Biju Chhatra Janata Dal, Odisha

Official page of Student Wing of Biju Janata Dal

27/12/2023

ଚାଲ ବେଗି ବେଗି ଯିବା ସଙ୍ଗାତ, ହାତଠାରି ଡାକିଲାଣି ପରିକ୍ରମା ପ୍ରକଳ୍ପ। ଜୟ ଜଗନ୍ନାଥ 🙏

🙏

27/12/2023

ଯିଏ ବିକାଶରେ ବିଶ୍ୱାସୀ ସିଏ କାହାକୁ ଡରେନି । ଯେଉଁମାନେ ବିନାଶପ୍ରିୟ ସେମାନେ ସମୃଦ୍ଧି ପଥର ସାଧକଙ୍କୁ ଭୟ କରନ୍ତି ।

27/12/2023

ଲୋକଙ୍କ ସରକାର ଲୋକଙ୍କ ଇଚ୍ଛାରେ କାମ କରୁଛି।‌ ଗୋଟିଏ ଲକ୍ଷ୍ୟ, ଓଡ଼ିଶାବାସୀ ରହିବେ ଭଲରେ ଆଉ ଖୁସିରେ।‌

27/12/2023

କାର୍ତ୍ତିକ ପାଣ୍ଡିଆନ: କୋଟିଏ ସମସ୍ୟାର ଗୋଟିଏ ସମାଧାନ । ଲୋକଙ୍କ ସ୍ବପ୍ନ ହେଉଛି ସାକାର, କରିଦେଖାଉଛନ୍ତି ନବୀନ ସରକାର।

27/12/2023

ଶଙ୍ଖନାଦ ସମୃଦ୍ଧିର ସ୍ପର୍ଶ ଦେଉଛି। ଶଙ୍ଖ ପାଇଁ ମୋ ଛାତି ଗର୍ବରେ ଫୁଲି ଉଠୁଛି। ମୋ ଚିହ୍ନ, ମୋ ଓଡିଶାବାସୀଙ୍କ ଚିହ୍ନ ‘ଶଙ୍ଖ’...

27/12/2023

ରାଉରକେଲାରୁ ସମୃଦ୍ଧିର ଉଡାଣ, କୋଲକତାକୁ ଉଡିବ ବିମାନ । ସୁନ୍ଦରଗଡକୁ ବିକାଶ ପଥରେ ଆଗେଇ ନେବାକୁ ନବୀନ କରିଛନ୍ତି ପଣ ।

26/12/2023

ନବୀନ ଦେଲେ, ଆପଣ ବି ଦିଅନ୍ତୁ... ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାରା ଓଡିଶାବାସୀ ଦିଅନ୍ତୁ ମୁଠାଏ ଚାଉଳ, ଗୋଟିଏ ଗୁଆ... ଜୟ ଜଗନ୍ନାଥ 🙏

26/12/2023

କାଳିଆ ସାଆନ୍ତେଙ୍କ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଲେ ଅକ୍ଷତ ଚାଉଳ ଆଉ ଗୁଆ। ଗାଁ ଗାଁରୁ, ଘରୁ ଘରୁ ସମର୍ପଣ ଭାବନା ନେଇ ଆପଣ ବି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାନ୍ତୁ ଗୁଆ ଚାଉଳ। ଜୟ ଜଗନ୍ନାଥ 🙏

26/12/2023

ପରିକ୍ରମା ଉତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଏକାକାର ହେବେ ଭକ୍ତ ଓ ଭଗବାନ। ସାକ୍ଷୀ ରହିବ ବଡ଼ଦାଣ୍ଡ ।

26/12/2023

ମନ ହେଲାଣି ଉଚ୍ଛନ୍ନ, କାଳିଆର ରୂପାନ୍ତରିତ କ୍ଷେତ୍ର ଦେଖିବାକୁ ଭକତ ହେଲେଣି ବ୍ୟାକୁଳ। ଆସ ଦେଖିଯିବା ପରିକ୍ରମା ପ୍ରକଳ୍ପ।

