Sujata Nanda

Sujata Nanda

Contact information, map and directions, contact form, opening hours, services, ratings, photos, videos and announcements from Sujata Nanda, Health/Beauty, .

Photos from Sujata Nanda's post 30/07/2021

ଆଜି ସମ୍ବଲପୁର ଜିଲ୍ଲା ରେ Youth For Action ର ରାଜ୍ୟ ସଂଯୋଜକ Debasis Nayak ,ରାଜ୍ୟ ସହ ସଂଯୋଜକ Sujeet Singh , ରାଜ୍ୟ ଉପସଭାପତି ପଶ୍ଚିମ ଓଡ଼ିଶା ସଭାପତି , ଉପସଭାପତି Sarthak muni , ସମ୍ବଲପୁର ଜିଲ୍ଲା ସଭାପତି ଙ୍କ ଉପସ୍ଥିତି ରେ Youth For Action ପଶ୍ଚିମ ଓଡିଶା ର ଜୋନ୍ ଟିମ୍ ସହିତ ସମ୍ବଲପୁର ର ଜିଲ୍ଲା ଟିମ୍ ଘୋଷଣା କରାଯାଇଅଛି ।

Sarangi

19/01/2021

#ସହିଦ_ନଗରରୁ_ସତସଙ୍ଗ_ବିହାର_ମଧ୍ୟରେ_ଫୁଟ_ଓଭରବ୍ରିଜ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରତେକ୍ଷ ପ୍ରୟାସ କ୍ରମେ ଏକ କୋଟି ବ୍ୟୟ ଅଟକଳରେ #ସହିଦ_ନଗରରୁ_ସତସଙ୍ଗ_ବିହାର_ମଧ୍ୟରେ_ଫୁଟ_ଓଭରବ୍ରିଜ ନିର୍ମାଣ ହେବ l

ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ଶ୍ରୀ #ନରେନ୍ଦ୍ର_ମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ #ନିତିନ_ଗଡ଼କରୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

13/01/2021

#ପ୍ରଥମ_ବର୍ଷ_ପୂରଣ_ଉପଲକ୍ଷେ_ଉତ୍ସବ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଗତ 12 ଜାନୁୟାରୀ 2020 ରେ ଗଢି ଉଠିଥିବା ଯୁବ ସଂଗଠନ ଆନୁକୂଲ୍ୟରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରl ଠାରେ ଏକ ବିଶେଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା l

ଏହି ଅବସରରେ ସାଂସଦ ସମାଜ କଲ୍ୟାଣ ଏବଂ ଲୋକସେବା ପାଇଁ ଅଗ୍ରାଧିକାର ଦେବାପାଇଁ ଆହ୍ୱାନ ଦେଇଥିଲେ l ବିଗତ ବର୍ଷର କାର୍ଯ୍ୟକ୍ରମ ସମୀକ୍ଷା ହେବା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହେଲା l

ବହୁ ସଂଖ୍ୟାରେ ଯୁବକ ବନ୍ଧୁମାନେ ଉପସ୍ଥିତ ରହିବା ସହ ଏମାନଙ୍କ ମଧ୍ୟରେ ଅଭୂତପୂର୍ଵ ଉତ୍ସାହ ରହିଥିଲା l

02/01/2021

#ଦେଶରେ_ସର୍ବଶ୍ରେଷ୍ଠ_ସାଂସଦ_2020_ହେଲେ_ଅପରାଜିତା

ଭୁବନେଶ୍ୱର ଲୋକପ୍ରିୟ ସାଂସଦ #ଅପରାଜିତା_ଷଡ଼ଙ୍ଗୀ ମହୋଦୟା India_Post ଏବଂ Fame_India ଦୁଇ ଅନୁଷ୍ଠାନର ସର୍ବ ଭାରତୀୟ ସ୍ତରରେ ମିଳିତ Survey ରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l

ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ପରେ ରାଜ୍ୟବ୍ୟାପି ସାଂସଦ ମହୋଦୟାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି l

