My family Congress

My family Congress

Contact information, map and directions, contact form, opening hours, services, ratings, photos, videos and announcements from My family Congress, Political organisation, ODISHA, .

25/02/2023
25/02/2023
25/02/2023
25/02/2023
Photos from My family Congress's post 10/02/2023

ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ ଏଆଇସିସି କାର୍ଯ୍ୟାଳୟ ,ଭାରତୀୟ ଜାତୀୟ କଂଗ୍ରେସର ସମ୍ମାନନୀୟ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡଗେ,ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଡ଼ା ଚେଲାକୁମାର ଙ୍କ ଉପସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦେଇଛନ୍ତି ଏବଂ ପରବର୍ତୀ ଅବସ୍ଥାରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ତାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା💐💐💐💐💐

24/12/2022

ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ୧୦୮ ଦିନରେ ୩୦୦୦ କିଲୋମିଟର ଅତିକ୍ରମ କରିଛି . ରାହୁଲ ଗାନ୍ଧୀ ଦିଲ୍ଲୀ ଲାଲକିଲ୍ଲାରୁ ଐତିହାସିହ ଭାଷଣ ଦେଇ ଛନ୍ତି .

Photos from My family Congress's post 31/10/2022

ଓଡ଼ିଶାରେ ଆରମ୍ଭ ହୋଇଛି ଐତିହାସିକ "ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରା"। ଏହି ଯାତ୍ରାରେ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା କଂଗ୍ରେସ ଦଳର କାର୍ଯ୍ୟକର୍ତା ଏବଂ ହଜାର ହଜାର ସାଧାରଣ ଜନତା ଏହି ଯାତ୍ରାରେ ଯୋଗଦାନ କରିଥିଲେ .

28/10/2022

ଓଡିଶା କଂଗ୍ରେସ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ଭାରତ ଯୋଡ଼ ଯାତ୍ରା ଶୁଭାରମ୍ଭ କରିବ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା .

21/10/2022

କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କର ଏକ ପୁରୁଣା ଭିଡିଓ ରେ ଜବରଦସ୍ତ ଭାଷଣ .

06/10/2022

କର୍ଣ୍ଣାଟକ ମଣ୍ଡିଆରେ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଲେ ସୋନିଆ ଗାନ୍ଧୀ .

03/10/2022

ଭାରତ ଯୋଡୋ ଯାତ୍ରାରେ ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ରାହୁଲ ଗାନ୍ଧୀ । କର୍ଣ୍ଣାଟକ ମହିଶୁରରୁ ଏଚିତ୍ର ଆସିଛି ।

02/10/2022

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

22/09/2022

ଓଡ଼ିଶାରେ ହେବାକୁ ଯାଉଥିବା ଭାରତ ଯୋଡ ଯାତ୍ରା ବେଳେ
ପୂର୍ବରୁ କଂଗ୍ରେସ ସରକାର ଥିବା ସମୟରେ ଯେଉଁ ଯୋଜନା କରିଥିଲା ସେହି ଯୋଜନା ସମ୍ପର୍କରେ ସମସ୍ତ ତଥ୍ୟ ଜନସାଧାରଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ ଦଳ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ।

18/09/2022

ଓଡ଼ିଶାରେ କଂଗ୍ରେସ କରିବ ଭାରତ ଯୋଡୋ ପଦଯାତ୍ରା .

ଓଡ଼ିଶାରେ ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ। ୨୨୫୦ କିଲୋମିଟରର ପଦଯାତ୍ରା ହେବ । ଏହି ପଦ ଯାତ୍ରା ବିଜେଡ଼ି ଓ ବିଜେପି ବିରୋଧରେ ହେବ ପିସିସି ସଭାପତି ଶରତ ପଟ୍ଟନାୟକ।

18/09/2022

ବାବା ରାମଦେବ ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା କୁ ନେଇ ପ୍ରଶଂସା କରିଛନ୍ତି ।
ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ ଦେବା ସମୟରେ କହିଛନ୍ତି ଯେ, " ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ... ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି । ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।

18/09/2022

ଓଡ଼ିଶାରେ କଂଗ୍ରେସ କରିବ ପଦଯାତ୍ରା .

12/09/2022

ଛଅ ଦିନ ରେ ଭାରତ ଯୋଡ଼ ପଦଯାତ୍ରା ...

