Indradhanu News

Indradhanu News

ସତ୍ୟର ସନ୍ଧାନ

08/05/2022

ମଦୁଆ ବାପର ଉନ୍ମତକାଣ୍ଡ। ଝିଅକୁ ମାଡ଼ମାରି କଲା ଲହୁଲୁହାଣ । ଆଜି ସୁସ୍ଥ ହେବା ପରେ ଦୁଇ ଭଉଣୀଙ୍କୁ ଖଇରା ଚାଇଲଡ଼ ଲାଇନର କର୍ମଚାରୀଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ। ସିମୁଳିଆ

10/04/2022
09/04/2022
11/02/2022

ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତର ନିର୍ବାଚନ ପ୍ରଚାରରେ ଯୋଗ ଦେଲେ ପର୍ଯ୍ୟଟନ ମନ୍ତ୍ରୀ।

20/11/2021

ଚୋରା ବିଦ୍ୟୁତ ଧରିବାକୁ ଯାଇ ଛେଚା ଖାଇଲେ ବିଦ୍ୟୁତ କର୍ମଚାରୀ। ବାହାନଗା

20/11/2021

ସିମୁଳିଆ ବ୍ଲକ ରୁଢୁଙ୍ଗା ଅଞ୍ଚଳରେ ଧାନକାଟୁ ଥିବା ସମୟରେ ଜଳି ଗଲା ଧାନକଟା ମେସିନ। ସିମୁଳିଆ

19/11/2021

ଛେଳିକୁ ସାଙ୍ଗରେ ଧରି ଯୁବକ ପହଂଚିଲେ ଥାନାରେ। ତା'ପରେ କ'ଣ ଘଟିଲା ଦେଖନ୍ତୁ ଭିଡ଼ିଓ ?

14/10/2021

ଆର୍ଥିକ ସହାୟତା ପାଇଁ କୁନି ପୁଅର ଆକୁଳ ନିବେଦନ। ସିମୁଳିଆ

26/08/2021

ଘରୋଇ କୁଚିଙ୍ଗ ସେଣ୍ଟରରେ ଛାତ୍ରୀଙ୍କୁ ମାଲିକଙ୍କ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଦେଖନ୍ତୁ ଛାତ୍ରୀ ଓ ତାଙ୍କ ମା ଏନେଇ କଣ କହୁଛନ୍ତି।

06/08/2021

ନିଶାଶକ୍ତ ଅବସ୍ଥାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଜଣେ ପୋଲିସ ଅଧିକାରୀ।

26/07/2021

Kargil_Vijay_Diwas

11/07/2021
05/07/2021

ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଅନ୍ଧାରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଜୀବନ। ସ୍କୁଲରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

04/07/2021

ପୋଲିସ ଦେଲାନି ନ୍ୟାୟ, ଶେଷରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ। ସିମୁଳିଆ

26/06/2021

ଅଚିହ୍ନା ଯୁବତୀକୁ ମାରି କେନାଲକୁ ଫିଙ୍ଗି ଦେଲେ ଦୁର୍ବୁତ୍ତ!

16/05/2021

ସଟଡାଉନ ପାଇଁ ମିଳିଲା ନାହିଁ ଗାଡି, ଟ୍ରଲିରେ ମେଡିକାଲ ଗଲେ ମହିଳା ରୋଗୀ । ଭଦ୍ରକ

16/05/2021

ଲକ୍ ଡାଉନରେ ଚାଲିଛି ଗଞ୍ଜା ଲଢେଇ ସହ ଜୁଆ ଖେଳ, ପୋଲିସ ଜାଣିଶୁଣି ଠୁସ ପଦକ୍ଷେପ ନେଉ ନଥିବା ଅଭିଯୋଗ। ସିମୁଳିଆ

29/03/2021

ନ୍ୟାୟ ଦାବିରେ ନାଗସାପ, ଆଘାତ ପରେ ରାସ୍ତାରୋକ। -

11/03/2021

#ଶିବରାତ୍ରିରେ_ଅଘଟଣ
ନୀଚ୍ଚଜାତିର ମହିଳାଙ୍କୁ ମନ୍ଦିରକୁ ପ୍ରବେଶ ମନା କଲେ ପୂଜାରୀ।





-: FOLLOW_US:-

20/02/2021

ବଡ଼ ଭଉଣୀ ବାହା ବେଦିରେ ବସିଲା ସାନ ଭଉଣୀ! ନାବାଳିକା ବାହାଘର ବନ୍ଦ କଲେ ଚାଇଲଡ ଲାଇନ ଓ ପୋଲିସ। ସୋର

18/02/2021

ବଲେରୋକୁ ଧକ୍କାଦେଇ ୩୦ଫୁଟ ତଳକୁ ଖସିଲା ବେଆଇନ ଗୋରୁ ବୋଝେଇ କଣ୍ଟେନର, ୩୦ରୁ ଅଧିକ ଗୋରୁ ସହ ୩ ଜଣ ବ୍ଯକ୍ତି ମୃତ।ବସ୍ତା