26/12/2023

ମହାପ୍ରଭୁଙ୍କ ଦୁଆରୁ ଆସିଲା ମହାଦେବଙ୍କ ପାଖକୁ ନିମନ୍ତ୍ରଣ। ସବୁ ସେଇ ବିଶ୍ଵନିୟନ୍ତାଙ୍କ ଇଚ୍ଛାରେ... ଜୟ ଜଗନ୍ନାଥ🙏

26/12/2023

ବିକାଶ ଆମ ପାଇଁ ସାଧନା। ପ୍ରତିଟି ପାଦରେ ପ୍ରଗତିର ସଂକଳ୍ପ ନେଇ ଚାଲିଛୁ, ଚାଲୁଛୁ ଆଉ ଚାଲିଥିବୁ। ଶ୍ରେଷ୍ଠ ଓଡ଼ିଶା ଗଠନ ହିଁ ଆମରି ଲକ୍ଷ୍ୟ ଆଉ ପ୍ରତିବଦ୍ଧତା।

26/12/2023

ସେବା, ସମୃଦ୍ଧିର ସଂକଳ୍ପ ରହୁ ଅତୁଟ, ଓଡ଼ିଶାର ଜୟଯାତ୍ରା ଚାଲିଥାଉ ନିରନ୍ତର। ବିକାଶ ପାଇଁ ବିଶ୍ବାସ ଥାଉ, ସମୃଦ୍ଧି ପାଇଁ ଶକ୍ତି ମିଳୁ। ଧନ୍ୟବାଦ ଓଡ଼ିଶାବାସୀ।

26/12/2023

ବିଶାଳ ସାଇକେଲ ଯାତ୍ରା ଆନନ୍ଦ ଭବନ, କଟକ ଠାରୁ ଶଙ୍ଖ ଭବନ ଭୁବନେଶ୍ୱର

25/12/2023

ସବୁ କିଛି ମହାପ୍ରଭୁଙ୍କ ଇଛାରେ, ତାଙ୍କ ଭକ୍ତଙ୍କ ପାଇଁ। ଜୟ ଜଗନ୍ନାଥ 🙏

25/12/2023

ଜାନୁଆରି ୧୭, ଲାଗିଲା କାଳିଆ ଡୋର। ଜୟ ଜଗନ୍ନାଥ 🙏

25/12/2023

୨୦୨୪ରେ ପୁଣି ବିଜେଡି ପୁଣି ନବୀନ

25/12/2023

ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହ ପ୍ରାରମ୍ଭିକ ଶିକ୍ଷାକୁ ମିଳୁଛି ଗୁରୁତ୍ଵ। ଶୈଶବ ଶିକ୍ଷାରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ନିୟମିତ ଅଙ୍ଗନବାଡିକୁ ଉନ୍ନୀତ ହେବ ରାଜ୍ୟର ସମସ୍ତ ୭,୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର। ଏଥିରେ ମେଡିସିନ୍ କିଟ୍, ଆସବାପତ୍ର ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯିବ। ଶିଶୁଙ୍କୁ ଉନ୍ନତ ପରିବେଶ ମିଳିବା ସହ ସେମାନଙ୍କ ଶୈଶବ ସୁରକ୍ଷିତ ହେବ।

25/12/2023

ଜନତାଙ୍କ ପାଇଁ ସମର୍ପିତ ନବୀନ ସରକାର

25/12/2023

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମହିମା ଧର୍ମର ପ୍ରତୀକ। ନବୀନଙ୍କ ଜୀବନରେ ମହିମା ଧର୍ମ ହେଉଛି ପ୍ରତିଫଳନ।

25/12/2023

ବିଜେଡିର ଜଣେ ସଦସ୍ୟ ଭାବେ ମୁଁ ଗର୍ବିତ। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ଓ ବିକାଶର ଅଧ୍ୟାୟରେ ମୁଁ କରିଚାଲିଛି ସହଯୋଗ।

