Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି

Contact information, map and directions, contact form, opening hours, services, ratings, photos, videos and announcements from Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି, Youth Organization, Mala Marichipur, Balikuda, Jagatsinghpur.

22/10/2023

ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।
ମହିଷାସୁରମର୍ଦ୍ଦିନୀ ମାଁ ଦୁର୍ଗାଙ୍କ ମହା ଅଷ୍ଟମୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।
ଜୟ ମାଁ ଦୁର୍ଗା l🙏

07/07/2023

ବିଳମ୍ବ ହୋଇପାରେ କିନ୍ତୁ ସତ୍ୟର ଜୟ ହେବା ନିଶ୍ଚିତ।

02/07/2023

ଆମେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ।
Narendra Modi Naveen Patnaik Nitin Gadkari

#ଉପକୂଳ #ରାଜପଥ

02/07/2023

ଉପକୂଳ ରାଜପଥ ହେବ ମାଳ ମରିଚିପୁର ଅଞ୍ଚଳର ଜୀବନ ରେଖା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆମର ଏହି ଦାବିକୁ ତୁରନ୍ତ ପୂରଣ କରନ୍ତୁ।
Narendra Modi Nitin Gadkari Naveen Patnaik CMO Odisha

02/07/2023

We demand that the government take the coastal highway near the sea.

Narendra Modi Naveen Patnaik Nitin Gadkari CMO Odisha Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି

02/07/2023

ପ୍ରସ୍ତାବିତ ନକ୍ସା -୨ ଅନୁସାରେ ଉପକୂଳ ରାଜପଥ ଯିବା ଆବଶ୍ୟକ। ଏହାଦ୍ବରା ପର୍ଯ୍ୟଟନ, ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବ। ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ।

Narendra Modi Naveen Patnaik Nitin Gadkari CMO Odisha Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି

02/07/2023

୨୫-୩୦ କିମି ଦୂରରେ ନୁହେଁ ଉପକୂଳରେ ଯାଉ ଉପକୂଳ ରାଜପଥ

Narendra Modi Nitin Gadkari Naveen Patnaik National Highways Authority of India - NHAI Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି

02/07/2023

ଜଗତସିଂହପୁର ଜିଲ୍ଲାରେ ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ କରିବାକୁ ସାଧାରଣରେ ଦାବି ହେଉଛି। ସମୁଦ୍ରତଟରୁ ୩୦ କିମି ଦୂରରେ ତୃଟିଯୁକ୍ତ ନକ୍ସା ସଂଶୋଧନ କରିବାକୁ ରାଜ୍ୟ ସରକାର National Highways Authority of India - NHAI କର୍ତ୍ତୃପକ୍ଷଙ୍କୁ ଦେଇଥିବା ନିର୍ଦ୍ଦେଶ ଯଥାଶୀଘ୍ର କାର୍ଯ୍ୟକାରୀ ହେଉ।
CMO Odisha Mo Sarkar 5T Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି

20/06/2023

ସଜେଇ ହୋଇଛି ରଥ, ସଜେଇ ହୋଇଛି ପଥ। ବଡ଼ଦାଣ୍ଡରେ ବ୍ରହ୍ମାଣ୍ଡ ନାୟକ। #ଜୟଜଗନ୍ନାଥ 🙏
ମହାପ୍ରଭୁ ଉପକୂଳବାସୀଙ୍କୁ ସହାୟ ହୁଅନ୍ତୁ। ନ୍ୟାର୍ଯ୍ୟ ଅଧିକାର ଫେରାଇ ଦିଅନ୍ତୁ।


#ରଥଯାତ୍ରା୨୦୨୩

14/06/2023

ଓଡ଼ିଶାର ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଆମ ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ। #ରଜ

