Er Swarnalata Nayak
ରାଜ୍ୟ ପରିଷଦ ସଦସ୍ୟା,ବିଜୁ ଜନତା ଦଳ
ରାଜ୍ୟ ସମ୍ପାଦିକା,ବିଜୁ ମହିଳା ଜନତା ଦଳ
ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତିଙ୍କ ପାଳିତ ଗୁଣ୍ଡାଙ୍କର ଉପଦ୍ରବ । ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆତଙ୍କରାଜ ସୃଷ୍ଟି ସାଧାରଣ ଜନତାଙ୍କୁ ଭୟଭୀତ କରିବା। କେବଳ ଚାନ୍ଦବାଲିରେ ନୁହେଁ, ସାରା ଭାରତ ବର୍ଷ ରେ ତାର ଚିତ୍ର ରହିଛି। ଭାରତୀୟ ଜନତା ପାର୍ଟିର ଏଭଳି ଗୁଣ୍ଡାରାଜ୍ ପାଇଁ ଓଡ଼ିଶାବାସୀ ତାଙ୍କୁ କ୍ଷମତାରୁ ଦୂରେଇ ରଖିଛନ୍ତି। ଚାନ୍ଦବାଲି ବାସୀ ଏଭଳି କ୍ଷମତା ପିପାସୁ ନେତା ଓ କର୍ମୀଙ୍କୁ ଠିକ୍ ଚିହ୍ନିଛନ୍ତି। ଅହଙ୍କାରୀ ନେତାଙ୍କର ମୁହଁତୋଡ ଜବାବ ୨୦୨୪ ଦେବେ।
ମାନ୍ୟବର ବିଧାୟକ Dr. Byomakesh Ray ଙ୍କ ନେତୃତ୍ଵ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖି ଗୋବିନ୍ଦପୁର ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ତଥା ସମବାୟ ସମିତିର ସଭାପତି ତଥା ବିଜେପିର ଯୁବନେତା ଶ୍ରୀଯୁକ୍ତ ମାନସ ନାୟକ ଏବଂ ତାଙ୍କର ଶତାଧିକ ସମର୍ଥକ ଆଜି ବିଜୁ ଜନତା ଦଳରେ ସାମିଲ ହେଲେ।
ହସିଲେ ମାଆ, ହସିବ ଓଡ଼ିଶା। ମହିଳାଙ୍କ ଉନ୍ନତି, ଓଡ଼ିଶାର ପ୍ରଗତି। ମାଆମାନେ ହିଁ ପ୍ରକୃତ ନେତା। ନାରୀଶକ୍ତି ଓ ମହିଳାଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ନବୀନଙ୍କୁ ଝୁରୁଛନ୍ତି ଜନତା।
ରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର 'ଗ୍ରୀନ ପ୍ୟାସେଜ୍' କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏଥିରେ ମାସିକ ଭତ୍ତା ପ୍ରଦାନ ସହ ମେଡିକାଲ ଓ ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି।
ରାଜଧାନୀରେ ତ୍ୱରାନ୍ୱିତ ହେଉଛି କୋଭିଡ ମୁକାବିଲା । ବିଏମସି ପକ୍ଷରୁ ଲୋକଙ୍କୁ୧୦ ଲକ୍ଷ ଡୋଜ କୋଭିଡ ଟିକା ପ୍ରଦାନ କରାଯାଇଛି। ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା ସହ ସଂକ୍ରମଣ ହ୍ରାସ ଦିଗରେ ଏହା ବିଶେଷ ସହାୟକ ହେବ।
କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ବଦଳୁ ଆକାଂକ୍ଷୀ ଅନୁଦାନ ଢାଞ୍ଚା, ୬୦:୪୦ ପରିବର୍ତ୍ତେ ୯୦:୧୦ ଅନୁପାତରେ ମିଳୁ ଆକାଂକ୍ଷୀ ଅନୁଦାନ ll
ଲୋକକଳାକୁ ପ୍ରୋତ୍ସାହିତ କରିବା ନେଇ ରଘୁରାଜପୁରରେ ଅନୁଷ୍ଠିତ 'ସପ୍ତରଙ୍ଗ' କଳା ଶିବିରରେ ଅଂଶଗ୍ରହଣ କରି ପାରମ୍ପରିକ ଚିତ୍ର ଅଙ୍କନ କରିଥିବା ଗାଁର ପ୍ରତି ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଆମ କଳା ହିଁ ଆମ ଗୌରବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ମହାମାରୀ ସମୟରେ #ମିଶନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୧.୫ ଲକ୍ଷ ଜନଜାତି ପରିବାରକୁ ମିଳିଛି ରୋଜଗାର ଏବଂ ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଜନଜାତି ବର୍ଗର କ୍ଷୁଦ୍ର ନାମମାତ୍ର କୃଷକ ପରିବାରର ଆୟ ବୃଦ୍ଧିରେ ହୋଇପାରିଛି ସହାୟକ ।।
