Odisha Congress Fan Club
Contact information, map and directions, contact form, opening hours, services, ratings, photos, videos and announcements from Odisha Congress Fan Club, Political organisation, .
ଓଡ଼ିଶା କୁ ୨୪ ବର୍ଷ ଧରି ଶାସନ କରିଛି ବିଜେଡି, କିନ୍ତୁ ୨୪ ବର୍ଷ ପରେ ମଧ୍ୟ ଯୁବକଙ୍କ ପାଖରେ ଚାକିରି ନାହିଁ, ମହିଳା ସୁରକ୍ଷିତ ନାହାନ୍ତି , ଡାକ୍ତର ଖାନା ରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି। ଥାନାରେ ପୋଲିସ ନାହାନ୍ତି। ଦୁର୍ନୀତିର ପାହାଡ଼ ଉପରେ ବସିଛି ବିଜେଡି ସରକାର।
ଖଡ଼ିଆଳରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ ପାଇଁ ମୁଁ ବହୁ ଦିନରୁ ମୁଖ୍ୟମନ୍ତ୍ରୀଙ୍କୁ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଓ ବହୁ ସରକାରୀ ଅଧିକାରୀଙ୍କୁ ଚିଠି ଲେଖି ଏ ବିଷୟରେ ସେମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲି। ବିଧାନସଭାରେ ମଧ୍ୟ ଏ ବିଷୟରେ ତର୍କ ଓ ତଥ୍ୟର ସହିତ ସରକାରଙ୍କ ନିକଟରେ ଖଡ଼ିଆଳ ବାସୀଙ୍କ ତରଫରୁ ଆମର ଦାବୀ ଜଣାଇଥିଲି। ଖଡ଼ିଆଳବାସୀଙ୍କ ଜନପ୍ରତିନିଧି ଭାବେ ଖଡ଼ିଆଳର ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାରେ ଏକ ଭୂମିକା ଗ୍ରହଣ କରିଥିବାରୁ ଓ ମୋର କର୍ତ୍ତବ୍ୟ କରିଥିବାରୁ ମୁଁ ବହୁତ ଖୁସି ଓ ଗର୍ବିତ।
ବିଜେପି ଓ ବିଜେଡି ଶ୍ରେୟ ନେବା ପାଇଁ ଝଗଡ଼ା ନ କରି କଂଗ୍ରେସ କରିଥିବା ଆଇନକୁ କାର୍ଯ୍ୟକାରୀ କରନ୍ତୁ!
୨୦୧୩ ମସିହାରେ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ବାଧିନ କଂଗ୍ରେସ ସରକାର ଖାଦ୍ୟ ସୁରକ୍ଷା ଆଇନ ସଂସଦରେ ପାସ୍ କରାଇଲେ, ଯାହାକି ସମସ୍ତ ଲୋକଙ୍କୁ ଖାଦ୍ୟର ଆଇନଗତ ଅଧିକାର ଦେଲା। ଏହି ଆଇନ୍ ଯୋଗୁଁ ସମସ୍ତ ଗରିବ ଲୋକଙ୍କୁ ସରକାର ରିହାତି ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ବାଧ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ୟୁପିଏ ଚେୟାରପରସନ୍ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇପାରିଛି।
ଲୋକଙ୍କ କାମ କରୁ ନଥିବାରୁ ସନ୍ତୋଷ ସିଂ ସାଲୁଜାଙ୍କ କଲେକ୍ଟରକୁ ଧମକ୍ 🔥
କ'ଣ ଠିକ୍ କଲେ ନା ଭୁଲ୍? ଆପଣଙ୍କ ମତାମତ ଦିଅନ୍ତୁ
୨୦୨୨ ପୁରି ୨୦୨୩ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି କିଛି ବି ପୂରଣ ହୋଇନାହିଁ। କିନ୍ତୁ ସମସ୍ତ ଭାରତବାସୀ ଜାଣି ସାରିଲେଣି ଯେ ବିଜେପି ସେମାନଙ୍କୁ ଠକିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର।
ସମସ୍ତ ଓଡିଶାବାସୀଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି ଓ ପ୍ରଗତି ପାଇଁ କାମନା କରୁଛି।
Wishing everyone a happy & Prosperous new year. I pray to Lord Jagannath for the progress & Prosperity of everyone.
.
GOVINDA SAHOO SU***DE OR MURDER?