14/05/2023

14/05/2023

ବାଲିକୁଦା ବାସୀଙ୍କ ଗୋଟିଏ ମତ: ୨ୟ ନକ୍ସା ଅନୁସାରେ ଉପକୂଳରେ ହେଉ ଉପକୂଳ ରାଜପଥ

ସମ୍ବାଦ, କଟକ ସଂସ୍କରଣ ତରଫରୁ ଉପକୂଳ ରାଜପଥ ଆଲୋଚନ ଚକ୍ରରେ ବାଲିକୁଦାର ଯୁବ ସମାଜସେବୀ ଓ ନିର୍ଭୀକ ଯୁବ ପ୍ରତିଭା ଶ୍ରୀଯୁକ୍ତ କମଳାକାନ୍ତ ମହାପାତ୍ରଙ୍କ ଶାଣିତ ମତ ଉପକୂଳ ରାଜପଥର ସଂଜ୍ଞାକୁ ଅଧିକ ପ୍ରାସଙ୍ଗିକ କରିଛି। ବୁଝିବା ଲୋକେ ବୁଝିଯିବେ ଉପକୂଳ ରାଜପଥ ୩୦ କିମି ସ୍ଥାନାନ୍ତର କାହା ସ୍ୱାର୍ଥରେ ???

14/05/2023

ଉପକୂଳରେ ଯାଉ ଉପକୂଳ ରାଜପଥ

23/04/2023

ଅନୁକୂଳର ମହାପର୍ବ ପବିତ୍ର #ଅକ୍ଷୟତୃତୀୟା ଉପଲକ୍ଷେ ସମଗ୍ର ଓଡିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l କୃଷିପ୍ରଧାନ ରାଜ୍ୟର ସମସ୍ତ ଚାଷୀଭାଇଙ୍କ ସମସ୍ତ ଚାଷକାର୍ଯ୍ୟ ସଫଳ ହେଉ,ଜନଜୀବନ ସମୃଦ୍ଧ ହେଉ, #କୃଷକଦିବସ ଅବସରରେ ଶୁଭକାମନା l

14/04/2023

ହୀନ ରାଜନୀତି ଚାଲିବ ନାହିଁ। ଯଦି ଚାଲିବ ଲଢେଇ ହେବ।

14/04/2023

14/04/2023

ମା ଶାରଳା ଉପକୂଳବାସୀଙ୍କୁ ନ୍ୟାୟ ମିଳୁ। ତୋର ମହିମା ପ୍ରଚାର ହେଉ। ଜୟ ମା ଶାରଳା

14/04/2023

ଉପକୂଳ ରାଜପଥ ଆମର ନାର୍ଯ୍ୟ ଅଧିକାର

11/04/2023

ଗାଁ ଗାଁରେ ଆନ୍ଦୋଳନ

11/04/2023

ଉପକୂଳର ସଂଜ୍ଞାକୁ ବଦଳାଇବାକୁ ଅପଚେଷ୍ଟା ହେଉଛି!!!

୧- ସମୁଦ୍ର କୂଳ ଅଞ୍ଚଳ

୨- ସମୁଦ୍ର ଠାରୁ ୩୦ କିମି ଦୂର ଅଞ୍ଚଳ

କେଉଁଠି ଠିକ୍.....????

01/04/2023

ବନ୍ଦେ ଉତ୍କଳ ଜନନୀ

01/04/2023

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା।

31/03/2023

ତୁରନ୍ତ ଉପକୂଳରେ ଉପକୂଳ ରାଜପଥ ନେବାକୁ
Upakulrajpath Kriyanusthana Committee -ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ର ଦୃଢ଼ ଦାବି।

31/03/2023

ଆମେ ଉପକୂଳ ବାସୀ କାହା ହକ ଛଡାଇବାକୁ ବୃଥା ଉଦ୍ୟମ କରୁ ନାହୁଁ। ଆମ ହକ୍ ପାଇଁ ଆମେ ଲଢେଇ କରୁଛୁ। କାହା ଦୟାର ପାତ୍ର ହେବାକୁ ନୁହେଁ। ଯଦି ଆମ ହକ କିଏ ଛଡାଇ ବାକୁ ଚେଷ୍ଟା କରେ ଆମେ ଚୁପ୍ ବସିବୁନି।

31/03/2023

ଉପକୂଳ ରାଜପଥ ଉପକୂଳ ଦେଇ ଯିବା ଆବଶ୍ୟକ। ଯେଉଁ ମାନେ ସବୁ ଜାଣି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଉଚିତ୍ ଜବାବ୍ ଦିଆଯିବା।

Want your organization to be the top-listed Non Profit Organization in Jagatsinghpur?
Click here to claim your Sponsored Listing.

