ପ୍ରୟାସ
you can share poem, story, feelings here
I have reached 3.5K followers! Thank you for your continued support. I could not have done it without each of you. 🙏🤗🎉
I've just reached 3K followers! Thank you for continuing support. I could never have made it without each and every one of you. 🙏🤗🎉
#କ୍ଳାନ୍ତ_ପଥିକ
ଅଶାନ୍ତିର ମରୂ ଧାରେ
ଶାନ୍ତି-ବାରି ଖୋଜୁ ଖୋଜୁ
କେଉଁ ଏକ ଅଜଣା ରାଇଜେ
ନିଜକୁ ଦେଇଛି ହଜାଇ
ଏକାକୀ ସୈନିକ ମୁହିଁ
ଜୀବନ ଯୁଦ୍ଧରେ
ନାହିଁ କିଏ ଭାଇ ବନ୍ଧୁ
ଅବା ପରିଜନ କେହି ।।
ନାହିଁ ମନେ ଅବଶୋଷ
କିଛି ପାଇବାର ଆଶା
ଅବା ହରାଇବାର ଦୁଃଖ
ତଥାପି ଯନ୍ତ୍ରଣା ଅନେକ
ପ୍ରତିଟି ମୁହୁର୍ତ୍ତ ଏଠି
ବିତିଯାଏ ସତ୍ୟ ସଂଧାନରେ
ଦିନରେ ସୂରୁଜ-ତାପ
ଆଉ ରାତିରେ ଚନ୍ଦ୍ର-ଆଲୋକ ।।
ସମସ୍ତଙ୍କ ପାଇଁ ଦିନେ
ମୁଁ ସିନା ଥିଲି...
ସତେ ଏକ ବୃକ୍ଷଟିଏ ହୋଇ
କେବେ ପୁଷ୍ପ କେବେ ଫଳ
ପୁଣି କେବେ ଶୀତଳ ଛାଇ
ବୁଝୁଥିଲି ସବୁ ମନର ଦୁଃଖ
ସବୁରି ମୁଖରେ ହସ ଫୁଟାଇ ।
ଆଜି ଏ ବାର୍ଦ୍ଧକ୍ୟେ
ମୁଁ ଯେ ବେସାହାରା
ଦୁଃଖ ମୋ ବୁଝିବ କିଏ !
କରମ ଆଦରି ପଡିଛି ତା’ କୋଳେ
ସାହା ମୋର ଥୁଣ୍ଟା ବୃକ୍ଷଟିଏ ।।
ଆଉ କାହା ମୁଖେ
ଭରିବାକୁ ହସ
କରିବାକୁ ଆନ ସପନ ସତ
ଚଲାପଥେ ତାଙ୍କ ବିଞ୍ଚିବାକୁ ଫୁଲ
ଭୁଲିଗଲି ମୋର ଜୀବନ-ପଥ
ଚାଲି ଗଲେ ସର୍ବେ
ନିଜ ନିଜ ପଥେ
ସାଥେ ଅଛି ଖାଲି ମୋର ଏକାନ୍ତ ।।
କିଏ କହେ ମତେ
ଏକ ଯାଯାବର
କିଏ କହେ ବୃଦ୍ଧ ଭିକ୍ଷୁକ
ବୁଝିବେ କାହୁଁ ସେ
ଜୀବନ ଯୁଦ୍ଧରେ ହାରି ଯାଇଥିବା
ମୁଁ ଯେ ଜଣେ, ‘କ୍ଳାନ୍ତ ପଥିକ’ ।।
ମାନସ କୁମାର ସାହୁ
କଳିଙ୍ଗ ବିହାର, ଭୁବନେଶ୍ବର
Click here to claim your Sponsored Listing.
Category
Contact the public figure
Telephone
Website
Address
Shraddha, Plot 21, Satyanagar
Bhubaneswar, 751007
Poet, writer, husband and father
Sikharachandi Nagar Bangali Basti
Bhubaneswar, 751024
Funny Virol videos and all tips Virol Funny Shorts video Hindi onther language video
Bhubaneswar, 751018
A MBBS Doctor by profession But a writer by passion •Odia stories | Poems | Articles | microtales
Acharyas@114, Metro Satellite City, Hansapal
Bhubaneswar, 752101
I am A Dreamer, A Storyteller, An Author, A Writer & A Blogger
Bhubaneswar, 751009
A social media Person who always thinks the betterment of our surroundings and society.
Bhubaneswar
🧘ବସିବା ଠାରୁ ✍️ଲେଖିବା ଭଲ 💞❤️💞 ଏକ ଛୋଟ ପ୍ରୟାସ ମୋ ଲେଖା କୁ ଆପଣଙ୍କ ନିକଟରେ ପହଞ୍ଚେଇବାର 🙏
Badagada
Bhubaneswar, 751018
A page denoted to have my heart out, through my poems.
Bhubaneswar
Bhubaneswar, 751001
Economist I Author I Columnist I Journalist I Development Professional I National Youth Icon Awardee