We Love & Support, Gangadhar Puala "President - Zilla Parishad" Rayagada
We support and Love Mr. Gangadhar Paula, who is social worker and politician.
ଆଜି ତା ୧୨/୦୨/୨୦୨୧ ରିଖ ଦିନ ଶ୍ରୀ ରାଇ ତାଡ଼ିଙ୍ଗି, ରାୟଗଡ଼ା ବ୍ଲକ, ବାଇସିଙ୍ଗ GP ର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେବା ସମାହାରରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ରାୟଗଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରାମୁଲୁ ପେଦେଣ୍ଟି, ରାଜ୍ୟ BJD ଯୁଗ୍ମ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ସାମଲ ମହାଶୟ, ରାୟଗଡା ବ୍ଲକ C-Jone ଜିଲ୍ଲା ପରିଷଧ ଶ୍ରୀ ଗୌରୀ ସଙ୍କର, ରାୟଗଡ଼ା BJD ମହିଳା ଶୋଭାନେତ୍ରୀ ଶ୍ରୀମତୀ ଅନୁସୟା ମାଝୀ, ରାୟଗଡ଼ା ବ୍ଲକ A-Jone ଜିଲ୍ଲା ପାରିଷଦ ଶ୍ରୀମତୀ ଅମ୍ବିକା ବିଡ଼ିକା, ଶ୍ରୀ ଚକ୍ର ବିଡ଼ିକା, କୁଲ୍ଲୀ GP ସରପଞ୍ଚ ଶ୍ରୀ ହରପ୍ରସାଦ ହେପ୍ରୁକା, ଅନ୍ୟାନ୍ୟ BJD କର୍ମୀ ଏବଂ ବାଇସିଙ୍ଗ ପଞ୍ଚାୟତବାସୀ ଯୋଗଦାନ ଦେଇ ଶ୍ରୀ ତାଡ଼ିଙ୍ଗିଙ୍କୁ ସୋମର୍ଦ୍ଧନା ଜଣାଇଥିଲେ।
ସମସ୍ତ ଭାରତବାସୀଙ୍କୁ ପବିତ୍ର ଗଣତନ୍ତ୍ର ଦିବସର ହାର୍ଦିକ ସୁବେଛା।
ଗଙ୍ଗାଧର ପୁଆଲା
ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଜିଲ୍ଲା ରାୟଗଡ଼ା।
ତା ୧୭.୦୧.୨୦୨୧ ରିଖ, #କାଶୀପୁର ବ୍ଳକର #ମାଣ୍ଡିବିସି ଠାରେ କାର୍ଯ୍ୟକାରିଣୀ ବୈଠକ ଏବଂ ମିଶ୍ରଣ ପର୍ବ ସଭାରେ ସୋତାଧିକ #କାଶୀପୁରବାସୀ ବିଜୁ ଜନତା ଦଳରେ ସାମିଲ ହେଲେ।
ସମସ୍ତ ରାୟଗଡବାସୀଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ସୁବେଚ୍ଛା ଏବଂ ଶୁଭକାମନା🙏🙏🙏।
ସମସ୍ତ ରାୟଗଡ଼ା ବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୧ ର ହାର୍ଦ୍ଦିକ ଅଭିନନ୍ଦନ।
Gangadhar Paula
ZP President, Rayagada.
