Khusi Odisha Foundation
ସମସ୍ତେ ବଞ୍ଚିବା ସମସ୍ତେ ହସିବା
ନିଜ ଘରେ ଓ ପରିବାର ସାଙ୍ଗରେ ରୁହନ୍ତୁ ଓ ନିଯୁକ୍ତି ପାଆନ୍ତୁ !!ମୋର ଅନୁରୋଧ କ୍ରମେ "ସ୍ୱାସ୍ଥ୍ୟ ବିକାଶ ସଂସ୍ଥା" ବଡ଼ଚଣା ବ୍ଲକ ସ୍ଥରରେ କିଛି ନିଯୁକ୍ତି ସୁଯୋଗ ନେଇ ଆସିଛନ୍ତି.
1. Team Leader - 04 nos. (Male/Female)
Salary - 12000+Incentives
2. Sales Representatives - 25 Nos.
Salary-7000+Incentives
ଭାଇ ଓ ଭଉଣୀ ମାନେ ଜଉମାନେ ନିଯୁକ୍ତି ପାଇଁ ଇଛୁକ କିମ୍ବା ଆପଣଙ୍କ ସମ୍ପର୍କୀୟ କେହି ନିଯୁକ୍ତି ପାଇବା ପାଇଁ ଇଛୁକ ଦୟାକରି ଯୋଗାଯୋଗ କରନ୍ତୁ ଆମର ପ୍ରତିନିଧି ବିଶ୍ୱରଂଜନ ସେନାପତିଙ୍କୁ, ତାଙ୍କ whatsapp ନୁମ୍ବର 96584 23720, କିମ୍ବା ନିଜର biodata ପଠାନ୍ତୁ [email protected] ରେ.
କାହାଠାରୁ କୌଣସି ପ୍ରକାର ଟଙ୍କା ପଇସା ନିଆଯାଉନାହିଁ. ଦୟାକରି share କରନ୍ତୁ, କୋୖଣସି ଚାକିରୀ ଖୋଜୁଥିବା candidate ପାଇଁ ସହାୟକ ହେବ ଏହି ପୋଷ୍ଟ ଟି 🙏
ଧନ୍ୟବାଦ🙏
Welcome Our New Members.
ବନ୍ଧୁମାନେ ଜଉମାନେ ଖୁସି ଓଡିଶା Foundation ର ମେମ୍ବର ହବା ଲାଗି ଇଛୁକ, ଦୟାକରି ନିଜ ନିଜର photo ସହିତ profile share କର 🙏
ମେମ୍ବର ହବା ପାଇଁ କୌଣସି fee ନିଆଯାଉନି, ସମ୍ପୂର୍ଣ ମାଗଣା 🙏🙏
Contest No -02....
ଖୁସି ଓଡିଶା ଫୋୖଣ୍ଡେସନର ସକ୍ରିୟ ସଦସ୍ୟ Manoj Barik, Sibaprasad Barik, Monoranjan panda, Biswaranjan panda, Bibekanand Khandai ଏବଂ Balaram barik ଆଜି କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି.
ବହୁତ ବହୁତ ଧନ୍ୟବାଦ 🙏🙏💐💐👏👏ଆମେ ତୁମ ପାଇଁ ଗର୍ବିତ 🙏
ଆମ ଖୁସି ଓଡିଶା ଫୋୖଣ୍ଡେସନ, KOF ସଦସ୍ୟ ମାନେ ଓ ଆମ ସଭାପତି ହିମାଂଶୁ ପଣ୍ଡାଙ୍କ news coverage ଆଜି ଏକ ଗୁରୁତ୍ୱପୂର୍ଣ ସାହାଯ୍ୟ କାର୍ଯ୍ୟକ୍ରମର
ଧନ୍ୟବାଦ ହିମାଂଶୁ ଭାଇ 🙏
ଜୟ ଜଗନ୍ନାଥ 🙏
ଏ ମାଉସୀ ଜଣଙ୍କ ହେଉଛନ୍ତି ଅରଖପୁର ଗ୍ରାମପଂଚାୟତର ସୁଖାଦେଇପୁର ଗ୍ରାମର ପୁଷ୍ପଲତା ଦାଶ, ବୟସ 75 ରୁ ବେଶୀ ହେବ, ଏକା ରହୁଛନ୍ତି ଆଉ ଆଜିକା ଦିନରେ କେମିତି ପରିସ୍ଥିତିରେ ରହୁଛନ୍ତି ଦେଖନ୍ତୁ ଭାଇମାନେ, ପ୍ରକୃତରେ ମନୁଷ୍ୟ କଣ ଏତେ ସ୍ୱାର୍ଥପର, ଭଗବାନ ଏ ସମାଜର ମନୁଷ୍ୟ ମାନଙ୍କୁ ସଦବୁଦ୍ଧି ଦିଅନ୍ତୁ.
