Biranchi N Nayak Fan Club

Biranchi N Nayak Fan Club

bhubaneswar

23/03/2023

This is the bro..

22/12/2022

8 year before.

17/10/2021

ଆଜି ଦିନ 2ଟା ରେ କେବଳ Colors Odia ରେ ଦେଖିବାକୁ ଅନୁରୋଧ 🙏

16/10/2021
15/10/2021

ଚିରା ଚରିତ ଧାରରୁ ଟିକେ ନୁହଁ.. ବହୁତ ଅଲଗା ପ୍ରକାରର ସିନେମା...ଏଇ ରବିବାର ଦିନ ଠିକ 2ଟା ରେ କେବଳ Colors Odia ରେ.. ଦେଖିବାକୁ ଅନୁରୋଧ ରହିଲା ଜମା ଭୁଲିବେନି

14/10/2021

ସୁପରହିଟ୍ ନୂଆ ଓଡ଼ିଆ ସିନେମା "ଲୁଚେଇଦେ ମତେ ଛାତି ଭିତରେ"
୧୭ ଅକ୍ଟୋବର, ରବିବାର ଦିନ ୨ଟାରେ, କେବଳ Colors ଓଡ଼ିଆରେ

12/10/2020

ଜହ୍ନର ନୂତନ କଳଙ୍କ ଙ୍କୁ ଜନ୍ମଦିନର ଶୁଭେଚ୍ଛା 🙏

04/05/2020

Many Many Happy Returns of the day Versatile actor of Odisha Biranchi Narayan Nayak.. Stay Blessed 😘

Photos from Biranchi N Nayak Fan Club's post 03/04/2020

Lockdown is outside not inside... so that work is continue inside for future outside

02/04/2020

ଖୁବଶୀଘ୍ର ଆପଣ ମାନଙ୍କ ନିକଟକୁ ଆସୁଅଛି ଓଡିଶାରେ ପ୍ରଥମଥର ପାଇଁ ଏକ ଭିର୍ନ ଧରଣର Web series ... ସମ୍ପୂର୍ଣ ମୌଳିକ କାହାଣୀ (କୌଣସି କପି ବା ରିମେକ ନୁହେ) ଉପରେ ଆଧାରିତ ଓ Mr. Versatile ବିରଞ୍ଚି ନାୟକ ଙ୍କ ଅଭିନିତ "ଆୟୁଷ୍ମାନ ମସ୍ତରାମ" କେବଳ AAO TV ଅରିଜିନାଲରେ । teaser ଦେଖିବା ପାଇଁ ତଳେଥିବା you tube ଲିଙ୍କ ଉପରେ click କରନ୍ତୁ । ଆପଣମାନଙ୍କ ଆଶ୍ରିବାଦ ଅପେକ୍ଷାରେ ସମସ୍ତ "ଆୟୁଷ୍ମାନ ମସ୍ତରାମ" team ।
https://www.youtube.com/watch?v=nBH33TuhVvM

Website