Janata darapana odisha

ସାଧାରଣ ଲୋକଙ୍କ ସମସ୍ୟାର ପ୍ରତିଫଳକ

29/06/2024

କେମିତି ଲାଗିଲା ଆଜିର ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ମ୍ୟାଚ । କମେଣ୍ଟ ବକ୍ସରେ ଜଣାନ୍ତୁ କେତେ ଖୁସି ଆପଣ ।

29/06/2024

ବିଶ୍ଵକପ ହାତେଲା ଭାରତ
Congratulations Team INDIA 🇮🇳

29/06/2024

ବାଲେଶ୍ଵର ଛୁଇଁଲା ମୌସୁମୀ । ଗରମରୁ ମିଳିଲା ଆଶ୍ୱସ୍ତି । ଦିର୍ଘ ୨ ଘଣ୍ଟା ରୁ ଊର୍ଦ୍ଧ୍ଵ ସମୟଧରି କେମିତି ଘଡ଼ଘଡ଼ି ସହ କଚାଳୁଛି ବର୍ଷା ଦେଖନ୍ତୁ ।

29/06/2024

ବାଲେଶ୍ଵର ଜିଲ୍ଲା ର ଆଗାମୀ ମିଳିତ ଜନ ଅଭିଯୋଗ ଶୁଣାଣୀ ଆପଣଙ୍କ ବ୍ଲକ ରେ କେବେ ଅଛି ଦେଖନ୍ତୁ ପୁରା ଖବର ।

28/06/2024

ରାସ୍ତାରେ ଯାଉ ଯାଉ ହଠାତ୍ ଘଟିଗଲା ଅଘଟଣ ଧରାପଡିଗଲା ଚୋରି । ଦେଖନ୍ତୁ ପୁରା ଭିଡିଓ ।

27/06/2024

ଆକ୍ସନ ମୋଡରେ ବସ୍ତା ବିଧାୟିକା ସୁବାସିନୀ ଜେନା । ହଠାତ୍ ବସ୍ତା ବ୍ଲକ ଗସ୍ତ କରି ଏମିତି କିଛି କହିଲେ ବିଡ଼ିଓ ଙ୍କୁ ।
Subasini Jena Rabindra Kumar Jena

25/06/2024

ଲାଇନ ବିଲ୍ ଦେଲେ ପୁଣି ମୋବାଇଲ ପାଇଲେ । କେମିତି ଜାଣନ୍ତୁ ।

24/06/2024

ମଙ୍ଗଳବାର ପାଇଁ ଜାରୀ ହେଲା କର୍ଫ୍ୟୁ ଗାଇଡଲାଇନ, ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ ଏଵଂ ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁରେ କୋହଳ।ଏହି ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ରହିବ ଖୋଲା ,ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର ହୋଇଛି।

24/06/2024

ଜଳକା ନଦୀ ବ୍ରିଜ ଉପରୁ ଯୁବକ ର ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ଛାନଭିନ କରୁଛି ରେଳବାଇ ପୋଲିସ । ମୃତ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ମେଳକ ଗ୍ରାମର ପ୍ରତାପ ନାୟକ ଙ୍କ ପୁତ୍ର ଦେବାଶିଷ ନାୟକ ।

23/06/2024

ଜଳିଗଲା ୧୦୮ ଆମ୍ବୁଲାନ୍ସ । ରୋଗୀ ସମେତ ଚାରି ଗୁରୁତର ।
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ର ହଳଦୀପଦା ନିକଟରେ ଛିଡା ହୋଇଥିବା କଣ୍ଟେନର କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ସୂଚନା ଅନୁସାରେ ବସ୍ତା ମେଡିକାଲ ରୁ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ହଲଦିପଦା ବାଇପାସ୍ ନିକଟରେ ନିଜର ଭାରସାମ୍ୟ ହରାଇ ଛିଡା ହୋଇ ଥିବା କଣ୍ଟେନର କୁ ପଛପଟୁ ଧକ୍କା ଦେଇଥିଲା । ତେବେ ଧକ୍କା ଦେବା ସମୟରେ ଆମ୍ବୁଲାନ୍ସ ରେ ଥିବା ଅକ୍ସିଜେନ ସିଲିଣ୍ଡର ଫାଟି ଯିବାରୁ ନିଆଁ ଲାଗିଯାଇଥିଲା । ଗାଡ଼ିରେ ଥିବା ହେଲପର ଅଧିକ ଗୁରୁତର ହୋଇଥିବା ବେଳେ, ଡ୍ରାଇଭର ସମେତ ରୋଗୀ ଏବଂ ସମ୍ପର୍କୀୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Photos from Janata darapana odisha's post 21/06/2024

ଆଜି ହେଉଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପିଲାଠୁ ବୁଢ଼ା ସମସ୍ତେ ଯୋଗ କରୁଛନ୍ତି l

