Taapoei sethi

Kadabarang GP Sarpanch

21/12/2022

I've received 100 reactions to my posts in the past 30 days. Thanks for your support. 🙏🤗🎉

21/12/2022

କାଦବରାଙ୍ଗ ପଞ୍ଚାୟତ ବନ୍ତାଳ ଗ୍ରାମ ର ବିଶ୍ଵାଳ ସାହି ଠାରୁ ଅଙ୍ଗୱାଡ଼ି କେନ୍ଦ୍ର ପଯ୍ୟନ୍ତ କଂକ୍ରିଟ ରୋଡ ଶୁଭ ଉଦ୍ଘାଟନ କରିଥିଲେ ସରପଞ୍ଚ ତପୋଇ ସେଠୀ ସମିତି ସଭ୍ୟା ଦୀପାରାଣୀ ଯେନା ଯୁବ ସଭାପତି କିଶୋର ରାଉତ। ଗ୍ରାମର ବରିଷ୍ଟ ନେତୃତ୍ବ ବଳରାମ ବିଶ୍ଵାଳ, କୃଷ୍ଣ ଚନ୍ଦ୍ର ଓଝା,ନରହରି ବେହେରା, ରବିନ୍ଦ୍ର ରାଉତ, ରଞ୍ଜନ ରାଉତ, ବାଇଧର ରାଉତ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେଏବଂ ସରପଞ୍ଚ ଙ୍କୁ ଗ୍ରାମ ର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ।

18/11/2022

ବର୍ଷାଙ୍କ ଆଖିର ଏ ଲୁହ କହୁଛି କେତେ ନିଜର ତା ମାଟି, କେତେ ନିଜର ଏ ପଦ୍ମପୁରବାସୀ। ସେମିତି ନ'ହୋଇଥିଲେ କଣ ବର୍ଷାଙ୍କ ଆଖିର ଲୁହ ଦେଖି କାନ୍ଦି ଥାନ୍ତେ ସମବେତ ମାଆମାନେ.

14/11/2022

ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ଆଗାମୀ ନିର୍ବାଚନ ପାଇଁ ତାଙ୍କୁ ମୋର ଶୁଭେଚ୍ଛା।

ମୋର ଆଶା ଶ୍ରୀମତୀ ବର୍ଷା ସିଂ ବରିହା ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ପରି ପଦମପୁରବାସୀଙ୍କ ବିଶ୍ୱାସଭାଜନ ହେବା ସହ ବିପୁଳ ଜନସମର୍ଥନ ସହ ବିଜେଡିଗଡରେ ବିଜୟର ଧ୍ଵଜା ଉଡାଇବେ ।

02/11/2022
16/10/2022

ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ଆଶା ଓ ବିଶ୍ୱାସ ର ପ୍ରତୀକ ଓଡ଼ିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଶୁଭ ଜନ୍ମ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ | 🙏

10/04/2022

20/03/2022

ସମସ୍ତ ଓଡ଼ିଆ ଙ୍କର ପରିଚୟ ପଖାଳ କଂସା ରୁ l କି ଧନୀ କି ଗରିବ!!!!!!!! I ବିଶେଷ କରି ଖରାଦିନେ ପଖାଳ ସାଙ୍ଗକୁ ଶାଗ ଭଜା, ବଡ଼ିଚୁରା, ବାଇଗଣ ପୋଡା, ଆଉ ଆମ୍ବୁଲ ସହିତ କଞ୍ଚାଲଙ୍କା ଚକଟା ର ଯୋଉ ବାସ୍ନା,ଯେ କୌଣସି ପଞ୍ଚ ତାରକା ହୋଟେଲ ଖାଦ୍ୟ ବି ତା ଆଗରେ ହାର ମାନିଜିବ l ଆସନ୍ତୁ ଆଜି ସେହି ପଖାଳ ଦିବସରେ ପଖାଳ ର ମଜା ନେଇ ପାଳନ କରିବା 'ପଖାଳ ଦିବସ, l

