Bhupinder Singh fans club

Bhupinder Singh fans club

Contact information, map and directions, contact form, opening hours, services, ratings, photos, videos and announcements from Bhupinder Singh fans club, Political Candidate, .

16/01/2023

ରାଉରକେଲା ବିଶ୍ୱକପ ହକି ଉଦ୍ଘାଟନୀ ମ୍ୟାଚ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ।

01/09/2022

ନୂଆ ଆଶା, ନୂଆ ଉତ୍ସାହ, ନୂଆ ଆନନ୍ଦ ଓ ଉଦ୍ଦୀପନା ନେଇ ଆସିଥିବା କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା' ସମଲେଶ୍ଵରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
#ନୂଆଁଖାଇଜୁହାର୍

31/08/2022

ପଶ୍ଚିମ୍ ଓଡିଶାର ମହାନ କୃଷି ଭିତ୍ତିକ ଗଣପର୍ବ "ନୂଆଁଖାଇ" ଅବସରଥିଁ ମୋର୍ ସବୁ ଭାଇ ବୁହେଁନ୍ ମାନକେ ଗୁର୍ଦୁଟେ ଶୁଭେଚ୍ଛା ଆର୍ ନୂଆଁଖାଇ ଜୁହାର ।

21/07/2022

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ। ସାଧାରଣ ରାଜନୈତିକ ଜୀବନରୁ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିବାର ତାଙ୍କର ଏହି ଯାତ୍ରା ନାରୀ ସଶକ୍ତିକରଣର ବଳିଷ୍ଠ ଉଦାହରଣ।

10/07/2022

ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#ସୁନାବେଶ

28/06/2022

ରାଜ୍ୟ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀ ତରଫରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ମା' ବିରଜାଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କ ଚଲାପଥ କୁସୁମିତ ହେଉ ।

03/05/2022

Website