ତା ୨୬/୧୨/୨୦୨୦ ରିଖ ଦିନ, ମାନ୍ୟବର ସାଂସଦ ରାଜ୍ୟ ସଭା #ଶ୍ରୀNଭାସ୍କରରାଓଙ୍କ ସହାୟତାରେ, ର ପ୍ରତିଷ୍ଠା ଦିବସରେ କଲୋନୀ ସ୍ତିତ ଠାରେ ରାୟଗଡ଼ା ଜିଲ୍ଲା #ଶ୍ରୀଗଙ୍ଗାଧରପୁଆଲାଙ୍କ ଏବଂ #ଶ୍ରୀଦେବାଶିଷଖାଡଙ୍ଗା ଙ୍କ ଦ୍ଵାରା ଶୀତ ବସ୍ତ୍ର ବଣ୍ଟନ କରାଗଲା।
୨୬/୧୨/୨୦୨୦ - 🐚ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର, #ଜିଲ୍ଲାପରିଷଦଅଧ୍ୟକ୍ଷ ଏବଂ ଆମ ସମସ୍ତଙ୍କ ପ୍ରିୟ #ଶ୍ରୀଗଙ୍ଗାଧରପୁଆଲାଙ୍କ ବାର୍ତା।
ତା ୨୬/୧୨/୨୦୨୦ ରିଖ, BJD 🐚 ର ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ା ଜିଲ୍ଲା BJD ର ପୁରୁଖା ଏବଂ ନୁତନ ନେତା ଏବଂ କର୍ମୀ ମାନଙ୍କ ସମ୍ମିଳନୀର କିଛି ମୁହୂର୍ତ୍ତ।
ତା ୨୦/୧୨/୨୦୨୦ ରିଖ, ରାୟଗଡ଼ା ବ୍ଲକ ଅନ୍ତର୍ଗତ ନାକ୍ଟି ପଞ୍ଚାୟତରେ ଆୟୋଜିତ ହୋଇଥିବା ର ଉଦଘାଟନୀ ସମାରୋହରେ ରାୟଗଡ଼ା ଜିଲ୍ଲା #ଜିଲ୍ଲାପରିଷଦଅଧ୍ୟକ୍ଷ ଶ୍ରୀ #ମୁଖ୍ୟଅତିଥି, #ସମ୍ମାନିତଅତିଥି ବହୁଜନ ସମାଜ ପାର୍ଟି ର ଜିଲ୍ଲା ସଭାପତି ଶ୍ରୀ , ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ , ରାୟଗଡଡ଼ା ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ସମେତ #ସରପଞ୍ଚ #ସମିତିସଭ୍ୟ ଯୋଗଦେଇ #ଦିବ୍ୟପୁରୁଷ Dr. B.R.Amedkar ଙ୍କ ଫୋଟ ରେ ଫୁଲ ଅର୍ପଣ କରି କାର୍ଯ୍ୟକ୍ରମର ଉଦଘାଟନ କଲେ।
ତା ୦୯/୧୨/୨୦୨୦ ଦିନ ିଲ୍ଲା, #ଜିଲ୍ଲାପରିଷଦଅଧ୍ୟକ୍ଷ #ଶ୍ରୀଗଙ୍ଗାଧରପୁଅଲା, ରାୟଗଡା ବ୍ଲକ ର ତିନୋଟି #ଗ୍ରାମପଞ୍ଚାୟତ #ଗଜିଗମ, #ହାଟସେଶିଖାଲ ଏବଂ #ଜିମିଡ଼ିପେଣ୍ଟ ଯାଇ ଲୋକମାନଙ୍କ ସମସ୍ୟା ବୁଜିଥିଲେ ।। ଲୋକ ମାନଙ୍କ ସମସ୍ୟାକୁ ଯଥାସମ୍ଭବ ସମାଧନ କରିବା ପାଇଁ ପ୍ରତିଶ୍ରୁତି ଦେଲେ।
🏏🏏🏏🏏ମିରବାଲି GP ର ସାନ୍ଦୁବାଡ଼ି ଗ୍ରାମରେ ଆଜି ଠାରୁ SCL (ସାନ୍ଦୁବାଡ଼ି Cricket ଲିଗ🏏🏏🏏🏏) ଆରମ୍ଭ ହୋଇଚି। ଉକ୍ତ Cricket ଲିଗର ଉଦଘାଟନ ଅବସରରେ ଜିଲ୍ଲା, #ଶ୍ରୀଗଙ୍ଗାଧରପୁଆଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସlହିତ କରିଥିଲେ।🏏🏏🏏🏏
ସ୍ୱାଧୀନ ଭାରତର ପ୍ରଥମ ମୋହାମହିମ
ରାଷ୍ଟ୍ରପତି ଡ଼ଃ. ରାଜେନ୍ଦ୍ର ପ୍ରସାଦଙ୍କୁ, ତାଙ୍କ
ଜନ୍ମ ଜୟନ୍ତି (୦୩.୧୨.୨୦୨୦) ଅବସରରେ