08/09/2022

ଦୁତିୟ ଦିନରେ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଜନସମ୍ପର୍କ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ଦଳର ଅନେକ ବରିଷ୍ଠ ନେତା ଏବଂ ଅନେକ ସାଧାରଣ ଜନତା .

08/09/2022
07/09/2022

କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଜନସମ୍ପର୍କ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ ଗାନ୍ଧୀ, ସାମିଲ ହେଲେ ଦଳର ଅନେକ ବରିଷ୍ଠ ନେତା ଏବଂ ଦଳର ହଜାର ହଜାର କର୍ମୀ .

05/09/2022

ଗୁଜୁରାଟ ରେ ଆୟେଜିତ ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ଭୋଧିତ କରି ଆଗାମୀ ନିର୍ବାଚନ ପାଇଁ ଅନେକ ପ୍ରତିଶ୍ରୁତି ଦେବାସହ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ..

03/09/2022

ଆସନ୍ତା କାଲି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ କରିବ ହାଲା ବୋଲ ରାଲି....
ବିଭିନ୍ନ ଦରଦାମ ବୃଦ୍ଧି ପ୍ରତିବାଦରେ କାଲି ଆନ୍ଦୋଳନ କରିବ କଂଗ୍ରେସ।

31/08/2022

ବିଜେପି ଦଳକୁ ନେଇ କଣ କହୁଛନ୍ତି କଂଗ୍ରେସ ଯୁବ ନେତା ସଚିନ୍ ପାଇଲଟ୍ ....

30/08/2022

ମୋତେ ଲାଗୁନି ଗାନ୍ଧୀ ପରିବାର କେବେ କହିଛନ୍ତି ଆମକୁ ଅଦକ୍ଷ ପଦ ଦିଆ ଯାଉ କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରୀଷ୍ଣାମ ?

29/08/2022

ଗାନ୍ଧୀ ପରିବାରକୁ ନେଇ କଣ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

29/08/2022

୨୨ ବର୍ଷରେ ଯଦି ବର୍ଷକୁ ୨ ଲକ୍ଷ ଲେଖାଏଁ ଯୁବକଙ୍କୁ ଚାକିରି ଦିଆଯାଇଥାନ୍ତା ତାହେଲେ ୪୪ ଲକ୍ଷ ଚାକିରି ମିଳି ସାରନ୍ତାଣି । ଯାହା ପ୍ରତିଶୃତି ଦେଇଛନ୍ତି ତାହା ପୁରା ହୋଇନାହିଁ ପିସିସି ସଭାପତି ଶରତ ପଟ୍ଟନାୟକ .

27/08/2022

ଗୁଲାମନବୀ ଦଳ ଛାଡିଲେ ବି କିଛି ପ୍ରଭାବ ପଡିବନି ବୋଲି କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

25/08/2022

ବିଜେପି ସରକାରର ମୁଖା ଖୋଲିଦେଲେ କଂଗ୍ରେସ ମୁଖପାତ୍ର ଗୌରଭ ବଲ୍ଲଭ .

19/08/2022

ମୋଦି ମହାଶୟ ବୁଲେଟ ଟ୍ରେନର ସ୍ୱପ୍ନ ଭାରତ ବାସୀଙ୍କୁ ଦେଖିଇ ଥିଲେ ଏବେବି ସସଧାରଣ ଜନତା ଅପେକ୍ଷରେ କେବେ ସାକାର ହେବ ବୁଲେଟ ଟ୍ରେନର ସ୍ୱପ୍ନ .

15/08/2022

ସ୍ୱାଧୀନତା ଦିବସରେ କଂଗ୍ରେସର ଶପଥଗ୍ରହଣ କାର୍ଯ୍ୟକ୍ରମ । ଦେଶ ଓ ଦେଶବାସୀଙ୍କ ସେବା କରିବା ପାଇଁ ପ୍ରତିଜ୍ଞା ନେଲେ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ

10/08/2022

डॉ. मनमोहन सिंह जी का राष्ट्र के नाम संदेश |

May 17, 2014

09/08/2022

କ୍ରାନ୍ତି ଦିବସରେ କଂଗ୍ରେସର ପଦଯାତ୍ରା .

08/08/2022

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଓ କ୍ରାନ୍ତି ଦିବସ ଉପଲକ୍ଷେ
ଅଗଷ୍ଟ ୯ କ୍ରାନ୍ତି ଦିବସରୁ ୧୪ ପ୍ରତ୍ୟେକ ଜିଲ୍ଲାରେ ୭୫କି.ମି ପଦଯାତ୍ରା କରିବ ଓଡିଶା କଂଗ୍ରେସ .
ଶରତ ପଟ୍ଟନାୟକ, ଅଧ୍ୟକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି .

07/08/2022

ଗଣତନ୍ତ୍ରରେ ପ୍ରଥମ ଥର ଦେଖିବାକୁ ମିଳୁଛି ଯେଉଁଠି ସରକାର ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି କଂଗ୍ରେସ ଯୁବ ନେତା ସଚିନ ପାଇଲଟ .

07/08/2022

କଂଗ୍ରେସ କଣ ?

03/08/2022

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧ କରି କଂଗ୍ରେସର ରଣହୁଙ୍କାର । ଆସନ୍ତା ୫ ତାରିଖରେ ରାଜଭବନ ସହ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ କଂଗ୍ରେସର ଚେତାବନୀ ।

29/07/2022

Supriya Shrinate जी ...

21/07/2022

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ନରସିଂହ ମିଶ୍ର ।

20/07/2022

୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ : Sarat Patnaik

16/07/2022

ପୁଣି ମୋଦି ମହାଶୟଙ୍କର ମହଙ୍ଗା ମାଡ଼ ?
ସୋମବାରରୁ ମହଙ୍ଗା ହେବ ଘର କରଣା ସାମଗ୍ରୀ , ହୋଟେଲ ଓ ବ୍ୟାଙ୍କ୍ ସେବା । ଆଉ କେଉଁ କେଉଁ ସେବା ହେବ ମହଙ୍ଗା , ଦେଖନ୍ତୁ .

Videos (show all)

ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ୧୦୮ ଦିନରେ ୩୦୦୦ କିଲୋମିଟର ଅତିକ୍ରମ କରିଛି . ରାହୁଲ ଗାନ୍ଧୀ ଦିଲ୍ଲୀ ଲାଲକିଲ୍ଲାରୁ ଐତିହାସିହ  ଭାଷଣ ଦେଇ ଛନ୍...
ଓଡିଶା କଂଗ୍ରେସ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ଭାରତ ଯୋଡ଼ ଯାତ୍ରା  ଶୁଭାରମ୍ଭ  କରିବ  ବରିଷ୍ଠ କଂଗ୍ରେସ ନେତା ...
କଂଗ୍ରେସର ବରିଷ୍ଠ ନେତା ତଥା  କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ  ଶ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କର ଏକ ପୁରୁଣା ଭିଡିଓ ରେ ଜବରଦସ୍ତ ଭାଷଣ .
କର୍ଣ୍ଣାଟକ ମଣ୍ଡିଆରେ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଲେ ସୋନିଆ ଗାନ୍ଧୀ .
ଭାରତ ଯୋଡୋ ଯାତ୍ରାରେ ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ରାହୁଲ ଗାନ୍ଧୀ । କର୍ଣ୍ଣାଟକ ମହିଶୁରରୁ ଏଚିତ୍ର ଆସିଛି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଓଡ଼ିଶାରେ ହେବାକୁ ଯାଉଥିବା ଭାରତ ଯୋଡ ଯାତ୍ରା ବେଳେ ପୂର୍ବରୁ  କଂଗ୍ରେସ ସରକାର ଥିବା ସମୟରେ ଯେଉଁ ଯୋଜନା କରିଥିଲା  ସେହି ଯୋଜନା ସମ୍ପର୍କରେ ...
ଓଡ଼ିଶାରେ କଂଗ୍ରେସ କରିବ ଭାରତ ଯୋଡୋ ପଦଯାତ୍ରା . ଓଡ଼ିଶାରେ ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ। ୨୨୫୦ କିଲୋମି...
ବାବା ରାମଦେବ ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା  କୁ ନେଇ ପ୍ରଶଂସା କରିଛନ୍ତି ।ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ ଦେବ...
ଓଡ଼ିଶାରେ କଂଗ୍ରେସ କରିବ ପଦଯାତ୍ରା .
ଛଅ ଦିନ ରେ ଭାରତ ଯୋଡ଼ ପଦଯାତ୍ରା ...
ଦୁତିୟ ଦିନରେ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଜନସମ୍ପର୍କ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ଦଳର ଅନେକ ବରିଷ୍ଠ ନେତା ଏବଂ ଅନ...

Website

Address

ODISHA
Jaj Pur