BJP Junagarh
Junagarh (Sl. No.: 78) is a Vidhan Sabha constituency of Kalahandi district, Odisha. This constitu
IT Raid On Odisha Liquor Traders
CBI May Quiz These BJD Leaders Over Alleged Involvement in Scam
ପଶ୍ଚିମ ଓଡିଶାର ଭବାନୀପାଟଣାରେ ଫିଲ୍ମ ଷ୍ଟୁଡିଓ ଖୋଲିବା ପାଇଁ ପ୍ରସ୍ତାବ
Basanta Kumar Panda
Election Result LIVE : MP | Rajasthan | Chhatisgarh | Telangana BJP Odisha
National Milk Day
ଉଦ୍ଧାରକାରୀ ଦଳଙ୍କୁ ସଲାମ । ଆପଣମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ବଞ୍ଚିଗଲା 41 ଜୀବନ l
ଭବାନୀପାଟନା : ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଓ ଅବ୍ୟବସ୍ଥାକୁ ନେଇ କଳାହାଣ୍ଡି ଉପଜିଲ୍ଲାପାଳଙ୍କୁ ଭାରତୀୟ ଜନତା ପାର୍ଟି ଭବାନୀପାଟନା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ଵରେ ଦାବିପତ୍ର ଦିଆଗଲା।
ବିଜେଡି ଶାସନରେ ପ୍ରତାରିତ ଜନତା, ୨୩ବର୍ଷରେ ଚରମ ସୀମାରେ ଦୁର୍ନୀତି, ଭ୍ରଷ୍ଟାଚାର
ओडिशा में भक्त भगवान के दर्शन से बंचित हो रहे हैं, चारद्वार क्यों नहीं खोल रहे हैं राज्य सरकार ? ओडिशा में लोगों को मंदिर जाने से रोक कर क्या करना चाहती है बीजेडी ?
Odisha Puri Jagannath Temple
Congress was never vocal for the Tribal community: PM Modi
ଗୋଲାମୁଣ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ଜୟପାଟଣା ବ୍ଲକ ଘେରାଉ
ଗୋଲାମୁଣ୍ଡା ବ୍ଲକ ଅଫିସ ଘେରାଉ,
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମହା ଦୁର୍ନିତି
#ଓଡିଆ_ଯବାନ_ସହିଦ
-ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ ଈଶ୍ୱର ବେହେରା
-କଳାହାଣ୍ଡି କେସିଙ୍ଗା ବେଲଖଣ୍ଡି ଗାଁର ଯବାନ
-ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲାବେଳେ ତାଙ୍କର ପାର୍ଥିବ ଶରୀର ଉଦ୍ଧାର ହୋଇଛି
ଓଁ ଶାନ୍ତି ବିର ଯବାନ
Thousand Years Old Temple Remains Recovered From Ground In Kalahandi
Chhatar Jatra Reaction Of Kalahandi Kattapa
ହେ ଦିବ୍ୟଶଙ୍କର
କର୍ମୀ ମାନଙ୍କ ଉପରେ କାଇଁ ଗୁଣି ଗାରେଡି କରୁଛ
ଫୋଟୋ- ଜୁନାଗଡ଼ କର୍ମୀ ସମ୍ମିଳନୀ
5T ସ୍କୁଲ ସତରେ ଯଦି ଏତେ ରୂପାୟନ, ଇଂଲିସ ମିଡିଅମ ସ୍କୁଲ ରୁ ଆଗୁଆ ତାହେଲେ
କୃଷକଙ୍କ କଲ୍ୟାଣ ମୋଦୀ ସରକାରଙ୍କ ପ୍ରାଥମିକତା । କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଲା ।
କଂଗ୍ରେସ ସମୟରେ କ୍ୱିଣ୍ଟାଲ ପିଛା ୧୩୧୦ ଟଙ୍କା ଥିଲା, ମୋଦୀ ସରକାରଙ୍କ ୯ ବର୍ଷ ଶାସନ କାଳରେ ୮୭୩ ଟଙ୍କା ବୃଦ୍ଧି ଘଟି ୨୧୮୩ ଟଙ୍କାରେ ପହଞ୍ଚିଛି ।
କେବଳ ଏଇଠି ସଫଳ l ବିଜେଡି ସରକାରଙ୍କ ଦୟାରୁ ଉଦ୍ୟୋଗୀ ମନୋଜ ଏବେ କୋଟିପତି l ବିଜେଡି ଆଇଟି ସେଲର ପୂର୍ବତନ ଜିଲ୍ଲା ମୁଖ୍ୟ ମନୋଜଙ୍କ ନାଁକୁ ରାଜ୍ୟ ସରକାର ସଫଳ ଉଦ୍ୟୋଗପତି ତାଲିକାରେ ସ୍ଥାନ ଦିଅନ୍ତୁ l
ଆମ ମାଟିର ଗର୍ବ ଆଉ ଗୌରବ ପଦ୍ମଶ୍ରୀ ପଟ୍ଟାୟତ ସାହୁ
ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଆଟିଗାଁ ମଣ୍ଡଳ ର ତଳମଳା ଓ ମୁଣ୍ଡିଗୁଡା ଗ୍ରାମରେ ବୁଥ୍ କମିଟି ଗଠନ ଏବଂ ପଦାଧିକାରୀ ବୈଠକ......
