Jeeban Sangram mishra
Contact information, map and directions, contact form, opening hours, services, ratings, photos, videos and announcements from Jeeban Sangram mishra, Public Figure, .
କଟକ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ GOD IS ONE, CUTTACK ର ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🌹
ବାହାନଗା ରେ ହୋଇଥିବା ଟ୍ରେନ ଦୁର୍ଘଟଣା ରେ ଦେବଦୂତ ସାଜି ଆଗକୁ ଆଗେଇଆସିଥିବା ସଂଗଠନ ମାନଙ୍କୁ ସମ୍ବଦ୍ଧନା କରିଥିବାରୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ଏବଂ ଆମ #ହେଲପିଙ୍ଗ_ସୋସାଇଟି ପରିବାର କୁ କର୍ମବୀର ସନ୍ନମାନ ରେ ସଂମ୍ମାନିତ କରିଥିବାରୁ ବହୁତ ବହୁତ ଧନ୍ୟବାଦ ....।।🙏🙏
ହେଲପିଙ୍ଗ ସୋସାଇଟି ପକ୍ଷରୁ ସପ୍ତାହ ର ପ୍ରତ୍ୟେକ ରବିବାର ମହାପୁରୁଷଙ୍କ ମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ :-
----------------------------------------
ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ପକ୍ଷରୁ ୧୮ ଜୁନ୍ ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ସହର ର ସମସ୍ତ ମହାପୁରୁଷଙ୍କ ମୂର୍ତ୍ତି କୁ ସଫେଇ କରାଯାଇ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏବଂ ବାଲେଶ୍ଵର ସହରର ସିନେମା ଛକ, ଫାଣ୍ଡି ଛକ , ଫକୀର ମୋହନ ଗୋଲେଇ ଛକ, ଷ୍ଟେସନ ଛକ, ପୋଲିସ ଲାଇନ ଛକ , ଡି ଆଇ ସି ଛକ ରେ ଥିବା ମହାପୁରୁଷ ମାନଙ୍କ ପ୍ରତିର୍ମୂତି କୁ ସପ୍ତାହ ର ପ୍ରତ୍ୟେକ ରବିବାର ଦିନ ସକାଳ ୬ ଘଟିକା ରୁ ୧୦ ଘଟିକା ଯାଏ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସଂଗଠନ ର ସଭାପତି ହ୍ରିତିକ ନାୟକ ସୂଚନା ଦେଇଛନ୍ତି।🙏🙏🙏
ଗତକାଲି ଦିବଙ୍ଗତ ବିଧାୟକ ଯୁବସମାଜ ଓ ସମସ୍ତ ଙ୍କ ପ୍ରିୟ ଜନନେତା କର୍ମବୀର ✓ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ) ଙ୍କ ତୃତୀୟ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ....।। ମଙ୍ଗୁ ଭାଇ ସ୍ମୃତି କମିଟି ପକ୍ଷରୁ ବାହାନଗା ଷ୍ଟେସନ ଟ୍ରେନ ଦୃଘଟଣା ରେ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ର ଦିନ ଓ ରାତି ର ସେବା ପାଇଁ "ସେବା ସ୍ମୃତି ସମ୍ମାନ -୨୦୨୩" ରେ ସମ୍ବର୍ଦ୍ଧିତ ହେଇଥିଲୁ ....।।🙏🙏
