SYO

SYO

Social Youth Organization | Bhubaneswar

31/01/2022

ଜୟ ସାଇ

05/12/2021
05/12/2021

Social Youth Organization ||...
କିଡ଼ନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି କୁ ସାହାଯ୍ଯର ହାତ ବଢ଼ାଇଲା ସାମାଜିକ ଯୁବ ସଂଗଠନ ||...

ନୟାଗଡ଼ |- ଗଣିଆ ବ୍ଳକ ଅନ୍ତର୍ଗତ ରାଉତ ପଡା ଗ୍ରାମ ରେ ବାସ କରନ୍ତି ବିଘ୍ନ ରାଜ ରଣା l ମୁଣ୍ଡ ଗୁଞ୍ଜିବାକୁ ସାହା ନାହିଁ l ଦୀର୍ଘ ଆଠ ବର୍ଷ ହେଲା କିଡନି ରୋଗ ରେ ଆକ୍ରାନ୍ତ ହୋଇ ଆଖି ଦୁଇଟି କୁ ମଧ୍ଯ ଆଉ ଭଲ ରେ ଦେଖା ଯାଉନାହିଁ l ପରିବାର କହିଲେ ସ୍ତ୍ରୀ ସହିତ ଗୋଟିଏ ପୁତ୍ର ଓ ଗୋଟିଏ କନ୍ଯା l ତେବେ ଏହାରି ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଙ୍ଗା ଚାଳ ଘର ହିଁ ସାହା ଭରଷା l ଏହି ବ୍ୟକ୍ତି ପାଇଁ ପାଇଁ ଇନ୍ଦିରା ଆବାସ ହେଉ କିମ୍ବା ବିଜୁ ପକାଘର ସତେ ଯେପରି ସାତ ସପନ l ତେବେ ଏହି ପରିପ୍ରେକ୍ଷୀରେ ସାମାଜିକ ଯୁବ ସଂଗଠନ, ଖଣ୍ଡଗିରି ପରିବାର ପକ୍ଷରୁ ମିଳିତ ସହାୟତାରେ, ତିନି ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସାମାଜିକ ଯୁବ ସଂଗଠନ ର ସଭାପତି ଚିତ୍ତ ରଞ୍ଜନ ଦାସ ଙ୍କ ସହିତ,କାର୍ଯ୍ୟ କାରୀତା ସଭାପତି, ଶିବ ପ୍ରସାଦ ସେଣ,କୋଷାଧ୍ୟକ୍ଷ, ରଞ୍ଜନ କୁମାର ପ୍ରଧାନ, ପୁରୁଷୋତ୍ତମ ବାରିକ, ଶିବ ରାମ ସାହୁ ଙ୍କ ସମେତ ଦିଶା ନ୍ୟୁଜ ସାମ୍ବାଦିକ ଶ୍ରୀଧର ସାହୁ ଉପସ୍ଥିତ ଥିଲେ l
ବନ୍ଦେ ଉତ୍କଳ ଜନନୀ

Social Youth Organization{SYO}
Khandagiri | Bhubaneswar

ଜୟ ହିନ୍ଦ

13/11/2021

କୁନି ବାଳକ ରାଜକୁ ଉଦ୍ଧାର କରି ନିଜ ଘରେ ଛାଡିଲା ସାମାଜିକ ଯୁବ ସଂଗଠନ |

ଭୁବନେଶ୍ୱର | ନୟାଗଡ଼ ଓଡ଼ଗାଁ ଅଞ୍ଚଳର ଗୋଟେ ଗରିବ ପରିବାର କୁନି ବାଳକକୁ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ବ୍ୟକ୍ତି ପାଠ ପଢ଼ାଇବା ସହ ମଣିଷ କରିବା ପାଇଁ ଆଣି ତାକୁ ଘରେଇ କାମରେ ଖଟାଉ ଥିଲା | ତାକୁ ସାମାଜିକ ଯୁବ ସଂଗଠନ ଠାବ କରି ଉକ୍ତ ବାଳକଙ୍କ ଘରେ ଛାଡିବା ସହ ତାଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ଦେଇ ରାଜାର ସମ୍ପୂର୍ଣ୍ଣ ପାଠପଢା ର ଭାର ନେଇଛି ଓ ଉକ୍ତ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ରାଜାର ଭଙ୍ଗା ଘର ପାଇଁ ସରକାରୀ ଯୋଜନାରେ ଏକ ମୋ କୁଡ଼ିଆ କିମ୍ବା ବିଜୁ ପକ୍କାଘର ଦେବାପାଇଁ ଏକ ଦାବିପତ୍ର ପ୍ରଦାନ କରିଛି । ସରପଞ୍ଚ ମଧ୍ୟ କଥା ଦେଇଛନ୍ତି ରାଜାର ପରିବାର କୁ ଯଥାଶୀଘ୍ର ଏହା ପ୍ରଦାନ କରିବେ ବୋଲି ||...
ବନ୍ଦେ ଉତ୍କଳ ଜନନୀ


