ମେଡିକାସିଓର୍ ବାଲିପାଟଣା - Medikasure Balipatna
Dr. Sarat Kumar Mishra Ex, Medical Officer - KALINGA HOSPITAL & ADITYA CARE HOSPITAL Bhubaneswar.
ପର୍ପଲ୍ ଡେ ଅଫ୍ ଏପିଲେପ୍ସି
ଲାଭେଣ୍ଡର ଫୁଲର ରଙ୍ଗକୁ ଆଧାର କରି ପର୍ପଲ୍ ଅବା ବାଇଗଣୀ ରଙ୍ଗକୁ ବିଶ୍ଵ ଏପିଲେପ୍ସି ଦିବସର ରଙ୍ଗ ରୂପେ ଗ୍ରହଣ କରାଯାଇଛି।
ଏହି ଦିନ ସମସ୍ତେ ବାଇଗଣୀ ରଙ୍ଗ ଧାରଣ କରନ୍ତି ଅବା ବ୍ୟବହାର କରନ୍ତି ତଥା ଏପିଲେପ୍ସି ନିରାକରଣ ପାଇଁ ନିଜର ସମର୍ଥନ ଦିଅନ୍ତି
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ଯକ୍ଷ୍ମା ଦିବସ
ଟିବି ଅବା ଯକ୍ଷ୍ମା ରୋଗ ଦୁନିଆରେ ସବୁଠାରୁ ମାରାତ୍ମକ ରୋଗ ମାନଙ୍କ ମଧ୍ୟରୁ ଗୋଟିଏ। ଅନେକ ଛୋଟ ବଡ଼ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଏହାକୁ ନେଇ ମାର୍ଚ୍ଚ ୨୪ରେ ବିଭିନ୍ନ ଜନ ଜାଗୃତିକ କାର୍ଯ୍ୟକ୍ରମ କରିଥାନ୍ତି।
ମେଡିକାସିଓର୍ ବାଲିପାଟଣା ମଧ୍ୟ ଯକ୍ଷ୍ମା ରୋଗର ପ୍ରତିକାର ଏବଂ ଚିକିତ୍ସା ସମାଧାନ ବିଷୟରେ ରୋଗୀ ମାନଙ୍କୁ ଜଣାଇଥାଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ଜଳ ଦିବସ
ଏ ବର୍ଷର ଜଳ ଦିବସର ମୁଖ୍ୟ ସ୍ଲୋଗାନ୍ ହେଲା, " ଜଳ ହିଁ ସୌହାର୍ଦ୍ଦ୍ୟ "।
ବିଶ୍ଵ ବ୍ୟାପୀ ଏଥର ଜଳ ଦିବସରେ, ଜଳ କିପରି ଦେଶ ତଥା ମହାଦେଶ ମାନଙ୍କ ମଧ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ ସେ ଉପରେ ଆଲୋକପାତ ହେବ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଡାଉନ୍ ସିଣ୍ଡ୍ରୋମ ଦିବସ
ଗୁଣସୂତ୍ର ୨୧ ର ଅଧିକ ଅବା ଏକା ଭଳି ଗୁଣସୂତ୍ର ଶରୀରରେ ଡାଉନ୍ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ୨୦୧୨ ମସିହା ପର ଠାରୁ ମାର୍ଚ୍ଚ ' ୨୧ ' କୁ ଏହି କାରଣରୁ ଡାଉନ୍ ସିଣ୍ଡ୍ରୋମ ଦିବସ ରୂପେ ପାଳନ କରାଯାଏ।
ଡାଉନ୍ ସିଣ୍ଡ୍ରୋମ ବିଷୟରେ ଅବଗତ କରାଇବା ପାଇଁ ଏହି ଦିବସ ପାଳିତ ହୁଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଅନ୍ତଃରାଷ୍ଟ୍ରୀୟ ଖୁସି ଦିବସ
ଜାତିସଙ୍ଘ ସଦସ୍ୟ ରାଷ୍ଟ୍ର ମାନେ ଜୀବନକୁ ବଞ୍ଚିବା ଏବଂ ରାଷ୍ଟ୍ର ମଙ୍ଗଳ ପାଇଁ ଚିନ୍ତା କରି ଜାଣିଲେ ଯେଉଁ ଦେଶ ଯେତେ ଖୁସି ସେତେ ନୀରୋଗୀ।
ଏଣୁ ଆସନ୍ତୁ ୨୦ ମାର୍ଚ୍ଚ ସମସ୍ତେ ଖୁବ୍ ଖୁସି ରହିବାକୁ ଚେଷ୍ଟା କରିବା।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ପୁନଃ ବ୍ୟବହାର ଅବା ରିସାଇକେଲିଂ ଦିବସ