ଭାଇଚାରାର ଅନନ୍ୟ ନିଦର୍ଶନ, ଆମ ଜିଲ୍ଲା ବାଲେଶ୍ୱରର ସଂସ୍କୃତି ଓ ପରମ୍ପରାର ପ୍ରତୀକ, ୍ଢେଇ_ବାହାଘର । ଏଠି ବୈଦିକ ରୀତିରେ ହୋଇଥାଏ ମିଛି ମଣିଷର ସତ ବାହାଘର । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ ସହରର ଆଇ ଟି ଆଇ ପଡ଼ିଆ ଠାରେ ଅନୁଷ୍ଠିତ ଏହି ଅନନ୍ୟ ପରମ୍ପରାର ପର୍ବ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସଂଧ୍ୟାରେ ଯୋଗଦେଇ ସଭିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସାରା ବିଶ୍ବରେ ଆମ ପରମ୍ପରାକୁ ପ୍ରତିଫଳିତ କରାଇବା ର ଏହି ସାଧୁ ଉଦ୍ୟମ ପାଇଁ ଆୟୋଜକ କମିଟିର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲି । ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବିକାଶ ପୁରୁଷ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ଜେନା, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର, ଏବଂ ଶିଳ୍ପୀ କେଶୁ ଦାସ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।🙏🙏🥰
7.05.2023 ଦିନ ବାଲେଶ୍ୱର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ପରିଲକ୍ଷିତ କରି ରୋଟାରୀ କ୍ଲବ ଅଫ ବାଲେଶ୍ୱର ସେଣ୍ଟ୍ରାଲ ତରଫରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୋତେ ଏବଂ ଆମ Helping Society Balasore ପରିବାର କୁ ଏହି ମହତ୍ଵ କାର୍ଯ୍ୟକ୍ରମ ରେ ସାମିଲ କରିଥିବା ରୁ ରୋଟାରୀ କ୍ଲବ ଅଫ ବାଲେଶ୍ୱର ସେଣ୍ଟ୍ରାଲ ର ସମସ୍ତ କର୍ମକର୍ତ୍ତା ଙ୍କୁ ବହୁତ ବହୁତ ଧନ୍ୟବାଦ ଓ ସମସ୍ତ ରକ୍ତଦାତା ଙ୍କୁ ମଧ୍ୟ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🙏🏻🙏🙏
#ଆସନ୍ତୁ_ରକ୍ତଦାନ_କରିବା
#ଆମେ_ଅଛୁ_ଆପଣଙ୍କ_ସେବାରେ
ସୁସ୍ଥ ଓ ସମୃଦ୍ଧ ବାଲେଶ୍ଵର ଗଠନ ପଥକୁ ପ୍ରଶସ୍ତ କରୁଛି , #ହେଲପିଙ୍ଗ_ସୋସାଇଟି_ବାଲେଶ୍ଵର ....✌️❤️
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେହି ରୋଗୀ ଯେମିତି ପ୍ରତିଦିନ ଅସୁବିଧା ରେ ସମ୍ମୁଖୀନ ନ ହେଉ , ଏହି ପାଇଁ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ବାଲେଶ୍ଵର ପକ୍ଷରୁ ଏହି ପ୍ରୟାସ ...!!