Videos (show all)

ଆମେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ।Narendra Modi Naveen Patnaik Nitin Gadkari #ଉପକୂଳ #ରାଜପଥ #coastalhighway #nhai #NitinG...
ଉପକୂଳ ରାଜପଥ ହେବ ମାଳ ମରିଚିପୁର ଅଞ୍ଚଳର ଜୀବନ ରେଖା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆମର ଏହି ଦାବିକୁ ତୁରନ୍ତ ପୂରଣ କରନ୍ତୁ।Narendra Mod...
We demand that the government take the coastal highway near the sea.Narendra Modi Naveen Patnaik Nitin Gadkari CMO Odish...
ପ୍ରସ୍ତାବିତ ନକ୍ସା -୨ ଅନୁସାରେ ଉପକୂଳ ରାଜପଥ ଯିବା ଆବଶ୍ୟକ। ଏହାଦ୍ବରା ପର୍ଯ୍ୟଟନ, ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବ। ମହିଳା ମାନେ ଆତ୍ମ ନ...
୨୫-୩୦ କିମି ଦୂରରେ ନୁହେଁ ଉପକୂଳରେ ଯାଉ ଉପକୂଳ ରାଜପଥNarendra Modi Nitin Gadkari Naveen Patnaik National Highways Authority of ...
ଜଗତସିଂହପୁର ଜିଲ୍ଲାରେ ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ କରିବାକୁ ସାଧାରଣରେ ଦାବି ହେଉଛି। ସମୁଦ୍ରତଟରୁ ୩୦ କିମି ଦୂରରେ ତୃଟିଯୁକ୍ତ ନକ୍ସା ସ...
#upakulrajpath #coastalhighway
ବାଲିକୁଦା ବାସୀଙ୍କ ଗୋଟିଏ ମତ: ୨ୟ ନକ୍ସା ଅନୁସାରେ ଉପକୂଳରେ ହେଉ ଉପକୂଳ ରାଜପଥସମ୍ବାଦ, କଟକ ସଂସ୍କରଣ ତରଫରୁ ଉପକୂଳ ରାଜପଥ ଆଲୋଚନ ଚକ୍ରରେ ବା...
ଉପକୂଳରେ ଯାଉ ଉପକୂଳ ରାଜପଥ#upakulrajpath #coastalhighway #NitinGadkari #nhai
#upakulrajpath #coastalhighway
ମା ଶାରଳା ଉପକୂଳବାସୀଙ୍କୁ ନ୍ୟାୟ ମିଳୁ। ତୋର ମହିମା ପ୍ରଚାର ହେଉ। ଜୟ ମା ଶାରଳା
ଉପକୂଳ ରାଜପଥ ଆମର ନାର୍ଯ୍ୟ ଅଧିକାର#upakul #upakulrajpath #cheifsecretaryodisha #NitinGadkari #coastalhighway #Jagatsinghpur ...

Telephone

Website

Address

Mala Marichipur, Balikuda
Jagatsinghpur
754119

Other Youth Organizations in Jagatsinghpur (show all)
Maa Kochilai Youth Club,Gandakula Maa Kochilai Youth Club,Gandakula
Maa Kochilai Youth Club
Jagatsinghpur, 754119

This is an Youth Organisation. It is situated near Devi river of coastal district Jagatsinghpur.

Gadakujanga YOUTH Organisation Gadakujanga YOUTH Organisation
GADAKUJANGA
Jagatsinghpur