07/02/2021

#ନାନାଙ୍କ_କୁସ୍ତି
#କେନ୍ଦ୍ରମନ୍ତ୍ରୀ
#ପ୍ରତାପ_ଷଡଙ୍ଗୀ
#ନାନାଙ୍କ_ଭିଡିଓ_ଭାଇରାଲ

02/02/2021

ଦୁଇଟି ମଣିଷ ଖପୁରି ଉଦ୍ଧାର, ଖନ୍ତାପଡ଼ା ପୋଲିସର ତଦନ୍ତ ଜାରି। ବାଲେଶ୍ବର

02/02/2021

ପୂର୍ବଗୋଷ୍ଠୀ ବିବାଦକୁ ନେଇ ଜଣେ ନାବାଳକକୁ କଟୁରିରେ ମରଣାତ୍ମକ ଆକ୍ରମଣ, ଭଦ୍ରକ ମେଡ଼ିକାଲରେ ଭର୍ତ୍ତି। ସିମୁଳିଆ

26/01/2021

ବଢ଼ି ଚାଲିଛି ଚାଷୀଙ୍କ ଧାନ ବିକ୍ରି ସମସ୍ୟା, ସିମୁଳିଆ

23/01/2021

ପିଲାଚୋର ଭାବି ଜଣେ ବୃଦ୍ଧକୁ ନିସ୍ତୁକ ମାଡ଼, ପରେ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସିମୁଳିଆ, ବାଲେଶ୍ବର

12/01/2021

ମହାରାଷ୍ଟ୍ରରେ ସିଦ୍ଧିବିନାୟକ ମନ୍ଦିର ସମ୍ମୁଖରେ ଦୃଶ୍ୟ ହେଉଛି ଭାଇରାଲ। ଆପଣ ଦେଖି ହେବେ ଆଶ୍ଚର୍ଯ୍ୟ।
https://youtu.be/j6IZd5jAYnU

30/11/2020

କରୋନା କଟକଣା ଭିତରେ
ଉତ୍କଳୀୟ ପରମ୍ପରାର
କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ।

26/11/2020

ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ, ଶ୍ରମ ଓ କୃଷି ଆଇନକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିୟନର ବନ୍ଦ ପାଳନ।
#ଭାରତ_ବନ୍ଦ

18/11/2020

ପାନକାର୍ଡ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ରଖି ହତାଶ ଜମାକାରୀ,ମେଚୁରିଟି ପରେ ବି ମିଳୁନି ଟଙ୍କା,କମ୍ପାନୀ ଛୁ।ଚାନ୍ଦବାଲି

11/11/2020

ଦିନରାତି ଚାଲିଛି ଲୁଟେରାଙ୍କ ରାଜୁତି, ଚିର ନିଦ୍ରାରେ ପୋଲିସ, ଏଥିପ୍ରତି ଦୃଷ୍ଟି ଦେବେକି ବାଲେଶ୍ବର ଏସ୍.ପି।

25/10/2020

ଏମିତି ବି ଆସେ ମୃତ୍ୟୁ, କିଛି ଯୁବକଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ଜଣେ ମହିଳା ଜୀବନ।

Videos (show all)

ଛେଳିକୁ ସାଙ୍ଗରେ ଧରି ଯୁବକ ପହଂଚିଲେ ଥାନାରେ। ତା'ପରେ କ'ଣ ଘଟିଲା ଦେଖନ୍ତୁ ଭିଡ଼ିଓ ? #Soro #OdishaNews #indradhanunews
ଘରୋଇ କୁଚିଙ୍ଗ ସେଣ୍ଟରରେ ଛାତ୍ରୀଙ୍କୁ ମାଲିକଙ୍କ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ କଲେ ପରିବାର ଲୋକେ।
ସଟଡାଉନ ପାଇଁ ମିଳିଲା ନାହିଁ ଗାଡି, ଟ୍ରଲିରେ ମେଡିକାଲ ଗଲେ ମହିଳା ରୋଗୀ । ଭଦ୍ରକ #Indradhanu_News
ଲକ୍ ଡାଉନରେ ଚାଲିଛି ଗଞ୍ଜା ଲଢେଇ ସହ ଜୁଆ ଖେଳ, ପୋଲିସ ଜାଣିଶୁଣି ଠୁସ ପଦକ୍ଷେପ ନେଉ ନଥିବା ଅଭିଯୋଗ। ସିମୁଳିଆ
ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ, ଶ୍ରମ ଓ କୃଷି ଆଇନକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିୟନର ବନ୍ଦ ପାଳନ
ପାନକାର୍ଡ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ରଖି ହତାଶ ଜମାକାରୀ,ମେଚୁରିଟି ପରେ ବି ମିଳୁନି ଟଙ୍କା,କମ୍ପାନୀ ଛୁ

Telephone

Website