17/03/2023 ରାତି ସମୟ ରେ ରୋଗୀଙ୍କ ସେବା ରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ବାଲେଶ୍ଵର ର କର୍ମକର୍ତ୍ତା , ଆପଣ ମାନଙ୍କ ଭଲପାଇବା ଆଶୀର୍ବାଦ ସବୁବେଳେ ଆମ କୁ ସେବା କରିବାର ଶକ୍ତି ଯୋଗାଇବ ତେଣୁ ସମସ୍ତ ଙ୍କୁ ଅନୁରୋଧ ଆମ ସଂଗଠନ କୁ ବହୁ ମାତ୍ରାରେ ଭଲପାଇବା ଓ ଆର୍ଶୀବାଦ କରନ୍ତୁ ....।।
Sabyasachi Mishra
ଧନ୍ୟବାଦ ସକାଳ ଓ ସମାଜ ଖବରକାଗଜ।।🙏🙏
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ନୃତତ୍ତ୍ୱ ବିଜ୍ଞାନ ରେ ଟପର ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବାଲେଶ୍ବର ଜିଲ୍ଲା ମାନସିଂ ବଜାର ଅଞ୍ଚଳ ର ଝିଅ ସଙ୍ଗୀତା ନାୟକ ଙ୍କୁ ହେଲପିଙ୍ଗ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା ଓ ବହୁତ ବହୁତ ଶୁଭେଚ୍ଛା ଜଣାଇଲୁ ...।। 🌹
Helping Society Balasore 💚💚
ବାଲେଶ୍ଵର ଜିଲ୍ଲା ପୌରପାଳିକା ଅନ୍ତର୍ଗତ ୧୦ ନଂ Ward ରାମେଶ୍ବର ନଗର ରେ ଜଣେ ୫ ବର୍ଷ ର କୁନି ଝିଅ ଡି - ହଂସିକା ଜନ୍ମ ରୁ ବିକଳାଙ୍ଗ , ପରିବାର ର ଟଙ୍କା ର ଅଭାବ ହେତୁ କୁନି ଝିଅ ର ଚିକିତ୍ସା ଠିକ୍ ଭାବରେ ହୋଇପାରୁନି। ଜନ୍ମ ରୁ ପିଲା ଟି ଦୁଇ ଗଡ଼ ଅକ୍ଷମ ହେତୁ ଚିକିତ୍ସା ପାଇଁ ପ୍ରତୈକ ଦିନ ଫିଜୋଥୋରପି ରେ ୩୦୦ ଟଙ୍କା ଦରକାର ହୁଏ । କିନ୍ତୁ ପରିବାର ଦାରିଦ୍ର୍ୟ ହେତୁ ଚିକିତ୍ସା ପାଇଁ ବହୁ କଷ୍ଟ ରେ ମାଁ ଟଙ୍କା ସଞ୍ଚୟ କରନ୍ତି , କିନ୍ତୁ ୬ ମାସ ହେବ ଟଙ୍କା ସଞ୍ଚୟ ନହେବାରୁ ଝିଅ ର ଚିକିତ୍ସା କରିପାରୁନଥିଲେ। ଆଉ କିଛି ଲୋକ ଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ ମାଗିଥିଲେ କିନ୍ତୁ ସେହି ଲୋକ ମାନେ ମଧ୍ୟ ହଁ କହିକି ସାହାଯ୍ୟ କରିନଥିଲେ। ଶେଷରେ ମାଁ ଜଣକ ନିରାଶ ହୋଇ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି କୁ ଯୋଗାଯୋଗ କରି ସାହାଯ୍ୟ ମାଗିଥିଲେ । ଖବର ପାଇ ମୁଁ ଏବଂ ଆମ ସଂଗଠନ କର୍ମକର୍ତ୍ତା ତାଙ୍କ ପାଖରେ ପହଂଚି ଥିଲୁ ଓ କୁନି ଝିଅ କୁ ଡାକ୍ତର ଙ୍କ ପାଖକୁ ନେଇ ସମସ୍ତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ସମସ୍ତ ସାହାଯ୍ୟ ସହଯୋଗ କରିଥିଲୁ।🙏🙏
ସମସ୍ତ ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତିର ଅନେକ ଶୁଭେଚ୍ଛା ଓ ଶୁଭକାମନା । ବର୍ଷଟି ସଭିଙ୍କ ପାଇଁ ମଙ୍ଗଳମୟ ହେଉ,ସଙ୍କଟ ମୋଚନ ଶ୍ରୀ ହନୁମାନ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପ୍ରଦାନ କରନ୍ତୁ ଏତିକି କାମନା ।🙏🙏😇😇
