Subasini Jena Foundation - Rebatee

This foundation is formed to give a helping hand to all those needy people. If there is a crisis, we

Photos from Subasini Jena Foundation - Rebatee's post 08/09/2021

ଓଡ଼ିଆ ଭାଷାରେ ପ୍ରଥମ ଦୃଶ୍ୟ ଭିତ୍ତିକ ସାହିତ୍ୟ ପତ୍ରିକା 'ରଙ୍ଗମଞ୍ଚ' ଆଗାମୀ ପିଢ଼ି ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରୁ । ଏଥି ସହିତ ବିଶିଷ୍ଟ ନାଟ୍ୟକାର ତଥା 'ରଙ୍ଗମଞ୍ଚ'ର ସମ୍ପାଦକ ହେମେନ୍ଦ୍ର ମହାପାତ୍ର ସାର୍ ଶତାୟୁ ହୁଅନ୍ତୁ ଏବଂ ଏହିଭଳି ନାଟକକୁ ସଂଜୀବିତ କରି ରଖନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
କଳା,ସାହିତ୍ୟ ଏବଂ ସଂସ୍କୃତିର ମାଟି ବାଲେଶ୍ୱର ର ଅନ୍ୟତମ ନାଟ୍ୟ ଅନୁଷ୍ଠାନ 'ସ୍ରଷ୍ଟା' ପକ୍ଷରୁ ସ୍ଥାନୀୟ ମାକଲପୁର ସ୍ଥିତ ନବନିର୍ମିତ 'ସ୍ରଷ୍ଟା ନାଟ୍ୟାଳୟ' ଠାରେ ଆଜି ଅନୁଷ୍ଠିତ, 'ରଙ୍ଗମଞ୍ଚ ମହୋତ୍ସବ ଓ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଅର୍ଦ୍ଧଶତାବ୍ଦୀର ନାଟ୍ୟ ଜୀବନ' ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦାନ କରିଥିଲି ।

05/08/2021

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

26/07/2021

On , humble tributes to our bravehearts, who made the supreme sacrifice defending every inch of India’s territory. I salute the valour of our Armed Forces and their exemplary courage on the heights of Kargil.

Their sacrifices can never be forgotten. Jai Hind!

12/07/2021

ପବିତ୍ର ରଥଯାତ୍ରା ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତେ ସୁସ୍ଥ ଓ ନିରାମୟ ରୁହନ୍ତୁ, ଏତିକି ପ୍ରାର୍ଥନା ।

ଜୟ ଜଗନ୍ନାଥ

09/07/2021

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I

04/07/2021

Tributes to the great philosopher, social reformer & remarkable thinker Ji on his Punyatithi today. His teachings will always inspire mankind to serve society in a selfless manner.

27/06/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ #ନବୀନ_ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛୁ!!

24/06/2021

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

15/06/2021

ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା, ଓଡ଼ିଆ କଥାସାହିତ୍ୟର ଆଦିପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି।

15/06/2021

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

15/06/2021

ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

14/06/2021

On , I extend my sincere gratitude to all the blood donors for their invaluable contribution in saving precious lives. Blood donors are a very vital part of our healthcare system. Let us pledge to donate blood regularly & save valuable lives.

14/06/2021

ପହିଲି ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

12/06/2021

Children are our future. They deserve a normal childhood and education. On WorldDayAgainstChildLabour, let us strengthen our resolve to eradicate the social evil of child labour from our country.

10/06/2021

ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Photos from Subasini Jena Foundation - Rebatee's post 10/06/2021

'ସୁବର୍ଣ୍ଣରେଖା ବିକାଶ ପରିଷଦ' ଏବଂ 'ଓଡ଼ିଶା-ମୋ ପରିବାର' ମିଳିତ ଆନୁକୂଲ୍ୟରେ ଆଜି ବାଲିଆପାଳ ବ୍ଲକ ପ୍ରତାପପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରିଥିଲେ ।
ରକ୍ତଦାନ ଭଳି ଏକ ମହତ ଦାନରେ ନିଜକୁ ସାମିଲ କରିଥିବାରୁ ଉତ୍ସାହୀ ରକ୍ତଦାତା ଏବଂ ଆୟୋଜକ ବନ୍ଧୁ ମାନଙ୍କୁ ସାଧୁବାଦ ଜଣାଇଥିଲେ ।

08/06/2021

We have a strong connection with oceans…. They are the reason for our very existence; they are the source of inspiration….. Warm wishes on to you. Let us save them!!

