Sunil Dalai Odisha Job

Odisha Staff Selection Commission|OSSC 15/05/2024

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ବାହାରିଲା ନିଯୁକ୍ତି ସୁଯୋଗ। ୧୦ ଶ୍ରେଣୀ ପାସ କରିଥିଲେ କରିପାରିବେ ଆବେଦନ । ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି।

ଏହି ନିଯୁକ୍ତି ମାଧ୍ୟମରେ OSSC CHSL ରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦିରେ ୬୫୦ରୁ ଅଧିକ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।

ଯୋଗ୍ୟ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ https://ossc.gov.in/ କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ।

ଏହାର ଅନ୍‌ଲାଇନ୍ ଆବେଦନ ତାରିଖ ୨୫ ଏପ୍ରିଲ୍ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ୨୭ ମେ’ ରେ ଶେଷ ହେବ।

Odisha Staff Selection Commission|OSSC

10/05/2024

ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ସେହିଦିନ ମେ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ଏନଭିଏସ ତରଫରୁ ପୁଣି ଏକ ସୂଚନା ଜାରି କରି ଉକ୍ତ ଅବଧିକ ବୃଦ୍ଧି କରାଯାଇଛି । ଏବେ ଆଶାୟୀମାନେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ

ଆବେଦନ ଅବଧି ବୃଦ୍ଧି ଲିଙ୍କ: https://drive.google.com/file/d/1veLbP8XSwwDrM41SgsmpjiF3jwC11e3z/view?pli=1

08/05/2024

DRDOରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ।

ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ଫିଟର୍, ଟର୍ନର, ମେସିନ୍, ୱେଲଡର୍, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ DRDOର ଅଫିସିଆଲ୍ ୱେବ୍‌ସାଇଟ୍‌ https://portal.mhrdnats.gov.in/. କୁ ଯାଇ ଆବେଦନ କରିପାରିବେ

07/05/2024

ପୋଷ୍ଟ ଅଫିସରେ ଆସିଲା ନୂଆ ନିଯୁକ୍ତି ୨୦୨୪

05/05/2024

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ବାହାରିଲା ନିଯୁକ୍ତି ସୁଯୋଗ। ୧୦ ଶ୍ରେଣୀ ପାସ କରିଥିଲେ କରିପାରିବେ ଆବେଦନ ।

ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ମାଧ୍ୟମରେ OSSC CHSL ରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦିରେ ୬୫୦ରୁ ଅଧିକ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।ଯୋଗ୍ୟ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ https://ossc.gov.in/ କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ।

01/05/2024

ICAR ପକ୍ଷରୁ ନିଯୁକ୍ତି: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରନ୍ତୁ, ମେ ୧୨ ଆବେଦନର ଶେଷ ତାରିଖ

ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ (ଆରଏ), ସିନିୟର ରିସର୍ଚ୍ଚ ଫେଲୋ (ଏସଆରଏଫ) ଓ ୟଙ୍ଗ ପ୍ରଫେସନାଲ-୨ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ମେ ମାସ ୧୨ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।

ବିଜ୍ଞପ୍ତି ଲିଙ୍କ:https://iari.res.in/files/jobs/SR_AW_Advt_RA_SRF_YPII_26042024.pdf

30/04/2024

ଗ୍ରୁପ-ଡି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।

ଗତ ୧୬ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମେ ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୨୫ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ ନାହିଁ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ସଂଖ୍ୟାଲଘୁ, ମହିଳା, ଇବିସି ପ୍ରାର୍ଥୀମାନେ ୨୫୦ ଟଙ୍କା ଆବେଦନ ଫିସ୍ ଜମା କରିବେ । ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ୍ ରହିଛି । ପରୀକ୍ଷା ଦେବା ପରେ ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ରିଫଣ୍ଡ କରାଯିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ:https://rrcnr.net.in/

27/04/2024

ଅମିନ ପଦ ପାଇଁ ନୂଆ ନିଯୁକ୍ତି ସୁଯୋଗ ୨୦୨୪

26/04/2024

୬୭୩ଟି ପଦ ପୂରଣ ପାଇଁ ଆବେଦନ ଆରମ୍ଭ: ଅମିନ, ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