25/12/2023

ଶିକ୍ଷା, ସ୍ୱାସ୍ଥ୍ୟରୁ ଭିତ୍ତିଭୂମି ଯାଏଁ... ଗାଁ ମୁଣ୍ଡରୁ
ସହର ପର୍ଯ୍ୟନ୍ତ... ଓଡିଶାବାସୀଙ୍କ ସାମଗ୍ରିକ ବିକାଶ ପାଇଁ ନିରନ୍ତର କାର୍ଯ୍ୟରତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ।

25/12/2023

ଜୟ ଜଗନ୍ନାଥ 🙏

24/12/2023

ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ, ବିକାଶ ହିଁ ତାଙ୍କର ଏକମାତ୍ର ଭିଜନ। ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସଗୀକୃତ କାର୍ତ୍ତିକ ପାଣ୍ଡିଆନ।

24/12/2023

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି, ମାନ୍ୟବର ବାଙ୍କୀ ର ଯୁବ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜନ୍ମ ଦିନର ଶୁଭେଛା ଓ ଶୁଭକାମନା

24/12/2023

ଫାଇଭ-ଟି ଯାଦୁ: ସୁରକ୍ଷିତ ଆମ ସ୍ୱାସ୍ଥ୍ୟ, ସୁରକ୍ଷିତ ଆମ ଜୀବନ।

24/12/2023

ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପଛର ଚେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ସାଢେ ୪ କୋଟି ଓଡ଼ିଶାବାସୀ। ସ୍ୱଚ୍ଛ ଶାସନ ଓ 5T ରୂପାନ୍ତରଣ ହିଁ ତାଙ୍କୁ କରିଛି ନେତା ନମ୍ବର ୱାନ।

23/12/2023

ଜାତୀୟ କୃଷକ ଦିବସ ଅବସରରେ ସମସ୍ତ କୃଷକ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ। କୃଷକମାନଙ୍କ ଉନ୍ନତି ଆମର ସର୍ବଦା ପ୍ରାଥମିକତା ରହିଛି। ଦେଶର ମେରୁଦଣ୍ଡ ହେଉଛି କୃଷକ। ଯାହାର ରାଷ୍ଟ୍ର ଗଠନରେ ତଥା ରାଷ୍ଟ୍ରକୁ ଜୀବିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

23/12/2023

ଓଡ଼ିଶା ରଙ୍ଗମଞ୍ଚର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର 'ଭରତମୁନି' କବିଚନ୍ଦ୍ର 'କାଳୀଚରଣ ପଟ୍ଟନାୟକ'ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। 'ଭାତ', 'ଅଭିଯାନ', 'ରକ୍ତମାଟି' ଭଳି ଅନନ୍ୟ ସୃଷ୍ଟି ସହ ଓଡ଼ିଆ ନାଟକକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।
#କାଳୀଚରଣପଟ୍ଟନାୟକ

23/12/2023

ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ଶୋଭାଯାତ୍ରାରେ ମୁଁ ଆସୁଛି କଟକରୁ ଭୁବନେଶ୍ୱର। ଆଉ ଆପଣ ?

23/12/2023

୫ ଟଙ୍କାରେ ଆହାର। ସଭିଙ୍କ ପେଟ ପୁରୁଛି, ମନରେ ଖୁସି ଭରୁଛି। ଜୟ ନବୀନ।

23/12/2023

ନବୀନ ଆମର କୋଟିଏରେ ଗୋଟିଏ। ନିଜ ପାଇଁ ନୁହେଁ ଓଡ଼ିଶାବାସୀଙ୍କ କଥା ଭାବନ୍ତି।‌ ଶ୍ରେୟ ନେବାକୁ ନୁହେଁ ସେବା ପାଇଁ କାମ କରନ୍ତି।‌

22/12/2023

ନବୀନ ସ୍ପର୍ଶରେ ଝଟକିବ ଯୋରନ୍ଦା ମହିମାପୀଠ। ଶ୍ରେୟ ନୁହେଁ ସେବା ହିଁ ନବୀନଙ୍କ ପରମ ଧର୍ମ।

Photos from Biju Chhatra Janata Dal, Odisha's post 22/12/2023

ଆଜି ଭୁବନେଶ୍ୱର ସ୍ଥିତ ଓୟୁଏଟି ବିଶ୍ବବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ 'ନୂଆ-ଓ' କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

