Mission 125+
Fan Page Of Biju Janata Dal and Naveen Patnaik
BJP BE LIKE :- ଯା ରେ ଭାସି ଭାସି ଯା ଅଯୋଧ୍ୟା ବିକାଶ ଭାସିଯା...
ନେତୃତ୍ୱ ଯେବେ ସୁଦୃଢ ଥାଏ ବିକାଶର ଧାରା ଅବ୍ୟାହତ ରୁହେ। ଯାହା ରାଜ୍ୟର ପୁଞ୍ଜିନିବେଶ କ୍ଷେତ୍ରରେ ନବୀନ ସରକାର କରିକି ଦେଖାଇଛନ୍ତି।
ପୁଞ୍ଜିନିବେଶ କ୍ଷେତ୍ରରେ, ସାରା ଦେଶରେ ଶ୍ରେଷ୍ଠତାର ଶିଖର ଛୁଇଁଛି ଓଡ଼ିଶା। ଏହା ହିଁ ତ ଆମ ଉତ୍କଳ ମାଟିର ଗୌରବ ଯାହାକୁ ପୂରଣ କରିଛନ୍ତି ଆମ ପ୍ରିୟ ନବୀନ ବାବୁ।
ଭଲକରି ଦେଖିନିଅନ୍ତୁ ଓଡ଼ିଶାବାସୀ... ଇଏ ହେଉଛି ବିଜେପି ସରକାରର ଦୋମୁହାଁ ନିତି।
ଓଡ଼ିଶାର ହକ ଏବଂ ଅଧିକାର ପାଇଁ, ସଂସଦରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱର ପାଲଟିବ ବିଜେଡି।
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି
ଆହା କି ସୁନ୍ଦର ରୂପ
ସେ ରୂପକୁ ଦେଖିଦେଲେ ଥରେ
ଦୂର ହୁଏ ସଂସାରର ସବୁ ଦୁଃଖ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ସଭିଙ୍କ ସୁଖମୟ ଜୀବନରେ ସାହା ହୁଅନ୍ତୁ। ଜୟ ଜଗନ୍ନାଥ 🙏🏻
ସିଂହର ଶକ୍ତି ଆଗରେ ହାରମାନେ ସାରା ଜଙ୍ଗଲର ସାହସ। ନବୀନ ପଟ୍ଟନାୟକ ଖାଲି ଏକ ନାଁ ନୁହେଁ, ବିକାଶର ଘଞ୍ଚ ଅରଣ୍ୟରେ ରୂପାନ୍ତରଣର ଏକ ଅନନ୍ୟ ସ୍ୱର।
ମହାପ୍ରଭୁଙ୍କ ଇଚ୍ଛାରେ ପତ୍ରଟିଏ ବି ହଲେନି.. ଆଉ ଏ ବିଜେପି ଦଳିଆ ଭାବିଥିଲେ ନିଜ ମନମାନି କରିବେ ବହପିଆ ନିତି ଦେଖେଇ ହେବେ....!!
କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଉଛି ବିଜେପି। କହିଥିବା କଥାକୁ ରଖିବା ତ ଦୂରର କଥା, ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଲୋକଙ୍କୁ ଭ୍ରମିତ କରି ଚାଲିଛି।
ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେଉଥିବା ଜନନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି, ବିଧାୟକ ଭାବେ ସମ୍ବିଧାନର ସମସ୍ତ ନିୟମକୁ ମାନି କାର୍ଯ୍ୟ ନିର୍ବାହ କରିବା ନିମନ୍ତେ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟକୁ ଆଗକୁ ନେବାକୁ ଉଦ୍ୟମ ନା ପଛକୁ ଟାଣିବାକୁ ମସୁଧା?
ଲୋକଙ୍କ ପାଇଁ ସମର୍ପିତ ଏକ ଜନନେତା... ଯାହାଙ୍କ ବ୍ୟକ୍ତିତ୍ୱର ପରିଭାଷା ବିସ୍ମୟ ଏବଂ ଅତୁଳନୀୟ।
କେତେକ ସରକାର ଗଢିବ ଭାଙ୍ଗିବ କିନ୍ତୁ ନବୀନ ସରକାରର ବରାବରି କେହି ନଥିଲେ କି ହୋଇପାରିବେନି... କାହିଁକି ନା ନବୀନ ଅନନ୍ୟ, ଅବର୍ଣ୍ଣନୀୟ, ଅଦ୍ଵିତୀୟ।
୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯
ଅପରାଜେୟ, ଅଦ୍ଵିତୀୟ, ଅପ୍ରତିଦ୍ଵନ୍ଦୀ, ଅବର୍ଣ୍ଣନୀୟ, ଅନନ୍ୟ.....
