BHIM ARMY Odisha

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l
jay bhim

18/09/2023
24/06/2023
21/06/2023

ଖଲିଆପାଲି ଚାଲ

21/06/2023

ଭୀମ ଆର୍ମି ଓଡିଶା ଆଜି କଳିଙ୍ଗ ନଗର ଯାଜପୁର ଆଦିବାସୀ ଭାଇ ମାନଙ୍କ ସାଥିରେ ଅଛି

19/06/2023

ଭୀମ ଆର୍ମି ଓଡିଶା ର ପାୱାର.

19/06/2023

ସପ୍ରେମ ଜୟ ଭୀମ. ଭାରତ ସ୍ୱାଧୀନ ହେବାର 75 ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ଭାରତ ହେଉ ବା ଓଡିଶା ରେ sc st ମାନେ ସ୍ୱାଧୀନ ପାଇ ନାହାନ୍ତି. କାରଣ 10% ଲୋକ ଙ୍କ ପାଖରେ 90% ଧନ ସମ୍ପତି ଅଛି, ଆଉ 90%ବହୁଜନ ଙ୍କ ପାଖରେ ମାତ୍ର 10% ଧନ ସମ୍ପତି ଅଛି. ମୁଖ୍ୟତଃ ଯେଉଁ ଦଳିତ ଆଦିବାସୀ ମାନେ ସରକାରୀ ଜାଗାରେ ଅଛନ୍ତି ପ୍ରଶାସନ ବଡ ଚତୁରତା ସହିତ ଶାସକ ଦଳର ଚାପରେ ଉଛେଦ କରୁଛି. କିନ୍ତୁ ସବର୍ଣ୍ଣ ମାନେ ସହ ସହ ଏକର ସରକାରୀ ଜାଗା ହାତେଇଛନ୍ତି ତାଙ୍କ ପାଇଁ କିଛି ଅସୁବିଧା ନାହିଁ. ଭୁବନ ର ହୁରୁଦା ଗୋଛାୟତ ଭାଇଙ୍କୁ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଓ ଭୀମ ଆର୍ମି ଓଡିଶା ତରଫରୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ.

Photos from BHIM ARMY Odisha's post 13/06/2023

ସପ୍ରେମ ଜୟ ଭୀମ.ଗତ କାଲି ଭୀମ ଆର୍ମି ଓଡିଶା ତରଫରୁ ହୋଇଥିବା ଭୁବନେଶ୍ୱର ସ୍ଥିତ ରେଳ ସଦନ ଘେରାଉ ଶ୍ରମିକ ଆନ୍ଦୋଳନକୁ ସଫଳ କରିବାରେ ରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଅଧକ୍ଷ୍ୟ ଭିନୟ ରତନ ସାର, ଓଡିଶା ରାଜ୍ୟ ସଭାପତି ଲଙ୍କେଶ ସାର,ଚନ୍ଦ୍ରକାନ୍ତି ଅପା,ଆଶିଷ ସାର, ଜଗଜୀବନ ସାର, ବିକାଶ ସାର, ଭୈରବ ସାର,ବଣ୍ଟି ସାର, ସୁରଜ ସାର, ଧୀରଜ ସାର, ସମସ୍ତ ଜିଲ୍ଲା ସଭାପତି, ସମସ୍ତ ଜିଲ୍ଲା ପଦାଧିକାରୀ,ସମସ୍ତ ଜିଲ୍ଲା କର୍ମ କର୍ତା,ଅନିଲ ସାର, ଲବ ସାର, w ଭାଇ, ଚିତ ଭାଇ,ଚୁନିଲାଲ ସାର,ରେଳ ଶ୍ରମିକ ଭାଇ ମାନେ, ଓଡିଶାର କୋଣ ଅନୁ କୋଣରୁ 45 ଡିଗ୍ରୀ ଖରାତାତି ରେ ଆସି ଥିବା ମା ଭଉଣୀ ମାନେ, ପୋଗ୍ରାମ କୁ ନ ଆସି ସୋସିଆଲ ମିଡ଼ିଆ ମାଧ୍ୟମରେ ଭୀମ ଆର୍ମି କୁ ପ୍ରଚାର ପ୍ରସାର କରୁଥିବା ଗୁରୁଜନ ମାନେ, ଏବଂ ଓଡିଶା ରେ ଭୀମ ଆର୍ମି କୁ ସପୋର୍ଟ କରୁଥିବା ସମସ୍ତ ବହୁଜନ ଲିଡର ମାନଙ୍କୁ ଭୀମ ଆର୍ମି ଓଡିଶା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ସାଧୁ ବାଦ ଜୟ ଭୀମ.🙏🙏🙏.
army odisha pro kamal

