Janahita Yubak Sangha, Odisha

service for needy people

18/08/2022

We want to improve our CHC, Khaira of balasore district

Photos from Janahita Yubak Sangha, Odisha's post 18/08/2022

Demanding 11 point for through Incharge khaira CHC to CDMO.

Photos from Janahita Yubak Sangha, Odisha's post 17/08/2022

Various cloth distribution program by our organization in defferent place

Photos from Janahita Yubak Sangha, Odisha's post 02/06/2022

There is a big old tree fall down on the road . Kupari-sain road blocked. Then our advisor Amulya and Secretary Dillip immediately contact with BDO khaira and Fire office . Thanks to BDO sir and OIC fire station who taken action and the road clear now.

29/05/2022
JANAHITA YUBAK SANGHA 24/05/2022

JANAHITA YUBAK SANGHA का app आ गया है । सभी सदस्य नीचे दिए लिंक पर क्लिक करके तुरंत ही जुड़ें और अपना सदस्य ID कार्ड प्राप्त करे - Powered by Kutumb App

https://kutumb.app/j-y-sangha?ref=A1ZN5

If you are interested to join with us then pls will come through kutumbh App and will make kutumbh referal I'd card to build a revolution on social work

JANAHITA YUBAK SANGHA JANAHITA YUBAK SANGHA

Photos from Janahita Yubak Sangha, Odisha's post 12/05/2022

JANAHITA YUBAK SANGHA Celebrate world Nurse day at Khaira, CHC today. CHC nurses are very happy today. Because there is no any social organisation, political leaders, other person wear felicited them till today . And we discuss about many issues of khaira CHC and people wellfare points. Thanks all nurses and CHC incharge Mishra sir.
Specially thanks
Advisor
Kunjalata mahunta
Muktikanta panigrahi(Yogi)
Amulya Ranjan Bindhani (Indian Army)

08/05/2022

Cloth distribution by JYS for the special occasion MOTHER'S DAY at Paghar village. Special thanks assistant commissioner GST (Bhadrak) Manas swain sir and all team members

07/05/2022

If you eligible then please donate some cloth for needy people. We all are care about our society.

06/05/2022

A video of cloth processing for distribution by our Advisor Amulya . If you have some old usable cloth then pls contact us . JYS always work for poor people.

03/05/2022

Today Our senior member Mr Sukanta Kumar Maharana celibrate his 31st birthday at Natapada Aashram. At। First distribute pen, copy , biscuit and chocolate to orphanage . If somebody want to celebrate his/her birthday/Anniversary or any occasion then once visit this Aashram.

01/05/2022

#ବସ୍ତ୍ର_ବଣ୍ଟନ
ିହାରୀ_ପାଇଟଳ
#ଖଇରା_ବାଉଁଶଗଢିଆ
#ବାଲେଶ୍ଵର
ଯଦି ଆପଣଙ୍କ ପାଖରେ ଏମିତି ବ୍ୟବହାର ଉପଯୋଗୀ ବାସ୍ତ୍ର ଅଛି କିମ୍ବା ଆପଣଙ୍କ ନଜରରେ ସେମିତି ବସ୍ତ୍ର ପାଇଁ ଆର୍ଥିକ ଦୂରାବସ୍ଥା ରେ କାଟୁଥିବା ବ୍ୟକ୍ତି ବା ପରିବାର ଆସନ୍ତି ତାହେଲେ ଆମ ସଙ୍ଘ ସହ ସମ୍ପର୍କ କରନ୍ତୁ। ଆପଣଙ୍କ ବଳକା ବସ୍ତ୍ର ଅନେକ ଙ୍କ ମୁଁହ ରେ ହସ ଟିକେ ଦେଇ ପାରିବ। ଜନହିତ ଯୁବକ ସଂଘ ସବୁବେଳେ ଆପଣଙ୍କ ସେବାରେ। ଜୟ ଜଗନ୍ନାଥ

30/04/2022

On the occasion of International Yoga Day we take an initiative for Yoga. Pls participate with this grand celebration. Pls make a video and send to giving number in poster.

