Vishva Hindu Parishad - Subarnapur

Vishva Hindu Parishad - Subarnapur

Our Main Objective is "To Organise & Consolidate Hindu Society to Serve & protect Hindu Dharma".

05/07/2024

ଲୋକସଭା ରେ ରାହୁଲ ଗାନ୍ଧୀ ଙ୍କ ମନ୍ତବ୍ୟ ହିନ୍ଦୁ ସମାଜ ପ୍ରତି ଅପମାନ ଜନକ ଏବଂ ଦୁର୍ଭାଗ୍ୟ ଜନକ ଅଟେ।ରାହୁଲ ଗାନ୍ଧୀ ହିନ୍ଦୁ ସମାଜ କୁ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ହିନ୍ଦୁ ସମାଜ ଉଚିତ୍ ଜବାବ୍ ଦେବ।

ଜୟ ଶ୍ରୀରାମ🚩

ସୌମ୍ୟ ରଞ୍ଜନ ମିଶ୍ର
ପ୍ରାନ୍ତ ସହ ସଂଯୋଜକ
ବଜରଙ୍ଗ ଦଳ ଓଡିଶା (ପଶ୍ଚିମ)

Photos from Vishva Hindu Parishad - Subarnapur's post 14/05/2024

ସୋନପୁର ନଗର ବଜରଙ୍ଗ ଦଳ ଦ୍ବାରା ଆୟୋଜିତ ରକ୍ତ ଦାନ ଶିବିର.... ବହୁତ ବହୁତ ଧନ୍ୟବାଦ ସମସ୍ତ ରକ୍ତ ଦାତା ଭାଈ ମାନଙ୍କୁ ତଥା ବଜରଙ୍ଗ ଦଳ ର କାର୍ଯ୍ୟ କର୍ତ୍ତା ଯେଉଁ ମାନଙ୍କ ପ୍ରଚେଷ୍ଟା ରେ କାର୍ଯ୍ଯକ୍ରମ ସଫଳ ହେଇ ପାରିଲା... ବିଶେଷ ଧନ୍ୟବାଦ ଆମର ସଂଗଠନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ଆପଣ ମାନଙ୍କ ଆଶୀର୍ବାଦ , ପ୍ରେରଣା, ଉତ୍ସାହ , ସହଯୋଗ ଯୋଗୁଁ ସମସ୍ତ କାର୍ଯ୍ଯକ୍ରମ ସଫଲ ହେଇ ପାରୁଛି..... ଜୟ ଶ୍ରୀ ରାମ

12/04/2024

ସୋନପୁର ବାଇଗଣ ଯୁରି ଠାରେ ଆମର ଦେବା ଦେବୀ ନାମ ରେ ପଇସା ମାଗୁ ଥିବା ଦୁଇଟୀ ନକଲି ହିନ୍ଦୁ |
ଜୟ ଶ୍ରୀ ରାମ

Videos (show all)

ଲୋକସଭା ରେ ରାହୁଲ ଗାନ୍ଧୀ ଙ୍କ ମନ୍ତବ୍ୟ ହିନ୍ଦୁ ସମାଜ ପ୍ରତି ଅପମାନ ଜନକ ଏବଂ ଦୁର୍ଭାଗ୍ୟ ଜନକ ଅଟେ।ରାହୁଲ ଗାନ୍ଧୀ ହିନ୍ଦୁ ସମାଜ କୁ କ୍ଷମା ପ...
ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ବୀରମହାରାଜପୁର ପକ୍ଷରୁ ହନୁମାନ ଜନ୍ମୋତ୍ସବ ପାଳନ ଉପଲକ୍ଷେ  ସ୍ଥାନୀୟ ହନୁମାନ ମନ୍ଦିର ରେ ସାମୁହିକ ହନୁମାନ ...
ସୋନପୁର ବାଇଗଣ ଯୁରି ଠାରେ ଆମର ଦେବା ଦେବୀ ନାମ ରେ ପଇସା ମାଗୁ ଥିବା ଦୁଇଟୀ ନକଲି ହିନ୍ଦୁ |ଜୟ ଶ୍ରୀ ରାମ

Website