Photos from BHIM ARMY Odisha's post 12/06/2023

आज उड़ीसा की राजधानी भुवनेश्वर पहुँचे भीम आर्मी राष्ट्रीय अध्यक्ष विनय रतन सिंह जी का भीम आर्मी टीम के द्वारा स्वागत किया गया एयरपोर्ट पर।

11/06/2023

ଜୟ ଭୀମ
ଆସନ୍ତା କାଲି 12 ଜୁନ ରେ ଭୁବନେଶ୍ୱର ଆସୁଛନ୍ତି ଭୀମ ଆର୍ମି ରାଷ୍ଟ୍ରୀୟ ଅଧକ୍ଷ ମାନନୀୟ #ଭିନୟ_ରତନ_ସିଂ
ଆସନ୍ତା କାଲିର କାର୍ଯ୍ୟକ୍ରମ ସକାଳ 7.15 ମିନିଟ ସମୟରେ ଭୁବନେଶ୍ୱର Airport ରୁ ଭିନୟ ଭାଇ ଙ୍କୁ ସ୍ୱାଗତ ସମାରୋହ 9.30.am ରେ ଭୁବନେଶ୍ୱର ରେଳ ସଦନ ସମ୍ମୁଖରେ ବିଶାଳ ଜନ ଆନ୍ଦୋଳନ କୁ ଉଦବୋଧନ | ଦିନ 1.Pm.ଟା ରେ ମୈତ୍ରୀ ଭୋଜନ ରାତ୍ରି 8.Pm.ରେ Airport ରେ ବିନୟ ଭାଇ ଙ୍କୁ ବିଦାୟ ଧନ୍ୟବାଦ 🙏🙏🙏🙏

10/06/2023

ଭୁବନେଶ୍ବର ଚାଲ ତା.12/06/2023ରିଖ ସୋମବାର

10/06/2023

ଭୁବନେଶ୍ବର ଚାଲ ତା.12/06/2023ରିଖ

10/06/2023

ସପ୍ରେମ ଜୟ ଭୀମ
ଭୀମ ଆର୍ମି ଓଡିଶା ତରଫରୁ12.06.2023 ସୋମବାର ହେବାକୁ ଥିବା ଶ୍ରମିକ ଆନ୍ଦୋଳନ ରେ ସାମିଲ ହେବା ପାଇଁ ଯଦି ଆପଣ ଟ୍ରେନ ରେ ଆସୁଛନ୍ତି, ତେବେ ନନ୍ଦନକାନନ ଯାଉଥିବା ବସ ରେ ବସି ରେଳ ସଦନ କିମ୍ବା ଓମଫେଡ ଛକରେ ଓଲ୍ହାନ୍ତୁ. ଯେଉଁ ସାଥି ମାନେ କଟକ ଆଡୁ ଆସୁଛନ୍ତି ଜୟ ଦେବ ବିହାର ଛକରେ ଓଲ୍ହାଇ ରେଳ ସଦନ ଛକକୁ ଆସନ୍ତୁ.ଯେଉଁ ସାଥି ମାନେ ଚାରିଚକିଆ ଗାଡି ଆଣୁଛନ୍ତି, ଆପଣ 9.00 am ରେ ଭୁବନେଶ୍ୱର ବିମାନ ବନ୍ଦର ଆସନ୍ତୁ. ଭିନୟ ରତନ ସାର ଙ୍କୁ ରିସିଭ କରିବା. ଯେଉଁ ସାଥି ମାନେ ଦୂରରୁ ଆସୁଛନ୍ତି 11.06.2023 ରବିବାର ରାତିରେ ଟ୍ରେନ ରେ ଆସି ସୋମବାର ସକାଳୁ ଭୁବନେଶ୍ୱର ରେ ପହଞ୍ଚନ୍ତୁ.ରେଳ ସଦନ ଆନ୍ଦୋଳନ କାର୍ଯ୍ୟକ୍ରମ ସାରିଲେ ସମସ୍ତ ସାଥି ମାନେ ଭିନୟ ରତନ ସାର ଙ୍କ ସଙ୍ଗେ ଏକ ମିଟିଙ୍ଗ ହେବ. ମିଟିଙ୍ଗ ସରିଲା ପରେ ଆମେ ସମସ୍ତେ ଭିନୟ ରତନ ସାର ଙ୍କୁ ବିମାନ ବନ୍ଦର ରେ ବିଦାୟ ଦେଇ ଘରକୁ ଫେରିବା. ଜୟ ଭୀମ.