ପ୍ଲାଷ୍ଟିକ୍ ବ୍ୟବହାରର ଉଗ୍ର ରୂପରେ ସ୍ଥଳ ଜଳ ଆଉ ମହାକାଶ ସମସ୍ତେ ପ୍ରଭାବିତ। ଶସ୍ତା ଏବଂ ସହଜରେ ମିଳିପାରୁଥିବା ରୁ ସର୍ବତ୍ର ବ୍ୟବହୃତ ପ୍ଲାଷ୍ଟିକକୁ ବନ୍ଦ କରା ଯାଇ ପାରିଲେ ମଧ୍ୟ ରିସାଇକଲ କରି ବ୍ୟବହାର କରିହେବ। ୧୮ ମାର୍ଚ୍ଚରେ ବିଶ୍ଵ ବ୍ୟାପୀ ଏ ଚିନ୍ତାଜନକ ବିଷୟ ଉପରେ ଅନେକ ଛୋଟ ବଡ଼ କାର୍ଯ୍ୟକ୍ରମ ହୁଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଜାତୀୟ ଟୀକା ଦିବସ
ଭାରତୀୟ ସ୍ଵାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ତରଫରୁ ସବୁ ବର୍ଷ ୧୬ ମାର୍ଚ୍ଚ ଅସଂଖ୍ୟ ବୈଜ୍ଞାନିକ,ସ୍ଵାସ୍ଥ୍ୟ କର୍ମୀ,ତଥା ଶ୍ରମିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ ତଥା ଟୀକାକରଣ ର ଅନେକ ଲାଭ ଦାୟକ ଗୁଣ ବିଷୟରେ ବତାଇବାକୁ ଏହି ଦିବସ ପାଳନ ହୁଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ବ ନିଦ୍ରା ଦିବସ
ଶୁଣିବାକୁ ମଜା ଲାଗୁଥିଲେ ମଧ୍ୟ ବିଷୟଟି ଭାରି ଗମ୍ଭୀର। ଶୋଇବାର ସଠିକ୍ କ୍ଷମତା ଆମ ସମ୍ପୂର୍ଣ୍ଣ ପୀଢ଼ି ହରାଇ ସରିଲା ଭଳି ପ୍ରତୀତ ହୁଏ।
ସଠିକ୍ ନିଦ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପରେ ଆଲୋକପାତ କରିବା ପାଇଁ ବିଶ୍ଵ ବ୍ୟାପୀ ଏହି ଦିବସ ପାଳନ ହୁଏ
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ କିଡନୀ (ବୃକକ୍) ଦିବସ
ଆଧୁନିକ ଚିକିତ୍ସା ଶୈଳୀ ଏବଂ ଏହାର ଉପକୁକ୍ତ ବ୍ୟବହାର ହିଁ ମାରାତ୍ମକ ରୋଗ ମାନଙ୍କ ପାଇଁ ରାମ ବାଣ।
ବିଶ୍ଵ କିଡନୀ ଦିବସ , କିଡନୀ ଅବା ବୃକକ୍ ରେ ହେଉଥିବା ରୋଗ ମାନଙ୍କ ନୂତନ ଚିକିତ୍ସା ସମାଧାନ ଉପରେ ଗୁରୁତ୍ବ ଦେବା ପାଇଁ ଏକ ଆହ୍ବାନ
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
Contact 099372 00453
ନୋ ସ୍ମୋକିଁ ଡେ
ସ୍ମୋକ୍, ଧୁମ୍ର ଅବା ଧୁଆଁ ବିଷୟରେ ଅବଗତ କରାଇବା ପାଇଁ ଏକ ଦିବସ ପାଳିତ ହେବା ହିଁ ଆମ ସମାଜର ଏକ ନିଆରା ସ୍ୱରୂପ।
ସିଗାରେଟ୍, ବିଡି ତଥା ଅନେକ ଧରଣର ଧୁମ୍ରପାନ ବର୍ଜ୍ୟ କରିବା ପାଇଁ ସରକାରୀ ,ବେସରକାରୀ ସ୍ତରରେ ଅନେକ ପ୍ରଚେଷ୍ଟା ହେଉଛି।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ମହାଶିବରାତ୍ରି
ବିଶ୍ବବ୍ୟାପୀ ସନାତନ ଧର୍ମୀ ଭାଇ ଭଉଣୀ ମାନେ ଆଜି ସାରା ରାତି ଉଜାଗର ରହି ମହାଶିବରାତ୍ରୀ ଅବା ଜାଗର ଓଷା ପାଳନ କରିବେ।
ମେଡିକାସିଓର୍ ବାଲିପାଟଣା ପରିବାର ତରଫରୁ ଆଶା, ଭୋଳା ବାବାଙ୍କ କୃପା ବାରି ସମସ୍ତଙ୍କୁ ନିରୋଗୀ ଏବଂ ସୁଖୀ ରଖୁ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
