JudheMangal Fan Club

JudheMangal Fan Club

Contact information, map and directions, contact form, opening hours, services, ratings, photos, videos and announcements from JudheMangal Fan Club, Politician, .

Photos from JudheMangal Fan Club's post 01/09/2021

ଆଜି ଦେଓଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ମଙ୍ଗଲ ମୁଣ୍ଡା ,ସମିତିସଭ୍ୟ ତଥା ଯୋଡ଼ା ବ୍ଲକ ବିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ପଲେଇ ,ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜନାର୍ଦନ ନାଏକ,ପୂର୍ବତନ ଜିଲ୍ଳାପରିଷଦ ସଦସ୍ୟ ଶ୍ରୀଯୁକ୍ତ ବୀର ନାଏକ ଏବଂ ସମସ୍ତ ୱାର୍ଡ ମେମ୍ବର ଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତବାସୀ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ କର୍ତ୍ତୃପକ୍ଷଙ୍କୁ ଦେଓଝର ପଞ୍ଚାୟତରେ ଏକ ୨୦ ଶଯ୍ୟା ବିଶିଷ୍ଟ Super Speciality Hospital ଏବଂ କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ସିଆଳିଯୋଡ଼ା ଖେଳ ପଡ଼ିଆରେ ଷ୍ଟାଡିୟମ ସହିତ କ୍ରୀଡା ଛାତ୍ରାବାସ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

Photos from JudheMangal Fan Club's post 29/08/2021

ଆଜି ତା:-29.08.2021 ରିଖ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବିଲେଇପଦା ବିର୍ଷା ମୁଣ୍ଡା ଷ୍ଟାଡିୟମ ଠାରେ ଏକ ବନ୍ଧୁତାର ଫୁଟୁବଲ tournament, ଛାତ୍ର ପ୍ରଗତି ଯୁବକ ସଂଘ ତରଫରୁ ଆୟୋଜନ କରାଯାଇଥିଲା,ଏଥିରେ ମୁଖ୍ୟ ଅତିଥି ଦେଉଝର ପଂଚାୟତ ର ସରପଞ୍ଚ ,ଶ୍ରୀଯୁକ୍ତ ମଙ୍ଗଲ ମୁଣ୍ଡା, ସମ୍ମାନୀୟ ଅତିଥି ଦେଉଝର ପଂଚାୟତ ସମିତି ସଭ୍ୟ ତଥା ଯୋଡ଼ା ବ୍ଲକ ଛାତ୍ର ଜନତା ଦଳର ସଭାପତି,ଶ୍ରୀଯୁକ୍ତ ଯୁଧିଷ୍ଠିର ପଲେଇ,ଉପସଭାପତି, ଶ୍ରୀଯୁକ୍ତ ରାଧାକାନ୍ତ ପଣ୍ଡା,Tata steel long products ଶ୍ରମିକ ସଂଘର ସାଧାରଣ ସମ୍ପାଦକ,ଶ୍ରୀଯୁକ୍ତ ବିଶ୍ୱନାଥ ଖୁଣ୍ଟିଆ,ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର ବାରିକ,ଏବଂ ଆଞ୍ଚଳିକ ଟ୍ରକ ସଂଘ ର ସହସମ୍ପାଦକ-ଶ୍ରୀ ଅର୍ଜୁନ କୁମାର ମୁଣ୍ଡା ଏବଂ ଅନ୍ୟ ଅତିଥି ଗଣ ଉପସ୍ଥିତ ରହି ଜାତୀୟ କ୍ରୀଡା ଦିବଶକୁ ଆଡମ୍ବନା ସହ ପାଳନ କରିଥିଲେ।।।।।

27/08/2021

Website