#ଓଡ଼ିଆନବବର୍ଷ
#ମହାବିଷୁବସଂକ୍ରାନ୍ତି
ସୌଜନ୍ୟ: ଜୀବନ ସଂଗ୍ରାମ ମିଶ୍ର।(ସମାଜସେବୀ)
ଉପ-ସଭାପତି ହେଲପିଙ୍ଗ ସୋସାଇଟି, ବାଲେଶ୍ଵର।🙏🙏
ଓଡ଼ିଆ ବହୁ ଚର୍ଚ୍ଚିତ ସଙ୍ଗୀତ ଏବଂ ଅନେକ ସଂଗୀତ ରେ ଅଭିନୟ କରିଥିବା Arjun Sahoo ଭାଇ ଙ୍କ ସହିତ ଭୁବନେଶ୍ବର ରେ କିଛି ସ୍ମରଣୀୟ ମୁହୁର୍ତ୍ତ।💚❤️ ସତରେ ଭାଇ ଜଣେ ବହୁତ ସରଳ ଏବଂ ହୃଦୟବାନ ମଣିଷ ।।🙏🙏❤️
LOVE YOU ARJUN BHAIJAAN..🥰🥰
୦୩.୦୪.୨୦୨୩ ଦିନ ବାଲେଶ୍ୱର ମ୍ୟୁନିସପାଲିଟି ଅନ୍ତର୍ଗତ ୧୦ ନଂ ୱାର୍ଡ଼ ଅଙ୍ଗାର ଗଡିଆ ସ୍ଥିତ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମା' ତାରିଣୀଙ୍କ ଏକାଦଶୀ ତମ ବାର୍ଷିକ ଯଜ୍ଞୋତ୍ସବ ରେ ଯୋଗ ଦେବା ସହ ପ୍ରସାଦ ସେବନ କରିଥିଲି।🙏
ସମୟ ଆଜି ନୁହେଁତ କାଲି ବଦଳିବ,
ଆଉ ଯେବେବି ସୁଯୋଗ ମିଳିବ ଇତିହାସ ରଚନା ହେବ
ଜୟ ଜଗନ୍ନାଥ 🙏🙏
ବାଲେଶ୍ଵର ସଦର ବ୍ଲକ ଚାନ୍ଦିପୁର ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଥିଲା। ସନ୍ଧ୍ୟା ୬,୩୦ ମିନିଟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏଭଳି ଘଟଣା ଘଟିଯାଇଥିଲା। ଗୋଟିଏ ପରିବାରରେ ୩ ଜଣ ଗୁରୁତର ଏବଂ ୪୦ ଦିନର ଶିଶୁ ପୋଡ଼ି ପାଉଁଶ ହୋଇଯାଇଥିଲେ। ଗୁରୁତର ମାନେ ହେଲେ ଲାଲଚାନ ମଲ୍ଲିକ,ନାଜମୁନ ବିବି,ଅରଜାନ ଖାତୁନ। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଯୁବ ସମାଜସେବୀ ବିକ୍ରମ ପଣ୍ଡା ଏବଂ ସମାଜ କଲ୍ୟାଣ ସଂସ୍ଥା ହେଲ୍ପିଙ୍ଗ ସୋସାଇଟିର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।🙏🙏
ଆଜି ପୁରାଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ପଖାଳ ଦିବସ ପାଳନ କଲି .... ପଖାଳ ମୋର ପ୍ରିୟ ଖାଦ୍ୟ , ଏହା ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ‘ପଖାଳ ଦିବସ’ ଅବସର ରେ ସମସ୍ତ ଙ୍କୁ ମୋର ଅଭିନନ୍ଦନ ...।। 🌹
#ଆମେ_ଅଛୁ_ଆପଣଙ୍କ_ସେବାରେ
ସୁସ୍ଥ ଓ ସମୃଦ୍ଧ ବାଲେଶ୍ଵର ଗଠନ ପଥକୁ ପ୍ରଶସ୍ତ କରୁଛି , #ହେଲପିଙ୍ଗ_ସୋସାଇଟି_ବାଲେଶ୍ଵର ....✌️❤️
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେହି ରୋଗୀ ଯେମିତି ପ୍ରତିଦିନ ଅସୁବିଧା ରେ ସମ୍ମୁଖୀନ ନ ହେଉ , ଏହି ପାଇଁ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ବାଲେଶ୍ଵର ପକ୍ଷରୁ ଏହି ପ୍ରୟାସ ...!!