21/12/2020

#ବିଶାଳ_ଶୋଭାଯାତ୍ରା
#ମା_ବିରଜା_ଦର୍ଶନ
#ଯାଜପୁର_ଗ୍ରସ୍ତ

ଭୁବନେଶ୍ୱର ସାଂସଦ, ରାଜ୍ୟ ଉପସଭାପତି, ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଯାଜପୁର ଗ୍ରସ୍ତ ସମୟରେ ବିରଜା ମନ୍ଦିର ଦର୍ଶନ ଅଭିମୁଖେ ବିଶାଳ ଶୋଭାଯାତ୍ରା l

ଦଳ ମତ ନିର୍ବିଶେଷରେ ସମସ୍ତ ଯାଜପୁର ବାସୀଙ୍କ ମଧ୍ୟରେ ଅଭୁତ ପୂର୍ବ ଉତ୍ସାହ ରହିଥିଲା l ସାଂସଦ ମହୋଦୟା ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଗ୍ରହଣ କରିବା ସହ ଅଭିବାଦନ ଜ୍ଞାପନ କରିଥିଲେ l

18/12/2020

ମା ବିରଜାଙ୍କୁ ଦର୍ଶନ ପାଇଁ #ଯାଜପୁର_ଆସୁଛନ୍ତି ଭୁବନେଶ୍ୱର ସାଂସଦ, ରାଜ୍ୟ ଉପସଭାପତି ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା l

15/12/2020

#ଲୋକ_ସମ୍ପର୍କ_ପଦଯାତ୍ରା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ 5 ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମଧାନ ପାଇଁ ପ୍ରୟାସ କଲେ l

ଏହି ଅବସରରେ ବହୁ ସଂଖ୍ୟାରେ ଜନ ସାଧାରଣ ଏକତ୍ରିତ ହେବା ସହ ମହିଳା ଏବଂ ଯୁବବନ୍ଧୁ ମାନଙ୍କ ଅଦ୍ଭୁତପୂର୍ବ ଉତ୍ସାହ ରହିଥିଲା l

14/12/2020

ିଯୋଗ_ଶୁଣାଣି

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି #ଭାରତୀୟ_ଜନତା_ପାର୍ଟି #ରାଜ୍ୟ_କାର୍ଯ୍ୟଳୟରେ ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ପ୍ରୟାସ କଲେ l

10/12/2020

#ଭଵ୍ୟ_ସ୍ୱାଗତ

#ସ୍ବାଗତଂ_ସ୍ବାଗତଂ_ଓଡିଶା_ମାଟି_ସ୍ବାଗତ_କରେ
#ଡି. #ପୁରେନ୍ଦେସ୍ୱରୀ_ଜୀ_ସ୍ବାଗତଂ l

ଓଡିଶା ରାଜ୍ୟ ଭାରତୀୟ ଜନତା ପାର୍ଟି ପ୍ରଭାରୀ ଡି. ପୁରେନ୍ଦେସ୍ୱରୀ ମହୋଦୟା ଦାଇତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡିଶା ଆଗମନ ଅବସରରେ ଓଡିଶା ମାଟିରେ ମହୋଦୟାଙ୍କୁ ସାଦର ସ୍ୱାଗତ ଏବଂ ଅଭିନନ୍ଦନ l

#ଓଡିଶାବିଜେପି

05/12/2020

#ପାନୀୟ_ଜଳ_ଯୋଗାଣ_ପ୍ରକଳ୍ପ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ପାଞ୍ଚ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଲେ l

ଏହି ପ୍ରକଳ୍ପ ମାଧ୍ୟମରେ ପାଞ୍ଚ ପଞ୍ଚାୟତରେ ପ୍ରତେକ ଘରେ ପାନୀୟ ଜଳ ଯୋଗାଣ ହୋଇ ପାରିବ l

ବିକାଶ ହିଁ ଏକ ଏବଂ ଏକମାତ୍ର ଲକ୍ଷ l

02/12/2020

#ପଦଯାତ୍ରା
#ଜନସମ୍ପର୍କ
#ସମସ୍ୟା_ସମଧାନ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ଏକାମ୍ର ଭୁବନେଶ୍ୱର ୱାର୍ଡ -49 ଅନ୍ତର୍ଗତ ଫୁଲେଶ୍ୱେରୀ ବସ୍ତି ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝି ସମସ୍ୟା ସମାଧାନ ପାଇଁ ପ୍ରୟାସ କଲେ l

