sipu3

sipu3

u jjjjjn

02/06/2024

ଆମ ନବୀନ ସରକାର ଏବଂ pandian sir ଓଡ଼ିଶା ର ବିଭିନ୍ନ ଉନ୍ନତି କରିବା ପାଈଁ ଆଗେଇ ଚାଲିଛନ୍ତି । ଏମିତି କି film ଦୁନିଆ ମେଡିକାଲ ରେ ଟୀକା ସୁବିଧା । ଏବଂ IT ପାଈଁ ମଧ୍ୟ ।

01/06/2024

BJP ନେବ ବାମ୍ଫ । ଧରମା ପାଈଁ ବେଡ୍ ଖୋଜା ଚାଲିଛି । ଆଉ ଯଦି bjp ସେଣ୍ଟର୍ ରେ ଆସିଲା ସବୁ ମାହାଙ୍ଗା ହେବ ।

31/05/2024

Bjd ସରକାର ଏତେ ଭୋଟ ବ୍ୟବଧାନ ରେ ଆଗୁଆ ଅଛି ଯେ bjp ଚାହିଁଲେ ବି ତାଙ୍କ ପାଖାପାଖି ଯାଇ ପାରିବନି । ଏମାନେ ପୁଣି କହୁଥିଲେ ଓଡ଼ିଶା ରେ ସରକାର ଗଠନ କରିବେ। ଲଜ୍ଜ୍ୟା ଲାଗିବ କଥା bjp ଲୋକଙ୍କୁ । ଓଡ଼ିଶାରେ ସବୁବେଳେ bjd ସରକାର

30/05/2024

ସବୁଆଡେ ନବୀନ ସରକାର । ଏଥର ପୁଣି ଯୋଡ଼ି ଶଙ୍ଖ । ଜୟ ନବୀନ ସରକାର

29/05/2024

ବିଜେପି ନେତାମାନେ ଯେତେ ଷଡଯନ୍ତ୍ର କଲେ ମଧ୍ୟ ଓଡିଶାରେ ଶଙ୍ଖ ବାଜିବ । ସିଏ ନବୀନ ବାବୁଙ୍କ ହାତ କୁ ନେଇ ଟ୍ରଲ୍ କରୁଛନ୍ତି, ଆରେ ଭାଇ ତମେ ତ ଅନ୍ୟ ରାଜ୍ୟରେ ଶାସନ କରି ରାଜ୍ୟ ବୁଡେଇ ସାରିଲାଣି ଏବେ କଣ ଓଡ଼ିଶା କୁ ବୁଡେଇବ

27/05/2024

ଧର୍ମେନ୍ଦ୍ର ପ୍ରଧାନ ଆଉ ବୈଜୟନ୍ତ ପଣ୍ଡା ଙ୍କୁ ଏଇ ଥର ଆଉ କଉଠେ ଜାଗା ନାହିଁ। ଓଡ଼ିଶା ସହ କେନ୍ଦ୍ର ରୁ ବିଦା ହେବେ ଏଇ 2 ଜଣ

24/05/2024

Bjp କର୍ମୀ ଯେତେ ମିଛ ପ୍ରଚାର କରୁଛନ୍ତି ଆଉ କେହିବି କରିବେନି। ଏବେ election ପାଈଁ ଓଡ଼ିଶା ଆସିଛନ୍ତି । ଇଲେକ୍ସନ ସରିଲା ପରେ ବିଦେଶ ପାଲେଇବେ।

24/05/2024

H

22/05/2024

ଏଥର ବି ଆମ ନବୀନ ସରକାର । Bjd ସରକାର ଫୁଣୀ ଥରେ ଓଡ଼ିଶା ରେ ସରକାର ଗଠନ କରିବେ।

21/05/2024

ଏତେ ଗର୍ବ ଅହଙ୍କାର ଭଲ ନୁହେଁ । ଆରେ ମୂର୍ଖଦଳ ଭଗବାନ ଜଗନ୍ନାଥଙ୍କ ନାଁ ରେ କଣ କହୁଛ ଜାଣିପାରୁଛ ତ । ଭଗବାନ କେବେ ତମକୁ କ୍ଷମା ଦେବେନି।

20/05/2024

ବୈଜୟନ୍ତ ବାବୁ ଆପଣଙ୍କର ଓଡ଼ିଶା ରେ କିଛି କାମ ନାହିଁ । ଟିକେଟ କଟିଦିଆ ହେଇଛି up ପାଲେଇଯାଅ।

19/05/2024

ନିରିହ ଲୋକଙ୍କ ତଣ୍ଟିଚିପି ନେଉଛ ଜିଏସଟି, ହେଲେ ନବୀନ କରିବେ ସେହି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ୍

