Bhubaneswar a2z products home delivery service Videos

Videos by Bhubaneswar a2z products home delivery service.

ରାଉରକେଲା ଝିରପାଣି ଠାରେ ଆଜି ଠାରୁ ଆରମ୍ଭ ହୋଇଛି ନେକି କି ଦିଓ୍ବାର ।
ଏହାର ଅର୍ଥ ହେଉଛି ଅସହାୟ ଲୋକଙ୍କୁ ସେବା କର । ପଶ୍ଚିମାଞ୍ଚଳ ଡିଆଇଜି
ନିତୀଶେଖର ଏହାକୁ ଉଦଘାଟଣ କରିଛନ୍ତି । ସହରବାସୀଙ୍କ ନିଜ ନିଜ ଘରେ
ବ୍ୟବହାର କରୁଥିବା ପୁରୁଣା ଜିନିଷ ଆଣି ଏଠାରେ ଦେବେ । ଅନ୍ୟପଟେ
ଯେଉଁମାନେ ଅସହାୟ ,ଗରିବ ସେମାନେ ଆସି ଏଠାରୁ ମାଗଣାରେ ଜିନିଷ ସବୁ
ନେଇପାରିବେ ।
ଓଡ଼ିଶା ଡିଜିଟାଲ ମାର୍କେଟିଙ୍ଗ ଗ୍ରୁପ /ODISHA digital marketing group. #OTV #otvaraciehodiny #otvaranje #OTVNews #SevakBharatKa #seva #helpingothers #helpinghands #helping #foundation

Other Bhubaneswar a2z products home delivery service videos

ରାଉରକେଲା ଝିରପାଣି ଠାରେ ଆଜି ଠାରୁ ଆରମ୍ଭ ହୋଇଛି ନେକି କି ଦିଓ୍ବାର । ଏହାର ଅର୍ଥ ହେଉଛି ଅସହାୟ ଲୋକଙ୍କୁ ସେବା କର । ପଶ୍ଚିମାଞ୍ଚଳ ଡିଆଇଜି ନିତୀଶେଖର ଏହାକୁ ଉଦଘାଟଣ କରିଛନ୍ତି । ସହରବାସୀଙ୍କ ନିଜ ନିଜ ଘରେ ବ୍ୟବହାର କରୁଥିବା ପୁରୁଣା ଜିନିଷ ଆଣି ଏଠାରେ ଦେବେ । ଅନ୍ୟପଟେ ଯେଉଁମାନେ ଅସହାୟ ,ଗରିବ ସେମାନେ ଆସି ଏଠାରୁ ମାଗଣାରେ ଜିନିଷ ସବୁ ନେଇପାରିବେ । ଓଡ଼ିଶା ଡିଜିଟାଲ ମାର୍କେଟିଙ୍ଗ ଗ୍ରୁପ /ODISHA digital marketing group. #OTV #otvaraciehodiny #otvaranje #OTVNews #SevakBharatKa #seva #helpingothers #helpinghands #helping #foundation