Deepak Bhai fan club

Deepak Kumar Rana

17/04/2024

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ...
ଜୟ ଶ୍ରୀରାମ 🙏

15/04/2024

ଯାଜପୁରଠାରେ ଘଟିଥିବା ଅଭାବନୀୟ ବସ ଦୁର୍ଘଟଣାର ଖବର ପାଇ ମୁଁ ଅତ୍ୟନ୍ତ ଦୁଖିତଃ ଓ ମର୍ମାହତ । ସମସ୍ତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରବର୍ଗକୁ ସମବେଦନା ଜଣାଉଛି । ମହାପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରୁଛି ।

17/02/2024
31/12/2023

ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା !!

29/10/2023

ବିଜୟନଗରମ ଠାରେ ବିଶାଖାପାଟଣା-ପଲାସା ଏବଂ ବିଶାଖାପାଟଣା-ରାୟଗଡା ପାସେଞ୍ଜର ମଧ୍ୟରେ ଦୁର୍ଘଟଣା ଘଟି ଅନେକ ଯାତ୍ରୀ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ଅମର ଆତ୍ମାର ସଦଗତି ଏବଂ ଆହତଙ୍କ‌ ଆଶୁ ଆରୋଗ୍ୟ କାମନା କରୁଛି।

26/08/2023

ଭଦ୍ରକ ପୁରୁଣାବଜ଼ାର ଥାନା ଅଧିକାରୀ ହେଲେ
ନିରୋଜ ସାମଲ.....
ଭଦ୍ରକ ଟାଉନ ଆଇଆଇସି ହେଲେ ବୀରେନ୍ଦ୍ର କୁମାର ସେନାପତି

23/08/2023

ଭାରତ ପାଇଁ ଗର୍ବ ଆଣିଲା ଇସ୍ରୋ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କଲା । ଏହି ମିଶନ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

06/08/2023

ଏକ ମଧୁର ସମ୍ପର୍କ ଯାହା କେବେ ଶେଷ ହୁଏ ନାହିଁ ସେ ହେଉଛି ବନ୍ଧୁତା

ବନ୍ଧୁତା ଦିବସ ର ସମସ୍ତ ବନ୍ଧୁ ଙ୍କୁ ଅନେକ ଅନେକ ଶୁଭେଚ୍ଛା ❤️

20/07/2023
Want your public figure to be the top-listed Public Figure in Bhadrak?
Click here to claim your Sponsored Listing.

Videos (show all)

Category

Website

Address

Bhadrak

Other Politicians in Bhadrak (show all)
BADAL NAYAK BADAL NAYAK
BASUDEVPUR
Bhadrak, 756131

SERVE FOR PEOPLE

Zahir Shaikh Official Zahir Shaikh Official
At/Po/Puruna Bazar
Bhadrak, 756100

Official page, District Vice-President Of Odisha BHADRAK @NSUI Voice of Farmers & Minorities

Taapoei sethi Taapoei sethi
Kadabarang
Bhadrak, 756135

Kadabarang GP Sarpanch

ଭଦ୍ରକ ସହର ଭଦ୍ରକ ସହର
Bhadrak

POLITICAL EXPLORE

Pradeep Kar Pradeep Kar
Ghanteswar/Bajarapur
Bhadrak

Ananta Prasad Sethi Ananta Prasad Sethi
Bhadrak
Bhadrak, 756100

Ex MP (Bhadrak Lok Sabha) Ex MLA Ex CEA (AICC) Ex Vice President (OPCC) Indian National Congress

Gulmaki Habib Gulmaki Habib
Bhadrak
Bhadrak, 756100

Mother|Wife|Daughter For The People With The People Chairperson BDK Municipality VIEWS ARE PERSONAL

Rashmita Nayak2 Rashmita Nayak2
Bhadrak

ରାଜ୍ୟ ସମ୍ପାଦିକା ବିଜୁ ମହିଳା ଜନତା ଦଳ....... ବାସୁଦେବପୁର, ଭଦ୍ରକ ll

Chinmaya Senapati Chinu Chinmaya Senapati Chinu
Bhadrak
Bhadrak, 756127

Love People , Serve People.........

Debasish Panigrahi Debasish Panigrahi
Bhadrak

Official Page Of Debasish Panigrahi || District President Aam Aadmi Party, Bhadrak, Odisha