ଏହି ଅବସରରେ ସାଂସଦ ମହୋଦୟା ମହିଳା ସଂଗଠନ #ଅଜିତା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଲେ l

Photos from Sujata Nanda's post 01/12/2020

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଭୁବନେଶ୍ୱର ସାଂସଦ #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନୀ ମଣ୍ଡଳୀ ୱାର୍ଡ -33 ବିଡିଏ ପାର୍କ ଠାରେ Fit_India_Movement କାର୍ଯ୍ୟକ୍ରମରେ ଯୋଗଦାନ କଲେ l

ଏହି ଅବସରରେ ଯୋଗ, ବ୍ୟୟାମ, କାର୍ଯ୍ୟକ୍ରମ ଆୟୋଜନ ହେବା ସହ ବିଭିନ୍ନ ସଙ୍ଘଠନର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ l

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ବିଭିନ୍ନ ପାର୍କରେ ଅନୁଷ୍ଠିତ ହେବ l

Photos from Sujata Nanda's post 29/11/2020

#ସଂଗଠନରେ_ଶକ୍ତି

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଦିଲ୍ଲୀ ଠାରେ ଓଡିଶା ବିଜେପି ପ୍ରଭାରୀ ଆଦରଣୀୟ #ଡି_ପୁରନ୍ଦେସ୍ୱରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ସାଙ୍ଗଠନିକ ବିଷୟ ନେଇ ବ୍ୟାପକ ଆଲୋଚନା କରିଥିଲେ l

ଏହି ଅବସରରେ ସାଂସଦ ମହୋଦୟା ସ୍ୱାଗତ ଅଭିନନ୍ଦନ ଜଣାଇ ପ୍ରଭାରୀ ମହୋଦୟାଙ୍କ ମାର୍ଗ ଦର୍ଶନ କାମନା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ବ୍ୟକ୍ତ କରିଥିଲେ l

ଆଗାମୀ ଦିନରେ ମିଳିମିଶି ବ୍ୟାପକ ସଂଗଠନ କରିବା ପାଇଁ ଆଗ୍ରହ ପ୍ରକଟ କରିଥିଲେ l

28/11/2020

୍ରୀରାମ

ବାରିପଦାର ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଲୋକପ୍ରିୟ ସାଂସଦ Aparajita Sarangi ମହୋଦୟା, ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ #ପ୍ରତାପ_ଷଡ଼ଙ୍ଗୀ ଓ ସ୍ଥାନୀୟ ସାଂସଦ ଶ୍ରୀଯୁକ୍ତ #ବିଶେଶ୍ୱର_ଟୁଡୁ |

25/11/2020

#ସମର୍ଥ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ Residential Welfare Association ର ମୁଖ୍ୟମାନଙ୍କ ସହ ଭୁବନେଶ୍ୱରର ବିକାଶ ପାଇଁ ଆଲୋଚନା କଲେ |

ଆଗାମୀ ଦିନରେ ଏହି ସମସ୍ତ ବୟୋଜ୍ୟେଷ୍ଠ ଏବଂ ବୁଦ୍ଧିଜୀବୀ ବ୍ୟକ୍ତିତ୍ୱ ମାନଙ୍କ ସହଯୋଗ ସହ ମାର୍ଗଦର୍ଶନ ଏବଂ ସାଂସଦଙ୍କ ପ୍ରଚଣ୍ଡ ଇଛାଶକ୍ତି ଏବଂ ସକାରାତ୍ମକତା ଦ୍ୱାରା ଭୁବନେଶ୍ୱରର ବିକାଶ ବ୍ୟାପକ ଏବଂ ତ୍ୱରାନ୍ୱିତ ହେବ |

Photos from Sujata Nanda's post 24/11/2020

#ଧଉଳି_ବିକାଶ_ପାଇଁ_ସାଂସଦ_ଅପରାଜିତାଙ୍କ_ମୁଖ୍ୟମନ୍ତ୍ରୀଙ୍କୁ_ଚିଠି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ l

କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ମହୋଦୟା ଗତ 15-11-2020 ରେ ଧଉଳି ପରିଦର୍ଶନ କରି ସମସ୍ତ ସମସ୍ୟା ବୁଲି ଦେଖିବା ସହ ଅବଶକୀୟ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି l

19/11/2020

#ବିକାଶ_ମୂଳକ_ପ୍ରକଳ୍ପ_ତ୍ୱରାନ୍ୱିତ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଗତ 10-ସେପ୍ଟେମ୍ବର 2020 ରେ ଜନ ସାଧାରଣଙ୍କ ଆଗ୍ରହ କ୍ରମେ BMC Ward-4 ଅଞ୍ଚଳ ଗ୍ରସ୍ତ କରିଥିଲେ l ଏହି ଅଞ୍ଚଳରେ ଥିବା ବୃହତ ଡ୍ରେନ ନିର୍ମାଣ ପ୍ରକଳ୍ପ NHAI ଏବଂ BMC ର ସମ୍ମନୟ ଅଭାବରୁ ଅଟକି ରହିଥିଲା l

ସାଂସଦ ମହୋଦୟାଙ୍କ ପ୍ରତେକ୍ଷ ପ୍ରୟାସ କ୍ରମେ ପ୍ରକଳ୍ପଟି କ୍ରିୟାଶୀଳ ହେବାପାଇଁ ଅବଶକୀୟ ଅନୁମତି ପତ୍ର NHAI ପକ୍ଷରୁ BMC ku ପ୍ରାପ୍ତ ହୋଇସାରିଛି l ସାଂସଦ ମହୋଦୟା ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ BMC କୁ ଯଥା ଶୀଘ୍ର ପ୍ରକଳ୍ପ ସମାପ୍ତ କରିବା ପାଇଁ ଆଗ୍ରହ କରିଛନ୍ତି l

Photos from Sujata Nanda's post 18/11/2020

#ଧଉଳି_ଶାନ୍ତିସ୍ତୁପର_ରକ୍ଷଣାବେକ୍ଷଣ_ଏବଂ_ବିକାଶ

କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କର୍ମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଐତିହାସିକ ପ୍ରଯ୍ୟଟନ ସ୍ଥଳୀ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରିଥିଲେ l

ଏହି ଅବସରରେ ସାଂସଦ ମହୋଦୟା ବିଭିନ୍ନ ବିକାଶ ମୂଳକ ବିଷୟ ନେଇ ଆଲୋଚନା କରିବା ସହ ଏହା ରକ୍ଷଣା ବେକ୍ଷଣ ନେଇ ଚିନ୍ତା ପ୍ରକଟ କରିଥିଲେ l

ଧଉଳି ଉନୟନ ପରିଷଦ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟାପକ ଅର୍ଥ ସଂଗ୍ରହ କରାଯାଉଥିଲେ ମଧ୍ୟ ଏହାର ବିକାଶ ହୋଇପାରୁନାହିଁ ଯାହା ଉକ୍ତ ଅର୍ଥର ସୁବିନିଯୋଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ଅର୍ଥର ବିନିଯୋଗ ନେଇ ପାରଦର୍ଶିତା ଆସିବା ନିହାତି ଆବଶ୍ୟକ ବୋଲି ସାଂସଦ ମହୋଦୟା ବ୍ୟକ୍ତ କରିଛନ୍ତି l

ଧଉଳି ଶାନ୍ତିସ୍ତୁପ ଏକ ବୃହତ ପ୍ରଯ୍ୟଟନ କ୍ଷେତ୍ରରେ ପରିଣତ ହେବା ଆମ ସମସ୍ତଙ୍କ ଦାଇତ୍ୱ ଏବଂ କର୍ତବ୍ୟ l

16/11/2020

#ଭବ୍ୟ_ସ୍ୱାଗତ
#ପଦଯାତ୍ରା
ୋଡ
ିଯୋଗ_ଶୁଣାଣି

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -64 ଠାରେ ବିଭିନ୍ନ ଅଞ୍ଚଳ ବୁଲି ଜନ ସାଧାରଣଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ପ୍ରୟାସ କଲେ l