10/07/2020

ପରିବାର ତ ଅନେକ ଅଛି ଆଉ ଅଛନ୍ତି ଅନେକ ଦମ୍ପତି କିନ୍ତୁ ଏଭଳି ପରିବାର ବିରଳ। #ଶ୍ରୀ_ବିଜୟ_ଜେନା ଓ #ଶ୍ରୀମତୀ_ପ୍ରତିଭା_ଜେନା ଏଭଳି ଦମ୍ପତି ଯେ କି ନିଜକୁ ସବୁଜ ପ୍ରେମୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀ ଜେନା ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ଶ୍ରୀମତୀ ଜେନା ଜଣେ ଗୃହିଣୀ। ଜୀବନରେ ୧ ଲକ୍ଷ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିସାରିଛନ୍ତି ଶ୍ରୀ ଜେନା। ଏବେ ସେ ଓଡ଼ିଶାରେ ବୃକ୍ଷ ମାନବ ରୂପେ ପରିଚିତ। ଏବେ ବହୁ ଉଚ୍ଚ ପଦାଧିକାରୀ ତାଙ୍କ ସହ ଚିତ୍ର ଉତ୍ତଳନ ପାଇଁ ବ୍ୟଗ୍ର ହୋଇ ପଡ଼ୁଛନ୍ତି। କିନ୍ତୁ ତାଙ୍କ ର ଟିକେ ହେଲେ ଆତ୍ମବଡ଼ିମା ନାହିଁ। ବହୁତ ସରଳ ଜୀବନଯାପନ କରନ୍ତି ସେ। ତାଙ୍କ ଭଳି ପୁଅ ପାଇ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଆଜି ଗର୍ବିତ। ତାଙ୍କ ପ୍ରେରଣାରେ ଅନେକ ଯୁବକ ନିଜକୁ ସବୁଜ ପ୍ରେମୀ ହୋଇ ସାରିଲେଣି।
ଧନ୍ୟବଦ ବିଜୟ ଜେନା ମହୋଦୟ।

10/07/2020

Social work khaira's cover photo

10/07/2020

Social work khaira

09/07/2020

ଆମ ସଂଘ ଗଦାଧର ସାହୁ ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛି। ଆପଣ ମାନେ ବି ଇଚ୍ଛା ପ୍ରକଟ କରି ଗଦାଧର ପାଇଁ ସହାୟତା ର ହାତ ବଢ଼ାଇ ପାରିବେ। ଅସହାୟ କୁ ସାହାଯ୍ୟ କରିବାକୁ ନିବେଦନ।

Bhakta Charan swain
SBI account number
30623395306
IFSC code
SBIN0010508
Google pay phone pay Paytm number
9035919229

Contact
President-8792497010
Secretary-9035919229

06/07/2020

ଜନହିତ ଯୁବକ ସଂଘ ର ବରିଷ୍ଠ ସଦସ୍ୟ ତଥା ସଭ୍ୟ ସଂଯୋଜକ ଶ୍ରୀ ରଞ୍ଜନ କୁମାର ପାଣି ମହଦୋୟ ନିଜ ବିବାହ ବାର୍ଷିକ ଉତ୍ସବରେ କେକ ନ କାଟି ନିଜ ଘରେ ତିଆରି କେକ କାଟି ଛନ୍ତି। ଏବଂ ଏହି କାର୍ଯ୍ୟ ରେ ତାଙ୍କ ଧର୍ମପତ୍ନୀ ସବିତା ପାଣି ଭାଉଜ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସେଥିପାଇଁ ତାଙ୍କୁ ସଂଘ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

05/07/2020

Happy guru purnima to all teachers
ପବିତ୍ର ଗୁରୁ ପୂର୍ଣ୍ଣିମାରେ ମହର୍ଷି ବ୍ୟାସଦେବ ଙ୍କ ଜନ୍ମତିଥି ରେ ଅନେକ ଅନେକ ଶୁଭେଚ୍ଛା ଓ ଭକ୍ତି ପୂତ ପ୍ରଣାମ।

04/07/2020

ଯଶଶ୍ୱୀ ପୁରୁଷ , ଚିକାଗୋ ରେ ଭାରତ ର ସଂସ୍କୃତି କୁ ବିଶ୍ଵଦରବରରେ ପ୍ରତିଷ୍ଠିତ କରାଇଥିବା ପ୍ରବାଦ ପୁରୁଷ, ସନ୍ନ୍ୟାସୀ ତଥା ଯୁବ ହୃଦୟର ସମ୍ରାଟ ସ୍ବାମୀ ବିବେକାନନ୍ଦ ଙ୍କ ପୁଣ୍ୟ ଶ୍ରାଦ୍ଧ ଦିବସ ରେ ଜନହିତ ଯୁବକ ସଂଘ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଂଜଳି।