ମାନ୍ୟବର ବିଧାୟକ
ରାଜ୍ୟ ସରକାର ୨୩ ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ରହି ଆସିଛନ୍ତି କିନ୍ତୁ ଏବେ ଅନାଚାର ଏବଂ ବ୍ଯଭିଚାରର ସୀମା ଟପିଲେଣି। ଇତିଶ୍ରୀ, ବେବିନାରୁ ଆରମ୍ଭ କରି ନୟାଗଡ଼ର ପରୀ ଘଟଣା ପର୍ଯ୍ୟନ୍ତ ଶାସକ ଦଳର ସମ୍ପୃକ୍ତି ଥିବା ଓଡିଶାବାସୀ ସ୍ପଷ୍ଟ ଦେଖି ସାରିଛନ୍ତି। ଚିଟଫଣ୍ଡ, ବ୍ଲକ, ସେକ୍ରେଟେରିଏଟ ତୃତୀୟ ମହଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଉଥିବା ଓଡିଶାବାସୀ ଜାଣିଛନ୍ତି। ଓଡ଼ିଶାରେ ବିନା ଲାଞ୍ଚର ପତ୍ର ହଲେନାହିଁ ଯାହା ରାଜ୍ୟ ସରକାରଙ୍କ ପରିଚୟକୁ ସ୍ପଷ୍ଟ କରୁଛି।
ଓଡିଶା ପୋଲିସ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ଯେତେବେଳେ ବଡ ଦୁର୍ନୀତିର କଥା ଆସେ ସେତେବେଳେ ଅପାରଗ ଓ ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀ ଆଇନ ତା ବାଟରେ ଯିବ ବୋଲି କହନ୍ତି। ମାତ୍ର ଆଜିଯାଏ କୌଣସି ବି ପୀଡିତଙ୍କୁ ନ୍ୟାୟ ମିଳିପାରି ନାହିଁ କି କୌଣସି ସମ୍ପୃକ୍ତ ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ପୁରୀର ତତକାଳୀନ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଠୋସ ପ୍ରମାଣ ଥିଲେ ମଧ୍ୟ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ଆଣୁନାହିଁ। ଲେଡି ବ୍ଲାକମେଲର ଅର୍ଚନା ନାଗ ବିରୋଧରେ ସେକ୍ସ ସ୍କାଣ୍ଡାଲ,ଟଙ୍କା ଲୁଣ୍ଠନ ଓ ବ୍ଲାକମେଲିଂ ଭଳି ଜଘନ୍ୟ ଅଭିଯୋଗ ଥିଲେ ହେଁ କମିଶନରେଟ ପୋଲିସ ଘଣ୍ଟ ଘୋଡାଉଛି।
ଆସନ୍ତାକାଲିଠୁ ପୋଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ବିଜେପି ଅହୋରାତ୍ର ଆନ୍ଦୋଳନ କରିବ। ନିର୍ଣ୍ଣାୟକ ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବଳବତ୍ତର ରହିବ। ସେଥିରେ ଯଦି ପୋଲିସ ଓ ରାଜ୍ୟ ସରକାରଙ୍କ ନିଦ ନ ଭାଙ୍ଗେ, ତାହେଲେ ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବାକୁ ବିଜେପି ଯିବ। -ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ Prithiviraj Harichandan