କୋଟି କୋଟି ପ୍ରଣାମ ଜ୍ଞାପଣ କରୁଛି🙏🙏।
ଆଜି ତା ୨୬.୧୧.୨୦୨୦ ରିଖ ସମ୍ବିଧାନ ଦିବସ ଅବସରରେ ସମସ୍ତ ରାୟଗଡ଼ା ବାସୀ ଙ୍କୁ ହାର୍ଦିକ ସୁବେଚ୍ଛl ଏବଂ ଶୁଭକାମନା 💐💐💐। Dr. Bhimrao Ramji Ambedkar ଆମର ରାହେ।
🙏🙏🙏🙏
ଗଙ୍ଗାଧର ପୁଅଲା
ଜିଲ୍ଲା ପରିଷଦ ସଭାପତି,
ରାୟଗଡ଼ା l
ଆଜି ତା 25.11.2020 ରିଖ ଦିନ Rayagada block ର #ବାରିଝଲା ଗ୍ରାମରେ ନୁତନ ଭାବେ #୧ଲକ୍ଷ୍ୟLtr ବିଶିଷ୍ଟ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ, -A Zone #ଜିଲ୍ଲାପରିଷଦସଦସ୍ୟା ତଥା ର #ବିଜୁମହିଳାଜନତାଦଳ #ସଭାପତି ଶ୍ରୀମତୀ , #ବାରିଝଲାଗ୍ରାମବାସୀ ଏବଂ କର୍ମୀ ଶ୍ରୀ , , , ଏବଂ ଅନ୍ୟାନ୍ୟଙ୍କ ଉପସ୍ଥିତିରେ ଭୂମିପୂଜା କାର୍ଯ୍ୟକ୍ରମ ସମାପନ କରିଛନ୍ତି।
ପ୍ରତିଶ୍ରୁତି ପୁରଣ କରୁଛନ୍ତି #ରାୟଗଡ଼ା #ଜିଲ୍ଲାପରିଷଦଅଧ୍ୟକ୍ଷ !!!
#ରାୟଗଡ଼ା ର #ଆଦିବାସୀ ଯୁବନେତା ତଥା #ଜିଲ୍ଲାପରିଷଦଅଧ୍ୟକ୍ଷ #ଶ୍ରୀଗଙ୍ଗାଧରପୁଅଲା ରାୟଗଡ଼ା ର ବିକାଶ ପାଇଁ ନିଜର ଅଣ୍ଟା ଭିଡ଼ିଛନ୍ତି। ସେ ତାଙ୍କର Election ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି। ବିଗତ ସ୍ୱତନ୍ତ୍ର Zilla Parisadha Meeting ରେ #ଶ୍ରୀପୁଅଲା ଏବଂ ବ୍ଲକ ପାଇଁ 30 KM ଲେଖାଏ PMGSY ରାସ୍ତା ଅନୁମଦାନ କରିଛନ୍ତି। ଗ୍ରାମବାସୀଙ୍କୁ ଦେଖାକରି #ଶ୍ରୀପୁଅଲା ନିଜେ ଏ ଖୁସୀଖବାର ଗ୍ରାମବାସୀଙ୍କୁ ଜଣାଇଲେ।
ଅନୁମାଦିତ PMGSY Road:
1. ଜୁରାଡ଼ି Junction to ଉମ୍ବିରିବାଲି via -
-ବାଣିଗଣା-ବାଲାପୁଟ-ଉପ୍ପର ବମ୍ବୁ- କୁସୁକା-ଉମ୍ବିରିବାଲି।
2.ଉହାପକା to ବାରିଗୁଡା via-ଟିକରପଡ଼ା।
ଆଜି ତା ୨୧.୧୧.୨୦୨୦ ରିଖ ଦିନ ଆମପ୍ରିୟ #ଜିଲ୍ଲାପରିଷଦସଭାପତି #ରାୟଗଡ଼, #ଶ୍ରୀଗଙ୍ଗାଧରପୁଆଲା, #ଶ୍ରୀହରପ୍ରସାଦ ଏବଂ ଯୁବନେତା , ର Cherapai, Tumbitarai, Lekapai, Upper Rambu, Doraburoja, Lamberi, Barja, Chachanjodi, Parlapai ଗ୍ରାମକୁ ଗ୍ରସ୍ତ କରି ଗ୍ରାମବାସୀଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିେଲ।ପ୍ରତେକ ଗ୍ରାମରେ ଗ୍ରାମବାସୀ ପାନୀୟ ଜଳ ଏବଂ ଭତା ପାଇଁ ଆବେଦନ କରିଥିେଲ ଏବଂ #ଜିଲ୍ଲାପରିଷଦସଭାପତି ଉକ୍ତ ଗ୍ରାମବାସୀଙ୍କ ଆବେଦନ କୁ ପୁରଣ କରିବାପାଇଁ ସତଚେଷ୍ଟା କରିବାକୁ କଥାଦେଲେ। ତତ୍ ସଙ୍ଗେ ସଙ୍ଗେ ଆଜି #ଭାଲୁମାସ୍କାGP ଠାରେ ଏବଂ ଦ୍ବାରା ଆୟଜିତ ରେ ଯୋଗଦାନ ଦେଇ ଗ୍ରାମବାସୀଙ୍କୁ ବିଷୟରେ ଅବଗତ କରାଇଥିେଲ। ଉକ୍ତ କୁ ଆୟଜନ କରିଥିେଲେ।