#ତୈଳ_ଦର_ବୃଦ୍ଧି_ପ୍ରସଙ୍ଗ
ପାଗିଳି ରୋଗ ବଢ଼ିଗଲେ ଡାକ୍ତରଖାନାରେ ଚିକିତ୍ସା କରିବାକୁ ହୁଏ। ଆଛା ଲେଖାଶ୍ରୀ ମାଡାମଙ୍କୁ କେଉଁଠାରେ ଚିକିତ୍ସା କଲେ ଭଲ ହେବ ????
ଓଡ଼ିଶାର ଗଣପର୍ବ ରଜ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ।।
ପବିତ୍ର ସାବିତ୍ରୀ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
କ୍ରୀଡା କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗରେ । ସର୍ବବୃହତ ହକି ଷ୍ଟାଡିୟମର ପଡ଼ିଲା ମୂଳଦୁଆ। ଆୟୋଜିତ ହେବ ୨୦୨୩ ହକି ବିଶ୍ୱକପ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନକୁ ୧୮ ଘଣ୍ଟା ପରିଶ୍ରମ କରିବାର ଫଳାଫଳ ହେଲା: ୬ଟି ରାଜ୍ୟରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି।
ଯଦି ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟ କରିବାର ସମୟ ହ୍ରାସ କରନ୍ତି, ତେବେ ପେଟ୍ରୋଲ ଦର କମ୍ ହୋଇପାରେ। ମୋଦିଜୀ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ହିଁ ସର୍ବୋତ୍ତମ ବିକଳ୍ପ ଅଟେ!
ଏଇତ ଆରମ୍ଭ ମାତ୍ର। ଯୁବଗୋଷ୍ଠୀ ଜାଗିଲେଣି। ଫମ୍ପା ଭାଷଣ ଏବଂ ମିଥ୍ୟା ପ୍ରତିଶ୍ରୁତି କାମ ଦେଉନି। ୨୦୨୪ ନିର୍ବାଚନ ବାକି ଅଛି। ସଫା ହୋଇଯିବ ବିଜେପି।
କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି Odisha Mo Parivar ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।
ମହାମାରୀ ସମୟରେ ଓଡିଶା ମୋ ପରିବାରର କୃତିତ୍ୱ । ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ୱାନ କ୍ରମେ ସାରା ଓଡ଼ିଶାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଦ୍ୱାରା ସଂଗୃହିତ ହେଲାଣି ୧ ଲକ୍ଷ ୟୁନିଟ ରକ୍ତ । ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ହାସଲ ଅବସରରେ ଉଲ୍ଲସିତ ଓଡିଶା ମୋ ପରିବାର କର୍ମକର୍ତ୍ତା ବୃନ୍ଦ ।
DrByomakesh Ray
Pranab Prakash Das
ଏଭଳି ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି।
ସାରସକଣା ଜିଲ୍ଲା ପରିଷଦ ଉପ ନିର୍ବାଚନ
# # # # # # # #
ବିଜେଡି- ୧୫୩୫୧
ବିଜେପି- ୪୯୨୮
ବିଜେପି ସରକାର....ବଳତ୍କାରୀ ସରକାର।
Click here to claim your Sponsored Listing.
Videos (show all)
Category
Contact the public figure
Telephone
Website
Address
Jagannatha Colony
Bhadrak