🔆Hiring Alert🔆
Pharmacist for MEDIKASURE PHARMACY
call 9937200453
ବିଶ୍ଵ ଦନ୍ତ ଚିକିତ୍ସକ ଦିବସ
ଏକ ସୁସ୍ଥ ହସର ମାଲିକାନା ଆମକୁ ଅନେକ ପ୍ରକାରର ସକାରାତ୍ମକ ପ୍ରଦାନ କରେ। ଦାନ୍ତ ଏବଂ ମାଢ଼ିର ରକ୍ଷା ତଥା ଚିକିତ୍ସା ପାଇଁ ସମଗ୍ର ବିଶ୍ଵ ଦନ୍ତ ଚିକିତ୍ସକଙ୍କ ଉପରେ ନିର୍ଭରଶୀଳ। ଏହି ଦିନଟି ସେମାନଙ୍କ ପାଇଁ ଉତ୍ସର୍ଗୀକୃତ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
Pharmacist needed for MEDIKASURE PHARMACY
Call 099372 00453
ବିଶ୍ଵ ମେଦବହୁଳତା ଦିବସ
ମେଦବହୂଳ ବ୍ୟକ୍ତିତ୍ଵ ବିଶ୍ବବ୍ୟାପୀ ଅନେକ ସମୟରୁ ହସର ପାତ୍ର ହୋଇ ଆସିଛନ୍ତି। ହେଲେ ସଂଘର୍ଷର ଚିତ୍ର କିଛି ଅଲଗା। ଏହି ଦିବସରେ ବିଶ୍ଵ ବ୍ୟାପୀ ମେଦବହୁଳତା କେମିତି ମାରାତ୍ମକ ଦିଗରେ ଗତି କରୁଛି, ସେ ବିଷୟରେ ଅବଗତ କରାଇଥାଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ଶ୍ରବଣ ଦିବସ
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ଚଳିତ ବର୍ଷ ବିଶ୍ଵ ଶ୍ରବଣ ଦିବସ ଏକ ନିଆରା ଲକ୍ଷ ନେଇ ଆଗକୁ ବଢୁଛି।
ଶ୍ରବଣ ଶକ୍ତି ଚିକିତ୍ସା ଏବଂ ଏହାର ସତ୍ୟତା ବିଷୟରେ ସଭିଙ୍କୁ ଅବଗତ କରାଇବା।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ହ୍ୱିଲ୍ ଚେୟାର୍ ଦିବସ
ହ୍ୱିଲ୍ ଚେୟାର୍ ଜଣେ ଦିବ୍ୟାଙ୍ଗ ପାଇଁ କେତେ ସକାରାତ୍ମକ ପ୍ରଭାବ ପକାଇଥାଏ ତାହା ଜାଣିବା ଅସମ୍ଭବ ।
ଅନ୍ୟଙ୍କୁ ଏହାର ମହତ୍ତ୍ଵ ବତାଇବା ପାଇଁ ଏହି ଦିବସଟି ପାଳିତ ହୁଏ ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିରଳ ରୋଗ ଦିବସ
ବିରଳ ରୋଗ ମାନଙ୍କ ପାଇଁ ଏହା ଏକ ସଚେତନତା ବଢାଇବା ପାଇଁ ପ୍ରଚେଷ୍ଟା । ଫେବୃଆରୀ ମାସ ଶେଷ ଦିନରେ ପାଳିତ ଏହି ଦିବସ ଅନେକ କାରଣରୁ ଗୁରୁତ୍ୱ ପୂର୍ଣ୍ଣ। ନାନା ପରୀକ୍ଷା, ରିପୋର୍ଟ୍ ତଥା ଚିକିତ୍ସା ଶୈଳୀ ଏବଂ ତଥ୍ୟ ଉପରେ ଜ୍ଞାନ ବଢେଇବା ପାଇଁ ଏହା ପ୍ରଯୁଜ୍ୟ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ମେଡି ମିତ୍ର
ଚିକୁର କାନ କୌଣସି କାରଣରୁ କୁଣ୍ଡେଇ ହେଉଥିବା ଦେଖି, ବଡ଼ ଭଉଣୀ ତା କାନରେ କାଠି ଟିଏ ଭର୍ତି କରିବାକୁ ଲାଗିଲା।
ଚିକୁ ମଝିରେ ମଝିରେ ଏପଟ ସେପଟ ହେଉଥାଏ ଆଉ କହୁଥାଏ କାଟୁଚି ଦିଦି।
ମେଡି ମିତ୍ର ଦେଖିଲେ ଆଉ ସଙ୍ଗେ ସଙ୍ଗେ ଯାଇ ଚିକୁ ଭଉଣୀର ହାତରୁ ସେ କାଠି ବାହାର କରିଦେଲେ।
ସିଏ ଡରିଗଲା, ମେଡି ମିତ୍ର କହିଲେ ଆରେ ମା, ଯଦି ଏଇ କାଠି ଟା ଭାଙ୍ଗି ଗଲା ? ଯଦି କାନ ଭିତରେ ବାଜିଗଲା ?