ଗତକାଲି ତା ୧୭.୧୧.୨୦୨୦ ରିଖ ଦିନ ଆମପ୍ରିୟ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ #ଶ୍ରୀଗଙ୍ଗାଧରପୁଆଲା ଏବଂ ଶ୍ରୀ #ଚନ୍ଦ୍ରକାନ୍ତସାମଲ, ଏବଂ ର ଏବଂ ଗ୍ରାମକୁ ଗ୍ରସ୍ତକରି ଏହିସବୁ ଗ୍ରାମର ଗ୍ରାମବାସୀଙ୍କ ସହ ଦିର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିେଲ ଏବଂ ଗ୍ରାମରେ ର ପ୍ରକଳ୍ପ ଅନୁମୋଦନ କରାଇଥିବା କଥା ଗ୍ରାମବାସୀଙ୍କୁ ଯଣାଇଥିେଲ। ଉକ୍ତ ଆଲୋଚନା ସଭାରେ ଗ୍ରାମର ଶ୍ରୀ ଏବଂ ୩୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗଦାନ ଦେଇଥିଲେ।
ଗତକାଲି ତା ୧୬.୧୧.୨୦୨୦ ରିଖ ରାତିରେ Block ର ହାଜାରୀଡ଼ାଙ୍ଗୁ ଠାରେ ଏକ ରେ ଦୁଇ ଜଣ ବ୍ଯକ୍ତିଙ୍କ ଜୀବନ ଯିବା ସଙ୍ଗେ ସଙ୍ଗେ ପ୍ରୟ ୮ ଜଣ ବ୍ଯକ୍ତି ଆହାତହୋଇ Christian ରେ ଚିକିତ୍ସା ହଉଛନ୍ତି। ଉକ୍ତ ଘଟଣା ବିଷୟରେ ଶୁଣି ଆଜି ତା ୧୭.୧୧.୨୦୨୦ ରିଖ ଦିନ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ଶ୍ରୀଗଙ୍ଗାଧରପୁଆଲା ନିଜେ Christian ଯାଇ ଆହାତଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିଲେ।
#ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ #ଶ୍ରୀଗଙ୍ଗାଧରପୁଆଲା ଏବଂ #କୁଲିGP #ଶ୍ରୀହରପ୍ରସାଦହେପ୍ରୁକା ଙ୍କ ପ୍ରଚେଷ୍ଟା ଏବଂ ଉପସ୍ଥିତିରେ ତା ୧୦.୧୧.୨୦୨୦ ରିଖ ଦିନ #ରାୟଗଡ଼ବ୍ଳକର #କୁଲିGP ଠାରେ ୧୨ ଜଣ ନୁତନ ହିତାଧିକାରୀ ଙ୍କୁ ପ୍ରଥମଥର ପାଇଁ ଭତା ବଣ୍ଟନ କରାଗଲା।
ଉଭୟ ପ୍ରତିଭାଶାଳୀ ଜନନେତା #ଶ୍ରୀପୁଆଲା ଏବଂ #ଶ୍ରୀହେପ୍ରୁକା ଙ୍କୁ ଆମ୍ଭର ଅନୁରଧ, ଆଗାମୀ ଦିନରେ ମଧ୍ଯ ଏମିତିହିଁ ଜନହିତକର କାର୍ଯ୍ୟ କରିଚାଲିବେ।
On 09.11.2020 Mask distribution by our beloved Sri. near Hotel Jatimahal junction market place. Keep it up dear ZP President sir.