22/12/2023

ନବୀନ ଯେମିତି ତାଙ୍କ ସରକାର ସେମିତି। ନାହିଁ ଦୁର୍ନୀତି, ନାହିଁ ଅନୀତି, ସ୍ୱଚ୍ଛତା ହିଁ କେବଳ ଶ୍ରେଷ୍ଠନୀତି।

22/12/2023

ଯୋରନ୍ଦାରେ ବିକାଶର ନବୀନ ଫର୍ଦ୍ଦ। ମହିମାଗାଦିର ରୂପାନ୍ତରଣ କାମ ହାତରେ ନୁହେଁ ହୃଦୟର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

22/12/2023

ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାବନ୍ଧିକ 'ମହାପାତ୍ର ନୀଳମଣି ସାହୁ'ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି🙏🙏 ବାସ୍ତବବାଦୀ ରଚନା ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା 'ଅଭିଶପ୍ତ ଗନ୍ଧର୍ବ', 'ଆକାଶ ପାତାଳ', 'ଅନ୍ଧ ରାତିର ସୂର୍ଯ୍ୟ' ଭଳି କାଳଜୟୀ ସୃଷ୍ଟି ତାଙ୍କୁ ଚିରସ୍ମରଣୀୟ କରି ରଖିବ।

22/12/2023

ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏💐🙏। ଗ୍ରାମୀଣ ଜୀବନ ଓ ପଲ୍ଲୀ ପ୍ରକୃତିକୁ ନେଇ କାବ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
#ପଲ୍ଲୀକବି #ନନ୍ଦକିଶୋରବଳ

22/12/2023

Humble tributes to legendary mathematician on his birth anniversary, celebrated as . His contributions to number theory, infinite series and other areas of mathematics will continue to inspire scholars and young minds for generations.

22/12/2023

କ୍ଳାନ୍ତିହୀନ ଜନନାୟକ ଆମ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ।‌ ଓଡିଶାର ବିକାଶ ତାଙ୍କ ଭିଜନ, ଓଡ଼ିଆଙ୍କର ଉନ୍ନତି ତାଙ୍କ ମିଶନ୍।

Want your organization to be the top-listed Government Service in Bhubaneswar?
Click here to claim your Sponsored Listing.

Videos (show all)

ପରିକ୍ରମା ପ୍ରକଳ୍ପ : ମହାପ୍ରଭୁଙ୍କ ଇଛାରେ ତାଙ୍କ ଅଗଣିତ ଭକ୍ତଙ୍କ ପାଇଁ। ଜୟ ଜଗନ୍ନାଥ 🙏
କାଳିଆ ସାଆନ୍ତେଙ୍କ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଲେ ଅକ୍ଷତ ଚାଉଳ ଆଉ ଗୁଆ। ଗାଁ ଗାଁରୁ, ଘରୁ ଘରୁ ସମର୍ପଣ ଭାବନା ନେଇ ଆପଣ ବି ମହ...
27 ତମ BJD ପ୍ରତିଷ୍ଠା ଦିବସ ସମାରୋହ
ଜାନୁଆରି ୧୭, ଲାଗିଲା କାଳିଆ ଡୋର। ଜୟ ଜଗନ୍ନାଥ 🙏#BJDDigitalWing #NaveenOdisha
ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହ ପ୍ରାରମ୍ଭିକ ଶିକ୍ଷାକୁ ମିଳୁଛି ଗୁରୁତ୍ଵ। ଶୈଶବ ଶିକ୍ଷାରେ ରୂପାନ୍ତରଣ ଆଣିବା ଲକ୍ଷ୍ୟର...
ବିଜେଡିର ଜଣେ ସଦସ୍ୟ ଭାବେ ମୁଁ ଗର୍ବିତ। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ଓ ବିକାଶର ଅଧ୍ୟାୟରେ ମୁଁ କରିଚାଲିଛି ସହଯୋଗ।#BJDDigitalWing #Nav...
ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପଛର ଚେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ସାଢେ ୪ କୋଟି ଓଡ଼ିଶାବାସୀ। ସ୍ୱଚ୍ଛ ଶାସନ ଓ 5T ରୂପାନ୍ତରଣ ...
ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ଶୋଭାଯାତ୍ରାରେ ମୁଁ ଆସୁଛି କଟକରୁ ଭୁବନେଶ୍ୱର। ଆଉ ଆପଣ ? #BJDDigitalWing #NaveenOdisha
ନବୀନ ସ୍ପର୍ଶରେ ଝଟକିବ ଯୋରନ୍ଦା ମହିମାପୀଠ। ଶ୍ରେୟ ନୁହେଁ ସେବା ହିଁ ନବୀନଙ୍କ ପରମ ଧର୍ମ।#BJDDigitalWing #NaveenOdisha
କ୍ଳାନ୍ତିହୀନ ଜନନାୟକ ଆମ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ।‌ ଓଡିଶାର ବିକାଶ ତାଙ୍କ ଭିଜନ, ଓଡ଼ିଆଙ୍କର ଉନ୍ନତି ତାଙ୍କ ମିଶନ୍।#BJDDig...
ବସ୍ତି ବାସିନ୍ଦାଙ୍କ ମନରେ ଭରି ଯାଇଛି ଖୁସି, କୋଠାଘର ଯୋଗାଇ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦେଇଛନ୍ତି ବସ୍ତି ଘରରୁ ମୁକ୍ତି।#BJDDi...
ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ#BJDDigitalWing #NaveenOdisha