କାନ ଗୋଟେ ସୂକ୍ଷ୍ମ ଜିନିଷ, ଏଥିରେ ଥିବା ମଇଳା ଗଧେଇଲା ବେଳେ ଅବା କାନ ସଫା କରିବା ବେଳେ ଆପେ ଆପେ ବାହାରି ଯାଏ।
କାଠି, କାନ ମଇଳା କଢ଼ା ଯନ୍ତ୍ର, ତୁଳା ସହ କାଠି , ନା ନା ପ୍ରକାର ତୈଳ ଆଦି ପକେଇବା କିଛି ଆବଶ୍ୟକ ନାହିଁ। ଓଲଟା ଚିକୁ କାନ ବେଶୀ ଖରାପ ହେବାର ସମ୍ଭାବନା ବଢିଯିବ।
ଏମିତି କରିବୁନି ହେଲା।
ଚିକୁ ଏବଂ ତା ଭଉଣୀ ଧ୍ୟାନ ଦେଇ ଶୁଣିଲେ ଆଉ କହିଲେ ସରି ମେଡି ମିତ୍ର ଆଉ ଏମିତି ହବନି।
ଚିକୁ କହିଲା, ମୋର ତ କାନ ଆଉ କିଛି ହଉନି ଆଉ। ( କାନ ଖରାପ ହୋଇଯିବା ଡରରେ ବୋଧେ )
ସମସ୍ତେ ଟିକେ ହସିଲେ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ଚିନ୍ତନ ଦିବସ
ବିଜ୍ଞାନ ହେଉ ଅବା ସାହିତ୍ୟ , ଲୋକ ସମ୍ପର୍କ ଅବା ରାଜନୀତି। ସଠିକ୍ ତଥ୍ୟ ଏବଂ ବିଚାର ସହ ଯଦି ଚିନ୍ତନ ନ କରାଯାଏ ତେବେ ବିକାଶ ହାସଲ କରିବା ଅସମ୍ଭବ।
ଜାତିସଙ୍ଘ ଆନୁକୁଲ୍ୟରେ ଏହି ଦିବସ ଟି ବୁଦ୍ଧିଜୀବୀ ମାନଙ୍କୁ ଏକ ଆହ୍ବାନ ସ୍ୱରୂପ। ବର୍ତ୍ତମାନ ଏବଂ ଆସନ୍ତା ପୀଢ଼ି ପାଇଁ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଅନ୍ତଃରାଷ୍ଟ୍ରୀୟ ମାତୃଭାଷା ଦିବସ
ମାତୃଭାଷା ନିଜ ସଂସ୍କୃତି ଏବଂ ପରମ୍ପରାର ଏକ ଚିହ୍ନ। ଏକ ଗର୍ବର ବିଷୟ। ସମଗ୍ର ପୃଥିବୀରେ ମଣିଷ ପ୍ରଜାତି ଭାଷା ଜନିତ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ସାମାଜିକ ନ୍ୟାୟ ଦିବସ
ଦୋଷୀ ପଛେ ଖସି ଯାଉ ହେଲେ ନିର୍ଦ୍ଦୋଷ ଦଣ୍ଡ ନ ପାଉ।
ନ୍ୟାୟ ବ୍ୟବସ୍ଥା ଏକ ଗଣତାନ୍ତ୍ରିକ ପଦ୍ଧତି ଯାହା ସବୁ ନାଗରିକ ପାଇଁ ସମାନ ଏବଂ ନିରପେକ୍ଷ ହେଲେ ଏହାର ଉପଯୁକ୍ତ ସଚେତନତା ବଢାଇବା ପାଇଁ ଏହି ଦିବସ ପାଳନ କରାଯାଏ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଅନ୍ତଃରାଷ୍ଟ୍ରୀୟ ଶୈଶବ କର୍କଟ ଦିବସ
କର୍କଟ ରୋଗର ଭୁକ୍ତଭୋଗି ଅନେକ ହେଲେ କୁନି କୁନି ପିଲା ମାନଙ୍କ ଜୀବନର ଆରମ୍ଭରେ ତାଙ୍କୁ କର୍କଟ ରୋଗ ଗ୍ରାସ କରିବା ଅତ୍ୟନ୍ତ ଦୁଃଖ ଦାୟକ।
ଅଙ୍କଲୋଜି ଅବା କର୍କଟ ଚିକିତ୍ସାର ଏକ ନିର୍ଦ୍ଧିଷ୍ଟ ବିଭାଗ ହେଉଛି ଶିଶୁ କର୍କଟ ବିଭାଗ, ଏଣୁ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଆନୁକୁଲ୍ୟରେ ଏହି ଭଳି ଦିବସ ପାଳିତ ହୁଏ
