Nikan କହୁଛେଁ.

EVERYTHING dat come out of my MIND...

30/06/2024

Oldest in the town ✌
Near Uma Talkies , Bargarh

13/11/2023

ବିସି ପଡା ବାସିନ୍ଦା ଆମର ଘର ପାଖର
" NADIA WALA " ନାଁ ଥି ପ୍ରସିଦ୍ଧ ବ୍ୟାପାରି ପ୍ରତ୍ୟେକ ବର୍ଷ ଦିପାବଲି ର ଆର ଦିନ ଗୁଟେ ଭବ୍ଯ ଅନ୍ନକୋଟ ର ଆୟୋଜନ କରି ବରଗଡ ସହର ର ପ୍ରତ୍ୟେକ ଲୋକ କୁ ଅନ୍ନପ୍ରସାଦ ଖୁଆସନ ତାର ସାଂଗେ ସାଂଗେ Tiffin ଥି ଭି ଘରର ଲୁକଂକର ଲାଗି ଭି ପ୍ରସାଦ ଦେସନ । ଇ ମହତ କାମ ଇ ମାନେ କେନ ଯୁଗୁଁ କରି ଆସୁଛନ ଜେ ତ କିଏ ଜାନେ ବାକି ମୁଇଁ ଛୁଆ ଦିନୁଁ ଇନର ଅନ୍ନକୋଟ ଖାଇ ଆସୁଛେନ । ଇନର Kadhi , Sabji ଆଉ Puda ( ମାଲପୁଆ ) କାଣା ଖାଏବ 😋 ଛୋଟ ନୁ ବଡ ହେଲିଁ , ହେଇ କହଁରନ , ହେଇ Taste 👌

22/09/2023

LeNdA Chicken ❤

07/09/2023

ଆଏଜ କାଲିର୍ ଶିଷ୍ୟ ମାନେ ନେଁ ଜାନନ , ଇଟା ହଉଛନ୍ 2000 ମସିହାର ଗୁଟେ ଖାସ୍ Dancer ଓ Choreographer ଜିଏ କି ତାକର ଡ୍ୟାନ୍ସ ଥି ଲୁକଂକର ଦିଲ ଜିତିଥିଲେ , Bisi Pada , Ward no : 7 ର ଇ ଖାସ୍ ଡ୍ୟାନ୍ସର ର ଡ୍ୟାନ୍ସ ଦେଖବାର ଲାଗି ସେ ଟାଇମ ରେ ଲୋକ ଗାଁ ଗାଁ ନୁ ଆସୁଥିଲେ । ଆଏଜ ଭି ମତେ ସୋର ଅଛେ ଆମର ବିସି ପଡାର Oct. 2 ମହୋତ୍ସବ ଥି ଦାଦା ର " MUQABILA " ଗାନା ଥି ଡ୍ୟାନ୍ସ ଦେଖବାର କେ ଦୁଇପହରୁଁ ଜୁଗୁଥିଲୁଁ । ଜିଲ୍ଲା ରେ Western - Classical fusion ଡ୍ୟାନ୍ସ Style introduce କରବାର ଲୋକ ସେ ପହେଲା । ସେ ସୁନାମଧନ୍ୟ କଣ୍ଠଶିଲ୍ପି ସୁର ସମ୍ରାଟ Santanu Sahu କଂର ବହୁତ ଟେ ପ୍ରସିଦ୍ଧ ଗାନା ମାନକୁଂ Choreography କରିଛନ୍ । ଦାଦା ର କଳା ଆହୁରି ଚମକୁ ବଲି ମାଁ ସରସ୍ବତୀ ଠାନେ ମୋର ପ୍ରାର୍ଥନା 🙏

06/08/2023
16/07/2023

Jst Lekha ae .

27/05/2023

@ bArPaLi Sital Sasthi ...

24/05/2023

Ai zAvAn tAk MiTrA mAnDaL , sArVa sWaGaT kArAtAi 🤟

13/04/2023

ପରିକ୍ଷା ପାସ କେ ଆଏଲେ ପିଲା ଟୁକେଲ ଇତାକୁ ସୋର କରସନ୍ ...

ମତେ +3 Pass କରବାର ଥି ଇତାକର୍ ଭି ଟିକେ ରଞ୍ଚେ ହାଥ ଅଛେ 😉

13/04/2023

ମତେ +3 Pass କରବାର ଥି ଇତାକର୍ ଭି ଟିକେ ରଞ୍ଚେ ହାଥ ଅଛେ 😉

09/01/2023

ସିତ୍ ମାସେ କେନ୍ତା ଲାଗସି 😁

Want your establishment to be the top-listed Arts & Entertainment in Bargarh?
Click here to claim your Sponsored Listing.

Videos (show all)

ଆମର ବରଗଡର୍ ପିଲା ମାନକର FAV ଜାଗା 🤟🤗🤟
ବିସି ପଡା ବାସିନ୍ଦା  ଆମର ଘର ପାଖର  " NADIA WALA " ନାଁ ଥି ପ୍ରସିଦ୍ଧ ବ୍ୟାପାରି ପ୍ରତ୍ୟେକ ବର୍ଷ ଦିପାବଲି ର ଆର ଦିନ ଗୁଟେ ଭବ୍ଯ ଅନ୍ନକୋଟ...
LeNdA Chicken ❤ #food #chicken #desi
ସିତ୍ ମାସେ କେନ୍ତା ଲାଗସି 😁

Telephone

Website

Address


Bargarh
768028

Other Arts & Entertainment in Bargarh (show all)
Quick Odia Quick Odia
Bargarh, 768028

Dulki jiba Dulki jiba
Bargarh

Hii friend.i spread awesomeness...dulkama

arunima_queen_of_heart arunima_queen_of_heart
Paikmal
Bargarh, 768039

Vedio creator

LOKA DHARA ଲୋକଧାରା LOKA DHARA ଲୋକଧାରା
Bargarh, 768030

ଲୋକ ଧାରା

Kalakar Dunia Kalakar Dunia
Bargarh

THIS PAGE IS FOR PROMOTING NEW ARTIST & ENTERTAINMENT VIDEOS

Iambaru Iambaru
Bargarh, 768027

Hello Friends Mera Naam Esau Baru Baru Hai Aur Main Odisha ke Bargarh jile m

Odia Kritan Odia Kritan
Kendugudia
Bargarh

Koshal kalakar Koshal kalakar
Bargarh

ଜୟ ମା ସମଲେଇ ଜୟ କୋଶଲ ଜୟ କଳାକାର

Sumanta bhajan world Sumanta bhajan world
Bargarh

ଆମ ଏ page ରେ କୀର୍ତ୍ତନ ଭଜନ ଭିଡ଼ିଓ ଅପଲୋଡ଼ କରାଯାଏ ଆମ page କୁ ଫଲୋ କରନ୍ତୁ

Nun Mircha Nun Mircha
Bargarh, 768028

Mèhër mûkésh Mèhër mûkésh
Bargarh

ganga