Address

Bhubaneswar
751003

Other Bhubaneswar government services (show all)
priya kumari priya kumari
Bhubaneswar, 754331

hi friends apko swagat he hamari pejpe

Sukhdham Old Age Home Sukhdham Old Age Home
Bhubaneswar

A home to our elders.

Prerana Green Army, Dr. Dillip Srichandan Prerana Green Army, Dr. Dillip Srichandan
N5/64 IRC Village
Bhubaneswar, 751001

Dr. Dillip Srichandan ( Ex MLA ) and, Commandant in chief N5/64, IRC Village, Bhubaneswaer, Odisha

SUCI-Communist, Bhubaneswar  ଏସୟୁସିଆଇ-କମ୍ୟୁନିଷ୍ଟ , ଭୁବନେଶ୍ୱର SUCI-Communist, Bhubaneswar ଏସୟୁସିଆଇ-କମ୍ୟୁନିଷ୍ଟ , ଭୁବନେଶ୍ୱର
61, Gangotrinagar, Lane/3, Shisupalgarh
Bhubaneswar, 751002

SUCI(Communist) is a revolutionary party based on Marxism-Leninism and com. Shibdas Ghosh thought which was founded on the 24th April 1948. It has emerged as the only genuine comun...

Sadhab Mandal Sadhab Mandal
Puri Bhubaneswar Road
Bhubaneswar, 751002

OZAZ CAB -  ଓଡ଼ିଶା OZAZ CAB - ଓଡ଼ିଶା
Bhubaneswar, 751012

All Types of Vehicles Rental Company

Ward no. 41 ofiicial page Ward no. 41 ofiicial page
Sriya Takies Back Side, Kharabala Nagar, Unit-3, Plot No. 519, Ward Office
Bhubaneswar

To contact : 9337269717,9439731116,7978668564

Sujit Paltasingh Sujit Paltasingh
Bhubaneswar
Bhubaneswar, 751002

DR. Chidatmika khatua DR. Chidatmika khatua
Achryavihar
Bhubaneswar, 751013

Tribal people over the world are distinct & unique for their basic traditional culture and affinity with Mother Nature. Adi Rani India, Adi Rani Earth, Adi Rani World,Adi Rani Univ...

Asish Samal Fans Asish Samal Fans
New Forest Park
Bhubaneswar

Who Like's Asish Samal

Subhashree Das Subhashree Das
Bhubaneswar, 751024

HELP EVER HURT NEVER

S S charitable trust S S charitable trust
Plot No-504, Phase-3 , Dumuduma Bhubaneswar
Bhubaneswar, 751019

charity begins at home but should end there