ଏ ମାଉସୀ ର ଜରାଜିର୍ଣ ଅବସ୍ଥା ଦେଖି ଖୁସି ଓଡିଶା ଫୋୖଣ୍ଡେସନ ର ସଦସ୍ୟ ମାନେ ପହଂଚି ଅଟା, ଡାଲି, ରନ୍ଧା ତେଲ, ଆଳୁ, ପିନ୍ଧା ଲୁଗା ସହ କିଛି ଆର୍ଥିକ ସାହାଯ୍ୟ କରିଥିଲେ.
KOF members ମାନଙ୍କ ପାଇଁ ମୁଁ ଗର୍ବିତ 🙏🙏🙏👏👏👏
KOF ପରିବାର ସଦସ୍ୟ ନିକୁଞ୍ଜ ଓ ରାହୁଲ ଭାଇ ପ୍ରତିଯୋଗିତା ପାଇଁ କାମ ଷ୍ଟାର୍ଟ କରିଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ. ନିଜ ଗ୍ରାମର ମନ୍ଦିର ସଫେଇ କାମ କରିଛନ୍ତି, ଓ କିଛି ବୃକ୍ଷ ରୋପଣ ମଧ୍ୟ କରିଛନ୍ତି | 🙏👏👏👏
Let's do something unique and different.
ଲୋକଙ୍କ ସେବା କରିବା ସହ ଯଦି ଆର୍ଥିକ ପୁରସ୍କାର ଓ ମାନପତ୍ର ମିଳିଯିବ ତେବେ ନିଶ୍ଚୟ ମଜା ଆସିଯିବ ଓ ବହୁତ ପ୍ରେରଣା ମଧ୍ୟ ମିଳିବ
ସ୍ୱାଧୀନତା ଦିବସ KOF ଏ ବର୍ଷ ବନେଇବ ତା superstar ମାନଙ୍କ ସାଙ୍ଗେ
ଯିଏ ଯଉଠିଭି ଥାଅ ନିଜେ କିମ୍ବା ସଂଗଠିତ ହୋଇ ସାହାଯ୍ୟ କର ଓ ଫୋଟୋ share କର.
15August winner declare ହବ,
1st Prize - 500 rupees
2nd prize - 300 rupees
3rd prize - 200 rupees
Enjoy helping others 😊💐🙏👍
Welcome Our New Members.
ବନ୍ଧୁମାନେ ଜଉମାନେ ଖୁସି ଓଡିଶା Foundation ର ମେମ୍ବର ହବା ଲାଗି ଇଛୁକ, ଦୟାକରି ନିଜ ନିଜର photo ସହିତ profile share କର 🙏
ମେମ୍ବର ହବା ପାଇଁ କୌଣସି fee ନିଆଯାଉନି, ସମ୍ପୂର୍ଣ ମାଗଣା 🙏🙏
Thanks Very Much...
RIP Sir...
Today's online meeting...
Thanks to all..
ନମସ୍କାର
ଖୁସି ଓଡିଶା ଫୋୖଣ୍ଡେସନ ଆପଣମାନଂକୁ ସ୍ୱାଗତ କରୁଛି ପ୍ରଥମ online meeting ରେ ଭାଗ ନବା ପାଇଁ. ଆସନ୍ତା କାଲି ରବିବାର ଅପରାହ୍ନ 4.00 - 4.30 ପର୍ଯ୍ୟନ୍ତ ଏହି ସଭା ଉପସ୍ଥାପିତ ହେବ, ଏଥିରେ ଆମ ଖୁସି ଓଡିଶା ର ସକ୍ରିୟ ସଦସ୍ୟ ମାନେ ବକ୍ତବ୍ୟ ଦେବେ ଭିନ୍ନ ଭିନ୍ନ ବିଷୟ ଉପରେ, ତନ୍ମଧ୍ୟରୁ ଯୁବା ନିଯୁକ୍ତି ଉପରେ ଆଲୋକପାତ କରିବେ Ms. Dipti Pattnaik.