10/06/2023

ଜୟ ଭୀମ ଜୟ ଭୀମ ଆର୍ମି

ବିଶେଷ ସୂଚନା

ଆସନ୍ତା 12 ତାରିଖ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆସୁଛନ୍ତି
ଭୀମ ଆର୍ମି ଭାରତ ଏକତା ମିଶନ ର ରାଷ୍ଟ୍ରୀୟ ଅଧକ୍ଷ ବିନୟ ରତନ ସିଂ

ତେଣୁକରି ସମସ୍ତ ଜିଲ୍ଲା ପଦାଧିକାରୀ ଙ୍କ ଠୁ ନେଇ କର୍ମକର୍ତା ଙ୍କୁ ଜଣାଇ ଦିଆଯାଉଛି ଯେ 12 ତାରିଖ କାର୍ଯ୍ୟକ୍ରମ ରେ ଆପଣ ମାନେ ନିହାତି ବହୁ ମାତ୍ରା ରେ ଉପସ୍ଥିତ ରହି ସଭା କୁ ସଫଳ କରି ଭୀମ ଆର୍ମି ର ମାନ ସମ୍ମାନ ବଢ଼ାଇବେ.

ବିନୟ ରତନ ସିଂ ସାହେବ ଦ୍ୱତୀୟ ଥର ପାଇଁ ଓଡିଶା ଆସୁଛନ୍ତି
ଆପଣ ମାନେ ଜାଣି ରଖନ୍ତୁ ଯେ ଏହି କାର୍ଯ୍ୟକ୍ରମ ପରେ ସମସ୍ତେ ବିନୟ ଭାଇ ଙ୍କୁ ଭେଟି ନିଜ ଜିଲ୍ଲା କୁ ଫେରିବେ

12 ତାରିଖ ସକାଳ 9 ଟା ସମୟରେ
ଭୁବନେଶ୍ୱର ବିମାନ ବନ୍ଦର ଠାରେ
ରାଷ୍ଟ୍ରୀୟ ଅଧକ୍ଷ ପହଂଚିବେ
ସକାଳ 10 ଟା ରେ ସଭାରେ ପହଂଚି ସଭାକୁ ସମ୍ବୋଧିତ କରିବେ

ଧନ୍ୟବାଦ
ଲଙ୍କେଶ୍ ରାବଣ
ଭୀମ ଆର୍ମି ଓଡିଶା

09/06/2023

ସପ୍ରେମ ଜୟ ଭୀମ. ଗତ 7 ତାରିଖ ଦିନ ଭୀମ ଆର୍ମି ରାଜ୍ୟ ସଭାପତି Lankesh ଭାଇ ଅନଗୁଳ ଜିଲ୍ଲାପାଳ ଙ୍କୁ କଡା ଚେତାବନୀ ଦେଇଥିଲେ.

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

ଜୟ ଭୀମଆସନ୍ତା କାଲି 12 ଜୁନ ରେ ଭୁବନେଶ୍ୱର ଆସୁଛନ୍ତି ଭୀମ ଆର୍ମି ରାଷ୍ଟ୍ରୀୟ ଅଧକ୍ଷ ମାନନୀୟ #ଭିନୟ_ରତନ_ସିଂଆସନ୍ତା କାଲିର କାର୍ଯ୍ୟକ୍ରମ ସକ...
ଭୁବନେଶ୍ବର ଚାଲ ତା.12/06/2023ରିଖ ସୋମବାର
ସପ୍ରେମ ଜୟ ଭୀମ. ଗତ 7 ତାରିଖ ଦିନ ଭୀମ ଆର୍ମି ରାଜ୍ୟ ସଭାପତି Lankesh ଭାଇ ଅନଗୁଳ ଜିଲ୍ଲାପାଳ ଙ୍କୁ କଡା ଚେତାବନୀ ଦେଇଥିଲେ.
ଜୟ ଭୀମ ଜୟ ଭାରତଆସନ୍ତା କାଲି ସକାଳ 9 ଟା ସମୟରେ ଭଟଲି ଥାନା ଘେରାଓ କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହେଇ ନିଜର ପତିଆରା ଜାହିର କରନ୍ତୁ ବରଗଡ଼...
ଭୀମ ଆର୍ମି ବରଗଡ
ଭୀମ ଆର୍ମି ରାଜ୍ୟ ସଭାପତି ଧୀମାନ Lankesh ଭାଇ ଙ୍କ ଅନୁଗୁଳ ଜିଲ୍ଲାପାଳ ଙ୍କୁ କଡା ଚେତାବନୀ.

Telephone

Address

Bhubaneswar

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

Aliva Foundation Aliva Foundation
Bhubaneswar

Life is not a matter of milestone but of moments

AOGBO - Association of Odisha Gramya Bank Officers' AOGBO - Association of Odisha Gramya Bank Officers'
Gandamunda
Bhubaneswar, 751030

AOGBO is the largest officers' organisation of Odisha Gramya Bank. It is the officers wing of AIRRBEA