04/07/2020

ପ୍ରେମେୟ ଖବର କାଗଜରେ ଜନହିତ ଯୁବକ ସଂଘ

03/07/2020

ଦୁଃଖଦ ଖବର

02/07/2020

ନଜର ଓଡ଼ିଶା ସମ୍ବାଦଦାତା ଙ୍କ ସହ ଆମ ସଂଘ ର ସଭାପତି ଓ ସଦସ୍ୟ ଦିଲିପ୍ କୁମାର ଭୂୟାଁ ଗଦାଧର ଙ୍କ ପାଖରେ

01/07/2020

ସଂଘ ଏପରି ଜନ ମଙ୍ଗଳ କାର୍ଯ୍ୟରେ ସର୍ବଦା ଯୋଗଦାନ ଦେଇଥାଉ

01/07/2020

INNOVATIVE IDEA BY JANAHITA JUBAK SANGHA KHAIRA FOR SAFE BY ACCIDENT

Pls watch and like our page

https://youtu.be/AcJ2PCkCTHI

INNOVATIVE IDEA BY JANAHITA JUBAK SANGHA KHAIRA FOR SAFE BY ACCIDENT

29/06/2020

ଜନହିତ ଯୁବକ ସଂଘ ଗଦାଧର ସବୁ ମେଡିକାଲ ଖର୍ଚ୍ଚ ବୁଝୁଛି ଏବଂ AIIMS ରେ ଚିକିତ୍ସିତ କରାଉଛି । ଯେଉଁ ସହୃଦୟ ବ୍ୟକ୍ତି ଗଦାଧର କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ଆମ ଏଇ ଆକାଉଣ୍ଟ ରେ ସାହାଯ୍ୟ କରନ୍ତୁ । ଆସହାୟ କୁ ସହାୟ ହୁଅନ୍ତୁ ଦୁଃଖ ମୁହଁରେ ହସ ଫୁଟାନ୍ତୁ।

Bhakta Charan swain
SBI account number
30623395306
IFSC Number
SBIN0010508
Google pay, phone pay Paytm number 9035919229

ଭକ୍ତ ଚରଣ ସ୍ବାଇଁ
କୋଷାଧ୍ୟକ୍ଷ
ଜନହିତ ଯୁବକ ସଂଘ
ଖଇରା ବାଲେଶ୍ଵର
୯୦୩୫୯୧୯୨୨୯
୮୪୩୧୨୯୮୫୫୫
🙏🏿🙏🏿🙏🏿🙏🏿🙏

23/06/2020

ପବିତ୍ର ରଥ ଯାତ୍ରା ରେ ସମସ୍ତ ଓଡିଶାବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜନହିତ ଯୁବକ ସଂଘ ସମସ୍ତଙ୍କର ମଙ୍ଗଳ କାମନା କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ଚରଣରେ କୋଟି ପ୍ରଣାମ ଅର୍ପଣ କରୁଛି।

22/06/2020

ଖଇରା ବ୍ଲକ୍ ଗଗନ ଧୂଳି ପଞ୍ଚାୟତର ମୁରଲୀ ଧର ସାମଲ ପିତା ମାଗୁଣି ସାମଲ ଙ୍କ ଅବସ୍ଥା ଶୋଚନୀୟ। ଛୋଟ ଛୋଟ ପିଲାଙ୍କୁ ନେଇ ରହୁଛନ୍ତି ବିପଦପୂର୍ଣ୍ଣ ମାଟି ଘରେ। ଜନହିତ ଯୁବକ ସଂଘ ର ସଦସ୍ୟଙ୍କ ଦୃଷ୍ଟି ଗୋଚର ହେବା ପରେ ସଂଘ ର Tweeter master ଅସିତ୍ କୁମାର ସାହୁ ଙ୍କ ଦ୍ଵାରା ବାଲେଶ୍ଵର ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କରାଯାଇଛି। ଏବିଁ ଏହାର ଶୀଘ୍ର ସ୍ଥାୟୀ ସମାଧାନ ହେବ ବୋଲି ଜିଲ୍ଲାପାଳ ମହୋଦୟ ପ୍ରତିଶ୍ରୁତି ଦେଇଛନ୍ତି। ଜନକଲ୍ୟାଣ ଦିଗରେ ଏ ସଂଘ ତାର ସମସ୍ତ ପ୍ରୟାସ ଜାରି ରଖିଛି।
ଜୟ ଜନହିତ
ଜୟ ଜଗନ୍ନାଥ

