BHIM ARMY Odisha, Bhubaneswar Videos

Videos by BHIM ARMY Odisha in Bhubaneswar. ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

Click to enable sound Next

Other BHIM ARMY Odisha videos

ଜୟ ଭୀମ ଆସନ୍ତା କାଲି 12 ଜୁନ ରେ ଭୁବନେଶ୍ୱର ଆସୁଛନ୍ତି ଭୀମ ଆର୍ମି ରାଷ୍ଟ୍ରୀୟ ଅଧକ୍ଷ ମାନନୀୟ #ଭିନୟ_ରତନ_ସିଂ ଆସନ୍ତା କାଲିର କାର୍ଯ୍ୟକ୍ରମ ସକାଳ 7.15 ମିନିଟ ସମୟରେ ଭୁବନେଶ୍ୱର Airport ରୁ ଭିନୟ ଭାଇ ଙ୍କୁ ସ୍ୱାଗତ ସମାରୋହ 9.30.am ରେ ଭୁବନେଶ୍ୱର ରେଳ ସଦନ ସମ୍ମୁଖରେ ବିଶାଳ ଜନ ଆନ୍ଦୋଳନ କୁ ଉଦବୋଧନ | ଦିନ 1.Pm.ଟା ରେ ମୈତ୍ରୀ ଭୋଜନ ରାତ୍ରି 8.Pm.ରେ Airport ରେ ବିନୟ ଭାଇ ଙ୍କୁ ବିଦାୟ ଧନ୍ୟବାଦ 🙏🙏🙏🙏

ଭୁବନେଶ୍ବର ଚାଲ ତା.12/06/2023ରିଖ ସୋମବାର

ସପ୍ରେମ ଜୟ ଭୀମ. ଗତ 7 ତାରିଖ ଦିନ ଭୀମ ଆର୍ମି ରାଜ୍ୟ ସଭାପତି Lankesh ଭାଇ ଅନଗୁଳ ଜିଲ୍ଲାପାଳ ଙ୍କୁ କଡା ଚେତାବନୀ ଦେଇଥିଲେ.

ଜୟ ଭୀମ ଜୟ ଭାରତ ଆସନ୍ତା କାଲି ସକାଳ 9 ଟା ସମୟରେ ଭଟଲି ଥାନା ଘେରାଓ କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହେଇ ନିଜର ପତିଆରା ଜାହିର କରନ୍ତୁ ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ରେ ହେଇଥିବା ଜାତିଆଣ ଅତ୍ୟାଚାର ବିରୋଧରେ ଭଟଲି ଚାଲ

ଭୀମ ଆର୍ମି ବରଗଡ

ଭୀମ ଆର୍ମି ରାଜ୍ୟ ସଭାପତି ଧୀମାନ Lankesh ଭାଇ ଙ୍କ ଅନୁଗୁଳ ଜିଲ୍ଲାପାଳ ଙ୍କୁ କଡା ଚେତାବନୀ.

ଢେଙ୍କାନାଳ ପରଜଙ୍ଗ କେସ

ଭୀମ ଆର୍ମି ଓଡିଶା ତରଫରୁ ଭୁବନେଶ୍ୱର ରେଳ ଡିପୁ ଠାରେ ଶ୍ରମିକ ଦିବସ ପାଳନ

Bhopal MP

ଐତିହାସିକ ପଦକ୍ଷେପ ନେଲେ ଓଡ଼ିଶା ଭୀମ ଆର୍ମି ମୁଖିଆ Lankesh Ravan ରାଜ୍ୟରେ ପ୍ରତି ଭୂମିହୀନ ବାସ ହୀନ ପରିବାର କୁ ମିଳିବ ଜମି ଓ ଘର । କୁଦ୍ ଗୁଣ୍ଡେରପୂର୍ ପଞ୍ଚାୟତରେ ଗରଜିଲେ ଓ ଭୂମି ହିନଙ୍କୁ ଉତ୍ସାହିତ କଲେ