ଆଜି ତା ୦୮.୧୧.୨୦୨୦ ରିଖ ଦିନ #କାଶୀପୁରବ୍ଳକ ସଦରମହକୁମାଠାରେ "କାଶୀପୁର +୨ College" କମିଟି ପକ୍ଷରୁ ଏକ ସଭା ଆୟଜନ କରାଯାଇଥିଲା। ଉକ୍ତ ସଭାରେ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ଶ୍ରୀଗଙ୍ଗାଧରପୁଆଲା, #କାଶୀପୁର #ରଜା #ଡ଼ଃଦେଓ, #ଜିଲ୍ଲାପରିଷଦସଭ୍ଯ #କାଶୀପୁର, ଅନ୍ୟାନ୍ୟ ବ୍ଳକ ସ୍ତରୀୟ ଏବଂ ବ୍ଳକବାସୀ ଜଗଦାନ ଦେଇ କାଶୀପୁର +୨ College ର ବିକାଶ ଏବଂ ଉକ୍ତ College କୁ upgrade କରାଇ +୩ College କରାଇବା ପାଇଁ ବିଭିନ୍ନ ଦିଗରେ ଆଲୋଚନା କରିଥିେଲ।
ପ୍ରତିଶ୍ରୁତି ପୁରଣକଲେ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ #ଶ୍ରୀଗଙ୍ଗାଧରପୁଆଲା।
ପୁର୍ବଦିନରେ #ଶ୍ରୀପୁଆଲା #ମିରାବାଲି ଏବଂ #ଦୁର୍ଗାପଡ଼ୁ ର " #ବିଧବା, #ବାର୍ଦ୍ଧକ୍ଯ ଏବଂ #ଆଶ୍ରାହୀନ ମହିଳା" ହିତାଧିକାରୀ ମାନଙ୍କୁ ଭତା କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଏବଂ ଦିର୍ଘଦିନର ପ୍ରଚେଷ୍ଟା ପରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମଥର ପାଇଁ ଭତା ବଣ୍ଟନ କରିଥିେଲ।
ଭଗବାନଙ୍କ ପାଖରେ ଏତିକି ଆଶା ଏବଂ ଆମ ପ୍ରିୟ ଯୁବନେତା #ଶ୍ରୀଗଙ୍ଗାଧରପୁଆଲାଙ୍କ ଉପରେ ଏତିକି ବିଶ୍ବାସଯେ ଆଗାମୀ ଦିନରେ ମଧ୍ଯ ଏମିତିହିଁ ଲୋକଙ୍କ ହିତପାଇଁ କାର୍ଯ୍ୟ କରି ଚାଲିଥିବେ।
ଦିନକ୍ରମେ #ଦୁର୍ଗାପଡ଼ୁ #ଜଳପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଡ଼ିବାଦେଖି #ରାୟଗଡ଼ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ଶ୍ରୀଗଙ୍ଗାଧରପୁଆଲା ଉକ୍ତ ଜଳପ୍ରପାତର ଚାରିପାଖର ବିକାଶ ପାଇଁ ବିଶେଷ ପଦକ୍ଷେପନେଇ, ବିକାଶକାର୍ଯ୍ୟର ପ୍ରାରମ୍ଭ କରାଇଛନ୍ତି। ପ୍ରଥମ ପର୍ଯ୍ୟୟରରେ RD ରାସ୍ତା ଠାରୁ ସିଧା ଜଳପ୍ରପାତରେ ପହଞ୍ଚିବା ପାଇଁ ରାସ୍ତା ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଉକ୍ତକାର୍ଯ୍ୟକୁ ନିଜେ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ ନିରକ୍ଷ୍ୟଣ କରିଛନ୍ତି।
ଆଶାକରୁଛୁ ଆଗାମୀ ଦିନରେ ମଧ୍ଯ ଆମ ସମସ୍ତଙ୍କ ପ୍ରିୟ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ଶ୍ରୀଗଙ୍ଗାଧରପୁଆଲା ଆମ #ରାୟଗଡ଼ ଜିଲ୍ଲା ପାଇଁ ଏମିତିହିଁ ଉନ୍ନତିମୁଳକ କାର୍ଯ୍ୟ କରିଚାଲିବେ।
ରାୟଗଡ଼ା ବ୍ଲକ୍ ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ #ଜଗନାଥଗୁଡା ଏବଂ #ସାନ_ଚାନ୍ଦିଲି ଗ୍ରାମ ପରିଦର୍ଶନ କରିବା ସହ #ଜଗନ୍ନାଥ ଗୁଡା ଗ୍ରାମରେ ନୂତନ #ଗୋଷ୍ଠୀ_କେନ୍ଦ୍ର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ #ଭୂମିପୂଜା କାର୍ଯ୍ୟକ୍ରମ ସମାପନ ହୋଇସାରିଛି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ #ଜିଲ୍ଲାପରିଷଦଅଧ୍ୟକ୍ଷ ଶ୍ରୀ Paul Gangadhar, ସମ୍ମାନିତ ଅତିଥିଭାବେ ରାୟଗଡା ବ୍ଲକ ଅଧକ୍ଷ ଶ୍ରୀ #ରାମୁଲୁ_ପେଦେଣ୍ଟି, C zone ଜିଲ୍ଲା ପରିଷଦ ଶ୍ରୀ #ଗୌରୀ_ବାବୁ, ଚାନ୍ଦିଲି ସରପଞ୍ଚ ଶ୍ରୀମତୀ #ସୁଆଇ_ପେଦେଣ୍ଟି ,କୁଲି ସରପଞ୍ଚ Haraprasad Hepruka, ଆଦିବାସୀ ସେବକ ସଙ୍ଘ ସଭାପତି Basanta Kumar Pedenti ଏବଂ ପୂର୍ବତନ ଚାନ୍ଦିଲି ସରପଞ୍ଚ ଶ୍ରୀ #ସିତାରାମ_ପେଦେଣ୍ଟି ଯୋଗଦେଇଥିଲେ।
