Janahita Yubak Sangha, Odisha, Bhubaneswar Videos

Videos by Janahita Yubak Sangha, Odisha in Bhubaneswar. service for needy people

We want to improve our CHC, Khaira of balasore district

Other Janahita Yubak Sangha, Odisha videos

We want to improve our CHC, Khaira of balasore district

A video of cloth processing for distribution by our Advisor Amulya . If you have some old usable cloth then pls contact us . JYS always work for poor people.

Today Our senior member Mr Sukanta Kumar Maharana celibrate his 31st birthday at Natapada Aashram. At। First distribute pen, copy , biscuit and chocolate to orphanage . If somebody want to celebrate his/her birthday/Anniversary or any occasion then once visit this Aashram.

#ବସ୍ତ୍ର_ବଣ୍ଟନ #ଗଗନ_ବିହାରୀ_ପାଇଟଳ #ଖଇରା_ବାଉଁଶଗଢିଆ #ବାଲେଶ୍ଵର ଯଦି ଆପଣଙ୍କ ପାଖରେ ଏମିତି ବ୍ୟବହାର ଉପଯୋଗୀ ବାସ୍ତ୍ର ଅଛି କିମ୍ବା ଆପଣଙ୍କ ନଜରରେ ସେମିତି ବସ୍ତ୍ର ପାଇଁ ଆର୍ଥିକ ଦୂରାବସ୍ଥା ରେ କାଟୁଥିବା ବ୍ୟକ୍ତି ବା ପରିବାର ଆସନ୍ତି ତାହେଲେ ଆମ ସଙ୍ଘ ସହ ସମ୍ପର୍କ କରନ୍ତୁ। ଆପଣଙ୍କ ବଳକା ବସ୍ତ୍ର ଅନେକ ଙ୍କ ମୁଁହ ରେ ହସ ଟିକେ ଦେଇ ପାରିବ। ଜନହିତ ଯୁବକ ସଂଘ ସବୁବେଳେ ଆପଣଙ୍କ ସେବାରେ। ଜୟ ଜଗନ୍ନାଥ

ଖଇରା ର ଅଗ୍ରଣୀ ସମାଜସେବା ସଂଗଠନ #ଜନହିତ_ଯୁବକ_ସଂଘ ଏବେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଅାଗରପଡ଼ା ଅଞ୍ଚଳରେ ଲୋକ ଲୋଚନକୁ ଆସିପାରିଛି କେବଳ ନିଜ କର୍ମ ବଳରେ। କଥାରେ ନୁହେଁ କାମ ରେ ବିଶ୍ୱାସ ରଖୁଥିବା ସଂଘ ଏବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଧନ୍ୟବାଦ୍ ଆଡ଼ିଶିନାଲ୍ ତହସିଲଦାର ବିନିତା କିସ୍କୁ , କଟକ ଭୁବନେଶ୍ବର ପୋଲିସ ସରକାରୀ ଆଇନଜୀବୀ ଏବଂ ଅଗରପଡା ମହାବିଦ୍ୟାଳୟ ଛାତ୍ର ସଂସଦ ଓ ଉପସ୍ଥିତ ସମସ୍ତ ସମାଜ ପ୍ରେମୀ। ଆପଣ ଆମ ସଂଘ କୁ ସମ୍ମାନିତ କରି ନାହାନ୍ତି ଆପଣ ଆମ ସଦସ୍ୟ ମାନଙ୍କ ହୃଦୟରେ ଏକ ଅଲିଭା ନିଆଁ ଲଗେଇ ଦେଇ ଛନ୍ତି, ଯାହା ଦ୍ଵାରା ଆମ ସଦସ୍ୟ ମାନେ ସମାଜସେବାରେ ନୂଆ ନୂଆ କୀର୍ତ୍ତି ମାନ କରିବାକୁ ଆଗ୍ରହୀ ହେଉଛନ୍ତି। ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ୍। ଜୟ ଜଗନ୍ନାଥ ଜୟ ଜନହିତ

ଜନହିତ ଯୁବକ ସଂଘ ପକ୍ଷରୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ .......

JANAHITA NEWS ସଂଘ ପକ୍ଷରୁ ପ୍ରଥମ ପ୍ରୟାସ Pls like and share

ଜୟ ଜନହିତ ଜୟ ଜଗନ୍ନାଥ