Photos from Janata darapana odisha's post 20/06/2024

ବିଷାକ୍ତ ଖାଦ୍ୟଖାଇ ୧୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର । ବସ୍ତା ଡ଼ାକ୍ତରଖାନାରେ ଭର୍ତି । ବାଲେଶ୍ଵର ଜିଲ୍ଲା ସିଙ୍ଗଲା ପଥ ଦୁର୍ଗା ସ୍କୁଲରେ ଘଟିଛି ଅଭାବନୀୟ ଘଟଣା ।

19/06/2024

ବାଲେଶ୍ଵର ସହରରେ ଶାନ୍ତି ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଫ୍ଲାଗ ମାର୍ଚ୍ଚ ।
#ବାଲେଶ୍ୱରରେ_କର୍ଫ୍ୟୁ

18/06/2024

#ବାଲେଶ୍ୱରରେ_କର୍ଫ୍ୟୁ
ବାଲେଶ୍ୱରରେ ବିଳମ୍ବିତ ରାତିରେ ଉତ୍ତେଜନା । ପୋଡ଼ାଜଳା ପରେ ଲାଗିଲା କର୍ଫ୍ୟୁ ।

16/06/2024

ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ ମାର୍କେଟ କୁ ଆସିଲା ନୂଆ ଗୀତ । ହେ ମୋହନ ମାଝୀ ଆମେ ତୁମ ଫ୍ୟାନ ।
Mohan Charan Majhi

15/06/2024

ଓଡ଼ିଶାରେ ଦେଶୀ ଓ ବିଦେଶୀ ମଦ ବନ୍ଦ ମିଥ୍ୟା ଗୁଜବ । X ରେ ସୂଚନା ଦେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା । Information & Public Relations Department, Government of Odisha

15/06/2024

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ।
Mohan Charan Majhi

14/06/2024

#ଫୋଟରେ_ଖବର
ଦୁଇ ଦିନିଆ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି G7 ଶିଖର ସମ୍ମିଳନୀରେ ହେବେ ସାମିଲ ।

Photos from Janata darapana odisha's post 13/06/2024

ବଦଳିଛି ସରକାର ହେଲେ ବଦଳି ନାହିଁ ବସ୍ତା ବ୍ଲକ ପରିସରରେ ବିଭାଗୀୟ ଅଧିକାରୀ ସହ ଠିକାଦାର ଙ୍କ ସଲାସୁତୁରା ଦୁର୍ନୀତି । ପୁରୁଣା ରୋଷ୍ଟ ରୋଡ଼ ରେ ଚାଲିଛି ନୂତନ ଅଫିସ୍ ଗୃହ କାମ ।
#ଫୋଟରେ_ଖବର

Photos from Janata darapana odisha's post 11/06/2024

#ଫୋଟରେ_ଖବର
ଅମର୍ଦାରୋଡ ଗେଟ ଉପରେ ବଗି ଛାଡ଼ି ଅଲଗା ହେଇଗଲା ଇଞ୍ଜିନ । ପାଖାପାଖି ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବିଳମ୍ବରେ ଯାତ୍ରା ହେଲା ସ୍ବାଭାବିକ ।

09/06/2024

I am Sorry କାହିଁକି ଏମିତି କହିଲେ ପାଣ୍ଡିଆନ ।

08/06/2024

ବସ୍ତା ରେ ଜାଗା କିଣିବାକୁ ଚାହୁଁଛନ୍ତି କି ଦେଖନ୍ତୁ ଭିଡିଓ ।

05/06/2024

ଘର ଉପରେ ଡମ୍ପର ଓଲଟି ଚାଲିଗଲେ ସ୍ବାମୀ ଓ ସ୍ତ୍ରୀ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ ।

04/06/2024

ବସ୍ତା ବିଧାନସଭା ଆସନରୁ ବିଜୟୀ ର ଟିକା ପିନ୍ଧିଲେ ସୁବାସିନୀ ଜେନା ।

04/06/2024

ରେମୁଣା ବିଧାନସଭା ଆସନରୁ ବିଜୟୀ ର ଟିକା ପିନ୍ଧିଲେ ଗୋବିନ୍ଦ ଚନ୍ଦ୍ର ଦାସ ।

04/06/2024

ଭୋଗରାଇ ବିଧାନସଭା ଆସନରେ ଗୌତମ ବୁଦ୍ଧ ଦାସ ୬୫୬୪ ଭୋଟ ରେ ବିଜୟୀ ହେଲେ ।

04/06/2024

ଜଳେଶ୍ଵର ବିଧାନସଭା ଆସନରେ ୩୧୯ ଭୋଟ ରେ ବିଜୟୀ ହେଲେ ଅଶ୍ଵିନୀ କୁମାର ପାତ୍ର ।

04/06/2024

ବସ୍ତା ନିର୍ବାଚନ ମଣ୍ଡଳୀ ବିଧାନସଭା ।

04/06/2024

ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ବିଧାନସଭା ।

04/06/2024

ବସ୍ତା ନିର୍ବାଚନ ମଣ୍ଡଳୀ ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ି ୪୮୦୦ ଭୋଟର ଆଗୁଆ ।

Want your business to be the top-listed Media Company in Balasore?
Click here to claim your Sponsored Listing.