25/04/2024

ପ୍ରକାଶ ପାଇଲା ମେନ୍ ପରୀକ୍ଷାଫଳ: ଅନ୍ୱେଷ ଶୁଭମ ଓଡ଼ିଶା ଟପ୍ପର

24/04/2024

ଦଶମ ପାସ୍ କରିଥିଲେ ମିଳିବ ରେଳବାଇରେ ଚାକିରି । ଏହି ପ୍ରକ୍ରିୟାରେ ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁଫ (ଡ଼ି)ର ଖାଲି ପଦବୀ ପୂରଣ ହେବ ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୱେଟ୍ ଲିଫ୍‌ଟିଙ୍ଗ୍ ମ୍ୟାନ୍, ଫୁଟ୍‌ବଲ୍ ମ୍ୟାନ୍, ଆଥ୍‌ଲେଟିକ୍, ବକ୍‌ସିଂ, ହକି ଆଦିର ଅନେକ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୩୮ଟି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି।ଲଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ https://www.rrcnr.org/କୁ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

23/04/2024

10th Pass Post Office Govt Jobs Recruitment 2024

23/04/2024

ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବାହାରିଲା ବିଜ୍ଞପ୍ତି। ଟ୍ରାଫିକ କନଷ୍ଟେବଳ ପଦବୀ ପାଇଁ ବାହାରିଛି ବମ୍ପର ନିଯୁକ୍ତି।

ମାର୍ଚ୍ଚ ୨୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ୍ ପଞ୍ଜୀକରଣ ପାଇଁ ଶେଷ ତାରିଖ ଏପ୍ରିଲ୍ ୨୭ ରହିଥିବା ବେଳେ ଫର୍ମ ଦାଖଲର ଶେଷ ତାରିଖ ଏପ୍ରିଲ ୩୦ ରହିଛି। ସେହିପରି, ଅନଲାଇନ୍ ଆବେଦନ ଫର୍ମର ସମ୍ପାଦନା ତାରିଖ ୨୮ ମାର୍ଚ୍ଚରୁ ୨ ମେ ରହିଛି।

ଅନଲାଇନ୍ ରେ ଏମିତି କରନ୍ତୁ ଆବେଦନ :
ଆଶାୟୀମାନେ ପ୍ରଥମେ ଅଫିସିଆଲ୍ ଓ୍ବେବସାଇଟ୍ www.ossc.gov.in କୁ ଯାଆନ୍ତୁ

22/04/2024

ଭାରତୀୟ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ୮୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଆଗ୍ରହୀ ଓ ଇଛୁକ ପ୍ରାର୍ଥୀ ଭାରତୀୟ ରେଲୱେର ଅଫିସିଆଲ ୱେବସାଇଟ୍ indianrailways.gov.in କୁ ଯାଇ ଏ ବିଷୟରେ ବିସ୍ତୃତ ବିବରଣୀ ପାଇପାରିବେ ।
ଏଥିପାଇଁ ଆବେଦନ ପ୍ରକ୍ରିୟା ମେ’ ୨୦୨୪ରୁ ଆରମ୍ଭ ହେବ ଓ ଜୁନ୍ ୨୦୨୪ରେ ଶେଷ ହେବ । ପରୀକ୍ଷା ତାରିଖ ଖୁବ୍ କମ୍ ଦିନ ମଧ୍ୟରେ ଘୋଷଣା କରାଯିବ

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Videos (show all)