୨୦୧୩ରେ ନିଜେ ସୃଷ୍ଟି କରିଥିବା ଐତିହାସିକ ଭୁଲକୁ Naveen Patnaik ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ପ୍ରୟାସ କରିଛନ୍ତି । ରାଜ୍ୟ ସରକାର ଆଜିର ଘୋଷଣାକୁ ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ନିରାଶ ନ କରନ୍ତୁ। ୨୦୧୩ ରୁ ଲୋକଙ୍କୁ ଅନ୍ଧାରରେ ରଖି ସରକାର ଚୁକ୍ତିଭିତ୍ତିକ ନିଯୁକ୍ତିର ମହାଦୁର୍ନୀତି ଆରମ୍ଭ କରିଥିଲେ। ୫୭ ହଜାର ଚୁକ୍ତିଭିକ୍ତିକ କର୍ମଚାରୀଙ୍କୁ ବର୍ତ୍ତମାନ ସୁଦ୍ଧା ବକେୟା ପାଉଣା ଦେବେ କି Naveen Patnaik ? ରାଜ୍ୟ ସରକାରଙ୍କ କେଉଁ ବିଭାଗର କେଉଁ ପାହ୍ୟାର କେତେ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ ତାହାର ସ୍ପଷ୍ଟୀକରଣ କେବେ ?
ଗତ ଜୁଲାଇ ୨୭ରେ ବିଭାଗୀୟ ମନ୍ତ୍ରୀ Pritiranjan Gharai ରାଜ୍ୟରେ ୮ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ପଞ୍ଜିକୃତ ବେରୋଜଗାର ଯୁବକ ଯୁବତୀ ଥିବା ବିଧାନସଭାରେ ସ୍ପଷ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀ Naveen Patnaik ଏହି ୮ଲକ୍ଷ ୮୦ ହଜାର ପରିବାରକୁ ରୋଜଗାର ଦେବାର ଦାୟିତ୍ୱ କେବେ ନେବେ ? ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ବ୍ଲକ ଗ୍ରାଣ୍ଟ୍ କର୍ମଚାରୀ ଅଛନ୍ତି । Naveen Patnaik ଏହି ୫୦ ହଜାରରୁ ଉର୍ଦ୍ଧ୍ୱ ବ୍ଲକ ଗ୍ରାଣ୍ଟ୍ ଶିକ୍ଷକ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଚୁକ୍ତିରୁ କେବେ ମୁକ୍ତ କରି ସେମାନଙ୍କ ପରିବାରର ଦୁଃଖ କେବେ ଦୂର କରିବେ ? ଗ୍ରାମରକ୍ଷୀ, ଗ୍ରାମ ରୋଜଗାର ସହାୟକ, ହୋମ୍ ଗାର୍ଡ, ଗାଁ ସାଥୀ, ଡିଟିପି ଅପରେଟରଙ୍କ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଲକ୍ଷାଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ମାନ୍ୟତା କେବେ ? କାଳିଆ, ପିଠା ଯୋଜନା ସମେତ ବିଜୁ ଯୁବ ବାହିନୀର ନିଯୁକ୍ତି ଭଳି ଆଜିର ଘୋଷଣା ଯୁବକ ଯୁବତୀଙ୍କୁ ଅନ୍ଧାର ଭିତରକୁ ଠେଲି ଦେବନି ତ Naveen Patnaik ? - -ବିରୋଧୀ ଦଳ ନେତା ଶ୍ରୀ Mishra
ଓଡ଼ିଶାରେ ୮୫% ଲୋକ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି ।
ପୂର୍ବତନ ମନ୍ତ୍ରୀଙ୍କ ପାଖରେ ଖବର ଅଛି କି ?
ମା ମାଟି ଲାଗି ଲଢ଼ବାର ସମୟ ଆସିଗଲା