ସମସ୍ତଙ୍କୁ ଅନୁରୋଧ ଏଥିରେ ଉପସ୍ଥିତହେବା ଲାଗି.
ଯୋଗାଯୋଗ କରନ୍ତୁ ଆମର ପ୍ରତିନିଧି
ବିଶ୍ୱରଂଜନ ସେନାପତି - 9658423720
ବିବେକାନନ୍ଦ ଖଣ୍ଡାଇ - 8144039564
[18/07, 8:03 pm] Himanshu Panda Ramdashpur: Meeting URL: https://meet.google.com/iqh-yhym-svd
ଆଜି ତା 11.07.2020 ରିଖ ଆମ ଖୁସି ଓଡିଶା ଫୋୖଣ୍ଡେସନର ସଦସ୍ୟ ନିକୁଞ୍ଜ ବିହାରୀ (KOF0014) ତାଙ୍କର କିଛି ସାଥି ଓ ସହଯୋଗୀମାନଙ୍କ ସହ ମିଶି ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ପଂଚାୟତର ହଁସରଳୀ, ତେନ୍ତୁଳିଆ, ଖଇରଚଟା ଭଳି ଗ୍ରାମରେ ପହଂଚି କିଛି ଅସହାୟ ଓ ଗରିବ ଲୋକଙ୍କ ପାଖରେ କିଛି ଖାଦ୍ୟ ସାମଗ୍ରୀ ସହ ପିଲାମାନଙ୍କ ପାଠ ପଢା ପାଇଁ କିଛି ପଢା ସାମଗ୍ରୀ ବଣ୍ଟନ କରିଥିଲେ.
ଖଇରଚଟା ଗ୍ରାମର ଗୋଟେ 3 ବର୍ଷର ଶିଶୁକନ୍ୟା ଅନାଥ ହୋଇଯାଇଛି, ଗତ ଦୁଇଦିନ ତଳେ ତାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିବା ତାର ମା ତାକୁ ଛାଡି ଆରପାରିକୁ ଚାଲିଯାଇଛି, ତାର ଅବସ୍ଥା ଏବେ ବହୁତ ଦୁଖନୀୟ ଓ ଗମ୍ଭୀର ଅଛି, ଯଦି କେହି ଆମ ଗଞ୍ଜାମ ଜିଲ୍ଲାର ଭାଇ ଓ ପ୍ରତିନିଧି ତାର କିଛି ସାହାଯ୍ୟ କରିବାକୁ ଇଛା ବ୍ୟକ୍ତ କରନ୍ତି ତେବେ ଆମ ଖୁସି ଓଡିଶା ଫୋୖଣ୍ଡେସନ ର ସଦସ୍ୟ ଶ୍ରୀ ନିକୁଞ୍ଜ ବିହାରୀ ଭାଇଙ୍କ ସହ ଯୋଗା ଯୋଗ କରନ୍ତୁ (7045897649) ଖୁସି ଓଡିଶା ଫାଉଣ୍ଡେସନ(ସମସ୍ତେ ବଞ୍ଚିବା ସମସ୍ତେ ହସିବା) ଜୟ ଜଗନ୍ନାଥ🙏
"Khusi Odisha Foundation" today takes this honour to welcome our landmark number "100th" member a very young & dynamic lady Mrs. Priyadarshini Behera, Director-Mak Geo Survey and Consultant, She is now residing in Denmark, Europe. We salute to her interest in becoming a family member of "KOF" and help the needy and poor people of Odisha.
We welcome you on board wholeheartedly 🥰💐💐💐
Thank you for joining "KOF" family
Not only energetic girls and ladies in Odisha or India, girls from different part of World to want join hand with "Khusi Odisa Foundation" moment #
Welcome all...