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବସନ୍ତ ପଞ୍ଚମୀ
ମା ସରସ୍ଵତୀ ବସନ୍ତ ଋତୁରେ ପଞ୍ଚମୀ ତିଥିରେ ଭାରତର କୋଣ ଅନୁକୋଣରେ ପୂଜା ପାଆନ୍ତି।
କଳା,ଶିକ୍ଷା ଏବଂ କୌଶଳର ଦେବୀ ମା ଙ୍କ ପାଖରେ ଆମ ନୂଆ ପିଢ଼ିର ମଙ୍ଗଳ କାମନା କରୁଛି ମେଡ଼ିକା ସିଓର୍
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ଡାରୱିନ୍ ଡେ
ବିଜ୍ଞାନ ହିଁ ବିକାଶ ଆଣିଛି। ଏବଂ ବିକଶିତ ବିଜ୍ଞାନ ପଛରେ କିଛି ମହତ୍ତ୍ୱପୂର୍ଣ୍ଣ ଅବଦାନ ଭିତରୁ ମୁଖ୍ୟ ପ୍ରସିଦ୍ଧ ବୈଜ୍ଞାନିକ ଚାର୍ଲ୍ସ ଡାରୱିନ୍।
୧୮୦୯ ମସିହା ଫେବୃୟାରୀ ୧୨ ତାଙ୍କ ଜନ୍ମତିଥିକୁ ବିଜ୍ଞାନ ପାଇଁ ଉତ୍ସର୍ଗ କରାଯାଇଛି।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
ବିଶ୍ଵ ରୋଗୀ ଦିବସ
ଆସନ୍ତୁ ରୋଗୀ ଏବଂ ତାଙ୍କୁ ଅହରହ ନିଶ୍ୱର୍ଥାପର ସେବା ଯୋଗାଇ ଦେଉଥିବା ପରିବାରବର୍ଗ ମାନଙ୍କ ପାଇଁ ଦିନେ ଗୋଟେ ଛୋଟ ଧନ୍ୟବାଦ୍ ଦେବା।
ବିଜ୍ଞାନ ଏବଂ ସାମାଜିକ ସହଯୋଗରେ ରୋଗୀ ରୋଗମୁକ୍ତ ହୁଏ। ଏହି ଦିବସଟି ସେ କଥା ମନେ ପକେଇଦେବା ପାଇଁ ଉପଯୁକ୍ତ।
ଅଧିକ ସୂଚନା କିମ୍ବା ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
ମେଡିକାସିଓର ବାଲିପାଟଣା
📞 ୯୮୬୧୨୧୭୧୮୮
📍 ୨ୟ ମହଲା, ଅଭିରାମ ସନ୍ନିସାଇଡ୍, ବାଲିପାଟଣା-ଭିଙ୍ଗାରପୁର ରୋଡ୍, ଖୋର୍ଦ୍ଧା-୭୫୨୧୦୨
Click here to claim your Sponsored Listing.
Videos (show all)
Category
Contact the practice
Telephone
Address
2nd Floor, Abhiram Sunnyside Building , 1030, Balipatna-Bhingarpur Road, Near Balipatna Chakka, Balipatna
Khordha
752102
Opening Hours
Monday | 8am - 7:30pm |
Tuesday | 8am - 7:30pm |
Wednesday | 8am - 7:30pm |
Thursday | 8am - 7:30pm |
Friday | 8am - 7:30pm |
Saturday | 8am - 7:30pm |
Sunday | 8am - 7:30pm |
Plot No. 11/4542, Jajarasingh Mouza, Near District Head Qr Hospital
Khordha, 752055