13/03/2023 ସଂଧ୍ୟା ରେ ରୋଗୀଙ୍କ ସେବା ରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ବାଲେଶ୍ଵର ର କର୍ମକର୍ତ୍ତା , ଆପଣ ମାନଙ୍କ ଭଲପାଇବା ଆଶୀର୍ବାଦ ସବୁବେଳେ ଆମ କୁ ସେବା କରିବାର ଶକ୍ତି ଯୋଗାଇବ ତେଣୁ ସମସ୍ତ ଙ୍କୁ ଅନୁରୋଧ ଆମ ସଂଗଠନ କୁ ବହୁ ମାତ୍ରାରେ ଭଲପାଇବା ଓ ଆର୍ଶୀବାଦ କରନ୍ତୁ ....।।
#ଆମେ_ଅଛୁ_ଆପଣଙ୍କ_ସେବାରେ
ସୁସ୍ଥ ଓ ସମୃଦ୍ଧ ବାଲେଶ୍ଵର ଗଠନ ପଥକୁ ପ୍ରଶସ୍ତ କରୁଛି , #ହେଲପିଙ୍ଗ_ସୋସାଇଟି_ବାଲେଶ୍ଵର ....✌️❤️
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେହି ରୋଗୀ ଯେମିତି ପ୍ରତିଦିନ ଅସୁବିଧା ରେ ସମ୍ମୁଖୀନ ନ ହେଉ , ଏହି ପାଇଁ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ବାଲେଶ୍ଵର ପକ୍ଷରୁ ଏହି ପ୍ରୟାସ ...!!
10/03/2023 ରୋଗୀଙ୍କ ସେବା ରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ବାଲେଶ୍ଵର ର କର୍ମକର୍ତ୍ତା , ଆପଣ ମାନଙ୍କ ଭଲପାଇବା ଆଶୀର୍ବାଦ ସବୁବେଳେ ଆମ କୁ ସେବା କରିବାର ଶକ୍ତି ଯୋଗାଇବ ତେଣୁ ସମସ୍ତ ଙ୍କୁ ଅନୁରୋଧ ସଂଗଠନ କୁ ବହୁ ମାତ୍ରାରେ ଭଲପାଇବା ଓ ଆର୍ଶୀବାଦ କରନ୍ତୁ ....।।
#ଆମେ_ଅଛୁ_ଆପଣଙ୍କ_ସେବାରେ
ସୁସ୍ଥ ଓ ସମୃଦ୍ଧ ବାଲେଶ୍ଵର ଗଠନ ପଥକୁ ପ୍ରଶସ୍ତ କରୁଛି , #ହେଲପିଙ୍ଗ_ସୋସାଇଟି_ବାଲେଶ୍ଵର .... ✨
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେହି ରୋଗୀ ଯେମିତି ପ୍ରତିଦିନ ଅସୁବିଧା ରେ ସମ୍ମୁଖୀନ ନ ହେଉ , ଏହି ପାଇଁ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ବାଲେଶ୍ଵର ପକ୍ଷରୁ ଏହି ପ୍ରୟାସ ...!!