Puri District Court Recruitment 2024#reelsviralシ #viralreels #fbreelsviral #odiareels #reelsfb #viralshorts #OdishaJob
Odisha Junior Clerk Recruitment 2024 | Odisha Job #viralreels #reelsfb #fbreelsviral #reelsviralシ #OdishaJob #viralshort...
ଆସିଲା ASO ପଦ ପାଇଁ କଟକରେ ନିଯୁକ୍ତି | Odisha Job#reelsfb #viralreels #fbreelsviral #viralpost #viralshorts #trending
Odisha Job | Odisha Job Vacancy 2024 | Odia News #reelsfb #viralreels #fbreelsviral #odiareels #viralshorts #OdishaJob
OSSC Recruitment 2024 | Odisha Job#reelstrending #reelsviralシ #reelsfb #viralshorts #viralreelsシ #odiareels #OdishaJob
Odisha Job | Railway Recruitment 2024 | Odia News #viralreels #reelsvideoシ #fbreelsviral #odiareels #sunildalaiodishajob...
Odisha Job Vacancy 2024 #reelsfb #viralreels #fbreelsfypシ゚viralシ #reelsviralシ #fbreelsviral #odiareels #reelsvideoシ #ree...
Odisha Agriculture Department Recruitment 2024#reelsfb #reelsvideoシ #reelschallenge #reelsviralシ #fbreelsviral #fbreelsf...
ପୋଷ୍ଟ ଅଫିସରେ ଆସିଲା ନୂଆ ନିଯୁକ୍ତି ୨୦୨୪
Odisha Job 2024 | Odia News #OdishaJob #odiareels #viralreels #reelsfb #fbviral #reelsviralシ #viralreelsシ #fbreelsviral ...
ଦଶମ ପାସ ପାଇଁ MTS ଓ PEON ନିଯୁକ୍ତି ୨୦୨୪#reelsfb #viralreels #fbviral #odiareels #odishajob OTV Kanak News
OSSC ATO Recruitment 2024...#reelsviralシ #viralreelsシ #fbreelsviral #viralshorts #odiareels #odisha #OdishaJob #Bhubanes...

Category

Address

Balasore

Other Bloggers in Balasore (show all)
Pikap tarvaling 010 Pikap tarvaling 010
Balasore, 756024

Bapun Kumar 6

Ashok Jena Vlogs Ashok Jena Vlogs
Balasore
Balasore, 756059

This is the official vlog page of Ashok jena . Here you can get daily life style Vlogs about my life

𝚌𝚑𝚒𝚗𝚝𝚞 𝚛𝚊 𝚐𝚊𝚘𝚗 𝚟𝚕𝚘𝚐𝚜 𝚌𝚑𝚒𝚗𝚝𝚞 𝚛𝚊 𝚐𝚊𝚘𝚗 𝚟𝚕𝚘𝚐𝚜
𝚔𝚑𝚊𝚗𝚝𝚊𝚙𝚊𝚍𝚊 𝚗𝚊𝚌𝚑𝚒𝚗𝚝𝚊 𝚛𝚊𝚖𝚙𝚞𝚛
Balasore, 756043

𝚟𝚒𝚕𝚕𝚊𝚐𝚎 related 𝚟𝚒𝚍𝚎𝚘 𝚊𝚗𝚍 𝚟𝚒𝚕𝚕𝚊𝚐𝚎 𝚍𝚊𝚜𝚒 𝚏𝚘𝚘𝚍 ନାଚୁରାଲ

Creative XYZ Creative XYZ
Mathasahi
Balasore, 756001

All types of vlog available here.

mr.papu_vlogs mr.papu_vlogs
Balasore

Akil Vlogs Akil Vlogs
Panisanda
Balasore, 756036

Hy Guys Hamera Fb page ku Fellow Karlo guys YouTube- Akil Vlogs usku ku support karo guys

The UK07 Rider The UK07 Rider
Gopalpur
Balasore, 756041

I love public

TAPAN _VLOG TAPAN _VLOG
ODISHA
Balasore, 756182

LS ODIA LS ODIA
Chormara Chormara Chormara Chormara Singla Balasore Odisha
Balasore, 756032

LS ODIA OFFICEAL

Ruhi Cenet Hindi Ruhi Cenet Hindi
Narasingh Pur
Balasore

I am Blogger

MY DEALY LIFE MY DEALY LIFE
Raj NILAGIRI
Balasore, 756040

When you look at me, what do you see? It's Sunday Fun day. Simplicity is the best attitude. Make life