Videos (show all)

ବାଲେଶ୍ଵର ଛୁଇଁଲା ମୌସୁମୀ । ଗରମରୁ ମିଳିଲା ଆଶ୍ୱସ୍ତି । ଦିର୍ଘ ୨ ଘଣ୍ଟା ରୁ ଊର୍ଦ୍ଧ୍ଵ ସମୟଧରି କେମିତି ଘଡ଼ଘଡ଼ି ସହ କଚାଳୁଛି ବର୍ଷା ଦେଖନ୍ତ...
ବାଲେଶ୍ଵର ଛୁଇଁଲା ମୌସୁମୀ । #janatadarapana #viralvideoシ #rain
ଚୋର ଭାଗ୍ୟ ଖରାପ । ଟାଟା ମେଜିକ ଗାଡ଼ି କୁ ଧକ୍କା ଦେଇ ଧରାପଡିଲା ଶାଳ କାଠ ବୋଝେଇ ପିକଆପ ଭେନ ।
ଆକ୍ସନ ମୋଡରେ ବସ୍ତା ବିଧାୟିକା ସୁବାସିନୀ ଜେନା ।
ଲାଇନ ବିଲ୍ ଦେଲେ ପୁଣି ମୋବାଇଲ ପାଇଲେ । କେମିତି ଜାଣନ୍ତୁ ।
ଜଳିଗଲା ୧୦୮ ଆମ୍ବୁଲାନ୍ସ । ରୋଗୀ ସମେତ ଚାରି ଗୁରୁତର ।ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ର ହଳଦୀପଦା ନିକଟରେ ଛିଡା ହୋଇଥିବା...
#ବାଲେଶ୍ୱରରେ_କର୍ଫ୍ୟୁ ବାଲେଶ୍ୱରରେ ବିଳମ୍ବିତ ରାତିରେ ଉତ୍ତେଜନା । ପୋଡ଼ାଜଳା ପରେ ଲାଗିଲା କର୍ଫ୍ୟୁ ।
ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ ମାର୍କେଟ କୁ ଆସିଲା ନୂଆ ଗୀତ ।
I am Sorry କାହିଁକି ଏମିତି କହିଲେ ପାଣ୍ଡିଆନ ।
ବସ୍ତା ରେ ଜାଗା କିଣିବାକୁ ଚାହୁଁଛନ୍ତି କି ଦେଖନ୍ତୁ ଭିଡିଓ ।
ଘର ଉପରେ ଡମ୍ପର ଓଲଟି ଚାଲିଗଲେ ସ୍ବାମୀ ଓ ସ୍ତ୍ରୀ ।
ଛାତ୍ରଛାତ୍ରୀଙ୍କୁ ଟଙ୍କା ପୁରସ୍କୃତ କରି ଚର୍ଚ୍ଚାରେ ବାଲେଶ୍ଵର ଜିଲ୍ଲାର ବ୍ୟାସକବି ହାୟାର ସେକେଣ୍ଡାରୀ ସ୍କୁଲ ।

Telephone

Address


Balasore
756029

Other Media/News Companies in Balasore (show all)
Awaz Channel Odisha Awaz Channel Odisha
Balasore

ସତ ଦେଖାଇବା ଆମର ଲକ୍ଷ୍ୟ

Odisha news express Odisha news express
Balasore, 756001

ODISHA NEWS EXPRESS

Black Cat News Black Cat News
Black Cat News International
Balasore, 756182

BlackCat News India's first multilingual news is available in 22+ languages, news tycoon, and favori

Utkala24news.com Utkala24news.com
MOTIGANJ BALASORE
Balasore, 756001

NEWS BASED ON TRUE INCIDENT

Mantu Video Chennal Mantu Video Chennal
Hatuary
Balasore, ADA

Jay mataji mix video chennal is give to all new new special news and story' also please welcome this

Odisha express Odisha express
Balasore, 756028

Janata odisa news Janata odisa news
Basta
Balasore, 756029

Odia Network Odia Network
Balasore

ଓଡ଼ିଆ ନେଟ୍ଓ୍ବର୍କ, ସବୁଠୁ ଆଗରେ

Kalantar News Kalantar News
Balasore

Journalists are required from every district of Odisha. Mail us immediately with your biodata form a

Odia khabar Odia khabar
Balasore, 756023

Hello friends, this is a official page of TT ODIA YouTube channel & you can see always Weather news, breaking news and political news so like & follow this page.

Odisha Khabar Odisha Khabar
Balasore, 756079

Welcome To Odisha Khabar page This all about Odia news