ସେହି ଭଳି ସାନ ଚାନ୍ଦିଲି ଗ୍ରାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସହ ଯୁବ ଗୋଷ୍ଟୀଙ୍କୁ ଉତ୍ସାହିତ କରି ସେଠାରେ ହେବାକୁ ଯାଉଥିବା କବାଡି ଖେଳ ପଡିଆ ର ନିର୍ମାଣ ବିଷୟରେ ସମସ୍ତଙ୍କୁ ଅବଗତ କରି ଯୁବ ଗୋଷ୍ଟି ଙ୍କୁ ସଜାଗ ରହିବା ନିମନ୍ତେ ଉପଦେଶ ମଧ୍ୟ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ର ସମସ୍ତ ଆୟୋଜନ ଯୁବ ନେତା Tapan Pedenti, Pedenti Joges Pavanism, , K. Munna, biswajit behura ଙ୍କ ନେତୃତ୍ୱ ରେ ହୋଇଯାଇଛି।
ସମସ୍ତ ରାୟଗଡ଼ବାସୀଙ୍କୁ ପବିତ୍ର ଦୁର୍ଗା ପୂଜାର ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା। 🙏🙏🙏
#ଗଙ୍ଗାଧରପୁଆଲା
#ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ,
#ରାୟଗଡ଼
#ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ #ଶ୍ରୀଗଙ୍ଗାଧରପୁଆଲା ଏବଂ #ସାସଂଦରାଜ୍ଯସଭା #ଶ୍ରୀN. #ଭାସ୍କରରାଓଙ୍କ ପୂର୍ବ ଦିନର ବର୍ଷକାଳର ପ୍ରଚେଷ୍ଟା ଫଳରେ କେରେଡ଼ା GP ର #ଅନୀଜ୍ଜା ଏବଂ #ହାଟସେଷଖାଲ ଗ୍ରାମରେ ନାଗାବଳୀ ନଦୀ ଉପରେ ଦୁଇଗୋଟି ସେତୁ ପ୍ରକଳ୍ପ ଅନୁମୋଦନ କରାଇଥିେଲ । ଉକ୍ତ ପ୍ରକଳ୍ପର କାର୍ୟ୍ଯକାରୀ ସମୟେର #ଶ୍ରୀପୁଆଲା ପ୍ରକଳ୍ପ କାର୍ୟ୍ଯକୁ ତଦାରଖ କରି ଆସିଲେ।
ମାନ୍ୟବରମୁଖ୍ଯମନ୍ତ୍ରୀ #ଶ୍ରୀଯୁକ୍ତ #ନବୀନପଟ୍ଟନାୟକଙ୍କ #୭୪ତମ #ଜନ୍ମଦିବସ ଉପଲକ୍ଷେ ବିଜୁ ଜନତା ଦଳ, ରାୟଗଡ଼ ତରଫରୁ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ ଶ୍ରୀ #ଗଙ୍ଗାଧରପୁଆଲା, ରାୟଗଡ଼ #ବ୍ଳକସଭାଧ୍ୟକ୍ଷ ଶ୍ରୀ #ରାମୁଲୁପେଦେଣ୍ଟି, #ପେଣ୍ଟା ଏବଂ #କୁଲି ସରପଞ୍ଚ, ୍ମୀ ଏବଂ ସମସ୍ତ ଗ୍ରାମବାସୀ, #ପେଣ୍ଟାପଞ୍ଚାୟତର #ଜିଞ୍ଜିଲିବାଡ଼ି ଗ୍ରାମରେ ବୃକ୍ଷରୋପଣକରି ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ଦୀର୍ଘ ନୀରାମୟ ଜୀବନର କାମନା କରିଥିେଲ। 🙏🙏🙏
ଯୁବ ନେତା Tapan Pedenti ଙ୍କ ନେତୃତ୍ୱରେ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
My hearty wishes to our honourable Chief Minister of Odisha Shri. Naveen Patnaik sir on his birthday. May God bless him always and shower all the strength and support of the people of odisha. 💐💐💐
Gangadhar Puala
ZP President, Rayagada.