Photos from Subasini Jena Foundation - Rebatee's post 08/06/2021

ମହାମାରୀ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହୋଇଥିବା 'ଲକ୍ ଡ଼ାଉନ୍' ଓ 'ସଟ୍ ଡ଼ାଉନ୍' ସମାଜର ବିଭିନ୍ନ ଶ୍ରେଣୀର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ଅନୁଭବ କରି ବାଲେଶ୍ବର ଜିଲ୍ଲାର ସବୁ ବର୍ଗର କଳାକାର ମାନଙ୍କୁ ଏକ ସହଯୋଗର ହାତ ବଢାଇବାକୁ ପ୍ରୟାସ କରି 'ଆମେ ଶିଳ୍ପୀ' ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେବତୀ ସମ୍ପାଦିକା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରିଥିଲେ !!

07/06/2021

ଜନତାଙ୍କ ସେବା କରିବା ତାଙ୍କର ମୂଳ ଲକ୍ଷ୍ୟ ନିଜ ଲକ୍ଷ୍ୟ କୁ ପୂରଣ କରିବାରେ ସେ ଲାଗିଛନ୍ତି !!

05/06/2021

ସଦା ସର୍ବଦା ଜନତାଙ୍କ ସେବାରେ !!!

Photos from Subasini Jena Foundation - Rebatee's post 05/06/2021

ଆଜି 'ଓଡିଶା-ମୋ ପରିବାର' ଏବଂ ବିଜୁ ଛାତ୍ର ଜନତା ଦଳ, ବାଲିଆପାଳ ବ୍ଲକ ଆନୁକୂଲ୍ୟରେ ଆଜି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରି ଆୟୋଜକ ବନ୍ଧୁମାନଙ୍କୁ ଏବଂ ଉତ୍ସାହୀ ରକ୍ତଦାତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

05/06/2021

04/06/2021

ଜନତା ଙ୍କ ଅସୁବିଧାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରୀମତୀ ସୁବାସିନୀ ଜେନା ସର୍ବଦା ତତ୍ପର !!

04/06/2021

ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ

03/06/2021

ବାଲେଶ୍ଵର ବାସୀ ଯେମିତି ଭୋକରେ ନ ରୁହନ୍ତୁ ସେ ବିଷୟରେ ସବୁବେଳେ ଚିନ୍ତା କରନ୍ତି ଆମ ସମସ୍ତଙ୍କର ପ୍ରିୟ ରେବତୀର ସମ୍ପାଦିକା ତଥା ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା !!

Photos from Subasini Jena Foundation - Rebatee's post 03/06/2021

ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ବାଲେଶ୍ୱର ସହରର କିଛି ଅଟୋ ଚାଳକ ଭାଇ, ରେଲୱେ ଷ୍ଟେସନରେ ଟ୍ୟାକ୍ସି ଚଳାଇ ପରିବାର ପ୍ରତିପୋଷଣ କରୁଥିବା କିଛି ଡ୍ରାଇଭର ଭାଇ ଏବଂ ବନ୍ଦ ପଡ଼ିଥିବା କଳକାରଖାନାରେ କାମ କରୁଥିବା କିଛି ଶ୍ରମିକ ଭାଇ ମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

Photos from Subasini Jena Foundation - Rebatee's post 01/06/2021

ସମଗ୍ର ମାନବ ସମାଜ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ସହାୟତା ଆବଶ୍ୟକ କରୁଥିବା ତଥା ଦୈନନ୍ଦିନ ରୋଜଗାର ଉପରେ ନିର୍ଭରଶୀଳ କେତେଜଣ ଭାଇଙ୍କୁ ସେମାନଙ୍କ ସଂଘ ମାଧ୍ୟମରେ ସହାୟତାର ହାତ ବଢାଇବାକୁ ଏକ ମାନବିକ ପ୍ରୟାସ କରିଛନ୍ତି ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଆଜି ସକାଳେ ରେବତୀ ପରିବାର ପକ୍ଷରୁ ବାଲେଶ୍ୱର ସହରରେ ସେଲୁନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବାରିକ ଭାଇ ମାନଙ୍କୁ ଏବଂ ରେଲୱେ ଷ୍ଟେସନ ଉପରେ ନିର୍ଭର କରୁଥିବା ଅଟୋ ଚାଳକ ଭାଇ ମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

Photos from Subasini Jena Foundation - Rebatee's post 01/06/2021

ଗତ କାଲି ବାଲିଆପାଳ ବ୍ଲକର ସମୁଦ୍ର ତଟବର୍ତ୍ତୀ ବାତ୍ୟା ପ୍ରପୀଡ଼ିତ ଜମ୍ଭିରାଇ, ନୂଆଗାଁ ଏବଂ ଚୌମୁଖ ପଞ୍ଚାୟତରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ମାନ୍ୟବର ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସହ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳର ଜନସାଧାରଣଙ୍କୁ ଭେଟିବା ସହ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଶ୍ରୀମତୀ ସୁବାସିନୀ ଜେନା !!