05/03/2023 ରୋଗୀଙ୍କ ସେବା ରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ସୋସାଇଟି ବାଲେଶ୍ଵର ;- ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କ ସେବା ରେ ହେଲପିଙ୍ଗ ସୋସାଇଟି ର କର୍ମକର୍ତ୍ତା..।।
ରକ୍ତଦାନ ମହତ ଦାନ, ତେଣୁ ସମସ୍ତେ ରକ୍ତଦାନ କରିବାକୁ ଆଗେଇ ଆସିବା ଉଚିତ ..... 💉🩸
୧୩ ମାର୍ଚ୍ଚ ଟିଆକଟା ବରମପୁର ରୁ ଆସିଥିବା ଜଣେ ରୋଗୀ ରାସଣ୍ଡା ସିଂ ମଉସା ଙ୍କୁ ଏକ B+ ରକ୍ତ ଦରକାର ଥିଲା ଆଉ ତାଙ୍କ ନାତି ଜିତେନ ସିଂ Blood Bank ରେ ଯାଇ କହିଲା ପରେ ମଧ୍ୟ ତାଙ୍କୁ Blood Short ଥିବା ହେତୁ ମିଳିନଥିଲା ସେଇଠୁ ସମସ୍ତଙ୍କ ଭଳି ସେ ମଧ୍ୟ ସୋସିଆଲ ମିଡ଼ିଆ ଯୋଗେ ଆମ ସଂଗଠନ ହେଲପିଙ୍ଗ ସୋସାଇଟି କୁ ଯୋଗାଯୋଗ କରିଥିଲେ। ଆଉ ଆମ ସଂଗଠନ ର କର୍ମକର୍ତ୍ତା ମାନେ ପହଞ୍ଚି ରକ୍ତଦାନ କରିଥିଲେ।
ଦୀପକ ଲେଙ୍କା ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ତୁମର ଏହିଭଳି ମାନବ ସେବା ଦିନେ ତୁମକୁ ବହୁତ ସଫଳତା ଦେବ ...।।🙏🙏
କାହାକୁ ମାରିବି ମୁଁ ରଙ୍ଗ ଏଠି ତ ମଣିଷର ରଙ୍ଗ ନିଇତି ବଦଳୁଛି,ରଙ୍ଗ ବେରଙ୍ଗ ଜୀବନରେ ହୋଲି ର ଅସଲ ମାନେ ବଦଳି ଯାଇଛି, ରାଧାକୃଷ୍ଣ ଙ୍କ ପ୍ରେମ ର ମୂଲ ଆଜି ଏ ମଣିଷ ପାଶୋରି ଦେଇଛି,ମିଛ ପ୍ରେମ ଆଉ ମିଛ ରଙ୍ଗରେ ନିଇତି ଏ ମଣିଷ ରଙ୍ଗେଇ ହେଉଛି।🙏🙏
୮.୦୩.୨୦୨୨ ଦିନ ଭାଇ, ବନ୍ଧୁ, ସାନ ଭାଇ ଙ୍କ ସହ ବୋଳିଲି ରଙ୍ଗ, ରଂଗହୀନ ଏଇ ଜୀବନରେ।🌈🌈
ଗତକାଲି ଶ୍ରୀ ଇଶ୍ଵର ଟିଭି ୧୧ତମ ବାର୍ଷିକ ଉତ୍ସବ ଓ ଫଗୁ ଉତ୍ସବ ପାଳନ କରାଯାଇଥିଲା । ଇଶ୍ଵର ଟିଭିର ଏହି ସୁନ୍ଦର କାର୍ଯକ୍ରମ ରେ ଆମ ସଂଗଠନ ହେଲପିଙ୍ଗ ସୋସାଇଟି ବାଲେଶ୍ଵର କୁ ସାମାଜିକ ଦାୟିତ୍ଵବୋଧତ କୁ ସନ୍ନମାନ ଜଣାଇ ଶ୍ରୀ ଇଶ୍ଵର ଟିଭି ସେବା ସନ୍ନମାନ - ୨୦୨୩ ରେ ସନ୍ନମାନିତ କରାଯାଇଥିଲା। ଏବଂ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ସହ ହୋଲି ପର୍ବ ପାଳନ କରିବାର ସୁଯୋଗ ଦେଇଥିବାରୁ ଶ୍ରୀ ଇଶ୍ଵର ଟିଭି ର ପରିବାର ର ସମସ୍ତ ସଦସ୍ୟ ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ....।।
🙏😇❤️
ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ଅନୁଷ୍ଠିତ ହେଉଥିବା
BERHAMPUR PREMIER LEAGUE -2023 ଚତୁର୍ଥ ଦିନ ରେ ନୀଳଗିରି ର ପୂର୍ବତନ ବିଧାୟକ ଚିତ ଷଡଙ୍ଗୀ ନନା ଙ୍କ ସହ ଯୋଗଦେଇ ଉଦଘାଟନ କଲି ଓ ଉଭୟ ଦଳ ର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲି । ଏଥି ସହ ମୋତେ ଏହି ସୁନ୍ଦର କାର୍ଯକ୍ରମ ରେ ଅତିଥି ରୂପେ ନିମନ୍ତ୍ରଣ କରିଥିବାରୁ ମୋ ଭାଇ ତଥା ନୀଳଗିର ଯୁବ ନେତା ଫ୍ରାନସିସ୍ ଭାଇ ଓ BPL ର ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟ ରୁ ଧନ୍ୟବାଦ ...🙏🏻😇❤️
