saisubhampattanayak
���
Mahadev ❤️
ଯଦି ଆଜି ଗୋଟେ ଝିଅ ଏ ଜାଗା ରେ ଥାନ୍ତା ତେବେ ସାରା ଓଡିଶା ରେ ନିଆ ଲାଗିସାରନ୍ତାଣୀ ଏବଂ ପୁଅ ସହ ସାରା ପରିବାର ଆଜି ଜେଲ ରେ ଥାନ୍ତେ ।ଆଇନ ଯଦି ସମସ୍ତ ଙ୍କ ପାଇଁ ସମାନ ତାହାଲେ ଏତେ ପ୍ରମାଣ ସତ୍ୱ ମଧ୍ୟ କାହିଁ ଅଭିଯୁକ୍ତ କୁ ଗିରଫ କରାଯାଉ ନାହିଁ ।ଯଦି ଏ ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ ତାହାଲେ ଆଗାମୀ ଦିନ ରେ ନାରୀ ଶକ୍ତି ର ଅପବ୍ୟବହାର ହବନି ତ!
ଆମେ ମଧ୍ୟ ଚାହୁଛୁ ଦୋଷୀ ଦଣ୍ଡ ପାଉ ।
ମଲିକା କୁ ଚିଲିକା ନ ପଠାଇ ଚନ୍ଦକା ପଠାଯାଉ
😀
ରଖ ତମ ଜ୍ଞାନ ତମ ପାଖରେ
🙏🙏🙏
Heavy explosion in bbsr .. Indian oil petrol pump