Anu and priya's vlogs
Jay shree Ram ❤
Hello everyone. we are Anu and priya. This channel is all about my life style vlog ❤️
Celebrating my 1st year on Facebook. Thank you for your continuing support. I could never have made it without you. 🙏🤗🎉
ମନସା ପଞ୍ଚମି //ନାଗ ପଞ୍ଚମୀ କଥା ଆସନ୍ତି ଜାଣିବା
*🐍ନାଗପଞ୍ଚମୀ🐍*
*ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ ନାଗ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ।*
*ମନସାପଞ୍ଚମୀ l ଶ୍ରାବଣମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ନାଗପୂଜା ବା ମନସା ଦେବୀଙ୍କ ପୂଜା କରାଯାଏ l କେତେକ କ୍ଷେତ୍ରରେ ଶ୍ରାବଣ ଶୁକ୍ଳ ପଞ୍ଚମୀରେ ଏଇ ପୂଜା କରାଯାଏ l ଅଷ୍ଟନାଗଙ୍କୁ ଏଇଦିନ ସିଝୁଗଛ ମୂଳେ ପୂଜା କରାଯାଏ l ଏଇ ପୂଜାଦ୍ୱାରା ସର୍ପାଘାତର ଭୟ ନ ଥାଏ l ଏହାକୁ ନାଗପଞ୍ଚମୀ ବୋଲି କୁହାଯାଏ ତେବେ ନାଗପଞ୍ଚମୀ ବ୍ରତ କରିବା ଫଳରେ ଅନେକ ଶୁଭଫଳ ମିଳିଥାଏ।*
*ଏହି ଦିନରେ ନାଗଦେବତାଙ୍କୁ ପୂଜା କରିବା ସହ ଭଉଣୀ ତା’ ଭାଇ ପାଇଁ ହାତରେ ମେହେନ୍ଦି ଲଗାଇଥାଏ। କାଳସର୍ପ ଦୋଷ ଥିବା ବ୍ୟକ୍ତି ଏହି ଦିନେରେ ରିଷ୍ଟ ଖଣ୍ଡନ ପାଇଁ ଧ୍ୟାନ ସହକାରେ ପୂଜା କରାଯାଏ।*🚩🚩🚩 *ମନସା ପଞ୍ଚମୀ* 🚩🚩🚩
ଶ୍ରାବଣ କୃଷ୍ଣ ପଞ୍ଚମୀ ସାରା ଭାରତରେ ମନସା ପଞ୍ଚମୀ ଭାବରେ ପାଳିତ ହୁଏ। ‘ମନସା’ ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ (ବାସୁକୀ)ଙ୍କ ଭଉଣୀ।
ପୌରାଣିକ ଆଖ୍ୟାନ ଅନୁସାରେ, ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସର୍ପଭୟରେ ଉଦ୍ବେଗରେ ଦିନ ବିତାଉଥିଲେ। ତେଣୁ ସେମାନଙ୍କୁ ସର୍ପଭୟରୁ ମୁକ୍ତ କରିବାପାଇଁ ସର୍ପମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପମନ୍ତ୍ରର ସୃଷ୍ଟି କଲେ। ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ଏହି ଦେବୀଙ୍କୁ ମଧ୍ୟ ତପ ବଳରେ ସେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କର ନାମ ହୋଇଥିଲା ‘ମନସା’। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କର ନାମ ‘କାଶ୍ୟପୀ’।
ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା। ଶିବଙ୍କ ଶିଷ୍ୟା ଭାବରେ ସେ ‘ଶୈବୀ’ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ‘ବୈଷ୍ଣବୀ’ ରୂପେ ପରିଚିତା। କୁମାରୀକନ୍ୟା ଥିବାବେଳେ, ସେ ଶିବଙ୍କ ନିକଟରୁ ସ୍ତବ, ପୂଜା, ମନ୍ତ୍ର ଆଦି ଶିକ୍ଷାକରି ସିଦ୍ଧସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ‘ସିଦ୍ଧଯୋଗିନୀ’। ଜନ୍ମେଜୟଙ୍କ ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣରକ୍ଷା କରି ‘ନାଗେଶ୍ୱରୀ’ ନାମରେ ପ୍ରଖ୍ୟାତା ହୋଇଥିଲେ। ସର୍ପବିଷ ହରଣକାରିଣୀ ଭାବରେ ତାଙ୍କର ନାମ ମଧ୍ୟ ‘ବିଷହାରିଣୀ’।
ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ। ତେଣୁ ‘ଜଗଦ୍ଗୌରୀ’ ଭାବରେ ମଧ୍ୟ ସେ କଥିତା ହୁଅନ୍ତି। କଶ୍ୟପମୁନି ତାଙ୍କୁ ଜରତ୍କାରୁ ମୁନିଙ୍କ ସହିତ ବିବାହ କରାଇଥିଲେ। ପରେ, ଦେବତା, ମନୁ, ମୁନି, ନାଗ ଓ ମନୁଷ୍ୟ ସମସ୍ତେ ତାଙ୍କର ପୂଜା କଲେ।
ଶ୍ରାବଣ କୃଷ୍ଣ ପଞ୍ଚମୀରେ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ, ତାହାର ନାମ ‘ମନସା ପଞ୍ଚମୀ’ ବ୍ରତ।
🙏🌷 ଜୟ ମା ଦୁର୍ଗା 🙏🙏
ଦିବ୍ୟ ଆତ୍ମନ,
କଳିଯୁଗାବ୍ଦ - ୫୧୨୬, ବିକ୍ରମ ସମ୍ବତ - ୨୦୮୧ ଇଂରାଜୀ ତା ୦୯.୦୪.୨୦୨୪ ରିଖ (ମଙ୍ଗଳବାର)
ସାଦର ନମସ୍କାର । ବୈଜ୍ଞାନିକ କାଳଗଣନା ଆଧାରିତ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ହେଉଛି ସୃଷ୍ଟିର ସର୍ଜନା ଦିବସ ଓ କାଳ ଗଣନାର ପ୍ରାରମ୍ଭ । କାରଣ ଏହି ଦିନଠାରୁ ଯୁଗାବ୍ଦର ପରିବର୍ତ୍ତନ ସହିତ ଋତୁ ପରିବର୍ତ୍ତନ ମଧ୍ଯ ଅନୁଭୂତ ହୋଇଥାଏ ।
ଆସନ୍ତୁ ଗ୍ଧ ଐତିହ୍ୟରେ ମହିମା ମଣ୍ଡିତ ଚୈତ୍ର ଶୁକ୍ଳ ପ୍ରତିପଦାରେ ହକ୍ଷୌଲ୍ଲାସର ସହିତ ନବବର୍ଷ ପାଳନ କରିବା ।
ବ୍ରହ୍ମାଙ୍କ ଦ୍ବାରା କାଳଗଣନା ପ୍ରାରମ୍ଭ ଓ ଯୁଗାବ୍ଦ ଆରମ୍ଭ
> ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ
> ଯୁଧୁଷ୍ଠିରଙ୍କ ରାଜ୍ୟାଭିଷେକ
> ଶକାବ୍ଦ ଓ ଶାଳିବାହାନାବ୍ଦ ଗଣନା ଆରମ୍ଭ
> ମହର୍ଷି ଦୟାନନ୍ଦଙ୍କ ଦ୍ବାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା
> ଦେବୀ ଦୁର୍ଗାଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ
> ଡ.କେଶବ ବଳୀରାମ ହେଡ୍ଗେୱାରଙ୍କ ଜନ୍ମଦିବସ
> ସନ୍ଥ ଝୁଲେଲାଲଙ୍କ ଜନ୍ମ
+ ନିଜ ଘର ଦୂଆରେ ଏକ ଶୁଭ କଳସ ବସାଇ ଦୀପଟିଏ ଜଳାଇବା ।
+ ନୂଆଇ ସମ୍ମୁଖରେ ଚିତା, ଝୋଟି ପକାଇ ଗେରୁଆ ଧ୍ଵକ ଲଗାଇବା ।
ପ୍ରତ୍ୟୁକ୍ଷରେ ମନ୍ଦିରକୁ ଯାଇ ନିଜର ମଙ୍ଗଳ କାମନା କରିବା
ସହିତ ଜଗତର ମଙ୍ଗଳ କାମନା କରିବା ।
ଶୈଲିକ ଧ୍ଵଜା ଗୃହ ସମ୍ମୁଖରେ ଲଗାଇବା ଦ୍ୱାରା ଗୃହର ସମସ୍ତ ଅନିଷ୍ଟ ଦୂର ହେବା ସହ ସମାଜର ଉନ୍ନତି ହୋଇଥାଏ ।
+ ନିଜ ସମ୍ପର୍କୀୟମାନଙ୍କୁ ମାତୃଭାଷାରେ ମୂଲ୍ୟବୋଧ ଆଧାରିତ ଉପଦେଶ ତଥା ସୁଭାଷିତର ପ୍ରେରଣ କରିବା ।
* ହାପି ନିଜ ଲୟର ବଦନରେ ନବ ବର୍ଷର ଅଭିନନ୍ଦନ ଜୁହନ୍ତୁ ।
* ରାଷ୍ଟ୍ରୀୟ ନବବର୍ଷର ଶୁଭ ଅବସରରେ ଆପଣଙ୍କୁ ଅଭିନନ୍ଦନ ଜଣାଇବ ସହିତ ପ୍ରଦର କାଯ୍ୟଗୁଡିକ ନିଜ ଗୃହରେ ପାଳନ କରିବା ।
odisha travel vlog
odia vloggers
anuandpriyasvlogs
odisha Village
odisha offbeat destinations
odisha tourist places odia
odisha top 10 tourist places
odia gapa
Odia story
evening snacks recipe odia
things to do in orissa
odisha village tour
vrindavan vlog
easy breakfast recipes in odia
odisha most beautiful place
ଆସନ୍ତୁ ଦେଖିବେ ମୋ ମାମା ଠୁ ଗୋଟେ ସୁନ୍ଦର ଗପ 😀