My humble tributes to the visionary leader, great statesman, freedom fighter and the architect of modern , on his 107th birth anniversary. He always dreamt of an empowered and prosperous and will continue to be a guiding force for all of us.🙏
👓
ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ଅନୁଷ୍ଠିତ ହେଉଥିବା
BERHAMPUR PREMIER LEAGUE -2023 ଚତୁର୍ଥ ଦିନ ରେ ନୀଳଗିରି ର ପୂର୍ବତନ ବିଧାୟକ ଚିତ ଷଡଙ୍ଗୀ ନନା ଓ ମୋ ଭାଇ ହ୍ରିତିକ ନନା ଙ୍କ ସହ ଯୋଗଦେଇ ଉଦଘାଟନ କଲି ଓ ଉଭୟ ଦଳ ର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲି । ଏଥି ସହ ମୋତେ ଏହି ସୁନ୍ଦର କାର୍ଯକ୍ରମ ରେ ଅତିଥି ରୂପେ ନିମନ୍ତ୍ରଣ କରିଥିବାରୁ ମୋ ଭାଇ ତଥା ନୀଳଗିର ଯୁବ ନେତା ଫ୍ରାନସିସ୍ ଭାଇ ଓ BPL ର ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟ ରୁ ଧନ୍ୟବାଦ ...🙏🏻😇❤️
ଚଳିତ ମାସ ମହାଶିବରାତ୍ରି ରେ ଈଶ୍ୱରଙ୍କୁ କୃପା ଭିକ୍ଷା କରିବାର କିଛି ସମୟ।🙏🙏🥰🥰
#ହେଲପିଙ୍ଗ୍_ସୋସାଇଟି ପରିବାର ପକ୍ଷରୁ ଆମ ପ୍ରିୟ ଯୁବ ସାମ୍ବାଦିକ Journalist Jeevan ଭାଇ ଙ୍କ ଜନ୍ମଦିନ ପାଳନ କରିବା ଅବସରରେ କିଛି ଖୁସି ର ମୂହୁର୍ତ୍ତ .....
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ରୁ ଆପଣ ସବୁବେଳେ ସୁସ୍ଥ ଏବଂ ଖୁସି ରେ ରୁହନ୍ତୁ...... 😍🎉🎉🎉😍
ଆଜିର ଦିନରେ ପୁଲୱାମାରେ ଶହୀଦ ହେଇଥିବା ବୀର ଯବାନ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🏻🥺
ଆଜି ପୁଲୱାମାରେ ସହୀଦ ବୀର-ଯବାନ ମାନଙ୍କ ପାଇଁ #ହେଲପିଙ୍ଗ୍_ସୋସାଇଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିର କୁ ଅନୁଷ୍ଠାନିକ ଭାବେ Balasore Traffic iic Prangya Mohanty Medam ଉଦଘାଟନ କରିଥିଲେ। ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା , ଏହି କାର୍ଯ୍ୟକ୍ରମ ରେ ବାଲେଶ୍ଵର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ସମସ୍ତ ରକ୍ତଦାତାଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ...।।🙏