Videos by My family Congress in Jaj Pur.
ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ୧୦୮ ଦିନରେ ୩୦୦୦ କିଲୋମିଟର ଅତିକ୍ରମ କରିଛି . ରାହୁଲ ଗାନ୍ଧୀ ଦିଲ୍ଲୀ ଲାଲକିଲ୍ଲାରୁ ଐତିହାସିହ ଭାଷଣ ଦେଇ ଛନ୍ତି .
ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ୧୦୮ ଦିନରେ ୩୦୦୦ କିଲୋମିଟର ଅତିକ୍ରମ କରିଛି . ରାହୁଲ ଗାନ୍ଧୀ ଦିଲ୍ଲୀ ଲାଲକିଲ୍ଲାରୁ ଐତିହାସିହ ଭାଷଣ ଦେଇ ଛନ୍ତି .
ଓଡିଶା କଂଗ୍ରେସ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ଭାରତ ଯୋଡ଼ ଯାତ୍ରା ଶୁଭାରମ୍ଭ କରିବ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା .
କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କର ଏକ ପୁରୁଣା ଭିଡିଓ ରେ ଜବରଦସ୍ତ ଭାଷଣ .
ଓଡ଼ିଶାରେ ହେବାକୁ ଯାଉଥିବା ଭାରତ ଯୋଡ ଯାତ୍ରା ବେଳେ ପୂର୍ବରୁ କଂଗ୍ରେସ ସରକାର ଥିବା ସମୟରେ ଯେଉଁ ଯୋଜନା କରିଥିଲା ସେହି ଯୋଜନା ସମ୍ପର୍କରେ ସମସ୍ତ ତଥ୍ୟ ଜନସାଧାରଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ ଦଳ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ।
ଓଡ଼ିଶାରେ କଂଗ୍ରେସ କରିବ ଭାରତ ଯୋଡୋ ପଦଯାତ୍ରା . ଓଡ଼ିଶାରେ ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ। ୨୨୫୦ କିଲୋମିଟରର ପଦଯାତ୍ରା ହେବ । ଏହି ପଦ ଯାତ୍ରା ବିଜେଡ଼ି ଓ ବିଜେପି ବିରୋଧରେ ହେବ ପିସିସି ସଭାପତି ଶରତ ପଟ୍ଟନାୟକ।
ବାବା ରାମଦେବ ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା କୁ ନେଇ ପ୍ରଶଂସା କରିଛନ୍ତି । ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ ଦେବା ସମୟରେ କହିଛନ୍ତି ଯେ, " ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ... ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି । ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।
କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଜନସମ୍ପର୍କ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ ଗାନ୍ଧୀ, ସାମିଲ ହେଲେ ଦଳର ଅନେକ ବରିଷ୍ଠ ନେତା ଏବଂ ଦଳର ହଜାର ହଜାର କର୍ମୀ .
ଗୁଜୁରାଟ ରେ ଆୟେଜିତ ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ଭୋଧିତ କରି ଆଗାମୀ ନିର୍ବାଚନ ପାଇଁ ଅନେକ ପ୍ରତିଶ୍ରୁତି ଦେବାସହ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ..
ଆସନ୍ତା କାଲି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ କରିବ ହାଲା ବୋଲ ରାଲି.... ବିଭିନ୍ନ ଦରଦାମ ବୃଦ୍ଧି ପ୍ରତିବାଦରେ କାଲି ଆନ୍ଦୋଳନ କରିବ କଂଗ୍ରେସ।
ମୋତେ ଲାଗୁନି ଗାନ୍ଧୀ ପରିବାର କେବେ କହିଛନ୍ତି ଆମକୁ ଅଦକ୍ଷ ପଦ ଦିଆ ଯାଉ କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରୀଷ୍ଣାମ ?
୨୨ ବର୍ଷରେ ଯଦି ବର୍ଷକୁ ୨ ଲକ୍ଷ ଲେଖାଏଁ ଯୁବକଙ୍କୁ ଚାକିରି ଦିଆଯାଇଥାନ୍ତା ତାହେଲେ ୪୪ ଲକ୍ଷ ଚାକିରି ମିଳି ସାରନ୍ତାଣି । ଯାହା ପ୍ରତିଶୃତି ଦେଇଛନ୍ତି ତାହା ପୁରା ହୋଇନାହିଁ ପିସିସି ସଭାପତି ଶରତ ପଟ୍ଟନାୟକ .
ମୋଦି ମହାଶୟ ବୁଲେଟ ଟ୍ରେନର ସ୍ୱପ୍ନ ଭାରତ ବାସୀଙ୍କୁ ଦେଖିଇ ଥିଲେ ଏବେବି ସସଧାରଣ ଜନତା ଅପେକ୍ଷରେ କେବେ ସାକାର ହେବ ବୁଲେଟ ଟ୍ରେନର ସ୍ୱପ୍ନ .
ସ୍ୱାଧୀନତା ଦିବସରେ କଂଗ୍ରେସର ଶପଥଗ୍ରହଣ କାର୍ଯ୍ୟକ୍ରମ । ଦେଶ ଓ ଦେଶବାସୀଙ୍କ ସେବା କରିବା ପାଇଁ ପ୍ରତିଜ୍ଞା ନେଲେ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ
ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଓ କ୍ରାନ୍ତି ଦିବସ ଉପଲକ୍ଷେ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ୧୪ ପ୍ରତ୍ୟେକ ଜିଲ୍ଲାରେ ୭୫କି.ମି ପଦଯାତ୍ରା କରିବ ଓଡିଶା କଂଗ୍ରେସ . ଶରତ ପଟ୍ଟନାୟକ, ଅଧ୍ୟକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି .
ଗଣତନ୍ତ୍ରରେ ପ୍ରଥମ ଥର ଦେଖିବାକୁ ମିଳୁଛି ଯେଉଁଠି ସରକାର ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି କଂଗ୍ରେସ ଯୁବ ନେତା ସଚିନ ପାଇଲଟ .
ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧ କରି କଂଗ୍ରେସର ରଣହୁଙ୍କାର । ଆସନ୍ତା ୫ ତାରିଖରେ ରାଜଭବନ ସହ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ କଂଗ୍ରେସର ଚେତାବନୀ ।