My heartfelt tribute to the missile man of India Bharatratna Dr. APJ Abdul Kalam sir on his birthday anniversary.
Gangadhar Puala
ZP President, Rayagada.
#ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ ଶ୍ରୀ #ଗଙ୍ଗାଧରପୁଆଲାଙ୍କ କିଛି ପୁରୁଣା ସ୍ମୃତି, ଜାହା ତାଙ୍କ ହୃଦୟର ଅତି ନିକଟତର।
( -19 ପୁର୍ବରୁ ଉଟାଯାଇଥିବା ଫୋଟୋ)।
ଶ୍ରୀମାନ ଆପଣଙ୍କ ଭଲପାଇବା ଏବଂ ସ୍ନେହଶ୍ରଦ୍ଧା ଲୋକଙ୍କ ପ୍ରତି ସଦାସର୍ବଦା ଏମିତିହିଁ ରହୁ।
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ ଙ୍କ ବିୟୋଗ ଏକ ଦୁଖଦାୟକ ଘଟଣା। ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ ଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।
ଜୟ ଜଗନ୍ନାଥ...🙏🙏🙏
ଗଙ୍ଗାଧର ପୁଆଲା
ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ଯ ରାୟଗଡ଼।
ଆଜି ତା ୦୩.୧୦.୨୦୨୦ ରିଖ ଦିନ ଆମ ପ୍ରିୟ ନେତା ଏବଂ ଆମ ସମସ୍ତଙ୍କ ପ୍ରିୟ ଭାଇ #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ #ରାୟଗଡ଼ ଶ୍ରୀ #ଗଙ୍ଗାଧରପୁଆଲା କାଶୀପୁର ବ୍ଲକର ସରଷୁପଦର, କଛ୍ଛେପଦର, ମଇଲଗୁଡ଼ା ଏବଂ ଖୁରିଗାଂ ଗ୍ରାମକୁ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ତାଙ୍କର ସୁବିଧା ଅସୁବିଧା ଏବଂ ଗ୍ରାମର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ଯ ବିଷୟରେ ଦିର୍ଘସମୟ ଆଲୋଚନା କରିଥିେଲ।
ଜାତୀର ପିତା ସ୍ବର୍ଗୀୟ ମହାତ୍ମାଗାନ୍ଧୀ ଏବଂ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଉକ୍ତ ମହାପୁରୁଷଙ୍କୁ କଟିବନ୍ଧନା। 🙏🙏🙏🙏
ତା ୨୪.୦୯.୨୦୨୦ ରିଖ ଦିନ ରାୟଗଡ଼ ଜିଲ୍ଲା #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ ଶ୍ରୀଯୁକ୍ତ #ଗଙ୍ଗାଧରପୁଆଲା #କାଶୀପୁର ଗ୍ରସ୍ତ କରି, BDO ଏବଂ ଅନ୍ୟାନ୍ୟ Block ଅଧିକାରୀମାନଙ୍କ ସହିତ ବିଭିନ୍ନ ଗ୍ରାମିଣ ଉନ୍ନୟନ କାର୍ୟ୍ଯ ବିଷୟରେ ଆଲୋଚନା କରିବା ସଙ୍ଗେସଙ୍ଗେ, କିଛି ଗ୍ରାମକୁ ମଧ୍ଯ ଗ୍ରସ୍ତ କରି ଉକ୍ତ ଗ୍ରାମବାସୀଙ୍କ ସହ ଗ୍ରାମର ଉନ୍ନତି ମୂଳକ କାର୍ୟ୍ଯ ବିଷୟରେ ଆଲୋଚନା କରିଥିେଲ ଏବଂ କିଛି ଗ୍ରାମିଣ ଉନ୍ନୟନ ପ୍ରକଳ୍ପ ମଧ୍ଯ ପରିଦର୍ଶନ କରିବାକୁ ଯାଇଥିେଲ।
ଏଇତ ମାତ୍ର ଆରମ୍ଭ!!