Photos from Taapoei sethi's post 11/03/2022

୧୦/୦୩/୨୦୨୨

09/03/2022

ଦିନ ରେ ବସନ୍ତ ରାତିରେ ବାସନ୍ତି

07/03/2022

କଂଗ୍ରେସ ର କାମ

06/03/2022

ଶୁଭ ସକାଳ ଜୟ ଜଗନ୍ନାଥ ଜୟ ନବୀନ

ଆଜିର ଏ ବିଜୟ ହେଉଛି ଆପଣ ମାନକଂର ବିଜୟ ,ଆପଣ ମାନକଂ ସେହ୍ନ ଭଲ ପାଇବା ଆଗରେ ମୁଁ ନିଜକୁ ଉସ୍ବର୍ଗିକୂତ କରି ଆପଣ ମାନକଂ ସେବା କରିବା ପାଇଁ ,ଆଜିର ଏ ବିଜୟ ଦିବସରେ ଆପଣ ମାନକୁଂ ପ୍ରତିଶୂତି କେବଳ ଦେବିନୀ ,ମୁଁ ସେବା କରିବାକୁ ମୋ ପରିବାର ର ସଦସ୍ୟ କୁଂ ଆପଣ ମାନକୁଂ ଦାନ ସୂରପ ଉସ୍ବର୍ଗିକୂତ କରିଦେଲି । ଏ ବିଜୟ ହୋଇଛି ଅଧର୍ମ ଉପରେ ଧର୍ମର ବିଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ ,ତେଣୁ ଏ ୫ ବର୍ଷ ର ଧର୍ମ ଯୁଦ୍ଧ କୁ ଆଗେଇ ନେବାକୁ ହେଲେ ,ଆପଣ ମାନକଂ ପରି ସାରଥି ମାନକଂ ର ଆବଶ୍ୟକତା ନିଶ୍ଚୟ ଭାବରେ ଅଛି ,ବିଶେଷ କରି ଆଦର ର ଚାଣକ୍ୟ ଦିଲୀପ ସ୍ୱାଇଁ ବିଷ୍ଣୁ ଦାଦା ,ବାସୁନୁ ଦାଦା ,ଯୁବ ସଭାପତି କିଶୋର ଭାଇ ,ନିରଞନ ଭାଇ ,ବଳରାମ ଦାଦା ,ଭଗବାନ ଦାଦା ,ଆଦରର ଜ୍ୟୋତି ପ୍ରକାଶ , ସୁନା ଦିଦି ତଥା ସମସ୍ତ ବିଜୁ ପ୍ରମୀ ଯେଉଁ ମାନେ ଆମକୁ ପୂର୍ଣ ସହଯୋଗ କରି ଏ ବିଜୟ କରାଇଛନ୍ତି ସମସ୍ତକଂ ନିକଟରେ ମୁଁ କୃତଜ୍ଞ🙏

Want your public figure to be the top-listed Public Figure in Bhadrak?
Click here to claim your Sponsored Listing.

Videos (show all)

I've received 100 reactions to my posts in the past 30 days. Thanks for your support. 🙏🤗🎉
ବର୍ଷାଙ୍କ ଆଖିର ଏ ଲୁହ କହୁଛି କେତେ ନିଜର ତା ମାଟି, କେତେ ନିଜର ଏ ପଦ୍ମପୁରବାସୀ। ସେମିତି ନ'ହୋଇଥିଲେ କଣ ବର୍ଷାଙ୍କ ଆଖିର ଲୁହ ଦେଖି କାନ୍ଦି ...
ଦିନ ରେ ବସନ୍ତ ରାତିରେ ବାସନ୍ତି

Category

Website

Address

Kadabarang
Bhadrak
756135

Other Politicians in Bhadrak (show all)
BADAL NAYAK BADAL NAYAK
BASUDEVPUR
Bhadrak, 756131

SERVE FOR PEOPLE

Zahir Shaikh Official Zahir Shaikh Official
At/Po/Puruna Bazar
Bhadrak, 756100

Official page, District Vice-President Of Odisha BHADRAK @NSUI Voice of Farmers & Minorities

ଭଦ୍ରକ ସହର ଭଦ୍ରକ ସହର
Bhadrak

POLITICAL EXPLORE

Pradeep Kar Pradeep Kar
Ghanteswar/Bajarapur
Bhadrak

Ananta Prasad Sethi Ananta Prasad Sethi
Bhadrak
Bhadrak, 756100

Ex MP (Bhadrak Lok Sabha) Ex MLA Ex CEA (AICC) Ex Vice President (OPCC) Indian National Congress

Deepak Bhai fan club Deepak Bhai fan club
Bhadrak

Deepak Kumar Rana

Gulmaki Habib Gulmaki Habib
Bhadrak
Bhadrak, 756100

Mother|Wife|Daughter For The People With The People Chairperson BDK Municipality VIEWS ARE PERSONAL

Rashmita Nayak2 Rashmita Nayak2
Bhadrak

ରାଜ୍ୟ ସମ୍ପାଦିକା ବିଜୁ ମହିଳା ଜନତା ଦଳ....... ବାସୁଦେବପୁର, ଭଦ୍ରକ ll

Chinmaya Senapati Chinu Chinmaya Senapati Chinu
Bhadrak
Bhadrak, 756127

Love People , Serve People.........

Debasish Panigrahi Debasish Panigrahi
Bhadrak

Official Page Of Debasish Panigrahi || District President Aam Aadmi Party, Bhadrak, Odisha