ଆମ ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ସାଢେ ଚାରିକୋଟି ଓଡ଼ିଆଙ୍କ ମନକୁ ଜିତିସାରିଛି ଯେଉଁଥିରେ କେବଳ ଭଲପାଇବା ଏବଂ ସମ୍ମାନ ହିଁ ଭରି ରହିଛି।
ନୂତନ ଓଡ଼ିଶା ଗଠନର ସୂତ୍ରଧର । ସ୍ଵସ୍ଛ ଏବଂ ନିର୍ମଳ ଶାସନର ଭାବମୂର୍ତ୍ତି ଆମ ସଭିଙ୍କ ପ୍ରିୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
ପରାଜୟ ବିବ୍ରତ କରିନି ନବୀନଙ୍କୁ। ସାଢେ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ଏବଂ ଦଳର ପ୍ରତିଟି କର୍ମୀଙ୍କ ସମର୍ପଣ ମନୋଭାବକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେବା ସହିତ ପାଣ୍ଡିଆନଙ୍କ ଉପରେ ଲାଗିଥିବା ଆରୋପକୁ ଖଣ୍ଡନ କରିଛନ୍ତି ଆମ ପ୍ରିୟ Naveen Patnaik ।
ଆମ ଜନନେତାଙ୍କ ଲୋକପ୍ରିୟତା ଏମିତି, ଯାହା ପ୍ରତିଟି ଓଡ଼ିଆଙ୍କ ଭାବନା ସହିତ ନବୀନଙ୍କ ବ୍ୟକ୍ତିତ୍ବକୁ ଯୋଡି ରଖିଛି ।
ଓଡ଼ିଶାବାସୀଙ୍କ ସେବାରେ ସବୁ ସମୟରେ ରହିବାକୁ ପ୍ରତିଜ୍ଞାବଦ୍ଧ ଇଏ ନବୀନଙ୍କ ସେନା
କାଳ କାଳକୁ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ ନବୀନ ଓଡ଼ିଶା ରୂପାନ୍ତରଣର ଗାଥା। ଯାହାକୁ ନିଜର ଦୀର୍ଘମୀୟାଦି ନେତୃତ୍ୱ ଦ୍ୱାରା ସଜେଇଛନ୍ତି ଆମ ନବୀନ ବାବୁ।
ଏଥିରେ ନାହି କୌଣସି ଦ୍ଵିମତ ।
ଲୋକପ୍ରିୟତା ବହୁମତରେ ପରିଣତ ହେଉଛି, ଓଡ଼ିଶାରେ ଷଷ୍ଠଥର ପାଇଁ ବିଜେଡି ସରକାର ଗଢିବାକୁ ଯାଉଛି।
ଓଡ଼ିଶାରେ ନବୀନଙ୍କ ବିକଳ୍ପ ଆଉ କେହିନାହିଁ ।
୨୦୧୯ ଭଳି ୨୦୨୪ରେ ମଧ୍ୟ ଓଡିଶା ପରିପ୍ରେକ୍ଷୀରେ ସମସ୍ତ ଏକଜିଟ ପୋଲ ଆକଳନ ଭୁଲ ପ୍ରମାଣିତ ହେବ।
EXIT ଆଉ EXACT ମଧ୍ୟରେ ଥିବା ତଫାତକୁ ସ୍ପଷ୍ଟକରି ୨୦୧୯ ନିର୍ବାଚନରେ ବିଜେଡି ଯେଉଁଭଳି ଭାବେ ବହୁମତ ଆଣିଥିଲା.. ବର୍ତ୍ତମାନ ୨୦୨୪ରେ ବି ତାହାର ପୁନରାବୃତ୍ତି ହେବାକୁ ଯାଉଛି।
ଆଉମାତ୍ର ଗୋଟିଏ ଦିନର ଅପେକ୍ଷା.....
ବିଜୟର ଧ୍ବଜା ଉଡ଼ିବ ପ୍ରଗତିର ଶଙ୍ଖଧ୍ୱନୀ ବାଜିବ, ଓଡ଼ିଶାରେ ପୁଣି ବିଜେଡି ସରକାର ଆସିବ।
ଧନ୍ୟବାଦ ଓଡ଼ିଶାବାସୀ। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିଥିବାରୁ।
ହାତରେ ଲଗାଇବା ଗଣତନ୍ତ୍ର କାଳି, ହାତରେ ଗଢିବା ନବୀନ ଓଡିଶା
Click here to claim your Sponsored Listing.
Videos (show all)
Category
Telephone
Website
Address
Bhubaneswar
751009
61, Gangotrinagar, Lane/3, Shisupalgarh
Bhubaneswar, 751002
SUCI(Communist) is a revolutionary party based on Marxism-Leninism and com. Shibdas Ghosh thought which was founded on the 24th April 1948. It has emerged as the only genuine comun...
61-gangotrinagar, Sishupalgarh
Bhubaneswar
If to die don't die begging, when to die die with honour.
61, Gangotrinagar, Road No 3, Shisupalgarh, Odisha
Bhubaneswar, 751002
All India Kisan Khet Mazdoor Sangathan(AIKKMS) is a revolutionary peasants and agricultural labourer
Plot No: 6R-3, Near Capital Hospital
Bhubaneswar, 751020
The official page of Biju Janata Dal, Odisha. Responsible for all digital presence of the Party.
Bhagawati Bhawan, 16-Ashok Nagar
Bhubaneswar, 751009
All India Kishan Sabha, Odisha is State page of AIKS Ajay Bhawan & the oldest Farmers Organisation in the State of Odisha.
Bhubaneswar
We are always remembering our freedom fighters and soldiers .Congress dedicated for all.