Photos from Subasini Jena Foundation - Rebatee's post 31/05/2021

ବାଲେଶ୍ବର ଜିଲ୍ଲାର 'ବାତ୍ୟା ୟାସ୍' ପ୍ରପୀଡ଼ିତ ବିଭିନ୍ନ ଅଞ୍ଚଳକୁ 'ଓଡିଶା- ମୋ ପରିବାର' ଆନୁକୂଲ୍ୟରେ ରିଲିଫ୍ ସାମଗ୍ରୀ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ମାନ୍ୟବର ବିଧାୟକ ବୃନ୍ଦ ଏବଂ ବିଜେଡ଼ି ଜିଲ୍ଲା ସଭାପତିଙ୍କ ସହ ଶ୍ରୀମତୀ ସୁବାସିନୀ ଜେନା ଆଜି ଯୋଗଦାନ କରିଥିଲେ।
ଏଥି ସହିତ ବାଲେଶ୍ୱର ପୌରାଞ୍ଚଳର ବାରବାଟୀ ଠାରେ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ପଲିଥିନ ମଧ୍ୟ ବଣ୍ଟନ କରିଥିଲେ ।

31/05/2021

ବାଲିଆପାଳ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଯମୁନାଶୂଳ ଠାରେ 'ଓଡ଼ିଶା - ମୋ ପରିବାର' ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ମହାମାରୀ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏଭଳି ଶିବିରର ଆୟୋଜନ ପାଇଁ ଆୟୋଜକ ବନ୍ଧୁମାନଙ୍କୁ ସାଧୁବାଦ ଜଣାଇଥିଲେ ।

Photos from Subasini Jena Foundation - Rebatee's post 31/05/2021

ଆଜି ସକାଳେ ଶ୍ରୀମତୀ ସୁବାସିନୀ ଜେନା 'ରେବତୀ ପରିବାର' ପକ୍ଷରୁ ଲକ୍ ଡ଼ାଉନ୍ ରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର କାଗଜ ବିତରକ ଭାଇ ମାନଙ୍କୁ, ଅଟୋରିକ୍ସା ଚାଳକ ଏବଂ ରିକ୍ସା ଚାଳକ ଭାଇ ମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ!!

Photos from Subasini Jena Foundation - Rebatee's post 30/05/2021

ଆଜି ଅପରାହ୍ନରେ ବାତ୍ୟା 'ୟସ୍' ଦ୍ୱାରା ପ୍ରଭାବିତ ବାଲିଆପାଳ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଯମୁନାଶୂଳ ଠାରେ ପହଞ୍ଚି 'ଓଡ଼ିଶା- ମୋ ପରିବାର' ଆନୁକୂଲ୍ୟରେ ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରିଥିଲେ ।

Photos from Subasini Jena Foundation - Rebatee's post 30/05/2021

ବାଲେଶ୍ବର ଜିଲ୍ଲାର 'ବାତ୍ୟା ୟାସ୍' ପ୍ରପୀଡ଼ିତ ବିଭିନ୍ନ ଅଞ୍ଚଳକୁ 'ଓଡିଶା- ମୋ ପରିବାର' ଆନୁକୂଲ୍ୟରେ ରିଲିଫ୍ ସାମଗ୍ରୀ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ବିଧାୟକ ତଥା ବିଜେଡ଼ି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ବିଧାୟକ ବୃନ୍ଦ ଏବଂ ବିଜେଡ଼ି ଜିଲ୍ଲା ସଭାପତିଙ୍କ ସହ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରିଥିଲେ !! ଏଥି ସହିତ ବାଲେଶ୍ୱର ପୌରାଞ୍ଚଳର ୩୧ ନଂ ୱାର୍ଡର ବାତ୍ୟା ପ୍ରଭାବିତ ମାନଙ୍କୁ ପଲିଥିନ ବଣ୍ଟନ ମଧ୍ୟ କରିଥିଲେ ।

29/05/2021

ଜନତାଙ୍କ ସେବାରେ ସର୍ବଦା ତତ୍ପର

29/05/2021

ଜନତାଙ୍କ ସେବା ହେଉଛି ତାଙ୍କ ଜୀବନର ବ୍ରତ

29/05/2021

ଏ ହାତ ବିଶ୍ୱାସର ହାତ ବିଶ୍ୱାସଘାତକ ର ନୁହେଁ !!

