Durga Bhai fan club

Durga Bhai fan club

AAM ADMI PARTY
Cuttack convener AAP

Photos from Durga Bhai fan club's post 14/04/2022

ଆପ୍' କଟକ ପରିବାର ତରଫରୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ଜନ୍ମଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ଓଡିଶାର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ l

Photos from Durgaprasad Parida's post 01/04/2022
01/04/2022

କଟକ ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ୮୭ ତମ ଉତ୍କଳ ଦିବସ ଉପଲକ୍ଷେ ବିଶ୍ବର ସମସ୍ତ ଓଡ଼ିଆ ଭାଷାର ଭାଇ ଭଉଣୀ ମାନଙ୍କୁ ଅସରନ୍ତି ଭଲପାଇବା ସହ ଶ୍ରଦ୍ଧା ଶୁଭେଚ୍ଛା ଅଭିନନ୍ଦନ ଓ ଶୁଭକାମନା। ଯାହାଙ୍କ ତ୍ୟାଗ ଓ ବଳିଦାନର ପରିଚୟ ସ୍ୱରୂପ ଓଡ଼ିଆ ଜାତି ମୁଣ୍ଡ ଟେକିଛି। ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ର ମାନ୍ୟତା ପାଇଛି । ସେହି ବରପୁତ୍ର ମାନଙ୍କୁ ଗଭୀର ଭକ୍ତି ଶ୍ରଦ୍ଧାଞ୍ଜଳି ଜଣାଉଛୁ।

30/03/2022
09/03/2022
Photos from Aam Aadmi Party Odisha's post 03/03/2022
01/03/2022

ୟୁକ୍ରେନରେ ଭାରତୀୟ ଛାତ୍ର ନବୀନ କୁମାରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଦୁଃଖରେ ଏହି ସମୟରେ ଆମ୍ ଆଦମୀ ପାର୍ଟି ନବୀନଙ୍କ ପରିବାର ସହିତ ଛିଡା ହୋଇଛି |

Photos from Durga Bhai fan club's post 10/02/2022

କଟକ ଜିଲ୍ଲା ନରସିଂହ ପୁର ଜୋନ ୧୯ରେ ନିର୍ବାଚନୀ ପ୍ରଚାର

Photos from Durga Bhai fan club's post 09/02/2022
Photos from Durga Bhai fan club's post 03/02/2022

ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି, ପାଣି ଓ ରୋଜଗାରର ରାଜନୀତିକୁ ସମର୍ଥନ କରିବା ପାଇ କଟକ ଜିଲ୍ଲାର ୧୯ନଂ ଜୋନର ପ୍ରାର୍ଥୀ ଅଞ୍ଜନ କୁମାର ସାହୁଙ୍କୁ ଝାଡୁ ଚିଂହରେ ଭୋଟ ଦିଅନ୍ତୁ ।
୍ଚାୟତ_ନିର୍ବାଚନର_ଚାଲିବ_ଝାଡୁ

Photos from Ajaya Panda's post 03/02/2022
29/01/2022
26/01/2022

କଟକ ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ୭୩ ତମ ଗଣ ରାଜ୍ୟ ଦିବସରେ କଟକ ଜିଲ୍ଲାର ସମସ୍ତ ସାଥୀ,ଓ ଜନ ସାଧରଣ ମାନଙ୍କୁ ଆମ୍ ଆଦମୀ ପାର୍ଟି ତରଫରୁ ସଂଗ୍ରାମୀ ଅଭିନନ୍ଦନ।ଜୟ ହିନ୍ଦ୍।

Photos from Durga Bhai fan club's post 23/01/2022

ଆଜି କଟକ ଜିଲ୍ଲା ମାଟିର ଗର୍ବ ଓ ଗୌରବ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସର ରେ କଟକ ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ।

21/01/2022
Photos from Durga Bhai fan club's post 20/01/2022

ଆଜି କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ଓ ନରସିଂହପୁର ରୁ ୭ ଜିଲ୍ଲା ପରିଷଦ ପ୍ରାଥି ଆମ୍ ଆଦମୀ ପାର୍ଟି ତରଫରୁ ନିର୍ବାଚନୀ ମଇଦାନ କୁ ଓଲେହିଲେ ।ଆମର ମୁଦ୍ଦା ଉତ୍ତମ ଶିକ୍ଷା , ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ମାଗଣା ବିଜୁଳୀ ଓ ମାଗଣା ପାଣି ତା ସହିତ ବ୍ୟବସ୍ଥା ପରିବର୍ତ୍ତନ ଓ ସାରା ଓଡ଼ିଶାକୁ ଦିଲ୍ଲୀ ଭଳି ଗଢି ତୋଳିବା ଆସନ୍ତୁ ସମସ୍ତେ ମିଶି ଝାଡୁ ଚିହ୍ନ ରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ।

MUDDA | ଦଳ ବଦଳ କାହାର ଲାଭ ? 20/01/2022

MUDDA | ଦଳ ବଦଳ କାହାର ଲାଭ ? MUDDA | ଦଳ ବଦଳ କାହାର ଲାଭ ? News7, is a leading Odia News Channel of Odisha,India. Prameya News7 provides Fair, Unbiase...

19/01/2022

I love Aam Aadmi party,Odisha

19/01/2022
11/01/2022

किसानों की भावनाओं की कद्र करने वाला व्यक्ति पीएम की कुर्सी पर होता तो 700 से अधिक किसानों को अपनी कुर्बानी नहीं देनी पड़ती, लाल बहादुर शास्त्री जी ने जय जवान जय किसान का नारा दिया तो पीएम मोदी ने 3 कृषि कानूनों के जरिये किसानों की ज़मीन छीनने की कोशिश करी। आज लाल बहादुर शास्त्री जी की पुण्यतिथि पर उन्हें श्रद्धांजलि🙏

11/01/2022
09/01/2022

Videos (show all)

Telephone

Website