12/11/2020

" କ୍ୟା ଜିତ ମେଁ କ୍ୟା ହାର ମେଁ
କିଞ୍ଚିତ ନେହିଁ ଭୟଭୀତ ମେଁ "
#ବିହାର_ନିର୍ବାଚନ_ବିଜୟ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟାଙ୍କ ବିହାର ନିର୍ବାଚନ ବିଜୟ ପରେ ସମସ୍ତ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା l

11/11/2020

#ବିହାର_ନିର୍ବାଚନ_ବିଜୟ_ପରେ_ପ୍ରତିକ୍ରିୟା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟାଙ୍କ ବିହାର ନିର୍ବାଚନ ଫଳାଫଳକୁ ନେଇ ବିଶେଷ ପ୍ରତିକ୍ରିୟା l


NationalSpokesPerso

06/11/2020

ଧର୍ମ ଏବଂ ସତ୍ୟ ପଥରେ ହେଉଥିବା ଯୁଦ୍ଧରେ ଯେ ଅନ୍ୟାୟ କରେ କେବେଳ ସେ ପାପର ଭାଗିଦାରୀ ତାହା ନୁହେଁ ବରଂ ଯେଉଁମାନେ ନିରବ ବା ନିରପେକ୍ଷ ରହିଥାନ୍ତି ସେମାନେ ମଧ୍ୟ ଅପରାଧୀ l

03/11/2020

#ବିହାର_ନିର୍ବାଚନ_ପ୍ରଚାର

ଭୁବନେଶ୍ୱର ସାଂସଦ ତଥା ରାଷ୍ଟୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଭାରତୀୟ ଜନତା ପାର୍ଟି କେନ୍ଦ୍ର, ବିଜେପି (Central BJP leadership) ନିର୍ଦ୍ଦେଶ କ୍ରମେ ବିହାରର ଦରଭଙ୍ଗା (Darbhanga) ଜିଲ୍ଲାରେ ଆଜିଠାରୁ ଆଗାମୀ 3ଦିନ (3, 4, 5) ବ୍ୟାପକ ନିର୍ବାଚନ ପ୍ରଚାର କରିବେ l

02/11/2020

#ବିହାର_ନିର୍ବାଚନ_ପ୍ରଚାର

ଭୁବନେଶ୍ୱର ସାଂସଦ ତଥା ରାଷ୍ଟୀୟ ପ୍ରବକ୍ତା #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଭାରତୀୟ ଜନତା ପାର୍ଟି କେନ୍ଦ୍ର, ବିଜେପି (Central BJP leadership) ନିର୍ଦ୍ଦେଶ କ୍ରମେ ବିହାରର ଦରଭଙ୍ଗା (Darbhanga) ଜିଲ୍ଲାରେ ଆଗାମୀ 3ଦିନ (3, 4, 5) ବ୍ୟାପକ ନିର୍ବାଚନ ପ୍ରଚାର କରିବେ l

30/10/2020

ଆମର ଅତି ପ୍ରିୟ ମ୍ୟାଡାମ ଅପରାଜିତା,ଯିଏ କି ନିଜର କାର୍ଯ୍ୟଦକ୍ଷତା, ବିନମ୍ରତା ଓ ନିଜର ମଧୁର ବ୍ୟବହାରରେ ସମସ୍ତଙ୍କ ମନ କିଣି ନିଅନ୍ତି,ଦେଖନ୍ତୁ ତାଙ୍କୁ ବିରିଡିରେ ଏଇ ମାଉସୀଜଣଙ୍କ କେମିତି ସ୍ନେହରେ ଭିଡି ଧରିଛନ୍ତି।ପ୍ରକୃତରେ ଆମର ନେତା ବା ପ୍ରତିନିଧି ସିଏ ,ଯିଏ ଜନତା ଜନାର୍ଦ୍ଦନଙ୍କ ହୃଦୟରେ ଘର କରିପାରେ।
🙏

Videos (show all)

.
A
A

Website