28/05/2021

ରାଜନୀତି ରୁ ବହୁ ଉର୍ଦ୍ଧ୍ବରେ ସ୍ନେହ ମମତାର ବନ୍ଧନ !!

Photos from Subasini Jena Foundation - Rebatee's post 28/05/2021

ଆଜି ବାଲେଶ୍ଵର ପୌରପାଳିକାର ବିଭିନ୍ନ ୱାର୍ଡରେ ସାଇକ୍ଲୋନ୍ "ୟାସ୍" ଦ୍ୱାରା ପ୍ରଭାବିତ ଅଭାବୀ ଲୋକଙ୍କୁ ଶ୍ରୀମତୀ ସୁବାସିନୀ ଜେନା ପଲିଥିନ ତମ୍ବୁ ବଣ୍ଟନ କରିଥିଲେ ଏହି ବଣ୍ଟନ ସମୟରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ମହୋଦୟ ବାଲେଶ୍ଵର ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ଦଳିଅ ନେତୃତ୍ୱ ମଣ୍ଡଳୀ ଉପସ୍ଥିତ ଥିଲେ !!

Photos from Subasini Jena Foundation - Rebatee's post 28/05/2021

କରୋନା ଭଳି ଏହି ଦୁଃସମୟରେ ଦୈନନ୍ଦିନ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ଅନୁଭବ କରି ରେବତୀ ପରିବାର ପକ୍ଷରୁ ଶ୍ରୀମତୀ ସୁବାସିନୀ ଜେନା ଏବଂ ଶ୍ରୀଯୁକ୍ତ ରବିନ୍ଦ୍ର ଜେନା ଆଜି ସକାଳେ ବାଲେଶ୍ବର ଅଟୋ ଚାଳକ ଏବଂ ରିକ୍ସା ଚାଳକ ଭାଇମାନଙ୍କୁ ସେମାନଙ୍କ ସଂଘ ମାଧ୍ୟମରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ଏବଂ ଏହି ବଣ୍ଟନ ସମୟରେ ମାନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ମଧ୍ଯ ଉପସ୍ଥିତ ଥିଲେ!!

27/05/2021

ଏକମାତ୍ର ଲକ୍ଷ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବି ସମସ୍ତଙ୍କୁ ସେବା ଦେବି

Want your organization to be the top-listed Government Service in Balasore?
Click here to claim your Sponsored Listing.

Category

Telephone

Website

Address


Highland Health Hub
Balasore
756001

Other Social Services in Balasore (show all)
SATYARANJAN PATRA SATYARANJAN PATRA
Balasore, 756027

god bless to all

Vaishnodevi SHG Vaishnodevi SHG
Bhanareswar
Balasore, 756024

VAISHNODEVI SHG AT-Bhanreswar ,Po- Bolang GP - Baniadiha Block - Baliapal , Dist - Balasore , State - Odisha , Pin - 756024.pu

Lokonath Civil Society Lokonath Civil Society
Balasore, 756001

Civil Society

Tusharkanti Tapaswi Tusharkanti Tapaswi
Sanjay Heights
Balasore, 756001

Jodi Tor Dak Shune Keu Na Ase Tobe Ekla Cholo Re ("If no one responds to your call, then go your own way alone")

save odisa save odisa
Khunta Kalama
Balasore, 756033

namaskar mora odisha adhibasi mu ahi page ra odisha ra jaha durnite hauchi taha bisayara kahibe

Kanhu Sir social service Kanhu Sir social service
Balasore

Kanhusir Social work❤️(ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ) ମାନବ ସେବା ହିଁ ମାଧବ ସେବା ଜୟ ଜଗନ୍ନାଥ

Chandan kumar jena Chandan kumar jena
Balasore, 756001

Dublagadi G.P BJD Dublagadi G.P BJD
Dublagadi Road
Balasore, 756027

public service

Parameswari Sahoo Parameswari Sahoo
Khaparapada, Baliapal
Balasore, 756081

Wife of Balaram Sahoo

Be+ve Be+ve
Balasore, 756001

we provide the positivity

Abhijit Biswal-Nishi Abhijit Biswal-Nishi
Balasore Road, Bhaskarganj, Baleshwar
Balasore, 756001

🤗Welcome To My Bio🤗 💕Creating a Life, I Love 💞 🇮🇳 Politics 🇮🇳 💐✨Born On 31st July 🎁🎉🎂

Dare 2 Daring Dare 2 Daring
Dare Devil Road, Baliapal
Balasore, 756026

“Daring ideas are like chessmen moved forward....