Khandagiri , Bhubaneswar |
ଜୟ ହିନ୍ଦ

16/10/2021

Jay Maa Durga

01/10/2021

ସାମାଜିକ ଯୁବ ସଂଗଠନ ର ସଭାପତି ଯୁବ ସାମ୍ବାଦିକ ଚିତ୍ତରଂଜନ ଦାଶ ସମ୍ବର୍ଦ୍ଧିତ ||...
ରାଜ୍ୟ ସମାଜମଙ୍ଗଳ ହୁଣ୍ଡିର ବନ୍ଧୁମିଲନ କାର୍ଯ୍ୟକ୍ରମ ଅବସରରେ ||...
Social_Youth Organization | Khandagiri |Bhubaneswar ...

01/04/2021

୮୬ତମ ଉତ୍କଳ ଦିବସରେ ରାଜ୍ୟ ସାମାଜିକ ଯୁବ ସଂଗଠନ ପକ୍ଷରୁ ପକ୍ଷରୁ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |...
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ | ...

#ସାମାଜିକଯୁବସଂଗଠନ
#ଖଣ୍ଡଗିରିସମାଜମଙ୍ଗଳହୁଣ୍ଡି

17/03/2021

ଶୁଭଜନ୍ମ ଦିବସରେ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |
ମାନସ ରଞ୍ଜନ ସାହୁ
ଯୁବ ସମାଜସେବୀ | ଓଡିଶା

ସାମାଜିକ ଯୁବ ସଂଗଠନ | ଖଣ୍ଡଗିର
ତା | ୧୭ | ୦୩ | ୨୦୨୧ ଭୁବନେଶ୍ୱର

ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ |

10/03/2021

ପବିତ୍ର ମହାଶିବରାତ୍ରି ର ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା | ...
ମହାଦେବ ସମସ୍ତଙ୍କର ଦୁଃଖ ଦୂର କରନ୍ତୁ |

ଓଁ ନମଃ ଶିବାୟ

ସାମାଜିକ ଯୁବ ସଂଗଠନ
ଖଣ୍ଡଗିରୀ | ଭୁବନେଶ୍ୱର
ଓଡିଶା |

04/02/2021

ବିଶ୍ୱ କର୍କଟ ଦିବସ ଅବସରରେ ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ |

ଖଣ୍ଡଗିରି/ଭୁବନେଶ୍ୱର |;- ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ଖଣ୍ଡଗିରି ଜୟଦେବ ବାଟୀକା ଛକଠାରୁ ବାହାରି ଖଣ୍ଡଗିର ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ,ନିଶାମୁକ୍ତ ଭାରତ ଗଠନ ଦିଗରେ ଆଜିର ଯୁବପିଢି ନିଜକୁ ସାମିଲ କରନ୍ତୁ ଓ ନିଶାଦ୍ରବ୍ୟ ଠାରୁ ନିଜକୁ ଦୁରେଇ ରଖନ୍ତୁ ଏହି ବାର୍ତ୍ତା ସ୍ଲୋଗାନ ଦିଆଯାଥିଲା | ଏହି ଶୋଭାଯାତ୍ରାରେ ସମ୍ମାନିତ ଅତିଥିଭାବେ ପୂର୍ବତ୍ତନ ମଟର ଯାନ ନିରୀକ୍ଷକ ଶ୍ରୀଯୁକ୍ତ ବି ମୁରଲୀଧର , ବିଶିଷ୍ଟ ଯୁବ ସମାଜସେବୀ ରଶ୍ମିରଞ୍ଜନ ମାର୍ଥା , ରୋହିତ କୁମାର ନାୟକ , ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାରର ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ , ସମାଜସେବୀ ମହାସଙ୍ଘ ମୁଖପାତ୍ର ପ୍ରସନ୍ନ , ସଂଗଠନର ସମ୍ପାଦକ ରଞ୍ଜନ ବରାଡ଼ , କୋଷାଧ୍ୟକ୍ଷ ସିଲୁ ମହାପାତ୍ର , ସଭ୍ୟ ଶିବ ପ୍ରସାଦ ସେଣ , ରଜନୀକାନ୍ତ ବେହେରା , ନାରାୟଣ ସାହୁ ,ରିତାଞ୍ଜଳୀ ବଡ଼ଜେନା , ସନ୍ତୋଷ କୁମାର ପାତ୍ର , ପ୍ରଭାତ , ପପୁ ,ସରୋଜ ପ୍ରମୁଖ ଯୋଗଦେଇଥିଲେ , ସାମାଜିକ ଯୁବ ସଂଗଠନର ସଭାପତି ଯୁବ ସମାଜସେବୀ ଚିତ୍ତରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ବାପୁ ଓଝା
ତା |:- ୦୪ | ୦୨ | ୩୦୨୧ | ଖଣ୍ଡଗିର | ଭୁବନେଶ୍ୱର
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ |

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ସଭ୍ୟ ଶିବ ପ୍ରସାଦ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ଜୟଦେବ ବାଟୀକା ମାର୍କେଟ କମ୍ପ୍ଲେକ୍ସ ସମ୍ପାଦକ ପାତ୍ର ବାବୁ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ସଂଗଠନ ସଭାପତି ଶ୍ରୀଯୁକ୍ତ ଚିତ୍ତରଂଜନ ଦାଶ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ଯାତ୍ରା ନାୟକ ସଞ୍ଜୟ କୁମାର ମାଝୀ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ଓଡିଶା ସମାଜସେବୀ ମହାସଙ୍ଘ ମୁଖପାତ୍ର ଶ୍ରୀମାନ ପ୍ରସନ୍ନ ପାଣି...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ଅଭିନେତା ସୁରେଶ କୁମାର ମାଝୀ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

Photos from SYO's post 27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

କଳ୍ପନା ଛକଟୋକା ସଙ୍ଘ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

27/01/2021

ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!

ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ହେଲେ ସଂଗଠନ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବି ମୁରଲୀଧର ...|

ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |

ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।

13/01/2021

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି |...
ଓଡ଼ିଶାର ପ୍ରଖ୍ୟାତ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପବିତ୍ର ଆତ୍ମା ପ୍ରତି " ସାମାଜିକ ଯୁବ ସଂଗଠନ " ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି |
ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ | ...
ଓଁ ଶାନ୍ତି |

ସାମାଜିକ ଯୁବ ସଂଗଠନ
ଖଣ୍ଡଗିରି | ଭୁବନେଶ୍ୱର | ଓଡ଼ିଶା

Photos from SYO's post 07/01/2021

ସାମାଜିକ ଯୁବ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଚିତ୍ତରଂଜନ ଦାଶଙ୍କୁ ତାଙ୍କ ଶୁଭଜନ୍ମ ଦିବସରେ କଳ୍ପନା ଛକଟୋକା ସଙ୍ଘ ପକ୍ଷରୁ ଶୁଭେଚ୍ଛା ଜଣେଇଥିଲେ | ...

ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ | ...

Photos from SYO's post 06/01/2021

ସାମାଜିକ ଯୁବ ସଂଗଠନ
Social Youth Organization
ଖଣ୍ଡଗିରି | ଭୁବନେଶ୍ୱର | ...

ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ | ...

18/12/2020

ସାମାଜିକ ଯୁବ ସଂଗଠନ ପକ୍ଷରୁ ଶୀତ ରାତ୍ରିରେ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ | ...

Photos from SYO's post 25/11/2020

ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ
ସାମାଜିକ ଯୋଦ୍ଧା ସମ୍ମାନ ୨୦୨୦ ପ୍ରଦାନ ...
ସାମାଜିକ ଯୁବ ସଂଗଠନ , ଖଣ୍ଡଗିରି , ଭୁବନେଶ୍ୱର ... |

Photos from SYO's post 25/11/2020

ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ
ସାମାଜିକ ଯୁବ ସଂଗଠନ , ଖଣ୍ଡଗିରି , ଭୁବନେଶ୍ୱର ... |

24/11/2020

ପ୍ରଥମ ହୁଣ୍ଡିଦାନ ସମାପନ ...|

Videos (show all)

Social Youth Organization ||...କିଡ଼ନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି କୁ ସାହାଯ୍ଯର ହାତ ବଢ଼ାଇଲା ସାମାଜିକ ଯୁବ ସଂଗଠନ ||...ନୟାଗଡ଼ |- ଗଣ...
ବିଶ୍ୱ କର୍କଟ ଦିବସ ଅବସରରେ ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ |...
Khadagiri samajmangal hundi

Website