାଦ କରନ୍ତୁ ନାହିଁ 🙏
ହିନ୍ଦୁ ଧର୍ମ ର ସଂସ୍କୃତିକୁ କଳୁଷିତ କରିବାକୁ , ହାଡ଼ ଖାଇ ଛାଡଖାଇ ର ଷଡ଼ଯନ୍ତ୍ରରୁ ଦୁରେଇ ରୁହନ୍ତୁ ।
*ଜୟ ଶ୍ରୀ ଜଗନ୍ନାଥ 🙏🙏*
ଏ ଜୀବନରେ ଅନେକ ମଣିଷ ଆସନ୍ତି ଯାଆନ୍ତି..ଅନେକ ସଂପର୍କ ଆମେ ତିଆରି କରିଥାଉ..ଅନେକ ଦୁଃଖକଷ୍ଟ କୁ ନିଜର କରିଥାଉ..କିନ୍ତୁ ଜୀବନରେ ଏମିତି ଜଣେ ଥାଏ ; ଯାହାକୁ ଚାହିଁଲେ ବି ନିଜଠୁ ଦୂରେଇ ହୁଏନି..ଏମିତି କିଛି ସଂପର୍କ ଥାଏ ଯାହାକୁ ଚାହିଁଲେ ବି ଭାଙ୍ଗିହୁଏନା..ଏମିତି କିଛି କଷ୍ଟ ଥାଏ ଯାହା କେବଳ ଅନୁଭବ କରିହୁଏ କିନ୍ତୁ ପ୍ରକାଶ କରିହୁଏନା
Click here to claim your Sponsored Listing.
Videos (show all)
Category
Contact the public figure
Website
Address
Bhubaneswar
751013
Institute Of Physics
Bhubaneswar
rising from the ashes again i stand resurrect everytime i fall i see the change in me..