19/05/2024

ସତ୍ ସାହସ ଅଛି ଯଦି ଏ ଅଲଜ୍ୟା ବିଜେପି ନେତାଙ୍କର, ତେବେ ମିଛ ପ୍ରତିଶ୍ରୁତି ବଦଳରେ ଦେଉ ସତର ଗ୍ୟାରେଣ୍ଟି

19/05/2024

ଯେଉଁ ସ୍ଥାନରେ ମାଆଙ୍କୁ କରୁଥିଲ ବିରୋଧ, ସେଠି ବିଜୟ ପାଇଁ କରୁଛ ଏବେ ମିନତି, ଲୋକେ ସବୁ ଜାଣିଛନ୍ତି କେବେ ଦେବେନି ସାଥ୍

18/05/2024

5 ବର୍ଷ ରେ ଥରେ ଆସୁଛ ପର୍ଯ୍ୟଟକ ପରି । ଖାଲି ମିଛ ର ମହାଜନ ସାଜିଛ।

17/05/2024

ଜଣେ ବିକଳାଙ୍ଗ ଏବଂ ବୁଢ଼ା ଲୋକଙ୍କୁ ରାଲି ରେ ବୁଲାଉଛ । ଲଜ୍ଜ୍ୟା ଲାଗୁନି

17/05/2024

ନବୀନ ପଟ୍ଟନାୟକ ଙ୍କ ଭଳି ସରଳ ହୃଦୟ ଥିବା ମଣିଷ କୁ ଆମ ନିଛୟ ଜିତାଇବୁ । ଜୟ bjd ସରକାର

14/05/2024

ଦମ୍ ଅଛି ଦିଅ ଗ୍ୟାରେଣ୍ଟି । ଦର ଦାମ ବୃଦ୍ଧି ହବ ନାହିଁ ।

Videos (show all)

ଖାଲି ଅପେକ୍ଷା କର ଗେରୁଆଦଳ ଲୋକମାନେ ତମକୁ ଠିକ୍ ଜବାବ୍ ଦେବେ#BJPAntiOdisha#BJPFails
ଖାଲି ଅପେକ୍ଷା କର ଗେରୁଆଦଳ ଲୋକମାନେ ତମକୁ ଠିକ୍ ଜବାବ୍ ଦେବେ#BJPAntiOdisha#BJPFails
BJP ର ଅସଲ କଥା ଜାଣ ଭାଇମାନେ। ଦେଶକୁ କେମିତି ଲୁଟିବାକୁ ବସିଛନ୍ତି#BJPAntiOdisha#BJPFails
BJP ର ଅସଲ କଥା ଜାଣ ଭାଇମାନେ। ଦେଶକୁ କେମିତି ଲୁଟିବାକୁ ବସିଛନ୍ତି#BJPAntiOdisha#BJPFails
BJP ର ଅସଲ କଥା ଜାଣ ଭାଇମାନେ। ଦେଶକୁ କେମିତି ଲୁଟିବାକୁ ବସିଛନ୍ତି#BJPAntiOdisha#BJPFails
ଆମ ସୁଖ ଦୁଃଖ ରେ ସବୁବେଳେ ଛିଡ଼ା ହୋଇଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ସେଥିପାଇଁ ଆମ ରାଜ୍ୟ ସାରା ଭାରତ ରେ no 1#Navee...
ଆମ ସୁଖ ଦୁଃଖ ରେ ସବୁବେଳେ ଛିଡ଼ା ହୋଇଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ସେଥିପାଇଁ ଆମ ରାଜ୍ୟ ସାରା ଭାରତ ରେ no 1#Navee...
ଯେତେ ରାଜନୀତି କଲେ କର। ହେଲେ ଓଡ଼ିଶା ରେ bjp ର ବିଜୟ କେବଳ ସ୍ବପ୍ନ ହେଇ ରହିଯିବ ।#BJPAntiOdisha
ଯେତେ ରାଜନୀତି କଲେ କର। ହେଲେ ଓଡ଼ିଶା ରେ bjp ର ବିଜୟ କେବଳ ସ୍ବପ୍ନ ହେଇ ରହିଯିବ ।#BJPAntiOdisha
ଯେତେ ରାଜନୀତି କଲେ କର। ହେଲେ ଓଡ଼ିଶା ରେ bjp ର ବିଜୟ କେବଳ ସ୍ବପ୍ନ ହେଇ ରହିଯିବ ।#BJPAntiOdisha
ସମ୍ବଲପୁର ରେ ହାରିବା ପାଈଁ ready ଧର୍ମେନ୍ଦ୍ର ପ୍ରଧାନ#BJPAntiOdisha
ସମ୍ବଲପୁର ରେ ହାରିବା ପାଈଁ ready ଧର୍ମେନ୍ଦ୍ର ପ୍ରଧାନ#BJPAntiOdisha

Website