17/06/2020

ହେ ମୋର ପ୍ରିୟ ବନ୍ଧୁଗଣ
ଆପଣମାନେ ଜାଣନ୍ତି ଚାଇନା ଆମ ଦେଶ ରୁ ବିଭିନ୍ନ ସାମଗ୍ରୀ ଓ ଆପ୍ ମାଧ୍ୟମରେ ଅନେକ ଟଙ୍କା ରୋଜଗାର କରୁଛି। କିନ୍ତୁ ସୀମାନ୍ତ ରେ ଏବେ ଯେଉଁ ଭଳି ସ୍ତିସ୍ଥି ଉତ୍ପନ୍ନ କରୁଛୁ ତାହା ନିନ୍ଦନୀୟ। ଏହା ପ୍ରଥମ ଥର ନୁହେଁ ଆଗରୁ ବି ଏମିତି କରି ଆସିଛି। ସମସ୍ତ ଭାରତୀୟ ହିନ୍ଦୀ ଚିନି ଭାଇ ଭାଇ ନାରା ଦେଇଥିବା ବେଳେ ଚାଇନା ସବୁବେଳେ ଧୋକା ଦେଇଚାଲିଛି। ବର୍ତ୍ତମାନ ସମୟ ଆସିଛି ଆମେ ସଚେତନ ନାଗରିକ ର କର୍ତ୍ତବ୍ୟ କରି ଚାଇନା ସାମଗ୍ରୀ କୁ ବର୍ଜନ କରି ସ୍ୱଦେଶୀ କୁ ଆପଣେଇବା। ଚାଇନାର ସମସ୍ତ ଅାପ୍ କୁ ବି ବର୍ଜନ କରିବା। ଆସନ୍ତୁ ସଂକଳ୍ପ ନେବା ଚାଇନା ସାମଗ୍ରୀ ଛାଡି ସ୍ୱଦେଶୀ କୁ ବ୍ୟବହାର କରିବା।

11/06/2020

Social work khaira

Like our page

https://www.facebook.com/pg/Janahita-Yubak-Sangha-110813323911024/posts/

Community organisation

09/06/2020

ଜନହିତ ଯୁବକ ସଂଘ ର ବରିଷ୍ଠ ସଦସ୍ୟ ଶ୍ରୀ ବିପିନ ବିହାରୀ ପଣ୍ଡାଙ୍କ ପ୍ରଥମ ବିବାହ ବାର୍ଷିକ। ଏହି ବିବାହ ବାର୍ଷିକ ରେ ପଣ୍ଡା ଦମ୍ପତି ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

08/06/2020

#ଜନହିତ_ଯୁବକ_ସଂଘ ର ଜଣେ ଆଗଧାଡିର ସଦସ୍ୟ #ଅଶେଷ_ରଞ୍ଜନ_ବିନ୍ଧାଣି ( #ସମ୍ରାଟ_ଅଶେଷ) । ଆଜି ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥ ତାଙ୍କ ଚଲାପଥ କୁସୁମିତ କରନ୍ତୁ ତଥା ସମାଜସେବା ରେ ତାଙ୍କ ରୁଚି ବଢ଼ାଇଦିଅନ୍ତୁ ।

30/05/2020

ବିଭିନ୍ନ ସଂଗ ରୋଧ କେନ୍ଦ୍ରରେ #ଜନହିତ_ଯୁବକ_ସଂଘ ଦ୍ୱାରା #ବନ୍ଦେ_ଉତ୍କଳ_ଜନନୀ ସଙ୍ଗୀତ ଗାନ। By the invitation of cheif minister odisha, energetic young group JANAHITA YUBAK SANGHA visited maximum quarentain centre and sang bande utkala janani song for all covid commandos .