ଛୋଟ ଏକ ପ୍ରୟାସ !!
ଦୁଇପାଦ ଆଗକୁ ସଂକଳ୍ପର ସହିତ!!!
ଜୀବନ ଜୀବିକା ଦାଦନ ସମସ୍ୟାର ସମାଧାନ ପାଇଁ #ରାୟଗଡା ମାଟିରେ ଏକ ମୂଲ୍ୟବୋଧ ବିଚାରଧାରା ସହିତ ଖଟିଖିଆ ମେହନତି ମଣିଷ ପାଇଁ ଏକ ପ୍ରୟାସ। ଆମର ପ୍ରିୟ ପ୍ରତିନିଧି ଏବଂ ଲଢୁଆ ସଂଗଠକ #ଜିଲ୍ଲାପରିଷଦଅଧକ୍ଷ ଶ୍ରୀଯୁକ୍ତ #ଗଙ୍ଗାଧରପୁଆଲା ଆଜି ତା ୨୨.୦୯.୨୦୨୦ ରିଖ ଦିନ #ରାୟଗଡା ବ୍ଲକର #କୁମ୍ଭୀକୋଟା ଓ #ନାକଟି ପଞ୍ଚାୟତର ମାଟି ମାଆ ଠାରୁ ଦୁରେଇଯାଇ ସୁଦୂର ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ରେ ଦାଦନ ଖଟୁଥିବା ଭାଇଭଉଣୀ ମାନଙ୍କ ସହ ଦିର୍ଘ ସମୟ ପାଇଁ ଆଲୋଚନା କରିଥିଲେ l ଉପସ୍ଥିତ ଥିବା ସମସ୍ତ ଜନସମାଗମକୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ବନ୍ଧରେ ବୁଝେଇଥିଲେ l ସେ ସେମାନଙ୍କୁ କହିଥିଲେ ସରକାରୀ ଯୋଜନାର ସଦୁପଯୋଗ କରି ଜୀବିକା ଅର୍ଜନ କରିବା ସହ ଆତ୍ମ ନିର୍ଭରଶୀଳ ହୋଇ ନିଜ ମାଟି ମାଆ ପାଖରେ ରହିବା ପାଇଁ l
Jai Kisan!!!
-19 ମହାମାରୀ ସମୟରେ ମାନ୍ଯବର #ମୁଖ୍ଯମନ୍ତ୍ରୀଙ୍କ ଆଦେଶ କ୍ରମେ ଆମ ରାଜ୍ୟର କ୍ଷୁଦ୍ର ଚାଷୀ ମାନଙ୍କୁ ବିନା ମୂଲ୍ଯରେ ଯେଉ ଶଙ୍କର ଜାତୀୟ ପରିବା ବିହନ (Hybrid Vegetable Seed) ଯୋଗାଇ ଦିଆଯାଉଛିା। ଉକ୍ତ କାର୍ୟ୍ଯକ୍ରମ ପାଇଁ ତା ୧୬.୦୯.୨୦୨୦ ରିଖ ଦିନ ରାୟଗଡ଼ ଜିଲ୍ଲା #ଜିଲ୍ଲାପରିଷଦଅଧ୍ୟକ୍ଷ୍ଯ ଶ୍ରୀଯୁକ୍ତ #ଗଙ୍ଗାଧରପୁଆଲା, ରାୟଗଡ଼ ଜିଲ୍ଲା #ଉଦ୍ୟାନବିଭାଗ ସହ ମିଳିତ ଉଦ୍ୟମରେ #ଡ଼ାଙ୍ଗଲଡ଼ି ଏବଂ #ଦୁର୍ଗାପଡ଼ୁ GP ଠାରେ ୧୨୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶଙ୍କର ଜାତୀୟ ପରିବା ବିହନ (Hybrid Vegetable Seed) ବଣ୍ଟନ କରିଥିେଲ।