ରାଇପୁର ପଞ୍ଚାୟତ ନିବାସୀ ରାମଦାସପୁର ଗ୍ରାମର ମାନ ମଲ୍ଲିକଙ୍କର ପୁତ୍ର ସନ୍ତୋଷ ମଲ୍ଲିକ,
ବୟସ 21 ହୃଦୟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି. ତାଙ୍କର
ହୃଦୟ ଉପରେ 8 ଘଣ୍ଟା ଲମ୍ବା ଏକ ବୃହତ ଅସ୍ତ୍ରୋପ୍ରଚାର କରାଯାଇଛି, ସେ
ବର୍ତ୍ତମାନ ଭୂବନେଶ୍ୱରସ୍ଥିତ Hitech Hospital and Medical college ରେ
ଚିକିତ୍ସାଧୀନ ଅଛନ୍ତି. ତାଙ୍କର AB positive ରକ୍ତ ର ବହୁତ ଆବଶ୍ୟକତା ରହିଛି.
ଏହା ଜାଣିବା ପରେ "ଖୁସି ଓଡିଶା ଫୋୖଣ୍ଡେସନ" ର ସଭାପତି ଶ୍ରୀ ହିମାଂଶୁ ଶେଖର ପଣ୍ଡା ଓ
ସଦସ୍ୟ ଶ୍ରୀ ଅମର ସ୍ୱାଇଁ ହସ୍ପିଟାଲ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ. ଏଭଳି ଏକ ଦୁଃଖଦ
ସମୟରେ ଆମ ଖୁସି ଓଡିଶା ଫୋୖଣ୍ଡେସନର ମେମ୍ବର ଅମର ସ୍ୱାଇଁ (KOF0055) ସ୍ଵଇଛାକୃତ
ରକ୍ତଦାନ କରିଥିଲେ ଓ ସଭାପତି ହିମାଂଶୁ ପଣ୍ଡା କିଛି ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ତାଙ୍କ
ପରିବାର ସଦସ୍ୟମାନଙ୍କୁ ମାନସିକସ୍ଥରରେ ଦୃଢ ରହିବାକୁ ଉତ୍ସାହିତ କରିଥିଲେ.
ସାରା ଖୁସି ଓଡିଶା ପରିବାର ସଦସ୍ୟ ମାନେ ଭଗବାନଙ୍କ ପାଖରେ ତାଙ୍କର ଶୀଘ୍ର ସୁସ୍ଥ
ହେବା ପ୍ରାଥନା କରୁଛୁ. 🙏ଜୟ ଜଗନ୍ନାଥ🙏
Join with us.
🙏ସ୍ୱାଗତମ 🙏ସ୍ୱାଗତମ 🙏ସ୍ୱାଗତମ 🙏
ଖୁସି ଓଡିଶା ଫୋୖଣ୍ଡେସନ ଆପଣମାନଙ୍କ ପାଇଁ ଗର୍ବିତ. ଆପଣଙ୍କର ସ୍ବେଛାକୃତ ଲୋକସେବା ମନୋଭାବ ଦେଖି ଆଶାକରୁ ସାରା ଓଡିଶାବାସୀ ଓ ଭାରତବାସୀ ଗର୍ବ ଅନୁଭବ କରିବେ.
ଖୁସି ଓଡିଶା ଫୋୖଣ୍ଡେସନ ଆପଣମାଙ୍କର ମଙ୍ଗଳ କାମନା କରି ପୁରା ପରିବାର ଆପଣମାନଙ୍କୁ ସ୍ୱାଗତ କରୁଛି 💐💐💐
🙏ଜୟ ଜଗନ୍ନାଥ 🙏
Click here to claim your Sponsored Listing.
Videos (show all)
Category
Contact the organization
Website
Address
Odisha
Jajpur
Helps to Human and Animals god helps to u
Tura Chaka
Jajpur, 758025
"Its time to think about social securities for drivers" #odishadrivermahasangh #odishadriversunion
Jajpur, 755003
Utkal science club is a non-government and non-profit organization established in 1999 working to im
Jajapur Road
Jajpur, 755019
Shree Vyasa Sarover Goshala is one of the oldest Goshala of the state established in the year 1919 b
KALINGA NAGAR INDUSTRIAL AREA
Jajpur, 755026
Hi, we are a group of volunteers, who provide learning materials, renovate schools, we provide health
College Road, Jajpur Town
Jajpur, 755001
A step towards global ☮️peace movement with the concept of globalisation in the entire world
Bari
Jajpur
Say no to corruption and fight against corruption to make a clean society.