29/05/2020

Photos from Social work khaira's post

28/05/2020

ଭଗବାନ ଆଉ କେଉଁଠି ନଥାନ୍ତି ଆଜ୍ଞା ଅଛନ୍ତି ଏହି ଧରା ଧାମରେ। ଏହି ଧରା ପୃଷ୍ଠରେ ଦେବ ଦୂତ ସାଜି ସାହାଯ୍ୟର ହାତ ବଢ଼ାଇ ଛନ୍ତି ଖଇରା ର ଅଗ୍ରଣୀ ସମାଜସେବୀ ସଂଗଠନ ଜନହିତ ଯୁବକ ସଂଘ ଓ ଖଇରା ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସେହି ଗତ ତିନି ମାସ ପୂର୍ବେ ଯେଉଁ ଗଦାଧର କୁ ସୁସ୍ଥ କରିବାର ପଣ ସଂଘ କରିଥିଲା ଏବଂ ଭୁବନେଶ୍ବର ଡାକ୍ତରଖାନା ନେଇ ଚିକିତ୍ସିତ କରିବା ସହ ପ୍ରତିମାସ ଔଷଧ ଦେଇ ଆସୁଥିଲା। ଏବଂ ଅକର୍ମଣ୍ୟ ଗଦାଧର ଙ୍କୁ ଏକ ଚକ ଲଗା ଚଉକି ଦେବାକୁ ଅନୁରୋଧ କରିଥିଲା। ମହାମାରୀ ସହିତ ମହାବାତ୍ୟା ଆମ୍ଫାନ ର ପ୍ରଭାବ ହେତୁ ବିଳମ୍ବିତ ହୋଇଥିଲା ସତ୍ୟ କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ହୃଦୟ ଦୋହଲି ଥିଲା। ଗତ କାଲି ସଂଘ ଅନୁରୋଧ ରକ୍ଷାକରି ବିଡ଼ିଓ ମହୋଦୟ ଚଉକି ପ୍ରଦାନ କରିବା ସହ ନିକଟସ୍ଥ ଉସସ୍ତ ପାଳ ଗ୍ରାମ ରେ ଥିବା ଆଦିବାସୀ ମାନଙ୍କ କଥା ଘରେ ଘରେ ବୁଲି ବୁଝିଥିଲେ। ଧନ୍ୟବାଦ୍ ଖଇରା ବିଡ଼ିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ମହୋଦୟ। ଆପଣଙ୍କୁ ଶତ ଶତ ନମଃ।

23/05/2020

ଜନହିତ ଯୁବକ ସଂଘ ର ଜଣେ ଓଜନଦାର ସଦସ୍ୟ ଭାବେ ପରିଚିତ ଶ୍ରୀ ରଞ୍ଜନ ପାଣି। ଚିକିତ୍ସା କ୍ଷେତ୍ର ରେ ତାଙ୍କ ସାହାଯ୍ୟ ଗରିବ ଅସହାୟ ଙ୍କ ପାଇଁ ଦେବତାଙ୍କ ଆଶିର୍ବାଦ ସଦୃଶ୍ୟ। ନିଜ ପରିବାର କୁ ବୁଝେଇ ବାହାରି ଆସନ୍ତି ସମାଜସେବାରେ ପରେ ସନ୍ଧ୍ୟା ହେଉ କୁ ରାତି ସେ କରି ଚାଲନ୍ତି କାର୍ଯ୍ୟ । ଉଦ୍ଧାର ଫାଉଣ୍ଡେସନ ତାଙ୍କୁ ଏ ସମ୍ମାନ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ଶ୍ରୀ ପାଣି ଙ୍କ ପାଇଁ ଜନହିତ ଯୁବକ ସଂଘ ଆଜି ଗର୍ବିତ।

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

We want to improve our CHC, Khaira of balasore district
A video of cloth processing for distribution by our Advisor Amulya . If you have some old usable cloth then pls contact ...
Today Our senior member Mr Sukanta Kumar Maharana celibrate his 31st birthday at Natapada Aashram. At। First distribute ...
#ବସ୍ତ୍ର_ବଣ୍ଟନ#ଗଗନ_ବିହାରୀ_ପାଇଟଳ#ଖଇରା_ବାଉଁଶଗଢିଆ#ବାଲେଶ୍ଵରଯଦି ଆପଣଙ୍କ ପାଖରେ ଏମିତି ବ୍ୟବହାର ଉପଯୋଗୀ ବାସ୍ତ୍ର ଅଛି କିମ୍ବା ଆପଣଙ୍କ ନଜ...

Telephone

Website

Address

Balasore
Bhubaneswar
756001

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

Aliva Foundation Aliva Foundation
Bhubaneswar

Life is not a matter of milestone but of moments