ବିଜେଡ଼ି ପ୍ରାର୍ଥୀଙ୍କ ନାଟକ ଟିକେ ଦେଖନ୍ତୁ
ନିର୍ବାଚନୀ ପ୍ରଚାର କମ୍, ଫିଲ୍ମ ସୁଟିଂ ଅଧିକ ଲାଗୁଛି!
ମଦୁଆ ନେତାକୁ ମଦୁଆ କର୍ମୀ, ବିଜେଡିର ଅସଲ ଚେହେରା! ପଢନ୍ତୁ- https://odishareporter.in/politics/mlas-and-leaders-got-drunk-in-the-delhi-airport-lounge-and-had-an-argument-with-the-pilot-11-763787
Hon'ble MP Shri Neeraj Dangi ji's Press Conference at Congress Bhawan Bhubaneswar today on #महंगाई_की_पोल_खोल
Odisha Congress | Press Conference By Shri Neeraj Dangi ji | Bhubaneswar #महंगाई_की_पोल_खोल Watch PC by Shri Neeraj Dangi ji Hon'ble MP on #महंगाई_की_पोल_खोल at Congress Bhawan, Bhubaneswar along with Shri Ganeswar Behera , Chairman Media Department...
ସାହାସ କୁ ନେଇ ଲଢିବା, ଷ୍ଟାର୍ କ୍ୟାମ୍ପେନର୍ ଙ୍କୁ ନେଇ ନୁହେଁ।
ଏଥର ଖେଳ ହେବ.....
ଜନତା ହିଁ ଜନାର୍ଦ୍ଦନ,
ବିଶାଳ ପରିବର୍ତ୍ତନ ଆସିବ....
ଏଥର ଖେଳ ହେବ....
ଆଗକୁ ପରିବର୍ତ୍ତନ ହେବ,
ଏଥର ଖେଳ ହେବ....
ମିଥ୍ଯା ପ୍ରତିଶ୍ରୁତି ନାମରେ ଯୋଜନାମାନ ଦେଇ କୌଣସି ଲାଭ ନାହିଁ। ପ୍ରତିଶ୍ରୁତି କ'ଣ ଲୋକେ ରାସ୍ତାରେ ଦେଖିବେ।
ଏଥର ଖେଳ ହେବ.....
ପ୍ରତ୍ୟେକ ବ୍ୟବସାୟୀ ଅନୁଷ୍ଠାନ ଭାଇଙ୍କ ପାଇଁ ଉପଯୁକ୍ତ ବ୍ଯବସ୍ଥା କରିବେ ମଧୁସ୍ମିତା ଅପା।
ଏଥର ଖେଳ ହେବ...
ଭୁବନେଶ୍ୱର ଅଟେ ପରିଚୟ ମୋର
କଂଗ୍ରେସ ମୋ ପରିବାର,
ସେବା କରିବାକୁ ଶପଥ ନେଇଛି
ଶେଷ ଯାଏଁ ଜୀବନର ।
ସୁଲୋଚନା ଅପା ହାତ କାଟି ଦେବେ 🤦 ମେୟର ହେବେ ନା ଗୁଣ୍ଡି ? ଚିନ୍ତା କରନ୍ତୁ, କିଛି ନ ହେଇ ହାତ କାଟିବା କଥା କହୁଛନ୍ତି, ଜିତି ଗଲେ କଣ କରିବେ ???
ଆମ ଭୁବନେଶ୍ଵର, ଆମ ମେୟର।
ମଧୁ ଅପା କୁ ଭୋଟ ଦିଅ। ଆମ ଭୁବନେଶ୍ଵର, ଆମ ମେୟର।
ଆମ ଭୁବନେଶ୍ୱର, ଆମ ମେୟର ! Madhusmita Acharya
ଏହି ଛବି ବହୁତ କିଛି ଦର୍ଶାଉଛି!
"बात वक़्त-वक़्त की है" 😜
"एक ही सिक्के की दो पहलू" !
Next Time Choose Wisely....
ମୋଦୀ ଜୀ ଙ୍କ "STREANH" ର ରହସ୍ଯ 😅
କଂଗ୍ରେସ ଦଳର ସପୋର୍ଟ ରେ ବିଜେପି ର କାର୍ଯ୍ୟକର୍ତ୍ତାମାନେ।
Support Indian National Congress - Odisha ZP Candidate by helping him raise funds to fight the ZP Election against the BJP & BJD.
"ନା କୌଣସି ଚିନ୍ତା, ନା କୌଣସି ଲଜ୍ୟା"