Videos by Gagan Bihari Swain.
ଯୁବ ସୃଜେତା ସମାରୋହ ୨୦୨୪ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ରେ ମୁଁ ଗାଇଥିବା ଗୁରୁ ବନ୍ଦନା। ରଚନା - କୈଳାସ ଚନ୍ଦ୍ର ପ୍ରଧାନ।
ଯୁବ ସୃଜେତା ସମାରୋହ ୨୦୨୪ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ରେ ମୁଁ ଗାଇଥିବା ଗୁରୁ ବନ୍ଦନା। ରଚନା - କୈଳାସ ଚନ୍ଦ୍ର ପ୍ରଧାନ।
ସମସ୍ତଙ୍କୁ ପବିତ୍ର ମକର ସଂକ୍ରାନ୍ତିର ଶୁଭକାମନା। ଏହି ଅବସରରେ ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଏକ ସୁନ୍ଦର ରଚନା.......
ସମସ୍ତଙ୍କୁ ପବିତ୍ର ବଳଦେବ ଜନ୍ମ ଓ ରାକ୍ଷୀପୂର୍ଣ୍ଣିମା ର ଶୁଭକାମନା।ଏହି ଅବସରରେ ଏକ ବଳଦେବ ବନ୍ଦନା। ରଚନା - କବି କମଳ ଜଗନ୍ନାଥ ବାରିକ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ,କବି କମଳ ଜଗନ୍ନାଥ ବାରିକଙ୍କର ଏକ ଭକ୍ତି ରଚନା,"ରାଜ ରାଜେଶ୍ୱର ଜଗନ୍ନାଥେ"।
ସମସ୍ତଙ୍କୁ ଚୈତ୍ର ପୂର୍ଣ୍ଣିମାର ଶୁଭ କାମନା।ଏହି ଅବସରରେ କବୟିତ୍ରୀ ସୁଭଦ୍ରା କମିଲାଙ୍କ ରଚିତ ଏକ ଭିନ୍ନସ୍ୱାଦର ଭଜନ.."ପଞ୍ଚଭୂତେ ଗଢା ଏ ଶରୀର ଦିନେ"
ସମସ୍ତଙ୍କୁ ପବିତ୍ର ନନ୍ଦୋତ୍ସବର ଶୁଭକାମନା। ଏହି ଅବସରରେ ସ୍ବର୍ଗତ ସରୋଜକାନ୍ତ ତ୍ରିପାଠୀଙ୍କ ଏକ ଭିନ୍ନ ସ୍ୱାଦର ଶ୍ରୀ କୃଷ୍ଣ ଜଣାଣ।
ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଅବସରରେ କବି କମଳ ଜଗନ୍ନାଥ ବାରିକଙ୍କ ରଚନାରୁ ଗୀତ ଟିଏ.......