Bilor

Bilor

Contact information, map and directions, contact form, opening hours, services, ratings, photos, videos and announcements from Bilor, Grocers, .

25/02/2024

‘କାଳିଆ’ ଯୋଜନାକୁ ବ୍ୟାପକ କରି ଚାଷୀ ପରିବାରର କଲ୍ଯାଣ ପାଇଁ ରାଜ୍ୟ କ୍ୟାବିନେଟରେ ହୋଇଛି ବଡ଼ ନିଷ୍ପତ୍ତି। ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ₹୨,୦୦୦ ସହାୟତା ପ୍ରଦାନ ସହ କାଳିଆ ଯୋଜନା ପାଇଁ ଆଗାମୀ ୩ବର୍ଷରେ ₹୬,୦୨୯.୭୦ କୋଟି ବ୍ୟୟ କରାଯିବ

25/02/2024

ଧର୍ମେନ୍ଦ୍ର ଓ ପ୍ରଦୀପ କାହିଁକି ଏକାଠି ହେଉ ନାହାନ୍ତି ? ଏବେ ଦି ଜଣ ବିଜେପିରେ।

21/02/2024

From denial to defiance BJP's challenged Odisha nd it's govt in different schemes and ways ..but at the end winners are never losers ....

news
Political

18/02/2024

ମମତା ଯୋଜନାରେ ହିତାଧୀକାରୀଙ୍କ ସହାୟତା ରାଶି ୫ ହଜାରୁ ବଢି ହେଲା ୧୦ ହଜାର, ନବୀନ ବୁଝିଲେ ମାଆମାନଙ୍କ ଦୁଃଖ

16/02/2024

ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍‌ନଲୋଜି ଓ ଟ୍ରିଟମେଣ୍ଟର ସୁବିଧା ମିଳିବ

14/02/2024

BJP in odisha was were once critics of Awas Yojna, now caught off guard by public interrogation in Odisha."....unable to process any answer for the question raised by public.....we guess this is the end of BJP

news
Political

09/02/2024

ବିରୋଧୀ ଯେତେ ଚିତ୍କାର କଲେ ବି ଏଥର ପୁଣି ନବୀନ ସରକାର

07/02/2024

ପ୍ରଗତିର ସାରଥି, କୋଟି ଓଡ଼ିଆଙ୍କ ହୃଦୟରେ ଜନନେତା; ଆମ ନବୀନ

05/02/2024

ବଦଳିଯିବ ଓଡିଶାର ଭାଗ୍ୟ
ଆମେ ଯେବେ ଦେବା ଓଡିଆ ଭାଷାକୁ ଗୁରୁତ୍ୱ

02/02/2024

ଆସ ଗାଇବା ବନ୍ଦେ ଉତ୍କଳଜନନୀ

ଫେବୃୟାରୀ 3

ଦିନ 11ଟା

#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

31/01/2024

ଅନୁଗୋଳ, ଢେ଼ଙ୍କାନାଳ, ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

30/01/2024

These Nua-O programmes foster a sense of community and pride among the youth, encouraging them to actively participate in showcasing their unique skills and abilities.

27/01/2024

ମାଁ ସମଲେଇଙ୍କ ପୀଠ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶାକୁ ବିଶ୍ୱ ଧାର୍ମିକ ପର୍ଯ୍ୟଟନରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଯାଉଛି । ଏଥିପାଇଁ ସମ୍ବଲପୁରବାସୀଙ୍କ ଠାରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି ।

24/01/2024

12/01/2024

news
Political

10/01/2024

05/01/2024

Odisha
Naveen Patnaik

Videos (show all)

These Nua-O programmes foster a sense of community and pride among the youth, encouraging them to actively participate i...
ଓଡ଼ିଶା ବାସୀ ହେବେନି ହଇରାଣ, ସବୁ ଯୋଗାଇ ଦେଇଛନ୍ତି ନବୀନ ସରକାର |#bjd #NabinaOdisha #nabinpattnaik #BijuJanataDalOdisha

Website